• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Human Interest Updates

The woman is going to give birth to a cousin
ଭାଇର ମା’ ହେବେ ମହିଳା; କହିଲେ ଏହା ପରୋପକାର

ଭାଇର ମା’ ହେବାକୁ ନେଇ ଏମିତି କହିଲେ ମହିଳା। ସେ ପରୋପକାର କରିଛନ୍ତି। ଏହାକୁ ନେଇ ସେ ଖୁବ୍ ଖୁସି ବୋଲି କହିଛନ୍ତି।

Special story
ରେଲୱେ ଷ୍ଟେସନରେ ଯବାନଙ୍କ ପାଦ ଛୁଇଁ ପ୍ରଣାମ କଲା କୁନି ଝିଅ : ଭାବବିହ୍ୱଳ ହୋଇ ଆଶୀର୍ବାଦ ଦେଲେ ବୀର ପୁତ୍ର

ହୃଦୟ ଛୁଇଁବା ପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Sprinter Bhagwani Devi biography
୯୪ ବର୍ଷୀୟ ଜେଜେମା ଦେଶ ପାଇଁ ଆଣିଲେ ସ୍ୱର୍ଣ୍ଣ

ଜୀବନର ଅନ୍ତିମ ବୟସରେ ବି ସେ ଦେଶ ପାଇଁ ଆଣିଛନ୍ତି ଗୌରବ। ଫିନ୍‌ଲ୍ୟାଣ୍ଡ୍‌ରେ ଆୟୋଜିତ ବିଶ୍ୱ ମାଷ୍ଟର୍ସ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ସିପ୍‌ରେ ୯୪ ବର୍ଷୀୟ ଜଣେ ଜେଜେମା ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

The children wept bitterly on the teachers farewell
ଶିକ୍ଷକଙ୍କ ବିଦାୟକୁ ସହିପାରିଲେନି ପିଲା; ଘେରିଗଲେ, କାନ୍ଦିଲେ

ଅପୂର୍ବ ଗୁରୁ-ଶିଷ୍ୟ ବନ୍ଧନ ଦେଖିବାକୁ ମିଳିଛି। ଜଣେ ଶିକ୍ଷକଙ୍କ ବଦଳିକୁ ସହିପାରି ନାହାନ୍ତି ଛାତ୍ରଛାତ୍ରୀ। ସେ ସ୍କୁଲ୍ ଛାଡି ଗଲାବେଳେ ତାଙ୍କୁ ଘେରି କାନ୍ଦିବାକୁ ଲାଗିଛନ୍ତି।

Born in poverty, this Telangana JEE topper took exam day his mother died
ମା’ଙ୍କ ମୃତ୍ୟୁ ଦିନ ହିଁ ପରୀକ୍ଷା ଦେଲେ; JEE ମେନ୍ କ୍ଲିୟର୍ କଲେ

ପରୀକ୍ଷା ଦିନ ହିଁ ଆଖି ବୁଜିଦେଲେ ମା। ପୁଅ କିନ୍ତୁ ହରେଇ ନଥିଲେ ଧୈର୍ଯ୍ୟ। ଛାତିରେ କୋହ ଆଉ ଆଖିରେ ଲୁହ ନେଇ ଦେଇଥିରେ ପରୀକ୍ଷା। ମିଳିଗଲା ସଫଳତା, କ୍ଲିୟର୍ ହେଲା JEE ମେନ୍।

Viral Sisters
ସୋସିଆଲ ମିଡ଼ିଆରେ ପୁଣି ଚମକିଲେ ଭାଇରାଲ ଭଉଣୀ, ଏଥର ହେଲମେଟ୍‌କୁ ନେଇ ଦେଲେ ବଡ଼ ବାର୍ତ୍ତା

ପୁଣି ସୋସିଆଲ ମିଡ଼ିଆରେ ଚମକିଲେ ଦୁଇ ଭାଇରାଲ ଭଉଣୀ । ଏଥର ହେଲମେଟ୍‌ ଉପରେ ୨ ମିନିଟ୍‌ର କଲେ ଫିଲ୍ମ । ପୂର୍ବରୁ ବି ଅନେକଥର ଭିଡ଼ିଓ କରି ପ୍ରଶଂସା ସାଉଁଟିଥିଲେ ଶ୍ରୁତି ଓ ପ୍ରୀତି।

