କୁକୁରର ଜୀବନ ବଞ୍ଚାଇବା ପାଇଁ ବିବାହ ଉତ୍ସବ ଛାଡ଼ି ଆସିଲେ ଯୁବକ ।
ଆମେରିକାର ପ୍ରଥମ ଥର ପାଇଁ ଜଣେ ମଙ୍କିପକ୍ସ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ବ୍ୟକ୍ତି ଜଣକ ‘ମଙ୍କିପକ୍ସ’ ରୋଗରେ ପୀଡ଼ିତ ହୋଇଥିବା ବେଳେ ନିକଟରେ ସେ କାନାଡ଼ା ଯାତ୍ରା କରିଥିଲେ।
ପୃଥିବୀରେ ୟୁଏଫଓ ଦେଖାଯାଇଥିବା ନେଇ ବାରମ୍ବାର ଦାବି ମଧ୍ୟରେ ପୁଣି ଚର୍ଚ୍ଚାକୁ ଆସିଛି ଏହି ପ୍ରସଙ୍ଗ ।
ଗତ ୨୦ ବର୍ଷ ମଧ୍ୟରେ ୪ ଶହରୁ ଅଧିକ ଥର ଦେଖାଦେଲାଣି ଏହି ଅଜ୍ଞାତ ଉଡ଼ନ୍ତା ବସ୍ତୁ । ପ୍ରମାଣ ସ୍ୱରୁପ କିଛି ଭିଡିଓ ଏବଂ ଫଟୋ ଦେଖାଇ ଏହି ଦାବି କରିଛି ଆମେରୀକିୟ ନୌସେନାର ଗୁଇନ୍ଦା ବିଭାଗ ।
ଏସବୁ ସେନା ନିୟନ୍ତ୍ରଣରେ ଥିବା ତାଲିମ କ୍ଷେତ୍ରରେ ଦେଖିବାକୁ ମିଳିଛି।
ଜିନପିଙ୍ଗ୍ ଜୀବନରେ କେବେ ହାରିନାହାନ୍ତି। ଅନେକ ସଂଘର୍ଷ କରି ଆଜି ଚୀନରେ ହୋଇଛନ୍ତି ରାଷ୍ଟ୍ରପତି। ନିଜେ ଗୁମ୍ଫାରେ ରହିଥିଲେ, ବିଲରେ କାମ ବି କରିଥିଲେ। ଅପହଞ୍ଚ ଇଲାକାରୁ ଆସି ଚୀନର ରାଜପ୍ରସାଦରେ ରହିଲେ ଚୀନ ରାଷ୍ଟ୍ରପତି
ମାରାତ୍ମକ ରୋଗରେ ପୀଡ଼ିତ ଅଛନ୍ତି ଚୀନ ରାଷ୍ଟ୍ରପତି ଜିନପିଙ୍ଗ୍? ତୃତୀୟ ଥର ରାଷ୍ଟ୍ରପତି ହେବାକୁ ନେଇ ବଢିଲା ସନ୍ଦେହ। ବ୍ରେନ ସର୍ଜରୀ କରିବାକୁ କାହିଁକି ରାଜି ହେଉନାହାନ୍ତି ଚୀନ ରାଷ୍ଟ୍ରପତି?
ଲଗାତାର ଦୁଇଦୁଇ ଥର ରାଷ୍ଟ୍ରପତି ହେବା ପରେ ପୁଣି ତୃତୀୟ ଥର ଲାଗି ରାଷ୍ଟ୍ରପତି ହେବେ କି ଜିନପିଙ୍ଗ୍? ନା ଏଥର ନୂଆ ରାଷ୍ଟ୍ରପତି ପାଇବ ଚାଇନା?
