ବିଦେଶରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମନ୍ କି ବାତ’ଙ୍କ ଶୁଣିବା ପାଇଁ ଉତ୍ସାହ ଦେଖିବାକୁ ମିଳିଛି। ଏହିକ୍ରମରେ ନ୍ୟୁଜିଲାଣ୍ଡର ଅକଲାଣ୍ଡରେ ମୋଦିଙ୍କ ‘ମନ୍ କି ବାତ୍ ’ ଶୁଣିବା ପାଇଁ ରାମ ବେନ ନାମକ ଜଣେ ୧୦୦ ବର୍ଷୀୟା ଜଣେ ବୃଦ୍ଧା ପହଞ୍ଚିଥିଲେ।
ସୁଦାନରେ ଫସିଥିବା ଭାରତୀୟ ନାଗରିକଙ୍କୁ ଘରକୁ ଫେରାଇ ଆଣିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅପରେସନ କାବେରୀ ଜାରି ରହିଛି। ଯାତ୍ରୀଙ୍କୁ ପ୍ରଥମେ ନୌସେନାର INS ସୁମେଧାରେ ପୋର୍ଟ ସୁଦାନରୁ ସାଉଦି ଆରବର ଜେଦାହକୁ ଅଣାଯାଉଛି।
ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ପୁଟିନଙ୍କୁ ହତ୍ୟା କରିବା ପାଇଁ ଏହି ଡ୍ରୋନ ଏକ ମିଶନରେ ଥିଲା । ଏହି ଡ୍ରୋନରେ ୧୭ କିଲୋଗ୍ରାମ ବିସ୍ଫୋରକ ଭର୍ତ୍ତି କରାଯାଇଥିଲା ।
ଏମିତି ଏକ ଦେଶ ଯେଉଁଠି ପ୍ରତିଦିନ ଘଟୁଛି ହିଂସାକାଣ୍ତ । ଶହ ଶହ ସଂଖ୍ୟାରେ ଯାଉଛି ଲୋକଙ୍କ ଜୀବନ । ପୋଲିସ୍ ଆଗରେ ଲୋକଙ୍କୁ ଜିଅନ୍ତା ଜାଳିଦେଉଛନ୍ତି । ଜାଣନ୍ତୁ କେଉଁଠି..
ଦେଢ଼ ଘଣ୍ଟା ଭିତରେ ୨ ଥର ଭୂକମ୍ପରେ ଥରିଲା ନେପାଳ। ଗତକାଲି ବିଳମ୍ବିତ ରାତିରେ ନେପାଳରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି।
ଆଗକୁ ଖାଦ୍ୟ ସଂକଟ ପଡ଼ିବାର ସମ୍ଭାବନା ରହିଛି । ତେଣୁ ଚାଷ ପ୍ରତି ଆମେ ସମସ୍ତେ ଗୁରୁତ୍ୱ ଦେବା ଉଚିତ୍ ।
ଡିପାଟର୍ମେଣ୍ଟାଲ ଷ୍ଟୋରର ଡ୍ରେସିଂ ରୁମ୍ରେ ଟ୍ରମ୍ପ ୩୦ ବର୍ଷ ପୂର୍ବେ ଏଭଳି ଏକ ନାରକୀୟ କାଣ୍ଡ ଘଟାଇଥିବା କ୍ୟାରୋଲଙ୍କ ଓକିଲ, କୋର୍ଟଙ୍କ ସମ୍ମୁଖରେ କହିଛନ୍ତି ।
ସିଙ୍ଗାପୁରରେ ଫାଶୀରେ ଝୁଲିରେ ଭାରତୀୟ ବଂଶୋଦ୍ଭବ...
ଏ କେମିତିକା ମା’ ? ଯିଏ ନିଜ ଛୁଆକୁ ହତ୍ୟା କରି ତା’ର କଲିଜା ଖାଇବାକୁ ମଧ୍ୟ ପଛାଇଲେ ନାହିଁ। ଏହା ପଛର କାରଣ ମଧ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କେନିଆରେ ଏଭଳି ଘଟଣା ଘଟିଛି।
ସୁଦାନରେ ଫସି ରହିଥିବା ଭାରତୀୟଙ୍କ ଘର ବାହୁଡା । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀରେ ପହଞ୍ଚିଲେ ୩୬୦ ଭାରତୀୟ ।‘ଅପରେସନ କାବେରୀ’ ଜୋରଦାର ରହିଥିବା ବେଳେ ୩ୟ ପର୍ଯ୍ୟାୟରେ ଫେରୁଛନ୍ତି ୫୦୦ରୁ ଅଧିକ ଭାରତୀୟ । ଆକାଶପଥ ଓ ଜଳପଥ ଦେଇ ଅଣାଯାଉଛି ଭାରତୀୟଙ୍କୁ।
ବାହାଘରର ୧୦ ବର୍ଷ ପରେ ମିଶିଲାନି ମନ । ଶେଷରେ ସ୍ୱାମୀକୁ ଦେଲେ ଛାଡ଼ପତ୍ର । କଲେ ନିଆରା ଡିଭୋର୍ସ ସେଲିବ୍ରେସନ୍ । ଦେଖନ୍ତୁ..
