• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Special Report - Is Russia Using WMD Against Ukraine
ଏହି କ୍ଷେପଣାସ୍ତ୍ର ହେଉଛି ଋଷର ବ୍ରହ୍ମାସ୍ତ୍ର

ଋଷ୍ ତୁଳନାରେ ୟୁକ୍ରେନ୍ ଅତ୍ୟଧିକ ଦୁର୍ବଳ ଦେଶ। ଏହାପରେ ମଧ୍ୟ ଏ ଦେଶ ଋଷ୍ ପାଖରେ ହାର୍ ମାନୁନି। ଏହା ହିଁ ଋଷକୁ ଚିନ୍ତାରେ ପକାଇଛି। ତେବେ କିଛିଦିନ ହେଲା ଋଷ୍ ତାର ବ୍ରହ୍ମାସ୍ତ୍ର କୁହାଯାଉଥିବା ଏହି କ୍ଷେପଣାସ୍ତ୍ରର ପ୍ରୟୋଗ ଆରମ୍ଭ କରିଛି।

OTV Special Report - Russia Continues Attack On Ukraine
ଋଷ୍ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ମାରିଓପୋଲ୍? ଏଠି କଣ ଅଛି କି?

ୟୁକ୍ରେନର ଦକ୍ଷିଣପୂର୍ବରେ ଥିବା ସମୁଦ୍ରକୂଳିଆ ସହର ମାରିଓପୋଲ୍ କାହିଁକି ଋଷ୍ ପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ। କାହିଁକି ଏହି ସୁନ୍ଦର ସହରକୁ ନିଜ କବଜାକୁ ନେଇବାକୁ ଚେଷ୍ଟା ଚଳାଇଛି ଋଷ୍। ଋଷ୍ ପାଇଁ ଏହା ବିପଦ ସୃଷ୍ଟି କରିପାରେ କି? ଦେଖନ୍ତୁ ଏହି ଭିଡିଓ ଷ୍ଟୋରୀ।

OTV Special Report On Russian Attack On Ukraine
ମାସେ ହେଲାଣି ଘମାଘୋଟ ଯୁଦ୍ଧ, ୨ୟ ବିଶ୍ୱଯୁଦ୍ଧ ପରେ ସବୁଠାରୁ ଲମ୍ବା ଯୁଦ୍ଧ

ଋଷ୍-ୟୁକ୍ରେନ୍ ଯୁଦ୍ଧ ଶେଷ ହେଉନି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବୋଧହୁଏ ଏହା ସବୁଠାରୁ ଲମ୍ବା ଲଢ଼େଇ। ରକ୍ତମୁଖା ଋଷକୁ କେହି ଅଟକେଇ ପାରୁନାହାଁନ୍ତି। ଆଜିର ବିଶ୍ୱ ଏତେ ଅସହାୟ କାହିଁକି? ଏହି ଯୁଦ୍ଧ ପୃଥିବୀକୁ ଧ୍ୱଂସ ଆଡ଼କୁ ନେଇଯାଉନି ତ?

Russia Ukraine
ଯୁଦ୍ଧକୁ ମାସେ ପୁରିଲା, ତଥାପି ଥମିନି ! ଏକାଠି ହେଲେଣି NATO-G7

ଋଷୀୟ ଆକ୍ରମଣର ମାସେ ଭିତରେ ଅମାପ କ୍ଷୟକ୍ଷତି ସହିଲାଣି ୟୁକ୍ରେନ୍ । ଅକଥନୀୟ ଯନ୍ତ୍ରଣା ସହିଲେଣି ୟୁକ୍ରେନ୍‌ର ସାଧାରଣ ନାଗରିକ । ରାଜଧାନୀ କିଭ୍ ଓ ବନ୍ଦରନଗରୀ ମାରିଉପୋଲର ଦୃଶ୍ୟ ଦେଖିଲେ ଠିକ୍‌ ଏମିତି କିଛି ମନେ ହୁଏ ।