କରୋନାକୁ ସଠିକ୍ରେ ପରିଚାଳନା କରିପାରିଲେନି ଜିନପିଙ୍ଗ୍? ପଦରୁ ଇସ୍ତଫା ଦେଇପାରନ୍ତି ଚୀନ ରାଷ୍ଟ୍ରପତି....ଅନ୍ତର୍ଜାତୀୟ ଗଣମାଧ୍ୟମରେ ବଢିଲା ଚର୍ଚ୍ଚା
ପାଖାପାଖି ମାସେ ହେଲାଣି ଶ୍ରୀଲଙ୍କାରେ ଅସ୍ଥିରତା ଲାଗି ରହିଥିବା ବେଳେ ପ୍ରଭାବିତ ହୋଇଛି ପର୍ଯ୍ୟଟନ କ୍ଷେତ୍ର।
ଫେବୃଆରୀ ଠାରୁ ଏକ ତୃତୀୟାଂଶ ଲଢେଇରେ ରୁଷ ସେନାକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି ବୋଲି ଦାବି କରିଛି ବ୍ରିଟେନ୍ ପ୍ରତିରକ୍ଷା ମନ୍ତ୍ରାଳୟ।
୧୪ ଲକ୍ଷ ସରକାରୀ କର୍ମଚାରୀଙ୍କୁ ମେ ମାସର ଦରମା ଦେବା ପାଇଁ ମଧ୍ୟ ସରକାରଙ୍କ ପାଖରେ ଟଙ୍କାର ଅଭାବ ରହିଛି
ହାତରେ ବନ୍ଧୁକ ଧରି ବୀରଦର୍ପରେ ବାହାରିଛନ୍ତି ବୀରାଙ୍ଗନା । ଲକ୍ଷ୍ୟ ଶତ୍ରୁ ସଂହାର । ମା କାଳୀ ପରି ଶତ୍ରୁର ଦମନ କରିବେ ।
ସାଧାରଣତଃ ରୁତୁଚକ୍ର ଅନୁସାରେ ପୃଥିବୀର ବିଭିନ୍ନ ପ୍ରାନ୍ତରେ ସୂର୍ଯ୍ୟ କରିଣ ପଡ଼ିଥାରଏ।
ଭ୍ଲାଦିମିର୍ ପୁଟିନ୍(Vladimir Putin)ଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ସେ ବ୍ଲଡ୍ କ୍ୟାନ୍ସରରେ ଆକ୍ରାନ୍ତ ହୋଇଥିବା ଏକ ସିକ୍ରେଟ୍ ରିପୋର୍ଟରୁ ଜଣାପଡ଼ିଛି।
ଉତ୍ତର କୋରିଆରେ ଯେଉଁଭଳି କରୋନା ସଂକ୍ରମଣ ବୃଦ୍ଧି ପାଉଛି ତାହା ଖାଲି ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିନି ବରଂ ଲୋକମାନେ ମଧ୍ୟ ଭୟଭୀତ ଅବସ୍ଥାରେ ଅଛନ୍ତି।
ତା’ନିକଟରୁ ଏକ ଅତ୍ୟାଧୁନିକ ମାରଣାସ୍ତ୍ର ଜବତ କରାଯାଇଛି ।
ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଗାଦିରେ ବସିଥିବା ରାନିଲ ବିକ୍ରମସିଂଘେଙ୍କ ଆଗରେ ଏବେ ଏକାଧିକ ମହା-ଚାଲେଞ୍ଜ
ପୁଟିନଙ୍କ ପୂର୍ବର ଫୂର୍ତ୍ତିଲା ଚେହେରା ନାହିଁ, କି ଆଖିରେ ତେଜ ବି ନାହିଁ ।
ଟ୍ୱିଟର ଅଧିଗ୍ରହଣ ଡିଲ୍କୁ ସାମୟିକ ସ୍ଥଗିତ ରଖିଲେ ଏଲନ ମସ୍କ ।
ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି କୁହାଯାଉଥିବା ଏଲନ୍ ମସ୍କଙ୍କ ଅବିକଳ ଚେହେରା ଥିବା ଲୋକ ମଧ୍ୟ ଅଛନ୍ତି। ତାଙ୍କ ଭଳି ଦେଖା ଯାଉଥିବା ଜଣେ ବ୍ୟକ୍ତି ଚୀନରେ ଅଛନ୍ତି।
ଲିକ୍ ହୋଇଥିବା ତାଲିକାରେ ପ୍ରତ୍ୟେକ କଏଦୀଙ୍କ ନାମ, ଜନ୍ମ ତାରିଖ, ଜାତି, ପରିଚୟ ପତ୍ର, ଚାର୍ଜ, ଠିକଣା, ଦଣ୍ଡର ସମୟ ଏବଂ ଜେଲ ବିଷୟରେ ସୂଚନା ରହିଛି
ଟ୍ୱିଟରରୁ ୨ ଜଣ କର୍ମଚାରୀଙ୍କୁ ନିଲମ୍ୱିତ । କମ୍ପାନୀ ପକ୍ଷରୁ ଗତକାଲି ଦୁଇଜଣ ବରିଷ୍ଠ ମ୍ୟାନେଜରଙ୍କୁ ବରଖାସ୍ତ କରାଯାଇଛି ।
ତାଲିବାନ୍ର ନୂଆ ନିୟମ । ରେଷ୍ଟୁରାଣ୍ଟରେ ଏକାଠି ବସିପାରିବେ ନାହିଁ ସ୍ୱାମୀ ଓ ସ୍ତ୍ରୀ ।