ବୁଧବାର ବିଶ୍ୱର ଏହି ଧନୀ ସହରର ଏୟାର୍ କ୍ୱାଲିଟି ଇଣ୍ଡେକ୍ସ ବା ବାୟୁ ଗୁଣବତ୍ତା ସୂଚକାଙ୍କ ବିଶ୍ୱରେ ସବୁଠୁ ନିମ୍ନସ୍ତରର ରେକର୍ଡ ହୋଇଥିବା ଜଣାପଡ଼ିଛି ।
ବର୍ତ୍ତମାନ ଏହି କୁବେର ନଗରୀକୁ ଘନ ଧୂଆଁର ଆସ୍ତରଣ ଗିଳିଥିବା ବେଳେ, ଆଗାମୀ ଦିନରେ ଆହୁରି ଏକ ବଡ଼ ବିପଦ ମାଡ଼ିଆସୁଥିବା ଆଶଙ୍କା କରାଯାଉଛି।