 ‘Apna School’ where khaki wale guruji teaches slum kids
ଇନ୍ସପେକ୍ଟରଙ୍କ ବଡପଣ; ସାଜିଛନ୍ତି ‘ଖାକି ୱାଲେ ଗୁରୁଜୀ’

ପୋଲିସ୍ ସାଜିଛନ୍ତି ଗୁରୁ। ବସ୍ତି ପିଲାଙ୍କୁ ନିଜ ଖର୍ଚ୍ଚରେ ଦେଉଛନ୍ତି ଶିକ୍ଷା। ସେ ଏବେ ସାଜିଛନ୍ତି ସେମାନେ ଭାଗ୍ୟ ବିଧାତା। ତାଙ୍କୁ ନେଇ ପିଲାମାନେ ଦେଖିଛନ୍ତି ନୂଆ ସ୍ୱପ୍ନ।

Resume format for jobs
କିପରି ତିଆରି କରିବେ ସିଭି; କ’ଣ ରଖିବେ, କ’ଣ ନ ରଖିବେ

ଚାକିରି ପାଇଁ ଆବେଦନ କରିବା ବେଳେ ସିଭିର ଆବଶ୍ୟକ ଜରୁରୀ ହୋଇଥାଏ। କିନ୍ତୁ ଏହା କିପରି କରାଯାଏ ତାହା ଜାଣିବା ଜରୁରୀ। ଏମିତି କିଛି ତଥ୍ୟ ନ ରହିବା ଉଚିତ। ନଚେତ ଚାକିରି ନ ମିଳିପାରେ!

Water filled the road the younger sister started walking on brother back
କୁନି ଭଉଣୀକୁ ପିଠିରେ ଲଦି ପାଣି ଭରା ରାସ୍ତା ପାର କରିଦେଲା ବଡ ଭାଇ

ସାରା ରାସ୍ତାରେ ପାଣି ମାଡିଯାଇଛି। ପାଣିରେ ଯେପରି ତା’ କୁନି ଭଉଣୀର ପାଦ ଓଦା ହେବ ନାହିଁ, ତେଣୁ ଭାଇ ତା’ ଭଉଣୀକୁ ପିଠି ଲାଉ କରି ଖାଲି ପାଦରେ ଚାଲି ରାସ୍ତା ପାର କରିଦିଏ।

Crab having human like teeth
ଅଜବ କଙ୍କଡା: ରହିଛି ମଣିଷ ପରି ଦାନ୍ତ

ଭାଇରାଲ୍ ହେଉଛି ଏକ କଙ୍କଡାର ଫଟୋ। ଏହାର ରହିଛି ମଣିଷ ପରି ଦାନ୍ତ। ଇଣ୍ଟରନେଟ୍‌କୁ ଥରାଇ ଦେଇଛି ଏହି ଫଟୋ।

India Book Of Records
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ୩ ବର୍ଷର ବିସ୍ମୟ ବାଳକ

ପାଟି ଠିକ୍ ସେ ଖୋଲି ନଥିଲେବି ପ୍ରଖର ବୁଦ୍ଧି ସମସ୍ତଙ୍କୁ କରୁଛି ଚକିତ।

Celebrity special meal service for street dogs
ରାସ୍ତାକଡ କୁକୁରଙ୍କୁ ସ୍ପେଶାଲ ଖାଦ୍ୟ ବାଣ୍ଟିଲେ ସେଲିବ୍ରିଟି

କୁକୁରମାନଙ୍କ ପାଇଁ ମଧ୍ୟ ସ୍ପେଶାଲ ହୋଇଗଲା ଏକ ରବିବାର। ଜଣେ ସେଲିବ୍ରେଟି ଏମିତି କରିଦେଲେ। ସେ ରାସ୍ତାକଡ କୁକୁରଙ୍କୁ ସ୍ୱତନ୍ତ୍ର ଖାଦ୍ୟ ବାଣ୍ଟି ସମସ୍ତଙ୍କ ପ୍ରଶଂସାକୁ ସାଉଁଟୁଛନ୍ତି।

Biggest Supermoon 2022
ଆଜି 'ସୁପର୍‌ମୁନ୍' : ଆକାଶରେ ଦେଖାଯିବ ବଡ, ଉଜ୍ଜ୍ୱଳ ଓ ଗୋଲାପୀ ଚନ୍ଦ୍ର

