• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Sanath Jayasuriya
ସଙ୍କଟ ସମୟରେ ସାହା ହୋଇଥିବାରୁ ଭାରତକୁ ‍ବଡ଼ ଭାଇ କହିବା ସହ ପ୍ରଶଂସା କଲେ ସନଥ ଜୟସୁରିୟା

ଭାରତକୁ କୃତଜ୍ଞତା ଜଣାଇଲେ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର । ଭାରତକୁ ବଡ଼ ଭାଇର ଆଖ୍ୟା ଦେଇଛନ୍ତି ସନଥ ଜୟସୁରିୟା। ଏଥିସହ ଭାରତ ସମେତ ସବୁ ପଡ଼ୋଶୀଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି।

Strange these 10 people who opposed putin thei death mystery
ପୁଟିନ୍‌ଙ୍କୁ ବିରୋଧ କରିବାରୁ ଏହି ୧୦ ଜଣଙ୍କ ମୃତ୍ୟୁ ରହସ୍ୟରେ

ଋଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ପ୍ରବଳ ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧ ମଧ୍ୟରେ ଋଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ନେଇ ଅଧିକ ଆଲୋଚନା କରାଯାଉଛି। ବର୍ତ୍ତମାନ ପୁଟିନ ସହ ଜଡିତ ଆଉ ଏକ ନୂଆ ଖବର ସାମ୍ନାକୁ ଆସିଛି। ବିଗତ କିଛି ବର୍ଷ ମଧ୍ୟରେ ଭ୍ଲାଦିମିର ପୁଟିନ ଏବଂ ତାଙ୍କ ନୀତିକୁ ବିରୋଧ କରୁଥିବା ଲୋକମାନେ ସନ୍ଦେହଜନକ ଭାବେ ମୃତ୍ୟୁବରଣ କରିଛନ୍ତି।

Sri lanka Situation
ଦେଶବ୍ୟାପୀ ଅଭାବରୁ ଆର୍ତ୍ତ ଚିତ୍କାର, ଅନ୍ୟପଟେ କ୍ଷମତାସୀନ ସରକାର ବିରୋଧରେ ଶକ୍ତିଶାଳୀ ବିକ୍ଷୋଭ

ଗୋଟିଏ ପଟେ ଦେଶବ୍ୟାପୀ ଅଭାବରୁ ଆର୍ତ୍ତ ଚିତ୍କାର, ଅନ୍ୟପଟେ କ୍ଷମତାସୀନ ସରକାର ବିରୋଧରେ ଶକ୍ତିଶାଳୀ ବିକ୍ଷୋଭ । ଗୁରୁତର ଆର୍ଥିକ ସଙ୍କଟ ଭିତରେ ଗତି କରୁଥିବା ଦ୍ୱୀପ ରାଷ୍ଟ୍ର ଶ୍ରୀଲଙ୍କାରେ ଦିନକୁ ଦିନ ଦୁର୍ବିସହ ହେବାରେ ଲାଗିଛି ସାଧାରଣ ଲୋକଙ୍କ ଜୀବନ

Sri lanka Situation
ଭୟଙ୍କର ହେଲାଣି ଶ୍ରୀଲଙ୍କା ସ୍ଥିତି ! ମିଳୁନି ଖାଦ୍ୟ ପାନୀୟ; ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରିଲେ ଲକ୍ଷାଧିକ ଛାତ୍ରଛାତ୍ରୀ

ଶ୍ରୀଲଙ୍କାରେ ବିଭିନ୍ନ ସାମଗ୍ରୀର ଦରଦାମ ଦେଖିବା ଯଦି, ଏବେ ଚା କପ୍‌ର ମୂଲ୍ୟ ୧୦୦ ଟଙ୍କା ଆଉ ଗୋଟିଏ ଅଣ୍ଡାର ଦାମ୍ ୩୦ ଟଙ୍କା । କିଲେ ଚାଉଳ କିଣିବାକୁ ହେଲେ ଦେବାକୁ ପଡ଼ୁଛି ୨୨୦ ଟଙ୍କା ।

