• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Ram Mandir
ରାମମୟ ଅଯୋଧ୍ୟା

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ତାରିଖ ଯେତିକି ପାଖେଇ ଆସୁଛି ଦେଶବାସୀଙ୍କ ଉତ୍କଣ୍ଠା ସେତିକି ବଢିଚାଲିଛି ।..

Village
ଗାଁର ଅଜବ ନାଁ, ଶୁଣିଲେ ହେବେ ଆଶ୍ଚର୍ଯ୍ୟ.. ଏପରି ନାଁ ପଛର ରହସ୍ୟ କ’ଣ

କିଛି ଗାଁର ନାଁ ମନରେ କୌତୁହଳ ସୃଷ୍ଟି କରେ । ମନରେ ପ୍ରଶ୍ନ ଆସେ ଗାଁର ଏଭଳି ନାମକରଣ କାହିଁକି ହେଲା । କ’ଣ ୟା ପଛର କାରଣ ।

Kamiya Jani
ଥମୁନି କାମିୟା ଜାନି ଶ୍ରୀମନ୍ଦିର ପ୍ରବେଶ ବିବାଦ

ଥମୁନି କାମିୟା ଜାନି ଶ୍ରୀମନ୍ଦିର ପ୍ରବେଶ ବିବାଦ । ୟୁଟୁବର କାମିୟା ଜାନି ହିନ୍ଦୁ ନା ମୁସଲମାନ୍ ? କାମିୟା ଜାନିଙ୍କ ଶ୍ରୀମନ୍ଦିର ପ୍ରବେଶ ପରେ ତାଙ୍କର ଧର୍ମକୁ ନେଇ ଏବେ ନାନା ଚର୍ଚ୍ଚା । ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ବିଷୟରେ ପୋଷ୍ଟ କରିବା ପରେ ଚର୍ଚ୍ଚାରେ ୟୁଟୁବର କାମିୟା ଜାନି ।

Sri Mandir
ଏମାନଙ୍କୁ ବି ମନା ଥିଲା ଶ୍ରୀମନ୍ଦିର !

ଓଡ଼ିଆଙ୍କର ପରମପୂଜ୍ୟ ଶ୍ରୀଜଗନ୍ନାଥ ଧାମ । ଓଡ଼ିଆଙ୍କ ଗର୍ବ ଓ ଗୌରବ ହେଉଛି ଶ୍ରୀମନ୍ଦିର । ତେବେ ଶ୍ରୀମନ୍ଦିରକୁ ପ୍ରବେଶ କରିବାକୁ କିଛି ନିୟମ ରହିଛି । ସମସ୍ତେ ମନ୍ଦିର ଭିତରକୁ ପ୍ରବେଶର ଅଧିକାର ପାଇ ନାହାନ୍ତି । ସେ ଯେତେ ବଡ଼ ନେତା ହେଉ କିମ୍ବା ପ୍ରଶାସନିକ ଅଧିକାରୀ ଅବା କେଉଁ ବ୍ୟବସାୟୀ । ଜାଣନ୍ତୁ ବଡ଼ ପଦବୀରେ ରହିବା ସତ୍ତ୍ୱେ କେଉଁମାନଙ୍କ ପାଇଁ ବନ୍ଦ ଥିଲା ଶ୍ରୀମନ୍ଦିର ।..

Parikrama Project
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆଜିଠୁ ଦେବ ନିମନ୍ତ୍ରଣ

ପ୍ରଥମେ ଶ୍ରୀଜିଉଙ୍କ କରାଯାଇଥିଲା ନିମନ୍ତ୍ରଣ । ନୀଳାଦ୍ରୀ ଭକ୍ତ ନିବାସଠାରୁ ଶ୍ରୀମନ୍ଦିରର ସେବାୟତ ଓ ଅଧିକାରୀମାନଙ୍କର ଏକ ଟିମ୍ ବାହାରିବ । ଲିଙ୍ଗରାଜ ମନ୍ଦିର ଦର୍ଶନ କରି ଯାତ୍ରା କରିବେ ସେବାୟତ ଓ ଅଧିକାରୀ ।

 Shortage of Chicken
କୋରାପୁଟରେ କୁକୁଡ଼ା ଅଭାବ !

