ପ୍ରାୟ ପ୍ରତ୍ୟେକ ବ୍ୟକ୍ତିଙ୍କର ପାନ୍ ଏବଂ ଆଧାର ଭଳି ଡକ୍ୟୁମେଣ୍ଟ ଅଛି । କିନ୍ତୁ ଯଦି କେହି କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଏ, ତେବେ ଏହି ଡକ୍ୟୁମେଣ୍ଟଗୁଡ଼ିକର କ’ଣ ହେବ? ଏହି ଡକ୍ୟୁମେଣ୍ଟ ଆପେ ବାତିଲ ହୋଇଯିବା ନା ମୃତକଙ୍କ ସମ୍ପର୍କୀୟମାନେ ଏଗୁଡିକୁ ବାତିଲ କରିବେ? ଆସନ୍ତୁ ଜାଣିବା ।
ଡାକ୍ତରଖାନାର ନିର୍ଦ୍ଦେଶକ ଡା ପି ଥିରୁନାଭୁକ୍କାରାସୁ, ବରିଷ୍ଠ ଡାକ୍ତର ଡା ଏ ରାଜକୁମାର ଏବଂ ଡା ଚିତ୍ରାସୁ କୃଷ୍ଣଙ୍କ ନେତୃତ୍ୱରେ ଏକ ତିନିଜଣିଆ ଟିମ୍ ତାଙ୍କ ଦକ୍ଷତାର ମୂଲ୍ୟାଙ୍କନ କରିଥିଲେ। ଏହାପରେ ଡାକ୍ତରମାନେ ତାଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ।
ବିନା ଲାଇସେନ୍ସରେ ଗାଡ଼ି ଚଲାଇ ଫସିଲେ ସ୍କୁଲ୍ ଓ କଲେଜ ଛାତ୍ରଛାତ୍ରୀ। ୧୮ ବର୍ଷରୁ କମ୍ ପୁଅଝିଅମାନେ ବିନା ହେଲ୍ମେଟ୍ ଓ ଡିଏଲ୍ରେ ଗାଡ଼ି ଚଲାଇବାରୁ ଆଜି ସାରା ରାଜ୍ୟରେ ହଜାର ହଜାର ଟଙ୍କା ତଣ୍ଡ ଗଣିଛନ୍ତି ଅଭିଭାବକ।
ଏହି ମହିଳାଙ୍କ ଜୋସ୍ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ମହିଳା ଜଣକ ସପ୍ତାହକୁ ୫ ଥର ଡ୍ରାଇଭିଂ ଟେଷ୍ଟ ଦେଉଥିଲେ । ଖାଲି ସେତିକି ନୁହେଁ ଏହିପରି ୩ ବର୍ଷ ଯାଏ ମହିଳା ଜଣକ ପରୀକ୍ଷା ଦେଇଚାଲିଥିଲେ ।
ସଡ଼କ ସୁରକ୍ଷା ଆଇନ ଉଲ୍ଲଙ୍ଘନ କଲେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ । ସମସ୍ତ ଆଞ୍ଚଳିକ ପରିବହନ ଅଧତ୍କାରୀଙ୍କୁ ଟ୍ରନ୍ସପୋର୍ଟ କମିଶନରଙ୍କ ଚିଠି ।