ବନ୍ଦ କୋଠରୀରେ ପୁଟିନଙ୍କୁ ଭେଟିଲେ ବେଲାରୁଷ୍ ରାଷ୍ଟ୍ରପତି । ବାହାରିବା ମାତ୍ରେ ବିଗିଡ଼ିଲା ସ୍ୱାସ୍ଥ୍ୟାବସ୍ଥା । ଏବେ ବେଲାରୁଷ୍ ରାଷ୍ଟ୍ରପତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କୁ ବିଷ ଦିଆଯାଇଥିବା ସନ୍ଦେହ କରାଯାଉଛି ।