• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Human Interest Updates

Know These Places In India Where You Can Stay For Free
ଭାରତରେ ଏହିସବୁ ସ୍ଥାନରେ ଖାଇବା, ରହିବା ସବୁ ମାଗଣା...

ଭାରତରେ ଏମିତି ଅନେକ ଧର୍ମଶାଳା ଓ ଆଶ୍ରମ ରହିଛି, ଯେଉଁଠି ଆପଣ ରହିଲେ ଆପଣଙ୍କୁ ଟଙ୍କା ଦେବାକୁ ପଡ଼ିବ ନାହିଁ। ଅର୍ଥାତ୍‌ ଆପଣଙ୍କୁ ମାଗଣା ରହଣିର ସୁବିଧା ମିଳିବ। 

Draupadi Murmur biography
ପିଲାଟି ଦିନରୁ ଉଦାର ଥିଲେ ଦ୍ରୌପଦୀ ମୁର୍ମୁ; ୨୫୫ ଟଙ୍କାରୁ ଆରମ୍ଭ କରିଥିଲେ ଚାକିରି

ଆଜି ସର୍ବୋଚ୍ଚ ଆସନରେ ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁ। ଜଣେ ପଛୁଆ ବର୍ଗରୁ ଆସି ଆଜି ଦେଶର ଏକ ସମ୍ମାନସ୍ପଦ ପଦରେ ପହଞ୍ଚିବା ନେଇ ତାଙ୍କୁ କରିବାକୁ ପଡିନି କମ ସଂଘର୍ଷ। ତେବେ ଆସନ୍ତୁ ଜାଣିନେବା ତାଙ୍କର ସେହି ସଂଘର୍ଷର କାହାଣୀ ବିଷୟରେ।

In world athletics championship Annu Rani finished seventh position
ଜାଭେଲିନ୍ ଥ୍ରୋ ଫାଇନାଲରେ ପ୍ରବେଶ କରିଥିବା ଭାରତର ପ୍ରଥମ ମହିଳା ଆଥ୍‌ଲେଟ୍

ଭାରତର ପ୍ରଥମ ମହିଳା ଆଥ୍‌ଲେଟ୍ ଯିଏ ଜାଭେଲିନ୍ ଥ୍ରୋରେ ବିଶ୍ୱ ଆଥ୍‌ଲେଟିକ୍ ଚମ୍ପିୟନସିପ୍‌ ଫାଇନାଲ ନିଜର ଜାଗା ସଂରକ୍ଷଣ କରିନେଇଛନ୍ତି। ଆସନ୍ତୁ ଜାଣିବା ସେ କିଏ?

Sri Lanka economic crisis 6 million people suffering from food shortage
ଶ୍ରୀଲଙ୍କା ସଂକଟ; କିଏ ଖାଦ୍ୟ ଛାଡିଲେଣି ତ କିଏ କମେଇଲେଣି

ଶ୍ରୀଲଙ୍କାରେ ଦେଖାଦେଇଛି ଖାଦ୍ୟ ସଂକଟ। ଲୋକେ ଏବେ ନିଜର ଖାଦ୍ୟର ପରିମାଣକୁ କମେଇ ଦେଲେଣି। ଅନେକ ଲୋକ ନିଜ ପିଲାମାନଙ୍କୁ ଖାଇବାକୁ ଦେବା ନେଇ ନିଜେ ଖାଇବା ମଧ୍ୟ ଛାଡି ଦେଲେଣି।

After 13 time failed  awanish sharan cleared UPSC exam
୧୩ ଥର ଫେଲ୍ ହେବା ପରେ ହୋଇଗଲେ IAS

କୌଣସି ପରୀକ୍ଷାରେ ଫେଲ୍ ହୋଇଗଲେ ଅନେକ ଭାଙ୍ଗି ପଢନ୍ତି। କେହି କେହି ଆତ୍ମହତ୍ୟା ମଧ୍ୟ କରନ୍ତି। କିନ୍ତୁ ଜଣେ ବ୍ୟକ୍ତି ୧୩ ଫେଲ୍ ହେଲା ପରେ ବି ହାରି ନଥିଲେ ସାହସ। ତାଙ୍କ ପ୍ରୟାସ ତାଙ୍କୁ କରିଦେଲା IAS।

Face Astrology
ଦର୍ପଣରେ ମୁହଁ ଦେଖି ଜାଣନ୍ତୁ ଆପଣଙ୍କ ଭବିଷ୍ୟତ, ଧନୀ ହେବେ ନା ଗରିବ ?

ଜ୍ୟୋତିଷି ଦୁନିଆରେ ଏହାକୁ ସାମୁଦ୍ରିକ ଶାସ୍ତ୍ର ବୋଲି କୁହାଯାଏ । ତେବେ ଆସନ୍ତୁ ଜାଣିବା ସାମୁଦ୍ରିକ ଶାସ୍ତ୍ର ବିଶେଷଜ୍ଞ ଏଭଳି ଚମତ୍କାର କିପରି କରୁଛନ୍ତି ।

Why National film award to Kali Pain Kalira Cinema
‘କାଲି ପାଇଁ କାଲିର ସିନେମା’କୁ କାହିଁକି ଜାତୀୟ ଫିଲ୍ମ ପୁରସ୍କାର

ସୂର୍ଯ୍ୟ ଦେଓଙ୍କ ପୁସ୍ତକ ‘କାଲି ପାଇଁ କାଲିର ସିନେମା’କୁ ମିