• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Water Problem

water problem
ଜୀବନ ବଞ୍ଚାଇବାକୁ ଚୁଆ ହିଁ ଭରସା

ସାରା ରାଜ୍ୟ ଗ୍ରୀଷ୍ମ ପ୍ରବାହରେ ଜଳୁଛି । ମୁଣ୍ଡ ଉପରେ 40ଡିଗ୍ରୀ ଖରା । ଦେଖନ୍ତୁ ଏଠି କେମିତି ପାଣି ଟୋପେ ପାଇଁ ସଂଘର୍ଷ କରୁଛନ୍ତି ଆଦିବାସୀ ।, ହାତରେ ହାଣ୍ଡି ଗରା ଧରି ଜଙ୍ଘଲରେ ଚାଲି ଚାଲି ପାଣି ସନ୍ଧାନରେ ଲୋକେ ।

WATER PROBLEM
ପାଣି ଟୋପେ ପାଇଁ ସଂଘର୍ଷ; ଜୀବନ ବଞ୍ଚାଇବାକୁ ଭରସା ପାଲିଟିଛି ଚୁଆ...

ମୁଣ୍ଡ ଉପରେ ୪୦ ଡିଗ୍ରୀ ଖରା । କିନ୍ତୁ ପାଣି ଟୋପେ ପାଇଁ ସଂଘର୍ଷ କରୁଛନ୍ତି ଆଦିବାସୀ । ହାତରେ ହାଣ୍ଡି ଗରା ଧରି ଜଙ୍ଗଲରେ ଚାଲି ଚାଲି ପାଣି ସନ୍ଧାନରେ ଲୋକେ ।

Fluoride Water
ପାଣି ପିଇ ପଞ୍ଚାୟତସାରା ରୋଗିଣା

ଦିନେ ଏମାନେ ବି ଥିଲେ ସୁସ୍ଥ ସବଳ...ଚାଲି ବୁଲି ପାରିବା ସହ କ୍ଷେତବାଡ଼ିରେ ଖଟୁଥିଲେ ଦିନ ତମାମ। କିନ୍ତୁ, ଏଭଳି ଏକ ଦୁରାରୋଗ୍ୟ କେଉଁଠି ଥିଲା କେଜାଣି, ଆଜି ଧରାଶାୟୀ କରିଦେଇଛି ଏହି ଖଟିଖିଆ ମଣିଷ ମାନଙ୍କୁ।

Fluoride Water
ପାଣି ପିଇ ପଞ୍ଚାୟତସାରା ରୋଗିଣା; କାହାର ମେରୁଦଣ୍ଡ ବଙ୍କା ତ କାହାକୁ ଗ୍ରାସିଛି ଅକାଳ ବାର୍ଦ୍ଧକ୍ୟ

ଦିନେ ଏମାନେ ବି ଥିଲେ ସୁସ୍ଥ ସବଳ...ଚାଲି ବୁଲି ପାରିବା ସହ କ୍ଷେତବାଡ଼ିରେ ଖଟୁଥିଲେ ଦିନ ତମାମ। କିନ୍ତୁ, ଏଭଳି ଏକ ଦୁରାରୋଗ୍ୟ କେଉଁଠି ଥିଲା କେଜାଣି, ଆଜି ଧରାଶାୟୀ କରିଦେଇଛି ଏହି ଖଟିଖିଆ ମଣିଷ ମାନଙ୍କୁ।

Water Problem
କିଛି ସୁବିଧା ଦିଅନି ପଛେ ଆମ ଗାଁକୁ ଆସିବନି..

ଏମାନେ ହେଉଛି ସଚେତନ ଭୋଟର.. କିନ୍ତୁ ଏମାନଙ୍କ ନେତା ହୁଏତ ସେତିକି ସଚେତନ ହୋଇପାରିନାହାନ୍ତି.. ଭୁଲିଯାଇଛନ୍ତି ନିର୍ବାଚନ ବେଳର ପ୍ରତିଶ୍ରୁତି.. ଭୁଲିଯାଇଛନ୍ତି ଏମାନେ ବି ମଣିଷ.. ଏସି ଅଫିସରେ ବସୁଥିବା ନେତା ହେଉ କି ପ୍ରଶାସନ ଏହି ଗାଁ ଲୋକଙ୍କ ଦୁଃଖକଷ୍ଟ ବୁଝିବାକୁ ବୋଧହୁଏ ଅଯୋଗ୍ୟ..

