କାହିଁକି ସାନ ଏକ ମାଙ୍କଡ଼ ବେଶ ଧରିଲେ ହନୁମାନ? କିଏ ଜନ୍ମ ହେଉ ହେଉ ବ୍ରାହ୍ମଣର ଶିଶୁମାନଙ୍କୁ ଅପହରଣ କରୁଥିଲା? କୃଷ୍ଣ କାହିଁକି ଅର୍ଜୁନଙ୍କୁ ରଥରେ ବସେଇ ପୃଥିବୀ ବାହାରକୁ ଘେନି ଯାଇଥିଲେ? ମହାଭାରତର ଏମିତି ଆହୁରି ଅନେକ ଅଜଣା କଥା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
କୃଷ୍ଣ ନିଜ ଭଉଣୀକୁ ହରଣ କରିବାକୁ କାହିଁକି ନିଜର ବନ୍ଧୁଙ୍କୁ ଉତ୍ସାହିତ କଲେ? କାହିଁକି ଶେଷରେ ଗଉଡ଼ୁଣୀ ବେଶ ଧରିଲେ ସୁଭଦ୍ରା? ବଳରାମଙ୍କୁ କ'ଣ କହି ଅଟକାଇଲେ କୃଷ୍ଣ? ମହାଭାରତ ଭିତରର ଏପରି ଆହୁରି ଅନେକ ଅଜଣା କଥା ଜାଣିବାକୁ ପଢ଼ନ୍ତୁ ଆଜିର ଅଧ୍ୟାୟ ।
କାହିଁକି ଏକା ଏକା ବାର ବର୍ଷ ପାଇଁ ବନବାସ ଗଲେ ଅର୍ଜୁନ? ପାଞ୍ଚ ଅପ୍ସରୀ କୁମ୍ଭୀରିଣୀ ହେଲେ କେମିତି? କାହିଁକି କୃଷ୍ଣ ନବଗୁଞ୍ଜର ରୂପ ଧରିଲେ? କାହିଁକି ନାଗ କନ୍ୟା ଅର୍ଜୁନଙ୍କୁ ନାଗଲୋକକୁ ଧରି ନେଲେ? ଏମିତି ଆହୁରି ଅନେକ ଅଜଣା କଥା ଜାଣିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।
କାହିଁକି ଦେବର୍ଷି ନାରଦ ପଞ୍ଚୁ ପାଣ୍ଡବଙ୍କୁ ଦୁଇ ରାକ୍ଷସ ଭାଇଙ୍କ କାହାଣୀ କହିଲେ? ସେ ରାକ୍ଷସ ଦୁଇ ଭାଇ କୋଉ ବର ପାଇଥିଲେ ଯେ ସେମାନଙ୍କୁ ସମସ୍ତେ ଭୟ କରୁଥିଲେ? କାହିଁକି ମହାଦେବଙ୍କର ଚାରିମୁଣ୍ଡ ହେଲା? କାହିଁକି ଇନ୍ଦ୍ର ଦେବଙ୍କର ଦେହସାରା ହଜାରେ ନୂଆ ଆଖି ଖୋଲିଲା? ମହାଭାରତର ଏମିତି ଆହୁରି ଅନେକ ଅଜଣା କଥା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
