ରାଜ୍ୟପାଳ ଗ୍ରେଗ ଆବୋର୍ଟ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଓକାଲୋହୋମା ସୀମା ନିକଟ ଟେକ୍ସାସର କୁକ୍ କାଉଣ୍ଟିରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ଜଣ ଶିଶୁ ଥିବା ବେଳେ ସେମାନଙ୍କ ବୟସ ଦୁଇ ଏବଂ ପାଞ୍ଚ ବର୍ଷ ବୋଲି ଜଣାପଡିଛି।
ଘୂର୍ଣ୍ଣିଝଡ଼ ମାଡ଼ରେ ଆମେରିକାର ମିସିସିପିପ ସହର ସଂପୂର୍ଣ୍ଣ ଭାବେ ଛିନଛତ୍ର ହୋଇଯାଇଛି ।
ହଠାତ୍ ଆକାଶରେ ଘୋଟି ଆସିଲା କଳା ବାଦଲ, ଏହାପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ସମୁଦ୍ରର ଜଳରାଶିକୁ ଛୁଇଁଲା। ହଠାତ୍ ଏଭଳି ଦୃଶ୍ୟ ଦେଖି ଲୋକମାନେ ଆଚମ୍ବିତ ହେବାସହ ଭୟଭୀତ ହୋଇଯାଇଥିଲେ।
ଆକାଶରେ ପତର ପରି ଉଡିଲା ଘର ଛପର । ଆମେରିକାର ଆଉ କିଛି ସହରରେ ମଧ୍ୟ ଘୂର୍ଣ୍ଣିଝଡ ହୋଇଛି ।