• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Literature & Culture Updates

Kabi Basant Muduli Poetry Award Announced
‘କବି ବସନ୍ତ ମୁଦୁଲି କବିତା’ ପୁରସ୍କାର ଘୋଷଣା: ପୁରସ୍କୃତ ହେବେ କବି ନରେନ୍ଦ୍ର ଭୋଇ, କବି ଚିତ୍ତରଞ୍ଜନ ନାୟକ

୨୦୨୨ ପାଇଁ କବି ନରେନ୍ଦ୍ର ଭୋଇ(୧୯୭୯) ଯୋଗ୍ୟ ବିବେଚିତ ହୋଇଥିବା ବେଳେ ୨୦୨୩ ପାଇଁ କବି ଚିତ୍ତରଞ୍ଜନ ନାୟକ(୧୯୭୮) ଏହି ପୁରସ୍କାର ପାଇବେ ।

  • Tuesday, 17 October 2023
Gopala Chandra Praharaj
ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ଓଡିଆ ଭାଷାର ମହାନ ସନ୍ତକ

ଓଡ଼ିଆ ଭାଷାର ଅସ୍ତିତ୍ୱ ରକ୍ଷା ଓ ଉତ୍କର୍ଷତା ନିମନ୍ତେ ଶ୍ରୀ ପ୍ରହରାଜ ଏକ ପୂର୍ଣ୍ଣାଙ୍ଗ ଓଡ଼ିଆ ଅଭିଧାନ କରିବା ପାଇଁ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟାରମ୍ଭ କରିଥିଲେ

  • Wednesday, 27 September 2023
Announced Barsha Sahitya Samman 2023
ଘୋଷଣା ହେଲା ‘ବର୍ଷା ସାହିତ୍ୟ ସମ୍ମାନ’; ଏହି ତିନି ବହିକୁ ମିଳିବ ସମ୍ମାନ

ଘୋଷଣା ହୋଇଛି ବର୍ଷା ସାହିତ୍ୟ ସମ୍ମାନ-୨୦୨୩। ତିନି ଗୁଣାତ୍ମକ ବହିକୁ ମିଳିବ ସମ୍ମାନ। ଅଗଷ୍ଟ୧୧ରେ ହେବ ବର୍ଷା ଉତ୍ସବ।

୭୬ତମ କନହେଇଲାଲ୍ ଜୟନ୍ତୀ ସମାରୋହ ଅନୁଷ୍ଠିତ
'କନହେଇଲାଲ୍ ଦାସ ନଦୀ ଥିଲେ, ନକସା ନଥିଲେ'

ଆମ ସମସ୍ତଙ୍କ ଭିତରେ ଜଣେ ଜଣେ କନହେଇ ଥାଏ। କିନ୍ତୁ ଆମେ କେତେଜଣ ତାଙ୍କୁ ଭୋଗୁ?...

  • Monday, 24 July 2023
The science behind ear piercing and other traditional facts
କାନଫୋଡ଼ା ଏକ ଫ୍ୟାସନ ନୁହେଁ, ଏହା ପଛରେ ରହିଛି ଅନେକ ବୈଜ୍ଞାନିକ କାରଣ

ଖାଲି ମହିଳା ନୁହେଁ ପୁରୁଷମାନେ ମଧ୍ୟ କାନ ଫୋଡ଼ାନ୍ତି। କିନ୍ତୁ ଆପଣ ଜାଣନ୍ତି କି କାନ ଫୋଡ଼ିବା କେବଳ ଏକ ଫ୍ୟାଶନ ନୁହେଁ, ଏହା ପଛରେ କେତେକ ବୈଜ୍ଞାନିକ କାରଣ ମଧ୍ୟ ଅଛି। ତେବେ ଆସନ୍ତୁ ଏ ବିଷୟରେ ଜାଣିନେବା।

  • Monday, 24 July 2023
Young Story Teller Rajendra Raul will receive Kanhei Katha Samman
କହ୍ନେଇ କଥା ପୁରସ୍କାର ପାଇବେ ଯୁବ ଗାଳ୍ପିକ ରାଜେନ୍ଦ୍ର ରାଉଳ

କହ୍ନେଇଲାଲ ଦାସ ସ୍ମୃତି ସଂସଦ ଓ ଓଡିଶା ସାହିତ୍ୟ ଏକାଡେମୀର ମିଳିତ ସହଭାଗୀତାରେ ୭୬ତମ କହ୍ନେଇ ସ୍ମୃତି ସମାରୋହ ଅନୁଷ୍ଠିତ ହେବ। ଆସନ୍ତା ୨୩ ତାରିଖ ରବିବାର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଯୁବ ଗାଳ୍ପିକ ରାଜେନ୍ଦ୍ର ରାଉଳଙ୍କୁ କହ୍ନେଇ କଥା ପୁରସ୍କାରରେ ସମ୍ମାନୀତ କରାଯିବ।