Taiwan - China - America
ଚୀନ୍‌ର ତାଇଓ୍ୱାନ୍ ଦଖଲ, ସ୍ୱପ୍ନରେ ହିଁ ରହିଯିବ ! ୯୫ ମିଲିୟନ ଡଲାରର ପ୍ରତିରକ୍ଷା ଡିଲ୍ କଲା ଆମେରିକା

କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ର ତାଇଓ୍ୱାନ୍ ଏକ ସ୍ୱାଧୀନ ଗଣତାନ୍ତ୍ରିକ ଦେଶ ହୋଇଥିବା ବେଳେ ଏହା ମୂଳ ଚୀନ୍ ଭୁଖଣ୍ଡର ବୋଲି ଦାବି କରୁଛି ବେଜିଂ । ଖାସ୍ କରି ସାଇ-ଇଙ୍ଗ-ୱେଙ୍ଗ ୨୦୧୬ରେ ତାଇଓ୍ୱାନ୍ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଚୀନ୍ ଚାପ ବଢାଇ ଚାଲିଛି ।

Vladimir Putin's Daughter
ଜାଣନ୍ତୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ଦୁଇ ରହସ୍ୟମୟ ଝିଅଙ୍କ ସଂପର୍କରେ, ଲାଗିପାରେ ପ୍ରତିବନ୍ଧକ..

ସାରା ବିଶ୍ୱ ତାଙ୍କୁ ଜଣେ ବିଚକ୍ଷଣ ରାଜନେତା ଭାବେ ସମ୍ମାନ ବି ଦେଇଆସୁଥିଲା । ତେବେ ୟୁକ୍ରେନ ଆକ୍ରମଣ ତାଙ୍କୁ ଜଣେ କ୍ରୁର ମଣିଷ ଭାବେ ଚିତ୍ରିତ କରିଛି ।

twitter
ଟ୍ୱିଟରରେ ଲାଗିବ ଏଡିଟ୍ ବଟନ୍? ଏଲନ୍‌ ମସ୍କଙ୍କ ଟ୍ୱିଟ୍ ପରେ ଚର୍ଚ୍ଚା

ଟ୍ୱିଟରରେ ଆପଣ ଏଡିଟ୍ ବଟନ୍ ଚାହାନ୍ତି କି? ଟେସଲା ସିଇଓ ଏଲନ୍ ମସ୍କଙ୍କ ଜନମତ ସର୍ଭେକୁ ନେଇ ଏବେ ଉତ୍କଣ୍ଠା ଦେଖାଦେଇଛି ।

Foreign Minister S Jaishankar
ୟୁକ୍ରେନ ଉପରେ ରୁଷ ଆକ୍ରମଣକୁ ଭାରତର ନିନ୍ଦା

ରୁଷ ଓ ୟୁକ୍ରେନ ଯୁଦ୍ଧକୁ ନେଇ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ।

Imran Khan in the spotlight
କ୍ରିକେଟ୍‌ରେ ଚର୍ଚ୍ଚିତ ଥିଲେ, ଏବେ ରାଜନୀତିରେ ବି ଚର୍ଚ୍ଚିତ ହେଲେ...

WorldCup ନେଇପାରିଥିଲେ ହେଲେ ଚୌକି ସମ୍ଭାଳିପାରିଲେନି। ଜାଣନ୍ତୁ କେମିତି ଥିଲା ଇମ୍ରାନଙ୍କ ରାଜନୈତିକ କ୍ୟାରିଅର୍‌

prime minister has been able to complete his term
ଇଏ ଏମିତି ଏକ ଦେଶ ଯେଉଁଠି ନିଜ କାର୍ଯ୍ୟାକାଳ ପୂରଣ କରିପାରିନାହାନ୍ତି କୌଣସି ପ୍ରଧାନମନ୍ତ୍ରୀ...

