ଏବେ ଯାଏଁ ଜଳୁଛି କାର, ଜଳୁଛି ବହୁତଳ ଅଟ୍ଟାଳିକା । ଆକାଶରେ କଳା ଧୁଆଁର ବାଦଲ ଦେଖାଯାଇଛି । ବିସ୍ଫୋରଣ ଏତେ ପ୍ରଚଣ୍ଡ ଯେ, ସୃଷ୍ଟି ହୋଇଛି ପୋଖରୀ ଭଳି ଗର୍ତ୍ତ ।
Published: Chandan Shishu
Last updated: 10 October 2022, 11:24 PM IST
ଭାଟିକାନ୍ ସିଟିର ସେଣ୍ଟ ପିଟର୍ସ ବାସିଲିକାରେ ପୋପ୍ ଫ୍ରାନ୍ସିସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ଦିବଙ୍ଗତ ପୋପ୍ଙ୍କ ଶେଷକୃତ୍ୟ କରାଯିବ । ରାଷ୍ଟ୍ରପତି ମୁର୍ମୁଙ୍କ ସମେତ ୫୦ ରାଷ୍ଟ୍ରମୁଖ୍ୟ ଓ ୧୦ ରାଜା ଉପସ୍ଥିତ ରହିବେ ।