Karna and Srikrushna discourse in the Mahabharat
ଯେତେବେଳେ କର୍ଣ୍ଣ ନିରୁତ୍ସାହିତ ହୋଇ ପଚାରିଲେ ମୋର ଦୋଷ କ’ଣ, ଶ୍ରୀକୃଷ୍ଣ ଉତ୍ତର ଦେଲେ…

‘ମହାଭାରତ’ର ଏକ ମହାନ ଚରିତ୍ର ହେଲେ ମହାବୀର କର୍ଣ୍ଣ। ଶାସ୍ତ୍ର ଅନୁସାରେ ସେ ତାଙ୍କ ଜୀବନରେ ଅନେକ ଦୁଃଖ କଷ୍ଟ ସହିଛନ୍ତି। ଏନେଇ ସେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କୁ ତାଙ୍କର ଦୋଷ କ’ଣ ବୋଲି ପଚାରିଲେ ଶ୍ରୀକୃଷ୍ଣ ଯାହା ଉତ୍ତର ଦେଲେ ଶୁଣିଲେ ଆପଣଙ୍କ ଆଖି ହେଇଯିବ ଛଳ ଛଳ।

Puri Gajapati Maharaja
ଗଜପତି ମହାରାଜାଙ୍କ ଚାରି ଯଜ୍ଞ ପରିକଳ୍ପନା,ଶ୍ରୀମନ୍ଦିର ଚାରିପଟେ ଆଧ୍ୟାତ୍ମିକ ପରିବେଶ ଉପରେ ଗୁରୁତ୍ୱ

ଜଗନ୍ନାଥ ହେରିଟେଜ୍ ମ୍ୟୁଜିୟମ୍ ନିର୍ମାଣ ପ୍ରସ୍ତାବ , ସାଧୁ ସନ୍ଥଙ୍କ ଠାରୁ ନିତ୍ୟ ପ୍ରବଚନ କାର୍ଯ୍ୟକ୍ରମ

Announced
ଘୋଷଣା ହେଲା "ପ୍ରତିମା ପୁରସ୍କାର ୨୦୨୩"; ଜାଣନ୍ତୁ କିଏ ପାଇବେ

‘ପ୍ରତିମା ଫାଉଣ୍ଡେସନ୍’ ଚଳିତ ବର୍ଷର ସମ୍ମାନ ଜନକ "ପ୍ରତିମା ପୁରସ୍କାର ୨୦୨୩" ଘୋଷଣା କରିଛି। ପ୍ରବନ୍ଧ, ଶିକ୍ଷା ଓ କଳାକ୍ଷେତ୍ରରେ ଅବଦାନ ପାଇଁ ତିନିଜଣ ବିଶିଷ୍ଟ ପ୍ରତିଭାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।

Manoj Das was the Vishnu Sharma of Odia literature
ଭାରତୀୟ କଥା ସାହିତ୍ୟର ପ୍ରମୁଖ ପୁରୋଧା ଥିଲେ ମନୋଜ ଦାସ

ଆଜି କିମ୍ବଦନ୍ତୀ ସାରସ୍ୱତ ସାଧକ ମନୋଜ ଦାସଙ୍କ ପୁଣ୍ୟତିଥି। ଓଡ଼ିଆ ସାହିତ୍ୟକୁ ଅବଦାନ ପାଇଁ ତାଙ୍କୁ ଓଡ଼ିଶାର ‘ବିଷ୍ଣୁ ଶର୍ମା’ ବୋଲି କୁହାଯାଏ। ସେ ଥିଲେ ସମକାଳୀନ ଭାରତୀୟ କଥା ସାହିତ୍ୟ କ୍ଷେତ୍ରରେ ପ୍ରାଚୀନ ପରମ୍ପରାର ନବୀନତମ ଉନ୍ମାଦନା। ଆସନ୍ତୁ ତାଙ୍କ ଜୀବନୀ ଉପରେ ନଜର ପକେଇନେବା।

Book launched programme
'ଲେଖକର ଭାବ ଓ ଅନୁଭବ ତା’ର ସୃଷ୍ଟିକୁ ପ୍ରଭାବିତ କରିଥାଏ'

