• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Lord Krishna

ମହାଭାରତ କଥା
Mahabharat Story: କୃଷ୍ଣ ଓ ଭୀଷ୍ମଙ୍କୁ ଅପମାନ ଓ ଜଣେ ଉଦ୍ଧତ ରାଜାର ମୃତ୍ୟୁ ପ୍ରସଙ୍ଗ

କିଏ ଜନ୍ମ ବେଳୁ ଚାରି ହାତ ଓ ତିନୋଟି ଆଖି ନେଇ ଜନ୍ମ ନେଇଥିଲେ? ଅନ୍ୟମାନଙ୍କୁ ଅପମାନ କରି କାହିଁକି ପାଣ୍ଡବଙ୍କ ଯଜ୍ଞରେ ବ୍ୟାଘାତ ସୃଷ୍ଟି କରୁଥିଲେ ଚେଦି ନରେଶ ଶିଶୁପାଳ? କାହିଁକି ଶ୍ରୀକୃଷ୍ଣ ଶିଶୁପାଳଙ୍କ ଶହେ ଦୋଷ କ୍ଷମା କରିଥିଲେ? କାହା ହାତରେ ପୁଣି ଶିଶୁପାଳର ମୃତ୍ୟୁ ଯୋଗ ଲେଖା ହେଇଥିଲା? ମହାଭାରତ ପୃଷ୍ଠାରୁ ଏଇସବୁ ଘଟଣା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।

ମହାଭାରତ କଥା
Mahabharat Story: ଭେରୀ, ଖେଣ୍ଟା ଶିମିଳି ଗଛ, ଗଧ ଓ ରାଜକୁମାର ଦ୍ୱାରପାଳ ଥିବା ଏକ ନଗରୀ ଓ ଛୟାଅଶୀ ରାଜାଙ୍କୁ ବନ୍ଦୀ କରିଥିବା ରାଜାର ମରଣ ବୃତ୍ତାନ୍ତ

କାହିଁକି ଜଣେ ରାଜା ଅନ୍ୟ ଛୟାଅଶୀ ରାଜାଙ୍କୁ ବନ୍ଦୀ କରି ରଖିଥିଲା? କାହିଁକି ଗଧ ପାଦ ଧରିଲେ କୃଷ୍ଣ? କାହିଁକି ଗୋଟେ ଖେଣ୍ଟା ଶିମିଳି ଗଛ ରାଜାଙ୍କ ଦ୍ୱାରପାଳ ଥିଲା? ସୁନ୍ଦରୀ ଅପସରୀ ପୁଣି କାହିଁକି ଭେରୀ ହୋଇ ଜନ୍ମ ନେଲା? ମହାଭାରତ ପୃଷ୍ଠା ଭିତରେ ଥିବା ଏମିତି ଆହୁରି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।

Khandav Bana Dahan
Mahabharat Story: ଖାଣ୍ଡବ ବନ ଦହନ ଓ ଜଙ୍ଗଲ ପୋଡିରୁ ରକ୍ଷା ପାଇଥିବା କେତେଜଣଙ୍କ କାହାଣୀ

କାହିଁକି ଅଗ୍ନିଦେବଙ୍କୁ ଅଗ୍ନିମାନ୍ଦ୍ୟ ରୋଗ ହୋଇଥିଲା? କାହିଁକି ଏତେ ସୁନ୍ଦର ବନକୁ ମିଳି ମିଶି ଦହନ କଲେ କୃଷ୍ଣ ଓ ଅର୍ଜୁନ? ବନରେ ପୋଡିହୋଇ ସମସ୍ତେ ମରିଯିବା ବେଳେ, କେମିତି ବଞ୍ଚିଗଲେ କେତେଜଣ? କିଏ କିଏ ବଞ୍ଚିଲେ? ମହାଭାରତ ଭିତରର ଏଇ ସମସ୍ତ ଅଜଣା କଥା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।

ମହାଭାରତ କଥା
Mahabharat Story: ଗଣ୍ଡା ପାଇଁ ମହାଦେବଙ୍କ ସହ ଓ ଗନ୍ଧର୍ବ ପାଇଁ କୃଷ୍ଣଙ୍କ ସହ ଅର୍ଜୁନଙ୍କ ଯୁଦ୍ଧର କାହାଣୀ

