ଆପଣ ଯଦି କେବେ ଅନୁଭବ କରିଛନ୍ତି ଯେ, ଆପଣ କେବଳ ସୁଅ ମୁହଁରେ ପତର ହୋଇ ଭାସିଚାଲିଛନ୍ତି, ପ୍ରକୃତ ଜୀବନ ବଞ୍ଚୁନାହାଁନ୍ତି। ତେବେ ଏଇ ଲେଖାଟି ଆପଣଙ୍କ ପାଇଁ। ଯଦି ଆପଣଙ୍କୁ କେବେବି ଜୀବନର ଭିଡରେ ହଜିଗଲା ପରି ଲାଗିଥାଏ, ତେବେ ଲେଖାଟିକୁ ପୂରା ପଢନ୍ତୁ। ଆପଣଙ୍କୁ କିଛି ନା କିଛି ବାଟ ନିଶ୍ଚୟ ମିଳିଯିବ।
ଓମିକ୍ରନ ନେଇ ଚିନ୍ତା ବଢୁଥିବା ବେଲେ ରାଜ୍ୟକୁ ଆସିଥିବା ବିଦେଶ ଫେରନ୍ତାଙ୍କ ତଥ୍ୟ ମିଳୁନି । ରାଜ୍ୟକୁ ଓମିକ୍ରନ ଆକ୍ରାନ୍ତ ଦେଶରୁ ୮ ଶହରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଶା ଫେରିଥିବା ବେଳେ ସେମାନଙ୍କ ମଧ୍ୟରୁ ୪୦ ପ୍ରତିଶତ ପତ୍ତା ମିଳୁନି ।