Russia Ukraine
ୟୁକ୍ରେନ୍ ପ୍ରସଙ୍ଗରେ ବ୍ରୁସେଲ୍ସରେ ଏକାଠି ହୋଇଛନ୍ତି ନାଟୋ

ଫେବୃଆରୀ ୨୪ରେ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲା ଋଷ । ଆଉ ଆଜି ହେଉଛି ମାର୍ଚ୍ଚ ୨୪ । ମାସେ ଭିତରେ ଏହି ଯୁଦ୍ଧ ୟୁକ୍ରେନ୍‌କୁ ଯେତିକି କ୍ଷତିଗ୍ରସ୍ତ କଲାଣି, ବିଶ୍ୱକୁ ବି ସେତିକି ପ୍ରଭାବିତ କଲାଣି ।

killings and dogs eating
ରୁଷ-ୟୁକ୍ରେନ୍‌ ଯୁଦ୍ଧର ବିଭୀଷିକା, ବୁଲା କୁକୁରଙ୍କ ମାଂସ ହୋଇଛି ଆହାର

ରୁଷ-ୟୁକ୍ରେନ୍‌ ଯୁଦ୍ଧକୁ ମାସେ ପୂରିଲା । ଦୀର୍ଘଦିନ ଧରି ଯୁଦ୍ଧ ଲାଗି ରହିଥିଲେ ମଧ୍ୟ ଥମିବା ପରିବର୍ତ୍ତେ ଭୟଙ୍କର ହେଉଛି ସ୍ଥିତି । ତେବେ ବାରମ୍ବାର ଆଲୋଚନା ପରେ ବି ବାହାରିପାରୁନି ସମାଧାନର ବାଟ। ଏହାରି ମଧ୍ୟରେ ୟୁକ୍ରେନ୍‌ରେ ଖାଦ୍ୟ ଓ ଜଳର ଘୋର ଅଭାବ ଦେଖାଦେଇଛି। ଖାଦ୍ୟ ଓ ପାଣି ଅଭାବରୁ ଛୋଟଛୋଟ ପିଲା ଅକାଳରେ ମୃତ୍ୟୁବରଣ କରୁଛନ୍ତି । ପେଟ ପୋଷିବା ପାଇଁ ଏଠାରେ ଲୋକେ ବୁଲା କୁକୁରଙ୍କୁ ମାରି ତା’ ମାଂସ ଖାଉଛନ୍ତି ।

Russia prepares for atomic attack
ୟୁକ୍ରେନ୍ ଉପରେ ପରମାଣୁ ଆକ୍ରମଣର ଆଶଙ୍କା

ୟୁକ୍ରେନ୍ ଉପରେ ପରମାଣୁ ଆକ୍ରମଣର ଆଶଙ୍କା । ରୁଷ୍ ଲଗାତାର ଭାବରେ ୟୁକ୍ରେନ ଉପରେ ଆକ୍ରମଣ କରିଚାଲିଛି । ଏହାରି ଭିତରେ ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ ହୋଇପାରେ ବୋଲି କୁହାଯାଉଛି, ଯାହାକୁ ନେଇ ଚିନ୍ତା ବଢିଛି ।

460ft Super Yacht
ଏହି ବନ୍ଦରରେ ସଜାଗ ପୁଟିନଙ୍କ ଗୁପ୍ତ ଜାହାଜ, ଯେଉଁଥିରେ ରହିଛି ଏସବୁ ସୁବିଧା

ଯୁଦ୍ଧ ପରଠୁ ସବୁବେଳେ ଚର୍ଚ୍ଚାରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ୍‌। କେତେବେଳେ ଝିଅକୁ ନେଇ ତ କେତେବେଳେ ରଣ କୌଶଳକୁ ନେଇ। ଆଜି ଆମେ କହୁଛୁ ପୁଟିନଙ୍କ ଗୁପ୍ତ ଜାହାଜ ବିଷୟରେ। ଯେଉଁଥିରେ ରହିଛି ହେଲିପ୍ୟାଡ୍-ସ୍ପା-ସେଲୁନ୍ ଭଳି ଅନେକ ସୁବିଧା..

Watch - Ukrainian Ammunition Depot Destroyed In Russian Missile Attack
ମିସାଇଲ ମାରି ୟୁକ୍ରେନର ଅସ୍ତ୍ରାଗାର ଉଡାଇଦେଲା ରୁଷ୍, ଦେଖନ୍ତୁ ସେହି ଭିଡିଓ…

ଯେତେ ଯାହା କଲେବି ଡରୁନାହିଁ ରୁଷ୍। ପ୍ରାୟ ମାସେ ହେଲାଣି ୟୁକ୍ରେନ୍ ଉପରେ କରି ଚାଲିଛି ଆକ୍ରମଣ। ଏବେ ମିସାଇଲ୍ ମାଡ଼ କରି ୟୁକ୍ରେନର ଅସ୍ତ୍ରାଗାରକୁ ଉଡାଇ ଦେଇଛି। ଯେଉଁ ଭିଡିଓ କେତେ ଭୟଙ୍କର ଥିଲା ଦେଖନ୍ତୁ...

