ପୋଲିସ ଏବଂ ପିଟିଆଇ କର୍ମୀଙ୍କ ମଧ୍ୟରେ ପ୍ରବଳ ସଂଘର୍ଷ ।
ଏଠାରେ ଲୋକଙ୍କ ପାଖରେ ଟଙ୍କାର ଅଭାବ ନାହିଁ କିମ୍ବା ସେମାନଙ୍କ ଆର୍ଥିକ ସ୍ଥିତି ଖରାପ ନୁହେଁ । ତଥାପି ସରକାର ସବୁ ଦାୟିତ୍ୱ ନେଇଥାନ୍ତି ।
ମାନବିକ ଅଧିକାର ଏଠାରେ ସବୁଠାରୁ ଅଧିକ ସୁରକ୍ଷିତ ବୋଲି କୁହାଯାଏ ।
ବ୍ୟାନ୍ ହଟିବା ପରେ ଟ୍ରମ୍ପ ଫେସ୍ବୁକ୍ରେ ପ୍ରଥମ ପୋଷ୍ଟ ଶେୟାର କରିଛନ୍ତି। ୧୨ ସେକେଣ୍ଡର ଭିଡିଓ ପୋଷ୍ଟ ସହ ଟ୍ରମ୍ପ ଲେଖିଛନ୍ତି-“I'M BACK ! ”। ଭିଡିଓରେ ଟ୍ରମ୍ପଙ୍କ ୨୦୧୬ ନିର୍ବାଚନର ବିଜୟୀ ଭାଷଣ ରହିଛି।
ମହିଳାଙ୍କୁ ହତ୍ୟା ପରେ ତାଙ୍କ ହାର୍ଟକୁ କାଟି ଆଳୁ ପକାଇ ରାନ୍ଧିଲା ଓ ଏହାକୁ ପରିବାର ଲୋକଙ୍କୁ ଖାଇବାକୁ ଦେଲା। ଖାଲି ଏତିକି ନୁହେଁ ସେମାନଙ୍କୁ ହତ୍ୟା ମଧ୍ୟ କଲା।
ସମୁଦ୍ର ଭିତରେ ଭୂକମ୍ପ ହୋଇଥବାରୁ ଏବେ ଏହାକୁ ନେଇ ସୁନାମୀ ଆଲର୍ଟ ଜାରି ହୋଇଛି ।
୨୦୦୮ ମସିହାରେ ବିଶ୍ୱର ଆର୍ଥିକ ସଙ୍କଟ ପରେ ଆମେରିକା ବ୍ୟାଙ୍କିଂ କ୍ଷେତ୍ରରେ ଏହା ଏକ ବଡ଼ ବିପର୍ଯ୍ୟୟ ବୋଲି କୁହାଯାଉଛି ।
ଏହି ଗାଁରେ ରହିବା ପାଇଁ ଲୋକଙ୍କୁ ପାଖାପାଖି ୫୦ ଲକ୍ଷ ଟଙ୍କାର ଅଫର୍ ଦିଆଯାଉଛି। ଆପଣ ଭାବୁଥିବେ କାହିଁକି ଏଭଳି ଅଫର୍ ଦିଆଯାଉଛି ? କ’ଣ ରହିଛି ଏହା ପଛର କାରଣ, ଆସନ୍ତୁ ଜାଣିବା...
କାର୍, ରାସ୍ତା ଚାରିଆଡ଼େ ପୋକ ସାଲୁବାଲୁ(Worm Rain) । ଛତା ନେଇ ଘରୁ ବାହାରିବାକୁ ପରାମର୍ଶ ।
ଏହି ଘଟଣା ପରେ ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।
ସ୍ୱାର୍ଥପର ସ୍ୱାମୀକୁ ପାନେ । ବିବାହ ବିଚ୍ଛେଦ ପରେ ସ୍ତ୍ରୀ ଓ ଦୁଇ ଝିଅକୁ ଭରଣପୋଷଣ ଖର୍ଚ୍ଚ ଦେଉନଥିବାରୁ କଡ଼ା ନିଷ୍ପତ୍ତି ଶୁଣାଇଛନ୍ତି କୋର୍ଟ ।
ସମସ୍ତଙ୍କୁ ଆଟାକ୍ କଲା କି ଭୂତ ? ତେବେ ଏବାବଦ ଖବର ସମ୍ପର୍କରେ ବିଦ୍ୟାଳୟ ମୁଖ୍ୟ କହିଛନ୍ତି, ଦୟାକରି ଭ୍ରମିତ କଲା ପରି କୌଣସି ମନ୍ତବ୍ୟ ଦିଅନ୍ତୁ ନାହିଁ ।
ଇମ୍ରାନକୁ ଜେଲ୍ ପଠାଇବ କି ତୋଷଖାନା ମାମଲା?
