• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Lord Krishna

Debo Uthani Ekadashi 2024
Debo Uthani Ekadashi 2024: ଆଜି ଦେବ ଉଠନୀ ଏକାଦଶୀ; ଜାଣନ୍ତୁ କିପରି ପାଳନ ହୁଏ ଏହି ବ୍ରତ

ଦେବ ଉଠନୀ ଏକାଦଶୀ ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ଦେବ ପ୍ରବୋଧିନୀ ଏକାଦଶୀ ନାମରେ ମଧ୍ୟ ଜଣାଶୁଣା, ଯାହା ପ୍ରତିବର୍ଷ କାର୍ତ୍ତିକ ମାସର ଶୁକ୍ଳ ପକ୍ଷର ଏକାଦଶୀ ଦିନ ପାଳନ କରାଯାଏ। ୨୪ ଏକାଦାଶି ମଧ୍ୟରେ ଏହାକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ।

Viral Video
ଆଶ୍ଚର୍ଯ୍ୟ !! ବାଳଗୋପାଳଙ୍କୁ ଲାଗି ହେଲା ବିରିୟାନୀ ଭୋଗ..ଭିଡିଓ ଭାଇରାଲ..

କି ଯୁଗ ହେଲା ହେ ପ୍ରଭୁ। ବାଳଗୋପାଳ ଖାଉଛନ୍ତି ବିରିୟାନୀ ଭୋଗ।

Why footprints make on lord shri krishna’s chest
କାହିଁକି ଭଗବାନ ଶ୍ରୀକୃଷ୍ଣଙ୍କ ଛାତିରେ ରହିଛି ପାଦ ଚିହ୍ନ

ଜନ୍ମାଷ୍ଟମୀ ଦିନ ଶ୍ରୀକୃଷ୍ଣଙ୍କୁ ଲଡୁଗୋପାଳ ରୂପରେ ପୂଜା କରାଯାଏ। ଲଡୁଗୋପାଳଙ୍କ ପ୍ରତିମୂର୍ତ୍ତିର ଛାତିରେ ଏକ ପାଦଚିହ୍ନ ରହିଛି। ଏହାର କାରଣ ଜାଣିଛନ୍ତି କି? ତେବେ ଆସନ୍ତୁ ଜାଣିବା ଏହି ପାଦଚିହ୍ନର ରହସ୍ୟ କ’ଣ?