ଇନ୍ଦ୍ରମାନେ କାହିଁକି ଅଭିଶାପ ପାଇଲେ? କିଏ ସେଇ ନାରୀ, ଯାହାଙ୍କ ଆଖିର ଲୁହ ଟୋପାରେ ପଦ୍ମ ଫୁଟୁଥିଲା? ପୂର୍ବ ଜନ୍ମରେ ପାଣ୍ଡବମାନଙ୍କର ପରିଚୟ କ'ଣ ଥିଲା? ପୂର୍ବ ଜନ୍ମରେ ଦ୍ରୌପଦୀ କି ବର ପାଇଥିଲେ? ମହାଭାରତ ଭିତରୁ ଏମିତି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
ହିନ୍ଦୁ ଧର୍ମରେ ଅଘୋରୀ ସାଧୁଙ୍କୁ ରହସ୍ୟମୟ ତଥା ବିପଜ୍ଜନକ ମଧ୍ୟ ବିବେଚନା କରାଯାଏ। ଲୋକଙ୍କ ମନରେ ପ୍ରାୟତଃ ଏକ ପ୍ରଶ୍ନ ଆସେ ଯେ ଅଘୋରୀ ସାଧୁ କିପରି ହୁଅନ୍ତି ଏବଂ ସେମାନେ କାହାକୁ ପୂଜା କରନ୍ତି। ଆସନ୍ତୁ ଏ ବିଷୟରେ ଜାଣିବା।
ଦୁର୍ଯ୍ୟୋଧନଙ୍କ କଥାରେ କିନ୍ତୁ କର୍ଣ୍ଣ ରାଜି ହେଲେନି । ସେ କହିଲେ ବନ୍ଧୁ ତରତରରେ ଏପରି ପିଲାଳିଆ ନିଷ୍ପତ୍ତି ନେଲେ କିଛି ବି ଲାଭ ହେବନି । ଆଗରୁ ଅନେକଥର ତୁମେ ସେପରି ପ୍ରଚେଷ୍ଟା କରି ଅସଫଳ ହୋଇଛ। ତାପରେ ସେ ଦୁର୍ଯ୍ୟୋଧନଙ୍କର ଗୋଟି ଗୋଟି ପ୍ରସ୍ତାବକୁ ଯୁକ୍ତିର ସହ କାଟି ଏକ ନୂଆ ପ୍ରସ୍ଥାବ ଦେଲେ । କହିଲେ ଆମେ ଯଦି ତୁରନ୍ତ ପାଞ୍ଚାଳ ଦେଶ ଆକ୍ରମଣ କରନ୍ତେ ତେବେ ହୁଏତ କିଛି ଲାଭ ହୁଅନ୍ତା ।
(ପୂର୍ବ ପ୍ରକାଶିତ ଉତ୍ତାରୁ).. ତେତିକିବେଳେ କ’ଣ ହେଲା କି, ଆମମାନଙ୍କ ସେଠେ ପଲ ତନଖି କରିବାକୁ ଯାଇ ସେଇଠି ପାରିଧି ଦେଖୁଥିଲେ। କୁହା ନାହିଁ ବୋଲା ନାହିଁ କ’ଣ ମନକୁ ଆସିଲା, ହୁଡ଼ହୁଡ଼ କରି ପାଣିରେ ପଶିଗଲେ। ଦଣ୍ଡକ ଭିତରେ କାଜ ଦୁଇଟାକୁ ଆଣି ସାଇବ ଆଗରେ ଥୋଇ ଦେଲେ। ସାଇବ ତ ମହା ଖୁସି।.. ପଚାରିଲେ- ତୁମ୍ କୋନ୍ ହେ?