ଗାଳ୍ପିକ ଓ କବି ଗଙ୍ଗାଧର ବିଶ୍ୱାଳଙ୍କ କବିତା ବହି ‘ମାନିର ରଫ୍‌ ଖାତାରେ ପୁର୍ଣ୍ଣିମାର ଗାଁ ଓ ଅନ୍ୟାନ୍ୟ କବିତା’ ଓ ଜ୍ୟୋତ୍ସ୍ନା ବିଶ୍ୱାଳଙ୍କ ଗପବହି ‘ଦର୍ପଣ ଆଗରେ’ ଉନ୍ମୋଚିତ ହୋଇଯାଇଛି।

Linguists oppose use of English language
ଅଣନିଃଶ୍ୱାସୀ ଓଡ଼ିଆ ଭାଷା; ଇଂରାଜୀ ଉପରେ ସବୁଠି ଗୁରୁତ୍ୱ...

ବ୍ୟାବସାୟିକ ପ୍ରତିଷ୍ଠାନ, ଘରୋଇ ସ୍କୁଲ୍ ଏପରିକି ଖୋର୍ଦ୍ଧାର ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟରେ ମଧ୍ୟ ଓଡ଼ିଆ ବଦଳରେ ମାତ୍ରାଧିକ ଇଂରାଜ‌ ଭାଷାର ବ୍ୟବହାର ହୋଇଛି । ରାସ୍ତା କଡ଼ ଦୋକାନ ବଜାରର କଥା ନ କହିଲେ ଭଲ । ସରକାରଙ୍କ ନିୟମ କାନୁନ ପ୍ରତି କାହାର ନିଘା ନାହିଁ କି ଓଡ଼ିଆ ଭାଷା ପ୍ରତି ଆଗ୍ରହ ।

Bell patra plucking and offering rules to please lord shiva
Mahashivratri : ଶିବଲିଙ୍ଗ ଉପରେ କିପରି ଚଢେଇବେ ବେଲପତ୍ର

ମହାଶିବରାତ୍ରୀରେ ଆପଣ ନିଶ୍ଚିତ ଶିବଲିଙ୍ଗରେ ବେଲପତ୍ର ଚଢେଇବେ। ଏହା ପୂର୍ବରୁ ଜାଣି ନେବା ଜରୁରୀ ଯେ ବେଲପତ୍ର କିପରି ଛିଡାଯାଏ ଓ ଶିବଲିଙ୍ଗରେ କିପରି ଚଢାଯାଏ। ଜାଣନ୍ତୁ ଏହାର ଫାଇଦା କ’ଣ..

Why neglecting the memory of Madhusudan Das
ଓଡିଆ ଜାତିର ପ୍ରାଣ ପ୍ରତିଷ୍ଠାତାଙ୍କ ସ୍ମୃତିକୁ ଅବହେଳା କାହିଁକି…

ଆଜି ମଧୁବାବୁଙ୍କ ତିରୋଧାନ ଦିବସ। ଓଡିଆ ଜାତି ପ୍ରତି ତାଙ୍କ ଅବଦାନକୁ କେହି ଭୁଲି ପାରିବେ ନାହିଁ। ଓଡିଆ ପାଇଁ ସେ ଯାହା କରିଛନ୍ତି ସେସବୁକୁ ପ୍ରତି ଓଡିଆ ଗର୍ବର ସହ କହିପାରେ। ହେଲେ ଆଜି ଓଡିଆର ସେହି ପ୍ରାଣ ପ୍ରତିଷ୍ଠାତାଙ୍କ ସ୍ମୃତିକୁ ଅଣଦେଖା କରାଯାଉଛି…

Pratibha Ray raises her voice against corruption through literature
Happy Birthday: ସାହିତ୍ୟ ମାଧ୍ୟମରେ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରନ୍ତି ପ୍ରତିଭା ରାୟ

ଯାଜ୍ଞସେନୀର ସ୍ରଷ୍ଟା ଡକ୍ଟର ପ୍ରତିଭା ରାୟ ଓଡିଆ ଭାଷାର ଜଣେ ପ୍ରସିଦ୍ଧ ଲେଖକ। ସେ ତାଙ୍କ ଉପନ୍ୟାସ ମାଧ୍ୟମରେ ସାମାଜିକ ଅନ୍ୟାୟ ଏବଂ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ବିଷୟ କିଛି ଜାଣିନେବା।

Life education and work of Madhusudan Rao
ଓଡିଆ ଭାଷାର ପ୍ରାଣ ପ୍ରତିଷ୍ଠାତା ମଧୁସୂଦନ ରାଓ; ଭାଷାର ବିକାଶ ନେଇ ଲେଖିଥିଲେ ପ୍ରଥମ ପୁସ୍ତକ