ପାକିସ୍ତାନକୁ ନେଇ ଏବେ ପୁଣି ବଢିଲାଣି ଚର୍ଚ୍ଚା। ଇଏ ଏମିତି ଏକ ଦେଶ ଯେଉଁଠାରେ କୌଣସି ଜଣେ ପ୍ରଧାନମନ୍ତ୍ରୀ ପୂରଣ କରିପାରିନାହାନ୍ତି ନିଜର କାର୍ଯ୍ୟକାଳ....

Pakistan is drowning in debt
ଋଣ ଭାରରେ ବୁଡ଼ିଛି ପାକିସ୍ତାନ...କେମିତି ସୁଧୁରିବ ଆର୍ଥିକ ସ୍ଥିତି?

ପ୍ରତିଶ୍ରୁତି ହେଲା ପାଣିର ଗାର। ନୂଆ ପାକିସ୍ତାନ ଗଠନ କରିବାର ସ୍ୱପ୍ନ ଦେଖାଇଥିଲେ ହେଲେ ଆର୍ଥିକ ସଙ୍କଟରେ ଛନ୍ଦି ହୋଇଗଲା ପାକ୍‌....ଏବେ ନିଜ ଚୌକିକୁ ବି ରକ୍ଷା କରିପାରିଲେନି ଇମ୍ରାନ୍‌

russia-facing-problem
ଯୁଦ୍ଧ ଘୋଷଣା କରି ଫସିଲେ ପୁଟିନ୍‌ ସରକାର : ଦେଶରେ ୪୫ ପ୍ରତିଶତ ଦରଦାମ ବୃଦ୍ଧି ହୋଇଛି, ଟଙ୍କା ଉଠାଣର ସୀମା ଧାର୍ଯ୍ୟ

ଋଷିଆର ମୁଦ୍ରା ରୁବଲର ମୂଲ୍ୟ ଡଲାର ତୁଳନାରେ ୩୦ ପ୍ରତିଶତ ହ୍ରାସ ପାଇଛି। ଏଭଳି ସ୍ଥିତିରେ ଋଷିଆର ଖାଦ୍ୟ ସାମଗ୍ରୀର ମୂଲ୍ୟ ୪୫ ପ୍ରତିଶତ ବୃଦ୍ଧି ଘଟିଛି ।

Satellite Pictures Show 45-Foot-Long Trench At Bucca
ନରସଂହାର କରୁଛି ଋଷ୍‌, ଖାଇବା ଆଣିବାକୁ ଗଲେ ହାଣୁଛି, ହାତ ବାନ୍ଧି ଗୁଳି ମାରୁଛି...

ୟୁକ୍ରେନ୍‌ରେ ନରସଂହାର କରୁଛି ଋଷ୍‌। ଖାଇବାକୁ ଆଣିବାକୁ ଗଲେ ହାଣି ପକାଉଛି, ପାଣି ପିଇବାକୁ ଗଲା ବେଳେ ହାତବାନ୍ଧି ଗୁଳିମାରୁଛି। ଡରି ଡରି ବଞ୍ଚୁଛନ୍ତି ୟୁକ୍ରେନବାସୀ....

Sri Lanka
ଶ୍ରୀଲଙ୍କାରେ ଆକାଶଛୁଆଁ ଦର : ସେଓ କିଲୋ ହଜାରେ, ନାସପାତି କେଜି ୧୫ଶହ

ଶ୍ରୀଲଙ୍କା ପରିବା ବଜାରର ଅବସ୍ଥା କହିଲେ ନସରେ । ଦୋକାନରେ ଫଳ ଓ ପନିପରିବା ତ ଅଛି, ହେଲେ କିଣିବାକୁ ଗ୍ରାହକ ନାହାନ୍ତି । କାଁ ଭାଁ ଲୋକ ଦରଦାମ୍ ପଚାରିବାକୁ ଆସୁଛନ୍ତି ।

Imran Khan
ପାକିସ୍ତାନ ରାଜନୀତିରେ ଜାରି ରହିଛି ଅଚଳାବସ୍ଥା : ୩ ମାସ ଭିତରେ ସମ୍ଭବ ନୁହେଁ ସାଧାରଣ ନିର୍ବାଚନ

