• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Basic Amenities

Basic amenities
ମୌଳିକ ସୁବିଧା ପହଞ୍ଚିନି, ପଞ୍ଚାୟତକୁ ଆଦର୍ଶ ପଞ୍ଚାୟତ ମାନ୍ୟତା !

କେମିତି ଚୟନ ହେଉଛି ଆଦର୍ଶ ଗ୍ରାମ ପଞ୍ଚାୟତ ? ପଞ୍ଚାୟତକୁ ମିଳିଛି ଆଦର୍ଶ ପଞ୍ଚାୟତ ମାନ୍ୟତା । ହେଲେ ଲୋକେ କହୁଛନ୍ତି ପହଞ୍ଚିନି ମୌଳିକ ସୁବିଧା ।

Basic Needs
'ବହୁତ କହିଲ, ଆଉ ନୁହେଁ..କାମ କରିନ.. ଭୋଟ ନାହିଁ'

ଭୋଟ ପୂର୍ବରୁ ଅସନ୍ତୋଷ। ଆଉ ଏ ଅସନ୍ତୋଷ ହେଉଛି ଭୋଟ୍ ବେଳେ ଭଣ୍ଡେଇଥିବା ନେତାଙ୍କ ଉପରେ। ଏ କ୍ଷୋଭ, ସବୁ ଜାଣି ଅଜଣା ରହିଥିବା ପ୍ରଶାସନ ଉପରେ।

Sundargarh
ଏପଟେ ଜଙ୍ଗଲ ସେପଟେ ନଈ, ମଝିରେ ଆମେ ଅଲୋଡ଼ା ସରକାର ପାଇଁ..!

ରାସ୍ତା ଖଣ୍ଡେ ପାଇଁ କାହିଁ କେଉଁ କାଳରୁ ଅଭିଯୋଗ କରି ଆସୁଥିଲେ ମଧ୍ୟ ନା ଶୁଣିଛି ପ୍ରଶାସନ ନା.. ଶୁଣିଲା ସରକାର ।

Special story
ମିଳୁନି ମୌଳିକ ସୁବିଧା; ନାହିଁ ନାହିଁରେ କଟୁଛି ଦିନ

ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଖଡମବେଡ଼ା ପଞ୍ଚାୟତ ହେନ୍ଦେଦା ଓ ବୁରୁଡି ଗାଁରେ ରହିଛି ଏଭଳି ଅବସ୍ଥା । ଗାଁରେ ୧୮ ଟି ପରିବାରର ୬ଶହରୁ ଅଧିକ ଲୋକ ବସବାସ କରନ୍ତି ।

Basic amenities still a distant dream
ଘରଟିଏ ଦେବାକୁ ଟଙ୍କା ନେଇଗଲେ, ହେଲେ ଏଯାଏ ଘର ମିଳୁନି

ପକ୍କା ଘରଟିଏ ନାହିଁ, ନା ମିଳୁଛି ନା ମିଳିବାର ଆଶା ଅଛି । ଶାସକ ଦଳ ନବୀନ ବିକାଶର କଥା କହୁଛି । ହେଲେ ଏହି ଗାଁ, ଗାଁର ଚିତ୍ର ଏବଂ ଲୋକମାନଙ୍କ ଦୁର୍ଦ୍ଦଶା ଦେଖିଲେ ଆପଣ ବି କହିବେ ଏଠି ଅପହଞ୍ଚ ନବୀନ ବିକାଶ…

Basic amenities
‘ନବୀନଙ୍କ ବିକାଶ’ଠୁ ବହୁ ଦୂର ୪୫ ଆଦିବାସୀ ପରିବାର

ଏ ଦୃଶ୍ୟ ଯେତିକି ବ୍ୟଥିତ କରୁଛି ତାଠାରୁ ଅଧିକ ଥଟ୍ଟା କରୁଛି ଆମ ବିଶ୍ୱସ୍ତରୀୟ ବ୍ୟବସ୍ଥାଗୁଡ଼ିକୁ.. ଏମାନେ ଜାଣନ୍ତିନି ସ୍ୱାଧୀନତାର ଅର୍ଥ କଣ.. ଗାଁ ଆଉ ଗ୍ରାମବାସୀମାନଙ୍କ ଅବସ୍ଥା ଟିକେ ଦେଖନ୍ତୁ.. ଏଠାରେ ବିକାଶ କେଉଁଠି ଲୁଚିଛି ନିଜେ ଜାଣିପାରିବେ..