କ'ଣ ପାଇଁ ମହାଦେବ ଶିବଙ୍କ ସହ ଅର୍ଜୁନଙ୍କ ଯୁଦ୍ଧ ହେଲା?  ଯୁଦ୍ଧ ପରେ ମହାଦେବ, ଅର୍ଜୁନଙ୍କୁ କୋଉ ବର ଦେଲେ?  କୃଷ୍ଣଙ୍କ ଆଗରେ ଅର୍ଜୁନ କାହିଁକି ଅସ୍ତ୍ର ଧରି ଠିଆ ହେଲେ? କେମିତି ପୁଣି ଅଟକିଲା କୃଷ୍ଣ ଅର୍ଜୁନଙ୍କ ଯୁଦ୍ଧ? ଏମିତି ମହାଭାରତର ଆହୁରି ଅନେକ ଅଜଣା କଥା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।

Lord shri Krishna gave the knowledge of geeta to arjun
Geeta Jayanti 2024: ଭଗବାନ କୃଷ୍ଣ ଗୀତାରେ ଅର୍ଜୁନଙ୍କୁ ଦେଇଥିଲେ ଏମିତି ଉପଦେଶ

ମାର୍ଗଶିର ମାସର ଶୁକ୍ଳ ପକ୍ଷର ଏକାଦଶୀ ତିଥି ମୋକ୍ଷଦା ଏକାଦଶୀ ଭାବରେ ଜଣାଶୁଣା। ଏଥର ଏହି ଏକାଦଶୀ ୧୧ ଡିସେମ୍ବରରେ ପଡୁଛି। ଏହି ଦିନ ଭଗବାନ କୃଷ୍ଣ ଅର୍ଜୁନଙ୍କୁ ଗୀତା ଉପଦେଶ ଦେଇଥିଲେ। ସେହିଦିନ ଆଜି ଥିବାରୁ ପ୍ରତ୍ୟେକ ହିନ୍ଦୁ ‘ଗୀତା ଜୟନ୍ତୀ’ ପାଳନ କରନ୍ତି।

Debo Uthani Ekadashi 2024
Debo Uthani Ekadashi 2024: ଆଜି ଦେବ ଉଠନୀ ଏକାଦଶୀ; ଜାଣନ୍ତୁ କିପରି ପାଳନ ହୁଏ ଏହି ବ୍ରତ

ଦେବ ଉଠନୀ ଏକାଦଶୀ ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ଦେବ ପ୍ରବୋଧିନୀ ଏକାଦଶୀ ନାମରେ ମଧ୍ୟ ଜଣାଶୁଣା, ଯାହା ପ୍ରତିବର୍ଷ କାର୍ତ୍ତିକ ମାସର ଶୁକ୍ଳ ପକ୍ଷର ଏକାଦଶୀ ଦିନ ପାଳନ କରାଯାଏ। ୨୪ ଏକାଦାଶି ମଧ୍ୟରେ ଏହାକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ।

Viral Video
ଆଶ୍ଚର୍ଯ୍ୟ !! ବାଳଗୋପାଳଙ୍କୁ ଲାଗି ହେଲା ବିରିୟାନୀ ଭୋଗ..ଭିଡିଓ ଭାଇରାଲ..

କି ଯୁଗ ହେଲା ହେ ପ୍ରଭୁ। ବାଳଗୋପାଳ ଖାଉଛନ୍ତି ବିରିୟାନୀ ଭୋଗ।

Why footprints make on lord shri krishna’s chest
କାହିଁକି ଭଗବାନ ଶ୍ରୀକୃଷ୍ଣଙ୍କ ଛାତିରେ ରହିଛି ପାଦ ଚିହ୍ନ

ଜନ୍ମାଷ୍ଟମୀ ଦିନ ଶ୍ରୀକୃଷ୍ଣଙ୍କୁ ଲଡୁଗୋପାଳ ରୂପରେ ପୂଜା କରାଯାଏ। ଲଡୁଗୋପାଳଙ୍କ ପ୍ରତିମୂର୍ତ୍ତିର ଛାତିରେ ଏକ ପାଦଚିହ୍ନ ରହିଛି। ଏହାର କାରଣ ଜାଣିଛନ୍ତି କି? ତେବେ ଆସନ୍ତୁ ଜାଣିବା ଏହି ପାଦଚିହ୍ନର ରହସ୍ୟ କ’ଣ?