National Hurricane Center(NHC)ର ସୂଚନା ଅନୁସାରେ, ‘ଇୟାନ’ ଘଣ୍ଟା ପ୍ରତି ୨୪୦ କି.ମି. ବେଗରେ ଫ୍ଲୋରିଡା ଉପକୂଳରେ ମାଡ଼ ହୋଇଥିଲା। ଳ୍ୟାଣ୍ଡଫଲ୍ କରିବା ପୂର୍ବରୁ ଏଠାରେ ପ୍ରବଳ ବର୍ଷା ହୋଇଥିଲା।