ପଢ଼ନ୍ତୁ ଓଡ଼ିଆ ସାହିତ୍ୟର କାଳଜୟୀ କାହାଣୀ 'ରାଣ୍ଡିପୁଅ ଅନନ୍ତା'। ବ୍ୟାସକବି ଫକୀର ମୋହନଙ୍କର ଏହି ବହୁପଠିତ ଓ ବହୁ ଚର୍ଚ୍ଚିତ କାହାଣୀକୁ ନେଇ ଆଗରୁ ଟେଲିଫିଲ୍ମ ହୋଇଛି। ଏବେ ମଧ୍ୟ ଏହାକୁ ନେଇ ଏକ ସଂପୂର୍ଣ୍ଣ ଚଳଚ୍ଚିତ୍ର ଆସିବାକୁ ଯାଉଛି। ତେବେ ଏହା ପୂର୍ବରୁ ଏହି ନାଁଟିକୁ ନେଇ ବାଦବିବାଦ ଉଠିଥିଲା। ଅନେକ ଲୋକ ହୁଏତ ପ୍ରଖ୍ୟାତ ସ୍ରଷ୍ଟା ଫକୀର ମୋହନଙ୍କର ଏହି କାଳଜୟୀ କାହାଣୀଟି ପଢ଼ିନଥିବେ। ଏଥିପାଇଁ ଆମେ ଧାରାବାହିକ ଭାବେ ପ୍ରକାଶ କରିବାକୁ ପ୍ରୟାସ କରୁଛୁ।
ଛଦ୍ମ ବେଶରେ ଥିବା ଭାଇମାନଙ୍କୁ ରାଜା ଚିହ୍ନିଲେ କେମିତି? ଭାଇମାନଙ୍କ ପ୍ରକୃତ ପରିଚୟ ପାଇଲା ପରେ ଆନନ୍ଦରେ ରାଜା କାନ୍ଦିଲେ କାହିଁକି? ନୂଆ ବାହା ହୋଇଥିବା ରାଜକୁମାରୀଙ୍କ ଝରକା ପାଖରେ ରାତିର ଅନ୍ଧାରରେ କିଏ ଲୁଚି ବସିଥିଲେ? ମହାଭାରତ ମହାକାବ୍ୟରୁ ଏଇ ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
କେମିତି ଜଣେ କ୍ଷତ୍ରୀୟ ଯୁବକ ବ୍ରାହ୍ମଣର ଛଦ୍ମଵେଶରେ ସ୍ୱୟଂବର ପ୍ରତିଯୋଗିତା ଜିତିଲେ? କ'ଣ ଥିଲା ସେ ସ୍ୱୟଂମ୍ବରର ଅଭିନଵ ସର୍ତ୍ତ ସବୁ ? କ'ଣ ପାଇଁ ପାଞ୍ଚ ଭାଇ ପୁଣି ଜଣେ ନାରୀକୁ ବିବାହ କଲେ? ମହାଭାରତ ମହାକାବ୍ୟର ଏମିତି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
କାହିଁକି ଭୃଗୁ ବ୍ରାହ୍ମଣମାନଙ୍କୁ ଖୋଜି ଖୋଜି ହତ୍ୟା କରୁଥିଲେ କ୍ଷତ୍ରୀୟମାନେ? କାହିଁକି ସଂସାରରୁ ଅସୁର ବଂଶର ନିପାତ କରିବାକୁ ଶପଥ ନେଲେ ଜଣେ ସାନ ବାଳକ? ଗନ୍ଧର୍ବ ଜଣେ ପାଣ୍ଡଵ ପାଞ୍ଚ ଭାଇଙ୍କୁ କାହିଁକି ଗୋଟେ ପରେ ଗୋଟେ କାହାଣୀ ଶୁଣାଇ ଚାଲିଥିଲେ? ଏଇ ସବୁ ଉତ୍କଣ୍ଠାପୁର୍ଣ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ।
କାହିଁକି ଜଣେ ରାଜା ରାକ୍ଷସ ହେଲେ? କେମିତି ମଲେ ଜଣେ ବ୍ରହ୍ମର୍ଷିଙ୍କ ଶହେ ପୁଅ? ନିୟୋଗରେ କାହିଁକି ଋଷିଙ୍କୁ ନିଜ ରାଣୀଙ୍କୁ ସମର୍ପିଲେ ରାଜା? ମହାଭାରତର ଏଇ ସବୁ ଜଟିଳ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
