Advertisment

କ୍ୟାମେରାରେ କଏଦ କରିବେ ନା କବିତାରେ.. ?

ଆଃ କେତେ ସୁନ୍ଦର.. ମନ କହୁଛି ଏଇଠି ଏଇ ପରିବେଶରେ ଜୀବନକୁ ମନଭରି ଜୀଇଁ ଯିବାକୁ.. ଡାଏରିରେ କବିତା କରି ବା କ୍ୟାମେରାର ଗ୍ୟାଲେରିରେ ଏଇ ସ୍ମୃତି ସବୁକୁ କ୍ୟାପଚର କରିଦେବାକୁ ଇଚ୍ଛା ହେଉଛି.. ଶୀତ ଆଉ ପ୍ରକୃତି, ଦୁହିଁଙ୍କ ମିଳନ ସତେ ଯେମିତି କ୍ଲାନ୍ତ ମନକୁ ଘଡ଼ିଏ ବିଶ୍ରାମ ନେବାକୁ କହୁଛି..

author-image
Tanmay Kumar Mahalik

ଆଃ କେତେ ସୁନ୍ଦର.. ମନ କହୁଛି ଏଇଠି ଏଇ ପରିବେଶରେ ଜୀବନକୁ ମନଭରି ଜୀଇଁ ଯିବାକୁ.. ଡାଏରିରେ କବିତା କରି ବା କ୍ୟାମେରାର ଗ୍ୟାଲେରିରେ ଏଇ ସ୍ମୃତି ସବୁକୁ କ୍ୟାପଚର କରିଦେବାକୁ ଇଚ୍ଛା ହେଉଛି.. ଶୀତ ଆଉ ପ୍ରକୃତି, ଦୁହିଁଙ୍କ ମିଳନ ସତେ ଯେମିତି କ୍ଲାନ୍ତ ମନକୁ ଘଡ଼ିଏ ବିଶ୍ରାମ ନେବାକୁ କହୁଛି..

Advertisment
Vacation Udala Winter
Advertisment
Advertisment