ରାଜନୈତିକ ଘମାସାନ ଲାଗି ରହିଥିବା ପାକିସ୍ତାନରେ ପରବର୍ତ୍ତୀ ନିର୍ବାଚନକୁ ନେଇ ଦେଖାଦେଇଛି ଅନିଶ୍ଚିତତା

Gotabaya Rajapaksa
ସଂକଟରେ ରାଜପକ୍ସାଙ୍କ ଆସନ : ରାଜରାସ୍ତାରେ... ସଂସଦ ବାହାରେ... ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ଆନ୍ଦୋଳନ

କ’ଣ ହେବ ଶ୍ରୀଲଙ୍କାବାସୀଙ୍କ ଭବିଷ୍ୟତ ? ଉଗ୍ର ଜନ ଆନ୍ଦୋଳନ, ବିରୋଧୀଙ୍କ ଚାପ ଓ ଦେଶର ଧରାଶାୟୀ ଅର୍ଥନୀତି ଭିତରେ ଶ୍ରୀଲଙ୍କାର କ୍ଷମତାସୀନ ରାଜପକ୍ସା ସରକାର ପାଇଁ ବଢ଼ିଛି ଆଉ ଏକ ଅଡ଼ୁଆ

Close Friend Of Imran Khan's Wife Flees To Dubai
ପାକିସ୍ତାନ ଛାଡ଼ି ପଳାଇଲେ ଇମ୍ରାନ ଖାନଙ୍କ ପତ୍ନୀଙ୍କ ଘନିଷ୍ଠ ବନ୍ଧୁ !

ଗିରଫ ଭୟରେ ଦେଶ ଛାଡ଼ି ପଳାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କ ଘନିଷ୍ଠ ବନ୍ଧୁ। ଇମ୍ରାନ ଖାନଙ୍କ ତୃତୀୟ ପତ୍ନୀ ବୁଶ୍‌ରା ବିବିଙ୍କ ଘନିଷ୍ଠ ବନ୍ଧୁ ପରାହ ଖାନ ପାକିସ୍ତାନ ଛାଡ଼ି ପଳାଇଥିବା ସୂଚନା ମିଳିଛି।

Zelensky
'କୌଣସି ଆତଙ୍କବାଦୀଠୁ କମ୍ ନୁହେଁ ଋଷ୍': ଜେଲେନସ୍କି

କୌଣସି ଆତଙ୍କବାଦୀଠୁ ବି କମ୍ ନୁହେଁ ରୁଷ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସବୁଠୁ ସାଂଘାତିକ ଯୁଦ୍ଧ ଅପରାଧ ୟୁକ୍ରେନ୍‌ରେ ହିଁ କରାଯାଇଛି । ଆଜି ଜାତିସଂଘର ସୁରକ୍ଷା ପରିଷଦକୁ ସମ୍ବୋଧନ କରି ଏଭଳି କହିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ।

North Korea
ଋଷ-ୟୁକ୍ରେନ୍‌ ପରେ ହେବ କି ଦ୍ୱିତୀୟ କୋରିଆ ଯୁଦ୍ଧ ? ପରମାଣୁ ବୋମାର ଧମକ ଦେଲେଣି କିମ୍‌

ଉତ୍ତର-କୋରିଆ ପୁଣି ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷଣ ଆରମ୍ଭ କରିବା ପ୍ରରୀପ୍ରେକ୍ଷୀରେ ଏଭଳି କହିଥିଲେ ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରୀ ସୁ-ଉକ୍ ।

Pak PM
ଇମ୍ରାନ୍‌ଙ୍କ ପଲ୍‌ଟିକାଲ ମ୍ୟାଜିକ୍: ଯାହା କେହି ଭାବିନଥିଲେ ତାହା ହେଲା

ସେ ବାରମ୍ବାର କହିଥିଲେ ଯେ କିଛି ଚମତ୍କାର ହେବ ଆଉ ବିରୋଧୀ ମାତ୍ ଖାଇବେ।

RussiaUkraineConflict
କିଭ୍ ନିକଟରେ ଗଣସଂହାର : କାହାକୁ ହାତ ବାନ୍ଧି ଗୁଳି ମରାଯାଇଛି,କିଏ ଆହାର ସଂଗ୍ରହ କରିବାକୁ ଗଲାବେଳେ ଟଳିପଡ଼ିଛି