These 7 life teaching may lead you towards success- ଜୀବନରେ ସଫଳତା ଆଣିଦେବ ସ୍ୱାମୀ ବିବେକାନନ୍ଦଙ୍କର ଏହି ୭ଟି ବାଣୀ
ଦେବକନ୍ୟା ହୋଇ ବି ମର୍ତ୍ତ୍ୟର ରାଜାଙ୍କୁ ବିବାହ କଲେ କେମିତି? କିଏ ସାଜିଥିଲେ ମଧ୍ୟସ୍ଥି ? ଜଣେ ରାଜା କାହିଁକି ଚୋରୀ କରୁଥିଲେ ଗାଈ? କାହିଁକି ପୁଣି ରାଜ ସିଂହାସନ ଛାଡି ସେ ତାପସ୍ୱୀ ହେବାକୁ ନିଷ୍ପତ୍ତି ନେଲେ? ଏଇ ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।
ଯଜ୍ଞ କୁଣ୍ଡରୁ ସିଧା ଯୌବନଦୀପ୍ତ ଶରୀର ନେଇ ଯାଆଁଳା ଭାଇ ଭଉଣୀ କେମିତି ଜନ୍ମ ନେଲେ ? କାହିଁକି ଝିଅଟିଏ ପୁଅର ଶରୀର ଧରିଲା ? ରାତିଅଧରେ ଶକ୍ତିଶାଳୀ ଗନ୍ଧର୍ବକୁ ପରାଜିତ କଲା କିଏ ? ପରାଜିତ ଗନ୍ଧର୍ବର ଜୀବନ ରକ୍ଷା ପୁଣି ହେଲା କେମିତି ? ଏଇ ସବୁ ପ୍ରଶ୍ନର ଉତ୍ତର ଓ ଆହୁରି ଅନେକ ଅଜଣା କଥା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
କାହିଁକି ପାଳି କରି ଗାଁ ଲୋକେ ଅସୁର ପାଇଁ ଖାଇବା ପଠାଉଥିଲେ? ସେ ମଣିଷ ଖିଆ ଅସୁର ପୁଣି ମଲା କେମିତି ? ଅନ୍ଧାର ରାତିରେ ତାକୁ ମାରିଲା କିଏ? ଯିଏ ମାରିଲା ସେ ଗାଁ ଛାଡି ଲୁଚି ପଳେଇଲା କାହିଁକି? ସବୁ ପ୍ରଶ୍ନର ଉତ୍ତର ପାଇଁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।
ମାଟି ଘର ଚାଳ ଛପର ପାଇଁ ବ୍ୟବହାର ହେଉଥିବା ବୋବେଇ ଦଉଡ଼ି ଏବେ ନୂଆ ନୂଆ ଫ୍ୟାସନେବଲ୍ ଜିନିଷର ରୂପ ନେଲାଣି । ତେବେ କ'ଣ ସେ ଜିନିଷ ଜାଣିବା ଆସନ୍ତୁ
କ'ଣ ପାଇଁ ଭୟଙ୍କର ରାକ୍ଷସୀ ବିବାହ ପାଇଁ ପସନ୍ଦ କଲା ଜଣେ ମଣିଷକୁ? କିଏ ସେହି ମଣିଷ? ମଣିଷଖିଆ ରାକ୍ଷସକୁ କେମିତି ମାରିଲେ ଜଣେ ବଳୁଆ ମଣିଷ ଓ କାହିଁକି ସେ ପୁଣି ବିବାହ କଲେ ତା' ରାକ୍ଷସୀ ଭଉଣୀକୁ? ରାକ୍ଷସୀ କୋଳରୁ ଜନ୍ମିତ ପୁଅର ନାମ କ'ଣ? ଆହୁରି କାହିଁରେ କେତେ ଚମତ୍କାର ଘଟଣା ବିଷୟରେ ଜାଣିବା ପାଇଁ ପଢନ୍ତୁ ଆଜିର ଅଧ୍ୟାୟ ।