ଆଜି ଆକାଶରେ ଦେଖାଦେବ 'ସୁପରମୁନ୍'। ଅନ୍ୟ ଦିନ ଅପେକ୍ଷା ଆଜି ଚନ୍ଦ୍ର ବହୁତ ବଡ, ଉଜ୍ଜ୍ୱଳ ଏବଂ ଗୋଲାପୀ ଦେଖାଯିବ। ଚନ୍ଦ୍ର ପୃଥିବୀ ନିକଟକୁ ଚାଲି ଆସିବ।

Bravery story of Neerja Bhanot
ନୀରଜାଙ୍କ ସାହସିକତା...ଆତଙ୍କବାଦୀଙ୍କ କବଳରୁ ୩୬୦ଜଣଙ୍କୁ ବଞ୍ଚେଇଥିଲେ

ଏମିତି ଜଣେ ମହିଳା ଥିଲେ ଯିଏ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟରେ ଜଡିତ ନଥିଲେ କି କୌଣସି ତାଲିମ ମଧ୍ୟ ନେଇ ନଥିଲେ। କିନ୍ତୁ ଯେତେବେଳେ ଦେଶବାସୀଙ୍କୁ ସୁରକ୍ଷା ଦେବାର ସୁଯୋଗ ଆସିଲା ସେତେବେଳେ ସେ ଆତଙ୍କବାଦୀଙ୍କ ସାମ୍ନାରେ ଠିଆ ହୋଇ ନିଜ ଜୀବନକୁ ବିପଦରେ ପକାଇ ୩୬୦ ଲକ୍ଷ ଜୀବନ ରକ୍ଷା କରିଥିଲେ।

Bhagwani Devi Dagar
ବୟସ ସଂଖ୍ୟା ମାତ୍ର; ୯୪ ବର୍ଷ ବୟସରେ ଦେଶ ପାଇଁ ଜିତିଲେ ସ୍ୱର୍ଣ୍ଣ ପଦକ

ପ୍ରତିଭା ଆଗରେ ହାର ମାନିଛି ବୟସ । ୯୪ ବର୍ଷରେ ଯାହା କରି ଦେଖାଇଛନ୍ତି ତାହା ଯୂବପିଢ଼ୀଙ୍କୁ ପ୍ରେରଣା ଯୋଗାଇବ ।

Viral Video
ରୁଟି କରୁଥିବା ବେଳେ ଗୀତ ଗାଇଲେ, ରାତାରାତି ପପୁଲାର୍‌ ହୋଇଗଲେ

ରୁଟି କରୁ କରୁ ଗୀତ ଗାଇଲେ ଏହି ମହିଳା । ସୋସିଆଲ ମିଡ଼ିଆରେ ଜୋରଦାର ଭାଇରାଲ ହେଉଛି ଏଇ ଭିଡ଼ିଓ । ପାଖାପାଖି1 Million ଲୋକ ଦେଖି ସାରିଲେଣି ଏହି ଭିଡ଼ିଓ । ଯିଏ ଦେଖୁଛି ସିଏ କହୁଛି...

Muslim Girls applies mehendi
ହିନ୍ଦୁ ଝିଅଙ୍କ ହାତରେ ମେହେନ୍ଦୀ ଲଗାଇଲେ ମୁସଲିମ୍ ଝିଅ

ଯେଉଁମାନେ ଧର୍ମ ନାଁରେ ଦେଶକୁ ଭାଗ ଭାଗ କରୁଛନ୍ତି ସେମାନଙ୍କ ପାଇଁ ଏହା ଏକ ଶିକ୍ଷା।

Ratha Jatra
ମଉସାଙ୍କ କାଳିଆ ନିଶା..ଶହେ କିଲୋମିଟର ସାଇକେଲ ଚଲେଇ ଆସିଲେ ପୁରୀ

ଜଗା ପ୍ରେମ ଆଗରେ ବୟସ ବି ହାର ମାନିଲା.. ମହାପ୍ରଭୁଙ୍କ ଦର୍ଶନ ଲାଳସାରେ ନୀଳମାଧବଙ୍କ ପୀଠରୁ ସାଇକେଲ ଧରି ଚାଲିଆସିଲେ ୭୫ ବର୍ଷୀୟ ବୃଦ୍ଧ..

sekar poovarasan tindivanam puducherry highway eatery manidhaneyam
ନିଆରା ଷ୍ଟଲ୍‌: ଇଚ୍ଛା ଅନୁସାରେ ପଇସା ଦେଇ ପେଟ ପୂରା ଖାଦ୍ୟ ଖାଆନ୍ତୁ

ନିଆରା ଷ୍ଟଲ୍‌ ଖୋଲି ଲୋକଙ୍କୁ ବାଣ୍ଟୁଛନ୍ତି ଆହାର...