ଯୁଦ୍ଧଗ୍ରସ୍ତ ଦେଶରେ ଏଣେ ତେଣେ ବିଛା଼ଡ଼ି ହୋଇ ପଡ଼ିଛି ମଣିଷର ମୃତଦେହ । କିଏ ସାଇକେଲରେ ଯାଉଥିଲା, ଆଉ କିଏ ଯାଉଥିଲା ଆହାର ସଂଗ୍ରହ ପାଇଁ... ହେଲେ ଅଧାବାଟରେ ଚାଲିଯାଇଛି ଜୀବନ । ପ୍ରାୟ ୫୦ ଜଣଙ୍କୁ ରାସ୍ତା ଉପରେ ଓ ଘର ଭିତରେ ହାତ ପଛକୁ ବାନ୍ଧି ମୁଣ୍ଡକୁ ଗୁଳି କରାଯାଇଥିବା ଦେଖିବାକୁ ମିଳୁଛି ।

Sri Lanka Economic Crisis
ଶ୍ରୀଲଙ୍କାରେ ଉତ୍କଟ ଅର୍ଥନୈତିକ ଓ ରାଜନୈତିକ ସଂକଟ : ଚରମସୀମାରେ ସରକାର ବିରୋଧୀ ଜନଆନ୍ଦୋଳନ

ଆନ୍ଦୋଳନକାରୀଙ୍କୁ ଦମନ ଲାଗି ପୋଲିସ ଓ ସେନାର ସହାୟତା ନେଇଥିଲେ ରାଷ୍ଟ୍ରପତି ରାଜପକ୍ସା । ଦେଶରେ ଜରୁରୀ ପରିସ୍ଥିତି ପରେ ୩୬ ଘଣ୍ଟିଆ କର୍ଫ୍ୟୁ ଲଗାଇଥିଲେ ରାଷ୍ଟ୍ରପତି।

International community demands more curbs on russia
ଅଡ଼ୁଆରେ ପଡିପାରେ ରୁଷ୍‌; ଗଣହତ୍ୟା ଅଭିଯୋଗ ଆଣିଲା ପାଶ୍ଚାତ୍ୟ ରାଷ୍ଟ୍ର ସମୂହ

ୟୁକ୍ରେନର ରାଜଧାନୀ କିଭ୍ ନିକଟ ବୁଚା ସହରରେ ଗଣହତ୍ୟା କରିଥିବା ଅଭିଯୋଗରେ ରୁଷ୍ ବିରୋଧରେ ଅଧିକରୁ ଅଧିକ କଟକଣା ଲଗାଇବାକୁ ପାଶ୍ଚାତ୍ୟ ରାଷ୍ଟ୍ର ସମୂହର ଦାବି କରିଛି ।

Imran Khan Nominates Former Chief Justice Of Pakistan As Caretaker PM
ପାକିସ୍ତାନ ରାଜନୀତିରେ ଘଣ୍ଟାକେ ଘୋଡ଼ା ଛୁଟୁଛି; ଗୁଲଜାର ଅହମ୍ମଦଙ୍କ ନାଁ ପ୍ରସ୍ତାବ ଦେଲେ ଇମ୍ରାନ ଖାନ

ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଭାବେ ଗୁଲଜାର ଅହମ୍ମଦଙ୍କ ନାଁ ପ୍ରସ୍ତାବ ଦେଲେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ।

Caretaker PAK PM
ଗୁଲଜାର ହେବେ କି ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ?

ଆସନ୍ତାକାଲି ସାଢେ ୧୨ଟାରେ କୋର୍ଟ ଏହି ମାମଲାର ପୁଣି ଥରେ ବିଚାର କରିବେ।