କୋରାପୁଟ ଆସିଲେ କୋରାପୁଟିଆ ଦେଶୀ କୁକୁଡା ଖାଇବାକୁ ସମସ୍ତଙ୍କର ଆଗ୍ରହ । ହେଲେ ବଣଭୋଜି ମେନ୍ୟୁରୁ ଏବେ ଦେଶୀ କୁକୁଡ଼ା ଉଭାନ । କାରଣ ବଜାରରେ ମିଳୁନି ଦେଶୀ କୁକୁଡା । ଆଉ ବୟଲର ପାଇଁ ମୁହଁ ମୋଡୁଛନ୍ତି ପର୍ଯ୍ୟଟକ ।

year ender 2023 this year was named after these children
Year Ender 2023: ଦେଶକୁ ଗୌରବାନ୍ୱିତ କରିଥିବା ୨୦୨୩ର ନୂଆ ପିଢି

ଚଳିତ ବର୍ଷ ଏମିତି କିଛି ପ୍ରତିଭାବାନ ନୂଆ ପିଢି ଆସିଛନ୍ତି ଯେଉଁମାନଙ୍କୁ କେହି ଭୁଲିପାରିବେ ନାହିଁ। ଏହି ପ୍ରତିଭାମାନେ ଦେଶ ତଥା ବିଦେଶରୁ ଭାରତ ପାଇଁ ଗୌରବ ଆଣି ଅନେକ ଚର୍ଚ୍ଚା ସାଉଁଟିଛନ୍ତି। ଏହି ପିଲାମାନଙ୍କର ପ୍ରତିଭା ସାମ୍ନାରେ ସେମାନଙ୍କର ବୟସ ଛୋଟ ପଡିଯାଇଛି ଏବଂ ଆଜି ସେମାନେ ଆମ ହୃଦୟ ଜିତିଛନ୍ତି। ଆସନ୍ତୁ ସେମାନଙ୍କୁ ଜାଣିବା।

Farmer Isuue
ରାଜ୍ୟପାଳଙ୍କ ନିକଟରେ ଚାଷୀଙ୍କ ଗୁହାରୀ, ଉଚିତ ମୂଲ୍ୟ ଦେବାକୁ ଅନୁରୋଧ

ରାଜ୍ୟପାଳଙ୍କ ଦରବାରରେ ଏଥର ଚାଷୀ ସମସ୍ୟା । ଚଷା ପୁଅ ବଖାଣିଲା ଧାନ ସଂଗ୍ରହର ଅବ୍ୟବସ୍ଥା । କିଭଳି ଧାନର ଅଭାବୀ ବିକ୍ରି ହେଉଛି ସେନେଇ ରାଜ୍ୟପାଳଙ୍କୁ ଅବଗତ କଲା ଚାଷୀ ।

Jagannath Temple
ବଡ଼ଦିନ ପରେ ନୂଆବର୍ଷ, ଜଗାକୁ ଦେଖିବାକୁ ଅସମ୍ଭାଳ ଭିଡ଼

ଗୋଟିଏ ପଟେ ଶ୍ରୀମନ୍ଦିର ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବାଟାଲିୟନ ପାଇଁ ପ୍ରସ୍ତାବ ଆସିଥିବା ବେଳେ ଏଣେ ଦିନକୁ ଦିନ ବଢ଼ି ଚାଲିଛି ଅସମ୍ଭାଳ ଭିଡ଼ । ଖ୍ରୀଷ୍ଟମାସ ଛୁଟି ସାଙ୍ଗକୁ ଆସୁଛି ନୂଆବର୍ଷ । ଜଗା ଦର୍ଶନ ପାଇଁ ବ୍ୟାରିକେଡରେ ଭକ୍ତ ଚୁଣ୍ଟାଚୁଣ୍ଟି ।

Sri Mandir Issue
ମନ୍ଦିର ସୁରକ୍ଷା ପାଇଁ ସ୍ୱତନ୍ତ୍ର ବାଟାଲିୟନ, ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଗଠନ ହେବ ସ୍ବତନ୍ତ୍ର ବାଟାଲିୟନ । ଏହି ବାଟାଲିୟନରେ ୧୧୯୦ ସୁରକ୍ଷାକର୍ମୀ ରହିବେ । ଏ ସଂପର୍କିତ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।