Britain Home Minister Priti Patel Biography
ଭାରତୀୟ ମୂଳ ମହିଳା କେମିତି ହେଲେ ବ୍ରିଟେନ୍‌ର ଗୃହମନ୍ତ୍ରୀ

ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଭାରତୀୟ ମୂଳ ମହିଳା ମଧ୍ୟ ଅଛନ୍ତି। ବୋରିସ୍ ଜନ୍‌ସନ୍‌ଙ୍କ ଜଣେ ସମର୍ଥକ ଭାବରେ ବିବେଚିତ ହୋଇଥିବା ପ୍ରୀତି ପଟେଲ ମଧ୍ୟ ତାଙ୍କ ଇସ୍ତଫା ଦାବି କରିଛନ୍ତି।

Viral video of mother sings mere naina sawan bhadon
ଗାଁର ଏହି ମହିଳାଙ୍କ ସ୍ୱର ଶୁଣିଲେ ଆପଣ ବି କହିବେ ଭିଲେଜ୍ ଟାଲେଣ୍ଟ୍

କେବେ ଶୁଣି ନଥିବେ ଏମିତି ସ୍ୱର। ସତେ ଯେମିତି ଭାସି ଆସୁଛି କୋଇଲିର କୁହୁ। ଏହି ଭିଡିଓ ଦେଖିଲେ ଆପଣ ବି ହୋଇଯିବେ ତାଜୁବ।

Kerala couple is first to travel around india on foot
ଇତିହାସ ରଚିଲେ ଦମ୍ପତି: ୨୧୬ ଦିନରେ ପାଦରେ ଚାଲିଚାଲି ଭାରତ ଭ୍ରମଣ

ରେକର୍ଡ କରିଛନ୍ତି ଭାରତୀୟ ଦମ୍ପତି। ପାଦରେ ସାରା ଭାରତ ବୁଲି ଫେରିଛନ୍ତି। କିପରି ଥିଲା ଭ୍ରମଣର କାହାଣୀ ଆସନ୍ତୁ ଜାଣିବା।

Indian scientists discovered special mosquitoes to control dengue and chikungunya
ନୂଆ ଆବିଷ୍କାର : ମଶା ଦୂର କରିବ ଡେଙ୍ଗୁ-ଚିକନଗୁନିଆ

ଏବେ ଦୂର ହେବ ଡେଙ୍ଗୁ-ଚିକନଗୁନିଆ! ବୈଜ୍ଞାନିକମାନେ ଏକ ନୂଆ ପ୍ରକାରର ମଶା ତିଆରି କରିଛନ୍ତି। ଏହି ମଶାମାନେ ହିଁ ଡେଙ୍ଗୁ-ଚିକନଗୁନିଆ ଦୂର କରିବେ। ଜାଣନ୍ତୁ କେମିତି…

Rare Marriage
ଦୁଇ ଦିବ୍ୟାଙ୍ଗ ଗଢିବେ ଶବ୍ଦହୀନ ସଂସାର

ନରସିଂହପୁରରେ ବିରଳ ବାହାଘର। ଦୁଇ ଦିବ୍ୟାଙ୍ଗଙ୍କର ବାହାଘରକୁ ନେଇ ଛୁଟିଛି ଆଶୀର୍ବାଦର ବର୍ଷା। 

70 years old grandmother becomes bodybuilder
୭୦ ବର୍ଷର ଆଇମା ହୋଇଗଲେ ବଡି ବିଲ୍ଡର୍

ଯେଉଁ ବୟସରେ ହାତ ଗୋଡ ଉଠିବା ବି କଷ୍ଟକର ହୋଇପଡେ ସେହି ବୟସରେ ସେ ହୋଇଛନ୍ତି ବଡି ବିଲ୍ଡର। ତାଙ୍କୁ ବୟସ ଏବେ ୭୦, ହେଲେ କମିଯାଇନି ଜୋସ୍। ତାଙ୍କୁ ଦେଖିଲେ ଯେ କେହିବି କହିବେ ସତେ ଯେମିତି ତାଙ୍କ ପାଖରୁ ଯୌବନ ଯାଇନି।