Water Problem In Berhampur
ମାତ୍ର ୪ ବର୍ଷ ନ ଯାଉଣୁ ୪ଶହ କୋଟିର ଜାନିବିଲି ପ୍ରକଳ୍ପରେ ସମସ୍ୟା, ନିମ୍ନମାନର କାମକୁ ଦାୟୀ କଲେ ସହର ବାସିନ୍ଦା

୩୦ ବର୍ଷକୁ ଆଖି ଆଗରେ ରଖି ୪ ଶହ କୋଟିରୁ ଅଧିକ ଟଙ୍କାରେ ଯେଉଁ ପ୍ରକଳ୍ପ କରାଯାଇଥିଲା, ତାହା ଭଲରେ ଭଲରେ ୪ ବର୍ଷ ବି ଗଲାନାହିଁ। ୪ ଦିନ ଧରି ବ୍ରହ୍ମପୁର ପରି ଏତେ ବଡ଼ ସହର ପାଣି ବିନା ଛଟପଟ ହେଲା।

Water Problem In Berhampur
ବ୍ରହ୍ମପୁରରେ ଉତ୍କଟ ପାଣି ସମସ୍ୟା, ଶୀତ ଦିନେ ବି ପାଣି ପାଇଁ ଡବଳ ବିକଳ ଲୋକେ

ଜାନିବିଲି ପାଇପ ଲାଇନରେ ଲିକେଜକୁ ନେଇ ଦେଖାଦେଇଛି ଏଭଳି ପାଣି ସମସ୍ୟା। ସହରକୁ ଜଳ ଯୋଗାଣର ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ।

Water Problem
ପାଣି ପାଇଁ ନାଟ: ‘ଗାଁକୁ ଆସିଲେ ଏଣିକି ଜୋତାମାଳ ସହ ମିଳିବ ଝାଡ଼ୁ ପାହାର’

କହି କହି କେହି ଶୁଣିଲେନି । ଏଣିକି ଯିଏ ଗାଁକୁ ଆସିବ ତାକୁ ଜୋତାମାଳ ସହିତ ଦିଆଯିବ ଝାଡୁ ପାହାର । କିଛି ଏମିତି କହୁଛନ୍ତି କେନ୍ଦ୍ରାପଡା ଆଳିର ମେଢ଼ପୁର ପଂଚାୟତର ୭ ନମ୍ବର ୱାର୍ଡ ଗାଁ ଲୋକେ ।

Water Probelm
ଭୟଙ୍କର ସ୍ଥିତି: ଦିନକୁ ଘଣ୍ଟାଏ ପାଇଁ ବାହାରୁଛି ପାଣି

ଗଡିଆ, ପୋଖରୀ ସବୁ ଶୁଖିଯାଇଛି । ନଳକୂଅ ଥିଲେ ବି ଅଧା କାମ କରୁନି...ଯେଉଁଟା କାମ କରୁଛି ସେଥିରୁ ଦିନରେ ମାତ୍ର ଘଣ୍ଟାଏ ବାହାରୁଛି ପାଣି । ବାହାଘରଠୁ ସୁଧଘର କାମ ପାଇଁ ହଇରାଣ ହେଉଛନ୍ତି ଲୋକେ

Water Problem
କେତେ ଦିନ ଯାଏ ଏମିତି ଚୁଆ ପାଣି ପିଇ ଜୀବନକୁ ବିପଦରେ ପକାଉଥିବେ ଲୋକେ ?

ଆଉ କେତେ ଦିନ ? କେତେଦିନ ଯାଏ ଏମିତି ମାଇଲ ମାଇଲ ବାଟ ଯାଇ ଜୀବନ ପାଇଁ ଦୁଇ ବୁନ୍ଦା ପାଣି ଆଣୁଥିବେ ଏମାନେ ? କେତେ ସ୍ୱଚ୍ଛ ଓ ନିରପଦ ଏ ଚୁଆର ଜଳ ?

water problem
୨ ଶହ ପରିବାରକୁ ଗୋଟିଏ ନଳକୂଅ...ପାଣି ପାଇଁ ଅଧ ରାତିରୁ ଟିକେଟ୍‌ !