'noodle crisis' in Indonesia
ଇଣ୍ଡୋନେସିଆରେ 'ନୁଡୁଲ ସଙ୍କଟ’, ମୂଲ୍ୟ ଠାରୁ ଅଧିକ ଟଙ୍କାରେ ବିକ୍ରି ହେଉଛି

ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଆଜି ହେଉଛି ୨୮ତମ ଦିନ । ବର୍ତ୍ତମାନ ଏହ ସମୟରେ ଦୁଇ ଦେଶ ବହୁତ ଅସୁବିଧା ସହ ଯନ୍ତ୍ରଣା ଭୋଗୁଛି । ଏହା ନୁହେଁ ଯେ ଯୁଦ୍ଧ କେବଳ ଏହି ଦୁଇ ଦେଶ ଉପରେ ପଡିଛି। ୟୁକ୍ରେନ ବିବାଦର ଆଉ ଏକ ପ୍ରଭାବ ଇଣ୍ଡୋନେସିଆ ଉପରେ ମଧ୍ୟ ପଡିଛି। ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ଇଣ୍ଡୋନେସିଆରେ ବହୁଚର୍ଚ୍ଚିତ ‘ଇଣ୍ଡୋମି’ ନୁଡୁଲ୍ସର ସଙ୍କଟ ଦେଖାଦେଇଛି ।

Ukraine-Russia War;Russia Claims Using Hypersonic Missiles Against Ukraine
ଭୟଙ୍କର ହାଇପରସୋନିକ କ୍ଷେପଣାସ୍ତ୍ର, ୟାକୁ ଅଟକାଇ ପାରିବେନି ବିଶ୍ୱର କୌଣସି ଶକ୍ତି…

ବଡ଼ ଭୟଙ୍କର ହାଇପରସୋନିକ କ୍ଷେପଣାସ୍ତ୍ର। ବିଶ୍ୱର କୌଣସି ଶକ୍ତି ୟାକୁ ଅଟକାଇପାରିବନି….ପଡ଼ିବା ମାତ୍ରେ ସଫା ହୋଇଯିବ ପୂରା ଏରିଆ…

Russia Bans Facebook And Instagram, Here Are Details
ଆକ୍ସନ ମୋଡ୍‌ରେ ପୁଟିନ୍‌, ଋଷିଆରେ ବନ୍ଦ ହେଲା ଫେସବୁକ୍‌ ଓ ଇନଷ୍ଟା

ଯୁଦ୍ଧ ବେଳେ ଆକ୍ସନ ମୋଡ୍‌ରେ ପୁଟିନ୍‌। ଫେସବୁକ, ଇନଷ୍ଟା ବନ୍ଦ କରିବାକୁ ଦେଲେ ନିର୍ଦ୍ଦେଶ। ଏଣିକି ସୋସିଆଲ ସାଇଟ୍‌ରୁ ଦୂରେଇ ରହିବେ ଋଷିଆବାସୀ...ସୋସିଆଲ ମିଡିଆ ପ୍ଲାର୍ଟଫର୍ମକୁ ଚରମପନ୍ଥୀ ସହ ତୁଳନା କଲେ ପୁଟିନ୍‌

Vladimir Putin\'s Assassination Plot- Here\'s What Ukraine Intelligence Claims
ପୁଟିନ୍‌ଙ୍କୁ ମାରିବାକୁ ଚାଲିଛି ଷଡଯନ୍ତ୍ର, ଖାଇବାରେ ବିଷ ଦେଲା କିଏ?

ମହାଯୁଦ୍ଧ ବେଳେ ପୁଟିନ୍‌ଙ୍କୁ ମାରିବାକୁ କରାଯାଉଛି କି ବଡ଼ ଷଡଯନ୍ତ୍ର? ଖାଇବାରେ ବିଷ ଦେବାକୁ ସାହସ କଲା କିଏ? ଚମକାଇଦେଲା ଗୁଇନ୍ଦା ରିପୋର୍ଟ...

Ukraine-Russia War : Does Vladimir Putin Owns A 460ft Super Yacht ?
ଏହି ବନ୍ଦରରେ ସଜାଗ ପୁଟିନଙ୍କ ଗୁପ୍ତ ଜାହାଜ, ଯେଉଁଥିରେ ରହିଛି ଏସବୁ ସୁବିଧା...