ହିଂସା ଦ୍ୱାରା ପ୍ରଭାବିତ ସୁଦାନରୁ ଅପରେସନ କେବାରି ଦ୍ୱାରା ଭାରତ ସରକାର ୨୭୮ ଜଣ ଭାରତୀୟଙ୍କୁ ପ୍ରଥମ ଦଫାରେ ଉଦ୍ଧାର କରିଛନ୍ତି।
ଅଷ୍ଟ୍ରେଲିଆରେ ଭାରତୀୟ ବଂଶୋଦ୍ଭବ ଦୋଷୀ ସାବ୍ୟସ୍ତ
ନିକଟରେ ଜଣେ ମହିଳା ଏପରି କରିଛନ୍ତି । ନିଜର ଦୁଇ ବର୍ଷର ପୁଅର ପ୍ରୋଟିନ୍ ଅଭାବକୁ ପୂରଣ କରିବା ପାଇଁ ପୋକ ଖାଇବାକୁ ଦେଉଛନ୍ତି । ଏଥିରେ ବହୁ ପରିମାଣର ପ୍ରୋଟିନ୍ ଥିବା ସେ ଦାବି କରିଛନ୍ତି ।
ସୁଦାନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ଲାଗି ଅପରେସନ ‘କାବେରୀ’ ଆରମ୍ଭ ହୋଇଛି। ଏହି ଅପରେସନରେ ସୁଦାନରେ ଫସିଥିବା ପ୍ରାୟ ୫୦୦ ଭାରତୀୟଙ୍କୁ ଉଦ୍ଧାର କରାଯିବ।
ପାକିସ୍ତାନର ସ୍ୱାତରେ ଭୟଙ୍କର ବିସ୍ଫୋରଣ। ଏଥିରେ ୧୨ ପୋଲିସ୍ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି।
ଜଣେ ରିପୋର୍ଟର ଏହି ଭିଡିଓକୁ ଟ୍ୱିଟରରେ ଅପଲୋଡ୍ କରିଛନ୍ତି। ଯେଉଁଥିରେ ଟ୍ରମ୍ପ ପିଜାକୁ ଖାଇବା ପରେ ମୋର ଅବଶିଷ୍ଟ ପିଜାକୁ କିଏ ଖାଇବ ବୋଲି ପଚାରୁଛନ୍ତି।
ବିନା ମୂଲ୍ୟରେ ବ୍ଲୁ ଟିକ୍ ମିଳିବ । ହେଲେ କେଉଁ କେଉଁ ବ୍ୟକ୍ତିଙ୍କୁ ମିଳିପାରିବ...ଜାଣନ୍ତୁ...
ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ସମୁଦ୍ରରେ ବୁଡ଼ି ଯାଇଥିବା ଜାପାନର ଏକ ବଣିକ ଜାହାଜକୁ ଗଭୀର ସମୁଦ୍ରରୁ ଠାବ କରାଯାଇଛି। ୮୪ ବର୍ଷ ପରେ ଗଭୀର ସମୁଦ୍ରରୁ ଏହି ଜାହାଜ ମିଳିଛି।
ଚିନ୍ତାର କଥା ଯେ- ସୁଦାନରେ ଫସିଛନ୍ତି ୪ହଜାର ଭାରତୀୟ
ପୂର୍ବରୁ ମଧ୍ୟ ଏହି ମେଡିସିନ୍ ଉପରେ ଆମେରିକାର ସୁପ୍ରିମ୍କୋର୍ଟ ଶୁଣାଣି କରିଥିଲେ । ମିଫେପ୍ରିଷ୍ଟୋନ ଟାବ୍ଳେଟ୍କୁ ନିଷେଧ କରିଥିଲେ ଆମେରିକା ସୁପ୍ରିମ୍କୋର୍ଟ । ପୂର୍ବରୁ ଏହି ଗର୍ଭପାତ ମେଡିସିନ୍କୁ ନେଇ ବିଚାର ଜାରି ରହିଥିଲା ।
କଥାରେ ଅଛି ନା, ଯୋ ଦିଖ୍ତା ହେ ୱ ବିକ୍ତା ହେ । ଆଜି ଆମେ ଆପଣ ଏମିତି ହିଁ କିଛି କାହାଣୀ କହିବୁ, ଯାହା ଆପଣଙ୍କୁ ଚମକେଇଦେବ ।
ପିତା-ମାତାଙ୍କ ଅନ୍ଧବିଶ୍ୱାସ ବିଚରା ନବଜାତକୁ ଦୁନିଆ ଦେଖିବା ଆଗରୁ ମୃତ୍ୟୁକୋଳକୁ ଟାଣିନେଲା।
ସୂଚନା ମୁତାବକ ଯୁବକ ଜଣକଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ତାଙ୍କୁ ପରିବାର ଲୋକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ କିଛି ଘଣ୍ଟାର ଚିକିତ୍ସା ପରେ ତାଙ୍କର ହାର୍ଟବିଟ୍ ବନ୍ଦ ହୋଇଯାଇଥିଲା ।
ଏହି ମାଡ଼ କନ୍ୟା ଘର ପକ୍ଷରୁ ନୁହେଁ, ବରଂ ବରଘର ପକ୍ଷରୁ ମରାଯାଏ । ବାଡ଼ି ଓ ଜୋତାରେ ମାଡ଼ ମାରିଥାନ୍ତି ବରର ସମ୍ପର୍କୀୟ ଓ ପରିବାର ।