Yoga in Europe
୩ ଡିଗ୍ରୀ ପାରଦ, ଖଣ୍ତ ଖଣ୍ତ ତୁଷାରପାତ, ତା’ମଧ୍ୟରେ ଯୋଗ

ପାରଦ ରହିଛି ୩ ଡିଗ୍ରୀ, ଖଣ୍ଡ ଖଣ୍ଡ ହୋଇ ତୁଷାରପାତ ହେଉଛି । ଆଉ ସେହି ହିମ ଜାଡ଼ ଭିତରେ ଯୋଗବିଦ୍ୟାର ଯାଦୁ ଦେଖାଇ ଚର୍ଚ୍ଚାରେ ଭାରତୀୟ ମହନ୍ତ ।

Elephant Treatment
ଅସୁସ୍ଥ ଦନ୍ତାର ହେବ ଚିକିତ୍ସା, ଘଟଣାସ୍ଥଳରେ ପହଞ୍ଚିଲା ନନ୍ଦନକାନନର ଟିମ୍

କିଛି ଦିନ ହେଲା ହାତୀଟି ଅସୁସ୍ଥ ହୋଇ କାଞ୍ଚନପୁର ଓ ହରିହରପୁର ଜଙ୍ଗଲରେ ବୁଲୁଥିଲା । ହାତୀ ଅସୁସ୍ଥ ଥିବା ଜାଣିପାରି ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ।

Srimandira
ପାଖେଇ ଆସୁଛି ନୂଆବର୍ଷ, ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ବଢୁଛି ଭକ୍ତଙ୍କ ଭିଡ଼

ପୁରୀରେ ପ୍ରବଳ କୁହୁଡି ଯୋଗୁ ଦୂରରୁ ଦୃଶ୍ୟମାନ ହେଉନି ଶ୍ରୀମନ୍ଦିର। ଦୂରରୁ ନାଟମଣ୍ଡପ, ଜଗମୋହନ, ନୀଳଚକ୍ର ଆଦି ଦେଖାଯାଉନଥିବାରୁ ଭକ୍ତମାନେ ନିରାଶ ହୋଇଛନ୍ତି।

Apana Eka Nuhanti
ଭଲରେ ନ ହେଲେ ବି, ଏବେ ନିଜେ ଚାଲୁଛନ୍ତି ଭବାନିଶଙ୍କର

ଜଣଙ୍କ କାନ୍ଧରେ ହାତ ରଖିଲେ ଚାଲୁଥିଲେ ବିନିକା ଅଞ୍ଚଳର ଭବାନିଶଙ୍କର ବେହେରା। ଓଟିଭି ରେ ଖବର ପ୍ରସାରଣ ଭତ୍ତା ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସରକାରୀ ଓ ବେସରକାରୀ ସୁବିଧା ସୁଯୋଗ ପାଇଲେ ଭବାନିଶଙ୍କର।

Vasudha Yojana
ଫେଲ ବସୁଧା ଯୋଜନା, ଉପାନ୍ତରେ ମିଳୁନି ପାନୀୟ ଜଳ

ରାଇରଙ୍ଗପୁର ସହର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଫେଲ୍ ବସୁଧା ଯୋଜନା। ମିଳୁନି ପାନୀୟ ଜଳ।

  • Monday, 25 December 2023
Stone artisan
ଆମର ନିହାଣ-ହାତୁଡ଼ି ସବୁକିଛି, ଦାଦନ କାହିଁକି ଯିବୁ ?