Basic amenities
ଆଶ୍ଚର୍ଯ୍ୟ ! ୧୫ ବର୍ଷ ହେଲାଣି ମିଳୁନି ମୌଳିକ ସୁବିଧା

୨୨ ବର୍ଷର ସ୍ଥିର ସରକାର । ଏଯାଏଁ ଗାଁକୁ ମିଳିଲାନି ମୌଳିକ ସୁବିଧା...ପିଇବା ପାଣି ପାଇଁ ନଈ, ଆଲୁଅ ଲାଗି ଡିବିରି ଭରସା

Basic amenities
୭୫ ବର୍ଷ ହେଲାଣି ମିଳୁନି ମୌଳିକ ସୁବିଧା

୨୨ ବର୍ଷର ସ୍ଥିର ସରକାର । ଏଯାଏଁ ଗାଁକୁ ମିଳିଲାନି ମୌଳିକ ସୁବିଧା...ପିଇବା ପାଣି ପାଇଁ ନଈ ଭରସା, ଆଲୁଅ ଲାଗି ଡିବିରି ଭରସା

No Basic amenities
ଏମିତି ଗାଁ ଯେଉଁଠି କିଛି ନାହିଁ..

ଓଡ଼ିଶାର ଏମିତି ଗାଁ ଯେଉଁଠି ମୌଳିକ ସୁବିଧା ବି ସାତ ସପନ

water problem
ପୀଢ଼ପୋଖରୀ ପୀଡ଼ା; ଇଏ ଏମିତକା ଏକ ଗାଁ ଯେଉଁଠିକି ଯିବାକୁ ନା ଅଛି ସବୁ ଦିନିଆ ରାସ୍ତା ନା ମିଳୁଛି ସର୍ବନିମ୍ନ ସୁବିଧା

ସ୍ଵାଧୀନତାର ସାତ ଦଶନ୍ଧି ବିତି ଯାଇଥିଲେ ମଧ୍ୟ ଅପହଞ୍ଚ ହୋଇ ରହିଛି ମୌଳିକ ସୁବିଧା । ଗାଁକୁ ଯିବାକୁ ହେଲେ ଗୋଡି ମାଟି ଘାଟି ରାସ୍ତା ଦେଇ ପ୍ରାୟ ୭ କିମି ଗଲେ ଜଙ୍ଗଲ ଭିତରେ ପଡେ ଏହି ଗାଁ । ଆମେ କହୁଛୁ କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ବଡ କାଳିମାଟି ପଞ୍ଚାୟତ ଅନ୍ତର୍ଗତ ପୀଢପୋଖରୀ ଗାଁର କଥା...

Basic Amenities
ପାଣି ଆଣିବୁ କେମିତି, ବାଟରେ ବାଘ ଜଗିକି ବସିଛି!!

ଚୁଆରୁ ପାଣି ଆଣିଲେ ଘରେ ଚୁଲି ଜଳିବ। ହେଲେ ବିନା ସାଙ୍ଗରେ ବଣକୁ ଯିବା ଅସମ୍ଭବ...ବାଟରେ ବାଘ, ଭାଲୁ ସହ ବୁଲୁଛି ହାତୀ...ଟିକିଏ ଅସାବଧାନ ହେଲେ ଜୀବନ ଯିବା ଥୟ

Residents Of Bhadrak’s Aradi Stage Protest Demanding Provision Of Basic Amenities
ଆରଡିପୀଠରେ ଅଘଟଣ

ଗତ ରବିବାର ଆରଡିପୀଠ ମଣିବାବାଙ୍କ ଶିବଗଙ୍ଗା ପୁଷ୍କରିଣୀରେ ବୁଡି ଜଣଙ୍କର ମୃତ୍ୟୁ ଘଟିଥିଲା। ଯାହାକୁ ନେଇ ପୀଠରେ ଚାପା ଉତେଜନା ଦେଖାଦେଇଛି ।