ସେ ଥିଲେ ଓଡିଆ ଭାଷାର ପ୍ରାଣ ଓ ‘ଛବିଳ ମଧୁ ବର୍ଣ୍ଣବୋଧ’ର ସ୍ରଷ୍ଟା। ତାଙ୍କ ବିନା ଆଜି ଓଡିଆ ଭାଷାକୁ ଚିନ୍ତା କରିବା ବି ସମ୍ଭବ ନୁହେଁ। ସେ ହେଲେ ଭକ୍ତକବି ମଧୁସୂଦନ ରାଓ। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା ଜାଣିନେବା।

Social Consciousness in Odia Bhagabat
ସାମାଜିକ ଜୀବନଧାରାର ସୁଦୃଢ଼ ଭିତ୍ତିଭୂମି ହେଉଛି ଓଡ଼ିଆ ଭାଗବତ

ଜଗନ୍ନାଥ ଦାସଙ୍କ ଓଡିଆ ଭାଗବତ ଆଜି ଘରେ ଘରେ ପରିଚିତ। ଲୋକଟିଏ ବାଟ ହୁଡିଗଲେ ଏହା ହିଁ ପଥପ୍ରଦର୍ଶକ ହୋଇଯାଏ, ଅଶାନ୍ତିରେ ପୁଣି ଶାନ୍ତି ଆଣିଦିଏ। ଓଡିଆର ପ୍ରାଣ ଭାଗବତକୁ ଜଗନ୍ନାଥ କାହିଁକି ଓ କିପରି ପରିସ୍ଥିତିରେ ରଚନା କଲେ ଆସନ୍ତୁ ଜାଣିବା।

The Khanjani Player Banamali Mishra is no more
ଘଟ ଛାଡି ଚାଲିଗଲା ଲୋଟଣି ପାରା; ଦିନେ ହେଉଥିଲେ ଭାଇରାଲ୍

ପୁରାତନ ଭଜନ ଓ ଜଣାଣକୁ ଖଞ୍ଜଣି ବାଦ୍ୟ ମାଧ୍ୟମରେ ଲୋକପ୍ରିୟ କରାଇଥିବା ବନମାଳୀ ମିଶ୍ରଙ୍କର ମୃତ୍ୟୁ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କରୋନା ସମୟରେ ତାଙ୍କ ଭବନ ଓ ଖଞ୍ଜଣି ସୋସିଆଲ୍ ମିଡିଆରେ ଭାଇରାଲ୍‌ ହୋଇଥିଲା।

Cuttack Baliyatra 2022
ଐତିହ୍ୟ ଓ ସଂସ୍କୃତିର ରୂପାୟନ-ବାଲିଯାତ୍ରା

ଆମ ରାଜ୍ୟ ଉତ୍କଳ ଏକ ଉନ୍ନତ ସଂସ୍କୃତି ସମ୍ପନ୍ନ ରାଷ୍ଟ୍ର। ଏହି ଭୂମି ନୌବାଣିଜ୍ୟ ପରମ୍ପରାର ସମୃଦ୍ଧ ବାହକ। ନୌବାଣିଜ୍ୟର ସମୃଦ୍ଧ ପରମ୍ପରା ଆମ ଲୋକକଥା, ଲୋକଗୀତ, ପ୍ରଚଳିତ ପ୍ରବାଦ ଓ ପ୍ରବଚନ, ଇତିହାସ ଓ ସାହିତ୍ୟରେ ପ୍ରତିଫଳିତ।

Booker winner Shehan Karunatilaka
ଶ୍ରୀଲଙ୍କା ଔପନ୍ୟାସିକ ଶେହାନ କରୁଣାତିଲକଙ୍କୁ ବୁକର ସମ୍ମାନ

ଗୋଟିଏ ଦେଶର ରାଜନୈତିକ ଅଶାନ୍ତି, ଦୀର୍ଘ ବର୍ଷର ଗୃହ ଯୁଦ୍ଧ ତାର ସାହିତ୍ୟକୁ ଏତେ ସମୃଦ୍ଧ କରିପାରେ ? ବିଶ୍ୱସ୍ତରର ମାନ୍ୟତା ଦେଇପାରେ ? ଏ ପ୍ରଶ୍ନର ଉତ୍ତର ଦେବ ୨୦୨୨ର ସମ୍ମାନଜନକ ବୁକର ପ୍ରାଇଜ।