ଭୟଙ୍କର ସ୍ଥିତି ! ପିଇବା ପାଣି ଲାଗି ଅଧ ରାତିରୁ ହେଉଛି ଟିକେଟ୍‌ । ୨୦୦ ପରିବାରକୁ ଅଛି ମାତ୍ର ଗୋଟିଏ ଟ୍ୟୁବୱେଲ । ବିଡିଓ କହୁଛନ୍ତି, ସମସ୍ୟାର ସମାଧାନ ହେବ ଖୁବଶୀଘ୍ର।

Drying up of Brahmani River
ମେ'ରେ ବ୍ରାହ୍ଣଣୀ ସ୍ଥିତି ସଙ୍ଗୀନ : ଅଣ୍ଟାଏ ବି ପାଣି ନାହିଁ

ଜୁଲାଇ ପର୍ଯ୍ୟନ୍ତ ନଦୀରେ ବେକ ଯାଏଁ ପାଣି ରହିବା କଥା । କିନ୍ତୁ ଏବେ ସଂପୂର୍ଣ୍ଣ ଶୁଖିଲା ପଡିଛି । ମେ' ମାସରୁ ଯଦି ଏପରି ସ୍ଥିତି ଆଗକୁ ନଦୀରେ ପାଣି ରହିବ କି ନାହିଁ ଆଶଙ୍କା ଦେଖାଦେଇଛି । ଆଗରୁ କେବେ ଏପରି ନଦୀରୁ ପାଣି ଶୁଖେନି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । କେବଳ ନଦୀରେ ନୁହେଁ ବରଂ ଆଖପାଖ ଅଂଚଳରେ ଥିବା ନଳକୂଅର ମଧ୍ୟ ଜଳସ୍ତର କମୁଥିବା ଅଭିଯୋଗ ହୋଇଛି।

Rairakhol Water Problem
ଭୟଙ୍କର ସ୍ଥିତି ! କାମ କରୁନି ପାନୀୟ ଜଳ ପ୍ରକଳ୍ପ, ନାଳ ପାଣି ପିଉଛନ୍ତି ଲୋକେ

ସମ୍ବଲପୁର ନାକଟିଦେଉଳ ବ୍ଲକର ଝାରବେଡା ଗାଁର ବାସିନ୍ଦା ପାଣି ଲାଗି ବଡ଼ ଡହକବିକଳ ହେଉଛନ୍ତି  । କେବଳ ଏବର୍ଷ ନୁହେଁ ବରଂ ପ୍ରତିବର୍ଷ ଖରାଦିନେ ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଗ୍ରାମବାସୀ । ଗାଁରେ ପାଣି ଟୋପାଏ ମିଳୁନଥିବାରୁ ପାଖ ଝରଣା ପାଲଟିଛି ସାହାଭରସା । କାଳେ ପାଣି ସରିଯିବ ସେଥିପାଇଁ ସାନ ପିଲା ବି ବୋତଲରେ ପାଣି ଭରିନେଉଛନ୍ତି।

solar water pump fails
‘ଆମ ଜୀବନ ସହ କାହିଁକି ଖେଳୁଛ?’

‘ପାଣି ବିନା ଆମେ କେମିତି ବଞ୍ଚିବୁ ? ଆମ ଜୀବନ ସହ କାହିଁକି ଖେଳୁଛ ? କି ଦୁର୍ନୀତି ଏଠି ଚଲେଇଛ.. ?’ ଜନତାଙ୍କ ପ୍ରଶ୍ନ, ସରକାର ଜବାବ୍ ଦିଅ..

Nilagiri Water Problem
ପ୍ରତିଶ୍ରୁତି ଦେଲେ ବୋଲି ଧାରଣାରୁ ଉଠିଲୁ, ଏବେ ପାଣି ଆସୁନି

ପାଣି ଟୋପେ ପାଇଁ ବିକଳ ୪ଗାଁର ଲୋକେ.. ପ୍ରତିଶ୍ରୁତି ପରେ ବି ହେଲାନି ସମାଧାନ

Farmer Problem
କାନଖୋଲି ଶୁଣ ପ୍ରଶାସନ...ପାଣି ତ ଦେଲନି, ଆମେ ଚାଷ କରିବୁ କେମିତି?

ଶୁଣ ପ୍ରଶାସନ...ଅମଳ ବେଳକୁ ପାଣି ବନ୍ଦ କରିଦେଲ...ଆମେ ଚାଷ କରିବୁ କେମିତି? ଲୋନ୍‌ ଟଙ୍କା ସୁଝିବୁ କେମିତି?

