ବଡ ବଡ଼ ପଥରକୁ ଖଣ୍ଡ ଖଣ୍ଡ କରି ଗୋଟିଏ ସ୍ଥାନରେ ଆଣି ରଖୁଛନ୍ତି । ହାତରେ ନିହଣ ଓ ହାତୁଡ଼ି ଧରି ପଥରକୁ ପିଟି ପିଟି ରୂପ ଦେଉଛନ୍ତି । ପଥର କାମରେ ବ୍ୟସ୍ତ ଥିବା ଏହି କାରିଗର ମାନେ ହେଉଛନ୍ତି ଗଞ୍ଜାମ ଜଗନ୍ନାଥପ୍ରସାଦ ବ୍ଲକ ଚଢିଆପଲ୍ଲୀ ଗ୍ରାମର ।
Published By: Tanmay Kumar Mahalik
Last updated: 25 December 2023, 08:54 AM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।