Odisha Tourism
ଆସୁନାହାନ୍ତି ଦେଶୀ କି ବିଦେଶୀ ପର୍ଯ୍ୟଟକ! ମହକ ହରାଉଛି କି ରାଜ୍ୟ ପର୍ଯ୍ୟଟନ

ବେଳାଭୂମି, ଐତିହ୍ୟ ଓ ମନୋରମ ପରିବେଶ ସବୁକିଛି ଥାଉ ଥାଉ, ଆମ ରାଜ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ଏତେ ପଛରେ କାହିଁକି? ପ୍ରଚାର ପ୍ରସାର ଓ ଭିତ୍ତିଭୂମିର ଅଭାବ ପାଇଁ ଫିକା ପଡ଼ୁଛି କି ଆକର୍ଷଣ? କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟର ଇଣ୍ଡିଆ ଟୁରିଜିମ୍ ଷ୍ଟାଟିଷ୍ଟିକ୍ସ ଅନୁଯାୟୀ  ୨୦୨୧ରେ ଉଭୟ ଭାରତୀୟ ଓ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଦୃଷ୍ଟିରୁ, ଶ୍ରେଷ୍ଠ ୧୦ ରାଜ୍ୟ ତାଲିକାରେ ସ୍ଥାନ ପାଇନି ଓଡ଼ିଶା ।

Dr Gourahari Das
ଗୌରହରି ଦାସ ପାଇବେ ଶାରଳା ପୁରସ୍କାର

ଆଗାମୀ ଅକ୍ଟୋବର ୨୬ ତାରିଖରେ ଏକ ବର୍ଣ୍ଣାଢ଼୍ୟ ସାରସ୍ୱତ ସମାବେଶରେ ଡ. ଦାସଙ୍କୁ ଉତ୍ତରୀୟ, ସମ୍ମାନପତ୍ର, ଫଳକ ସହିତ ପାଞ୍ଚଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ।

The owner of Kohinoor Diamond is Lord Jagannath
‘ରାଣୀ ଏଲିଜାବେଥ୍‌ଙ୍କ ମୁକୁଟରେ ଖଚିତ ଦୁର୍ଲଭ ହୀରା ଶ୍ରୀଜଗନ୍ନାଥଙ୍କର’

କୋହିନୂର ହୀରାକୁ ଭାରତ ଫେରାଇ ଆଣିବାକୁ ବଢ଼ିଲା ଦାବି। କୋହିନୂରର ଅସଲ ମାଲିକ ଶ୍ରୀଜଗନ୍ନାଥ ବୋଲି ଦାବି କରି ଦରକାର ହେଲେ ଅନ୍ତର୍ଜାତୀୟ ଅଦାଲତ ଯିବୁ ବୋଲି କହିଛି ଜଗନ୍ନାଥ ସେନା। ତେବେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଶୋଭା ପାଇବ କି କୋହିନୂର?

Why lord shri Krishna was born in the night
ରାତିରେ କାହିଁକି ଜନ୍ମ ହେଲେ ଶ୍ରୀକୃଷ୍ଣ

ଜନ୍ମାଷ୍ଟମୀ ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ବାଲ୍‌ ଗୋପାଳ ରୂପକୁ ପୂଜା କରାଯାଏ। ଏହି ଦିନ ଭଗବାନ କୃଷ୍ଣଙ୍କୁ ରାତିରେ ପୂଜା କରାଯାଏ ବୋଲି ବିଶ୍ୱାସ କରାଯାଏ। କୁହାଯାଏ ଭଗବାନ କୃଷ୍ଣ ରାତିରେ ଜନ୍ମ ହୋଇଥିଲେ। ଆସନ୍ତୁ ଜାଣିବା ରାତିରେ କାହିଁକି ଜନ୍ମ ନେଲେ ଶ୍ରୀକୃଷ୍ଣ?

History of the birthplace of lord shri krishna
ମଥୁରାର ଇତିହାସ : ୪ ଥର ନିର୍ମାଣ ହୋଇଛି କୃଷ୍ଣ ମନ୍ଦିର

ଶ୍ରୀକୃଷ୍ଣଙ୍କ ଅଣନାତି ବଜ୍ରନାଭ ମଥୁରାରେ ଶ୍ରୀକୃଷ୍ଣଙ୍କ ପ୍ରଥମ ମନ୍ଦିର ନିର୍ମାଣ କରିଥିଲେ। ଏହା ପରେ ଆଉ ତିନି ଥର ଏହାର ନିର୍ମାଣ ହୋଇଛି। ଔରଙ୍ଗଜେବଙ୍କ ଶାସନ କାଳରେ ଏହାକୁ ଭାଙ୍ଗି ଦିଆଯାଇଥିଲା।