ଜଣଙ୍କ କାନ୍ଧରେ ହାତ ରଖିଲେ ଚାଲୁଥିଲେ ବିନିକା ଅଞ୍ଚଳର ଭବାନିଶଙ୍କର ବେହେରା। ଓଟିଭି ରେ ଖବର ପ୍ରସାରଣ ଭତ୍ତା ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସରକାରୀ ଓ ବେସରକାରୀ ସୁବିଧା ସୁଯୋଗ ପାଇଲେ ଭବାନିଶଙ୍କର। ପୂର୍ବରୁ ଅନ୍ୟ ଉପରେ ନିର୍ଭର କରି ଚାଲୁଥିଲେ। ହେଲେ ଏବେ ସମସ୍ତ ସୁବିଧା ପାଇଁ ଦୀର୍ଘ ବର୍ଷେ ପରେ ବାଡ଼ି ଧରି ଆସ୍ତେ ଆସ୍ତେ ଚାଲୁଛନ୍ତି। ଭବାନିଶଙ୍କରର ଚାଲିବା ଦେଖି ବହୁତ ଖୁସି ପରିବାର।
Published By: Tanmay Kumar Mahalik
Last updated: 25 December 2023, 08:59 AM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।