ପାକ୍ ମିଡିଆରେ ଇମ୍ରାନଙ୍କ ବିବୃତି ପ୍ରସାରଣ ଉପରେ କଟକଣା
ମଝି ଆକାଶରେ ପୁଣି ଜଣେ ଯାତ୍ରୀଙ୍କ ଉନ୍ମତ୍ତ କାଣ୍ଡ । ବିମାନ କର୍ମଚାରୀଙ୍କୁ ଆକ୍ରମଣ କଲେ . . .
ତୋଷଖାନା ମାମଲାରେ ଗତ ଫେବ୍ରୁଆରୀ ୨୮ ତାରିଖରେ ଇମ୍ରାନ କୋର୍ଟରେ ହାଜର ହୋଇନଥିବାରୁ ତାଙ୍କୁ ଗିରଫ କରିବାକୁ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ ଲାହୋରର ସେସନ୍ସ କୋର୍ଟ ।
ଇମ୍ରାନ୍ଙ୍କ ଘର ବାହାରେ ପୋଲିସ୍ ଓ ସମର୍ଥକ ଧସ୍ତାଧସ୍ତି
ମଡେଲ ଆବି ଚୋଇଙ୍କୁ ହତ୍ୟା କରାଯାଇଛି । ହତ୍ୟାକାଣ୍ଡ ଘଟଣାରେ ଉକ୍ତ ପରିବାରର ଚାରିଜଣ ସଦସ୍ୟଙ୍କୁ ପୋଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।
ଗତକାଲି ବିଳମ୍ବିତ ରାତିରେ ଗ୍ରୀସରେ ଯାତ୍ରୀବାହୀ ଟ୍ରେନ୍ ଓ କାର୍ଗୋ ଟ୍ରେନ୍ ମଧ୍ୟରେ ଧକ୍କା ହୋଇଛି। ଏଥିରେ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୮୫ ଜଣ ଆହତ ହୋଇଛନ୍ତି।
ଭାବନ୍ତୁ, ଆପଣ ଲଟେରୀ ଜିତି କୋଟିପତି ହୋଇଯାଇଛନ୍ତି, ହେଲେ ଏସମ୍ପର୍କରେ ଆପଣ କିଛିବି ଜାଣି ନାହାନ୍ତି। କିନ୍ତୁ ଆପଣଙ୍କୁ ଖୋଜିବା ଲାଗି ଉଦ୍ୟମ ଚାଲିଛି। ତା’ହେଲେ ପରିସ୍ଥିତି କ’ଣ ହେବ।
ଫ୍ଲୋରିଡାର ନିୟମ ଅନୁଯାୟୀ ଏଭଳି ଘଟଣାରେ ଜଣେ ବ୍ୟକ୍ତିକୁ ୩୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବାର ସମ୍ଭାବନା ରହିଛି ।
ଦେଶ ବୁଡ଼ିଯିବା ଅବସ୍ଥାକୁ ଆସିଥିବାରୁ ବହୁ ମନ୍ତ୍ରୀ ଓ ବରିଷ୍ଠ ସରକାରୀ ଅଧିକାରୀ ମାନେ ନିଜ ଆଡ଼ୁ ଦରମା ଓ ଭତ୍ତା ଆଦି ନେବାକୁ ମନା କରିଦେଇଛନ୍ତି ।
ପଛଘୁଞ୍ଚା ଦେଉନି କିଭ୍ କି ଯୁଦ୍ଧରେ ପଡୁନି ଯବନୀକା । ଅନିଶ୍ଚିତତା ଭିତରେ ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ।
ଅନ୍ତର୍ଜାତୀୟ ଟିଭି ଚାନେଲରେ ପ୍ରାଇମ୍ ଟାଇମ୍ ସାକ୍ଷାତକାର ଦେଇ ସେ ନିଜ ରାଷ୍ଟ୍ରପତି ପ୍ରାର୍ଥିତ୍ୱ ଘୋଷଣା କରିବା ପରେ, ରାମସ୍ୱାମୀଙ୍କୁ ମିଳିଛି ଆମେରିକାବାସୀଙ୍କ ବିପୁଳ ସମର୍ଥନ ।