• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Nuclear War

Nagasaki Day 2024
Nagasaki Day 2024: ନାଗାସାକିର ବୋମା ବିସ୍ଫୋରଣ ମନେପକେଇଦିଏ ସେହି ଲୋମହର୍ଷଣକାରୀ ଦୃଶ୍ୟ

ଆଣବିକ ଅସ୍ତ୍ରର ବିପଦ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ‘ନାଗାସାକି ଦିବସ’ ସାରା ବିଶ୍ୱରେ ପାଳନ କରାଯାଏ। ଏହା ହିରୋସିମା ନାଗାସାକି ଦିବସ ଭାବରେ ମଧ୍ୟ ଜଣାଶୁଣା।

bunker for nuclear war
ଆଣିବିକ ଯୁଦ୍ଧ ପୂର୍ବରୁ ବଙ୍କର ତିଆରି କଲେ ମହିଳା, ରଖିଲେ ୨ ବର୍ଷ ପାଇଁ ସାମଗ୍ରୀ

ୟୁକ୍ରେନ-ରଷିଆ ଯୁଦ୍ଧ ଶେଷ ହୋଇ ନ ଥିବାବେଳେ ପୁଟିନଙ୍କ ଆଣବିକ ଯୁଦ୍ଧ ଧମକ ସାରା ବିଶ୍ୱର ଚିନ୍ତା ବଢାଇ ଦେଇଛି। ସତରେ ଯଦି ଆଣବିକ ଯୁଦ୍ଧ ହୁଏ ତେବେ କ’ଣ ହେବ ସ୍ଥିତି ? ଅବଶ୍ୟ ଯୁଦ୍ଧ ବିଧ୍ୱସ୍ତ ହିରୋସୀମା ଆଉ ନାଗାସାକିର ସ୍ଥିତି ଦେଖିବା ପରେ ଏପରି ଭୟ ମନକୁ ଆସିବା ସ୍ୱାଭାବିକ। ହେଲେ ଏହି ଯୁଦ୍ଧ ଧମକ ଶୁଣି ଛାନିଆ ହୋଇ ପଡ଼ିଛନ୍ତି ଜଣେ ଆମେରିକୀୟ ମହିଳା।

no conditioner in war time
ଆଣବିକ ଯୁଦ୍ଧ ହେଲେ କେମିତି ନିଜକୁ ରଖିବେ ସୁରକ୍ଷିତ

ରୁଷିଆ-ୟୁକ୍ରେନ ଥମିବାର ନାଁ ଧରୁନି। ଏମିତି ସ୍ଥିତିରେ ଆଣବିକ ଅସ୍ତ୍ର ପ୍ରୟୋଗ କରିବ ବୋଲି ରୁଷ ରାଷ୍ଟ୍ରପତି ପୁଟିନ ଧମକ ଦେବା ପରେ ସ୍ଥିତି ଆହୁରି ଗମ୍ଭୀର ହୋଇଯାଇଛି। ଯଦି ଆଣିବକ ଯୁଦ୍ଧ ହୁଏ ମଣିଷ କେମିତି ଏଥିରୁ ନିଜକୁ ସୁରକ୍ଷିତ ରଖି ପାରିବ ? କ’ଣ କଲେ ଆଣବିକ ବିସ୍ଫୋରଣର ରେଡିଏସନ ପ୍ରଭାବ କମ ରହିବ ? କୁହାଯାଇଛି, ଆଣବିକ ଯୁଦ୍ଧ ସମୟରେ  ଚୁଟିରେ ଆଦୌ କଣ୍ଡିସନର ଲଗାନ୍ତୁ ନାହିଁ।  ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କାହିଁକି ? ଆଣବିକ ଯୁଦ୍ଧ ସହ କଣ୍ଡିସନର କ’ଣ ସମ୍ପର୍କ ରହିଛି ?

nuclear war
ଅଧ ଘଣ୍ଟାରେ ୧୦ କୋଟି ମୃତ୍ୟୁ: ପରମାଣୁ ଆକ୍ରମଣ ହେଲେ, ୧୮ ହଜାର ବର୍ଷ ପଛକୁ ଫେରିଯିବ ବିଶ୍ୱ

ଗୋଟିଏରୁ ଅଧିକ ପରମାଣୁ ବୋମା ପଡ଼ିଲେ କେବଳ ଲୋକଙ୍କ ମୃତ୍ୟୁ ହେବ ନାହିଁ, ବରଂ ପୃଥିବୀର ଜଳବାୟୁ ତଥା ପାଣିପାଗ ବିଗିଡିଯିବ ।