Water scarcity in Niali village having Block Office
ଯୋଜନାକୁ ଲାଜ ନାହିଁ ! ବ୍ଲକ୍‌ ଅଫିସ୍‌ ଗାଁରେ ମିଳୁନି ପାଣି

ଯୋଜନା ନାଁକୁ ମାତ୍ର । ବ୍ଲକ୍‌ ଅଫିସ୍‌ କାର୍ଯ୍ୟାଳୟ ଗାଁରେ ମିଳୁନି ପିଇବା ପାଣି । ବାରମ୍ବାର ଗୁହାରି ପରେ ବି ଶୁଣୁନି ପ୍ରଶାସନ ।

Water Problem
ଏ ନବୀନ ସରକାର..ଏ ହଳଦିଆ ପାଣିକୁ ତୁମେ ବି ପିଅ

ନିଇତି ଧଡ ଧଡ କରି ନକକୂଅ ବାଡେଇବା ପରେ ହଳଦିଆ ହଳଦିଆ ପାଣି ବାହାରୁଛି । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକର ସାନବୁରଡ଼ା ଗାଁରେ । ସରକାର ଯୋଗାଇ ଦେଇଛନ୍ତି ନଳକୂଅ, ହେଲେ ଏମିତି ପାଣି ତ ଗୋଧୋଇବା ଯୋଗ୍ୟ ନୁହେଁ । ରୋଷେଇ କରିବେ କଣ ? ପିଇବେ କଣ ? ଏଠି ବର୍ଷସାରା ସ୍ଥିତି ଏମିତି । ବିଶୁଦ୍ଧ ହେଉ କି ନ ହେଉ ପାଣି ଟିକିଏ ସଫା ଦିଶିଲେ ତ ମଣିଷ ପିଇବ

Water Issue
ଏଇଠି ସବୁ ବିଶ୍ୱସ୍ତରୀୟ : ଖୋଳା ହେଉ ହେଉ ନଳକୂପ ଅଚଳ

ଚାଷୀ ଭାଇଙ୍କ ସୁବିଧା ପାଇଁ ଜଳସମ୍ପଦ ବିଭାଗର ଉଠା-ଜଳସେଚନ ନିଗମ ପକ୍ଷରୁ ବିଜୁ କୃଷକ ବିକାଶ ଯୋଜନାରେ ୬୨ ଟି ଗଭୀର ନଳକୂପ ଖୋଳା ଯାଇଥିଲା । ବଡ ଦୁଃଖର କଥା ଏବେ ମାତ୍ର ୩ ରୁ ୪ ଟି ପଏଣ୍ଟ ଚାଲୁଥିବା ବେଳେ ଆଉ ସବୁ ଅଚଳ ହୋଇ ପଡ଼ିରହିଛି । ପାଣି ବାହାରୁନଥିବାରୁ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ଚାଷୀ । ଏନେଇ ପ୍ରଶାସନ ପାଖରେ ବାରମ୍ବାର ଗୁହାରି କରିବା ପରେ ବି କୌଣସି ଲାଭ ମିଳିନାହିଁ । ବରଂ ସ୍ଥିତି ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି ।

water problem
ନୂଆପଡା ଜିଲ୍ଲାରୁ ପାଣି ଆସିଲେ ବରଗଡ଼ ଜିଲ୍ଲାର ପଦ୍ମପୁରରେ ଚାଷବାସ ହେବ !

ଆଶ୍ଚର୍ଯ୍ୟ ଓ ବିଚିତ୍ର ସ୍ଥିତି !! ନୂଆପଡା ଜିଲ୍ଲାରୁ ପାଣି ଆସିଲେ ବରଗଡ଼ ଜିଲ୍ଲା ପଦ୍ମପୁରର ଚାଷୀଙ୍କ ମୁହଁରେ ହସ ଫୁଟିବ। ନହେଲେ ବର୍ଷକର ଫସଲ ନଷ୍ଟ। ଦେଖନ୍ତୁ ବାସ୍ତବ ସ୍ଥିତି।

Forest Officer
ଫରେଷ୍ଟ ଅଫିସରଙ୍କ ମହାନତା; ପୋଖରୀ ଖୋଳି ଗାଁ ଲୋକଙ୍କ ଦୁଃଖ ଦୂର କଲେ

ଖଗେଶ୍ୱରଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ଜଙ୍ଗଲ ଜଳୁଥିବାର ଖବର ପାଇବା ମାତ୍ରେ ନିଆଁ ଲିଭାଇବାକୁ ବଣକୁ ଯାଇଥିଲେ । ଗାଁ ଲୋକଙ୍କ ଦୁଃଖ ଶୁଣିବା ପରେ ନିଜସ୍ୱ ଉଦ୍ୟମରେ ଗାଁରେ ଖୋଳି ଦେଲେ ପୋଖରୀ। ଏବେ ପାଣିର ବିଲକୁଲ ନାହିଁ ସମସ୍ୟା । ଗାଧୁଆଠୁ ଆରମ୍ଭ କରି ଚାଷ, ସବୁ କାମରେ ଗାଁ ଲୋକ ଦେଖାଉଛନ୍ତି ଉତ୍ସାହ ।