ବଡ ବଡ଼ ପଥରକୁ ଖଣ୍ଡ ଖଣ୍ଡ କରି ଗୋଟିଏ ସ୍ଥାନରେ ଆଣି ରଖୁଛନ୍ତି । ହାତରେ ନିହଣ ଓ ହାତୁଡ଼ି ଧରି ପଥରକୁ ପିଟି ପିଟି ରୂପ ଦେଉଛନ୍ତି । ପଥର କାମରେ ବ୍ୟସ୍ତ ଥିବା ଏହି କାରିଗର ମାନେ ହେଉଛନ୍ତି ଗଞ୍ଜାମ ଜଗନ୍ନାଥପ୍ରସାଦ ବ୍ଲକ ଚଢିଆପଲ୍ଲୀ ଗ୍ରାମର ।

  • Monday, 25 December 2023
  • Ganjam
Santa Claus using onions
୨ ଟନ୍‌ ପିଆଜରେ ସର୍ବବୃହତ ‘ସାଣ୍ଟାକ୍ଲଜ୍‌’ ତିଆରି କଲେ ସୁଦର୍ଶନ ପଟ୍ଟନାୟକ

୨ ଟନ୍ ପିଆଜରେ ତିଆରି ଏହି ୧୦୦ ଫୁଟର ସାଣ୍ଟାକ୍ଲଜ୍ ବାଲୁକା କଳାକୃତି ସ୍ଥାନ ପାଇଛି ୱାର୍ଲଡ୍ ରେକର୍ଡସ୍ ବୁକ୍ ଅଫ୍ ଇଣ୍ଡିଆରେ । ଏହାର ଓସାର ୪୦ ଫୁଟ୍ ଏବଂ ଉଚ୍ଚତା ୨୦ ଫୁଟ୍।

Forest department
ପାଠ ପଢ଼ିବାକୁ ଚନ୍ଦକା ଆସିବେ ହାତୀ !

ପାଠ ପଢ଼ିବେ ହାତୀ । ଦର୍ଶକବନ୍ଧୁ ଏକଥା ଶୁଣିଲେ ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବା । ଆଶ୍ଚର୍ଯ୍ୟ ହେଲେ ବି କଥାଟି ସତ। କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ରହୁଥିବା ହାତୀଙ୍କ ବଦଳିବ ଠିକଣା ।

Minister Sarada Prasad Nayak
ପାରା ଉଡ଼ାଇଲେ ମନ୍ତ୍ରୀ ସାରଦା ନାୟକ

ପାରା ଉଡ଼ାଇଲେ ସାଲୁଟ୍ ମାରି ପାଟି ପାକୁଳାଇଲେ ମନ୍ତ୍ରୀ ସାରଦା ନାୟକ। ବାଜା ବଜାଇ ନାଚିଲେ BJP ସାଂସଦ ଜୁଏଲ ଓରାମ୍।

Massive irregularities by local administration in PMAY in Malkangiri
ଦୁର୍ନୀତି ଯୋଗୁ ଦୁର୍ଦ୍ଦିନରେ ଲୋକେ, ଫଲସ ବିଲରେ ମାଲାମାଲ ଅଧିକାରୀ

ଆବାସ ଘର ହୋଇନି ହେଲେ ବିଲ୍ ଟଙ୍କା ଉଠାଇ ଚଳୁ। ଆବାସ ଦୁର୍ନୀତିର୍ ବଡ଼ ଚଞ୍ଚକତା । ନୀଳଗିରି ବ୍ଲକ କର୍ମଚାରୀ ତଥା ମହିଳା GRSଙ୍କ ବଡ଼ କେଲେଙ୍କାରୀ।

Atal Bihari Vajpayee
ଆଜି ଅଟଳ ବିହାରୀ ବାଜପେୟୀଙ୍କ ୯୯ତମ ଜନ୍ମଜୟନ୍ତୀ, ତାଙ୍କ ଅଭୁଲା ସ୍ମୃତିକୁ ମନେ ପକାଉଛି ସାରା ଦେଶ

ସାଂସଦ ଭାବେ ହେଉ ଅବା ବିରୋଧୀ ଦଳ ନେତା ଅବା ଦଳ ସଭାପତି କିମ୍ବା ପ୍ରଧାନମନ୍ତ୍ରୀ...ସବୁବେଳେ ସବୁ ପରିସ୍ଥିତିରେ ଅଟଳ ରହିବା ବି ତାଙ୍କୁ ଅନ୍ୟ ନେତାଙ୍କଠୁ ଭିନ୍ନ କରିଥିଲା।

new guidlines for new year
ନୂଆ ବର୍ଷ ପାଳନ ଲାଗି ଆସିଲା ଗାଇଡ୍‌ଲାଇନ, ଖୋଲା ପଡ଼ିଆରେ ସେଲିବ୍ରେସନ୍‌ ମନା