କାହିଁକି ନିଜର ପୁରୁଣା ପିଲାଦିନର ସାଙ୍ଗକୁ ନିଜ ଶିଷ୍ୟଙ୍କୁ ପଠେଇ ବାନ୍ଧି ଆଣିଲା ଜଣେ ସାଙ୍ଗ ? କାହିଁକି ନିଜ ଭାଇମାନଙ୍କୁ ଅନ୍ୟ ଜଣେ ଭାଇ ପୋଡି ମାରିବାର ଯୋଜନା କଲା? ପୁଣି ନିଆଁର ସେ ଚକ୍ରବ୍ୟୁହରୁ ସେମାନେ ଖସିଲେ କେମିତି ? ଏପରି ଆହୁରି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମଧୁପୁର ଗଡ଼ଜାତର ରାଜମାତା ଅପର୍ଣ୍ଣା ଧୀର ନରେନ୍ଦ୍ର ସିଂ। ସେ ଓଡ଼ିଆର ସ୍ଵାଭିମାନ ଓ ଏକଦା କୁଳବୃଦ୍ଧ ମଧୁସୂଦନ ଦାସଙ୍କ ସହ ମଧୁପୁରର ଆଦର୍ଶ ରାଜନ ବୀରବର ନାରାୟଣ ଚନ୍ଦ୍ର ଧୀର ନରେନ୍ଦ୍ରଙ୍କ ସମ୍ପର୍କ, ଲୋକ ହିତକର କାର୍ଯ୍ୟକ୍ରମ ନେଇ ବିଶଦ ଆଲୋଚନା କରିଥିଲେ।
କିଏ ସେହି ଅଜଣା ଯୁବକ ଯିଏ ପୃଥିବୀର ଶ୍ରେଷ୍ଠ ଧନୁର୍ଦ୍ଧରଙ୍କ ସହ ପ୍ରତିଯୋଗିତାକୁ ଓଲ୍ଲାଇବାକୁ ଆହ୍ୱାନ କରିପାରିଲା? ପୁଣି କଣ ପାଇଁ ସେ ଅଜଣା ଯୁବକକୁ ସେଇଠି ସୁଯୋଗରୁ ବଞ୍ଚିତ କରାଗଲା? ପୁଣି କେମିତି ହଠାତ ତାଙ୍କୁ ମିଳିଲା ରାଜଗାଦି? କିଏ ସେହି ଯୁବକ? ପରିଚୟ ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ।
ସୁନା ପରି ଦିଶୁଥିବା ଘାସରୁ ତିଆରି ବ୍ୟବହାର୍ଯ୍ୟ ଓ ଡେକୋରେଟିଭ୍ ଜିନିଷ ତିଆରି ପାଇଁ ଓଡ଼ିଶାର ନାଁ ରହିଛି । ଆଜି ଆସନ୍ତୁ ଗୋଲ୍ଡେନ୍ ଗ୍ରାସ୍ କ୍ରାଫ୍ଟ ନାଁରେ ବେଶୀ ପରିଚିତ ଥିବା ଓଡ଼ିଶାର ଏଇ ପାରମ୍ପରିକ କଳା ବିଷୟରେ ଜାଣିବା ।
କାହିଁକି ଜଣେ ଗୁରୁ ତାଙ୍କ ଶିଷ୍ୟଙ୍କ ଭିତରେ ପାତର ଅନ୍ତର କଲେ? କାହିଁକି ରାଜକୁମାରମାନଙ୍କ ସହ ସାଙ୍ଗ ହୋଇ ବିଦ୍ୟା ଶିକ୍ଷା କରି ପାରିଲେନି ଜଣେ ନିଷାଦ ଯୁବକ? ଶେଷରେ କ'ଣ ହେଲା ସେ ନିଷାଦ ଯୁବକର? ଏଇ ସବୁ ରୋମାଞ୍ଚକର ଘଟଣାକୁ ବିସ୍ତାରରେ ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
କେମିତି କୂଅ ଭିତରୁ ସହଜରେ ଘାସ କାଣ୍ଡରେ ବାହାରିଲା ପେଣ୍ଡୁ? କାହିଁକି ଜଣେ ବ୍ରାହ୍ମଣ ନିଜ ପ୍ରତିଶୋଧ ପାଇଁ କ୍ଷତ୍ରୀୟମାନଙ୍କ ଅସ୍ତ୍ର ଗୁରୁ ହେଲେ? କାହିଁକି ଅନେକ ଶିଷ୍ୟଙ୍କ ଭିତରୁ କେବଳ ଜଣକୁ ଗୁରୁ ପୃଥିବୀର ଶ୍ରେଷ୍ଠ ଧନୁର୍ଧର କରିବାକୁ କଥା ଦେଲେ? ମହାକାବ୍ୟର ଆହୁରି ଏପରି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।