ଯୁଦ୍ଧ ପରଠୁ ସବୁବେଳେ ଚର୍ଚ୍ଚାରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ୍‌। କେତେବେଳେ ଝିଅକୁ ନେଇ ତ କେତେବେଳେ ରଣ କୌଶଳକୁ ନେଇ। ଆଜି ଆମେ କହୁଛୁ ପୁଟିନଙ୍କ ଗୁପ୍ତ ଜାହାଜ ବିଷୟରେ। ଯେଉଁଥିରେ ରହିଛି ହେଲିପ୍ୟାଡ୍-ସ୍ପା-ସେଲୁନ୍ ଭଳି ଅନେକ ସୁବିଧ

Russia Ukraine War
ଜେଲେନସ୍କିଙ୍କ ପ୍ରଶ୍ନ: ଋଷ୍‌କୁ ଭୟ କରୁଛି କି ନାଟୋ?

ୟୁକ୍ରେନ୍‌ରେ ବର୍ତ୍ତମାନ ସୁଦ୍ଧା ୯ ହଜାରରୁ ଅଧିକ ରୁଷ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ୟୁକ୍ରେନ୍। 

India's praise on Imran's face
ଭାରତର ପ୍ରଶଂସାରେ ଶତମୁଖ ପାକ୍ ପିଏମ୍ ଇମ୍ରାନ୍

ଇସଲାମବାଦ: ଭାରତର ପ୍ରଶଂସାରେ ଶତମୁଖ ପାକ୍ ପିଏମ୍ ଇମ୍ରାନ୍। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଭାରତର ସ୍ୱାଧୀନ ବିଦେଶ ନୀତିକୁ ପ୍ରଶଂସା କରିବା ସହ, ଏହା ଲୋକଙ୍କ ପାଇଁ ବୋଲି କହିଛନ୍ତି। ଖାଇବର୍ ପଖ୍ତୁଆନାରେ ଏକ ଜନସଭାକୁ ଉଦବୋଧନ ଦେଇ ଇମ୍ରାନ୍ କହିଛନ୍ତି ଯେ, ମୁଁ ହିନ୍ଦୁସ୍ତାନକୁ ସାବାସୀ ଦେଉଛି, କାରଣ ସେମାନଙ୍କର ସର୍ବଦା ସ୍ୱାଧୀନ ବିଦେଶ ନୀତି ରହିଛି।

Plane Crash In China
୧୩୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ

ଚୀନରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ୧୩୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ଯାତ୍ରୀବାହୀ ବିମାନଟି ଦକ୍ଷିଣପଶ୍ଚିମ ଚୀନରେ କ୍ରାଶ୍‌ ହୋଇଯାଇଛି। ବିମାନ ଦୁର୍ଘଟଣାଗ୍ରସ୍ତର କାରଣ ଜଣାପଡ଼ି ନାହିଁ। 

Russia Ukraine war
ରୁଷ୍ ପାଖରେ ଆତ୍ମସମର୍ପଣ କରିବାକୁ ୟୁକ୍ରେନ ଅରାଜି

ବଡ଼ ବଡ଼ କୋଠା, ରିଲିଫ୍ କ୍ୟାଂପ ଉପରେ ମଧ୍ୟ ଆକ୍ରମଣ କରିଛି ରୁଷ୍।

Russian cosmonauts wear Ukraine flag colour space suits
ୟୁକ୍ରେନ୍‌କୁ ମିଳୁଛି ସମର୍ଥନ; ଋଷ୍ ମହାକାଶଚାରୀ ବି ବାଦ୍‌ ପଡିଲେ ନାହିଁ

ଋଷ୍-ୟୁକ୍ରେନ୍ ଯୁଦ୍ଧ ବେଳେ ଋଷର ଲୋକମାନେ ମଧ୍ୟ ୟୁକ୍ରେନର ଲୋକଙ୍କୁ ସମର୍ଥନ କରୁଛନ୍ତି। ଏହି କାରଣରୁ ସେମାଙ୍କୁ ସମାଲୋଚିତ ହେବାକୁ ପଡୁଛି ଏହି ସମୟରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଋଷ୍‌ର ମହାକାଶଚାରୀମାନେ ମଧ୍ୟ ୟୁକ୍ରେନ୍‌କୁ ସମର୍ଥନ କରୁଥିବା ଜଣାପଡିଛି।