ବଡ଼ ଦିନ ଓ ନୂଆବର୍ଷକୁ ଆଖିରେ ରଖି ସହରରେ କଡ଼ା ସୁରକ୍ଷା ସହ ବ୍ଲକିଂ ଚେକିଂ କଡ଼ାକଡ଼ି କରିବାକୁ ଯୋଜନା କରିଛି କମିଶନରେଟ ପୋଲିସ । ସୋମବାର ଠାରୁ ରାତିରେ ସମସ୍ତ ଛକରେ ମଦ୍ୟାପାନ ଜନିତ ଗାଡ଼ି ଚାଳନାକୁ ନେଇ କଡ଼ାକଡ଼ି ଚେକିଂ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡିସିପି ।

Kamiya Jani
ପାଣ୍ଡିଆନ୍-କାମିୟା ବିବାଦ; ସରକାରଙ୍କୁ ପୁଣି ବିଜେପିର ଟାର୍ଗେଟ୍

ଥମିବାର ନାଁ ନେଉନି ପାଣ୍ଡିଆନ୍-କାମିୟା ଓ ଗୋମାଂସ ବିବାଦ। ଏହା ଏତେ ତେଜିଲା ଯେ, ଶେଷରେ ଭିଡିଓ ବାର୍ତ୍ତା କରି ସ୍ପଷ୍ଟୀକରଣ ରଖିଛନ୍ତି କାମିୟା। କହିଛନ୍ତି, ମନ୍ଦିର ପ୍ରଶାସନର ନିୟମ ଭାଙ୍ଗିନି କି କେବେ ଗୋମାଂସ ଖାଇନି।

Basudha Yojana
ଗାଁ ଗାଁରେ ବାଟ ହୁଡ଼ିଛି କି ବସୁଧା ? ସ୍ୱଚ୍ଛ ଜଳଯୋଗାଣ ପ୍ରତିଶ୍ରୁତି ଫେଲ୍ !

ବାଟ ବୁଡ଼ିଛି କି ବସୁଧା ? ଫେଲ୍ ମାରିନି ତ ଗାଁ ଗଣ୍ଡାରେ ୨୪ ଘଣ୍ଟିଆ ପାଣି ପ୍ରତିଶ୍ରୁତି ? ବାଲିଆପାଳ ବ୍ଲକ ହସୀମପୁର ଗାଁରେ ନିର୍ମାଣ ହୋଇଛି ଚକାଚକ୍ ଓଭରହେଡ୍ ପାଣିଟାଙ୍କି। ସେଠୁ ପାଇପ୍ ପଡ଼ି ଷ୍ଟାଣ୍ଡପୋଷ୍ଟକୁ ଟ୍ୟାପ୍ କନେକ୍ସନ, ହେଲେ କଳ ମୋଡି ମୋଡ଼ି ହାଲିଆ, କିନ୍ତୁ ପାଣି ଟୋପେ ଆସୁନି ।

Odisha Winter
ଫୁଟପାଥରେ ହାଡ଼ଭଙ୍ଗା ଜାଡ଼ରେ ଶୋଉଛନ୍ତି ନିରାଶ୍ରୟ

ପେଟର ଭୋକ ମେଣ୍ଟାଇବା ପାଇଁ, ଜାଡ଼ର ମାଡ଼କୁ ପିଠି ପତେଇ ଦେଇଛି ଗରିବ ଖଟିଖିଆ । ଶୀତୁଆ ରାତିକୁ ବେଖାତିର କରି ଯାତ୍ରୀ ଅପେକ୍ଷାରେ ରେଶମ ସହରର ରିକ୍ସାବାଲା । କିଏ ଚାଦର ଭିତରେ ଜାକିଜୁକି ହୋଇ ଶୋଇଛି, ତ କିଏ ଗାମୁଛା ଖଣ୍ଡେ ଘୋଡ଼େଇ ରାତିସାରା ଥରୁଛି ।

  • Sunday, 24 December 2023
  • Winter