PAK PM IMRAN KHAN
ଭାରତର ବିଦେଶୀ ନୀତିକୁ ପ୍ରଶଂସା କଲେ ପାକ୍ ପିଏମ୍ ଇମ୍ରାନ୍

ଆସନ୍ତା ୨୫ ତାରିଖରେ ପାକ୍ ସଂସଦରେ ଭୋଟିଂ ହେବ। 

Russia Ukraine War
କେବେ ଆଶ୍ୱସ୍ତି ପାଇବେ ଯୁଦ୍ଧ ଘନଘଟାରେ ଫସିଥିବା ଲକ୍ଷ ଲକ୍ଷ ନିରୀହ ନାଗରିକ

କେବେ ଘଟିବ ଋଷିଆ-ୟୁକ୍ରେନ ଯୁଦ୍ଧର ଅନ୍ତ । କେବେ ଆଶ୍ୱସ୍ତି ପାଇବେ ଯୁଦ୍ଧ ଘନଘଟାରେ ଫସିଥିବା ଲକ୍ଷ ଲକ୍ଷ ନିରୀହ ନାଗରିକ । ବାରମ୍ବାର ଆଲୋଚନା ସତ୍ତ୍ୱେ ଦୁଇ ପକ୍ଷ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରୁନଥିବା ବେଳେ, ଅର୍ଥସଙ୍ଗତ ଆଲୋଚନା ଉପରେ ଗୁରୁତ୍ୱ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କି । 

Russia Ukraine War
ଥମିବାର ନାଁ ଧରୁନି ଯୁଦ୍ଧ ! ଟାର୍ଗେଟ୍‌ ପୁରଣ ନହେଉଥିବାରୁ ଅଧିକ ଉଗ୍ର ହେଉଛି ପୁଟିନ୍‌ ସେନା

ୟୁକ୍ରେନ ସେନା ଋଷିଆର ଜବରଦସ୍ତ ମୁକାବିଲା କରିବା ଓ ନିଜ ଯୋଜନା ଠିକଣାବାଟରେ ଆଗକୁ ବଢୁନଥିବାରୁ ଅଧିକ ଆକ୍ରମଣାତ୍ମକ ହେଉଛନ୍ତି ପୁଟିନ ।

sri-lanka-cancels-school-exam
ଶ୍ରୀଲଙ୍କା ପାଖରେ କାଗଜ କିଣିବାକୁ ଟଙ୍କା ନାହିଁ : ପରୀକ୍ଷା ରଦ୍ଦ, ଅନ୍ଧାରରେ ପିଲାଙ୍କ ଭବିଷ୍ୟତ

ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା । ଦେଶରେ କାଗଜ କିଣିବାକୁ ମଧ୍ୟ ଟଙ୍କା ନାହିଁ

otv
ୟୁକ୍ରେନକୁ ଆତ୍ମଘାତୀ ଡ୍ରୋନ ଦେଲା ଆମେରିକା...ଋଷ୍‌ର ଗେମ୍‌ ଚେଞ୍ଜ କରିଦେବ ଏହି ଡ୍ରୋନ୍‌

ୟୁକ୍ରେନ-ଋଷିଆ ଯୁଦ୍ଧବେଳେ ୟୁକ୍ରେନକୁ ଆତ୍ମଘାତୀ ଡ୍ରୋନ ଦେଲା ଆମେରିକା। ଚିନ୍ତାରେ ପୁଟିନ୍‌ ସେନା...ଯୁଦ୍ଧରେ ଶତ୍ରୁଙ୍କୁ ସାବାଡ୍‌ କରିବା ସହ ଗେମ୍‌ ଚେଞ୍ଜ କରିଦେବ ଏହି ସ୍ୱତନ୍ତ୍ର ଡ୍ରୋନ୍‌...

Russia Ukrain War
୨୫ ଦିନରେ ପହଞ୍ଚିଛି ରୁଷିଆ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ

୨୫ ଦିନର ଏହି ଯୁଦ୍ଧରେ ୮୪୭ ଜଣ ୟୁକ୍ରେନିୟ ନାଗରିକଙ୍କ ମୃତ୍ୟୁ ହୋଇଥିବା କହିଛି ୟୁଏନ୍ ହ୍ୟୁମାନ ରାଇଟ୍ ଅଫିସ

  • Sunday, 20 March 2022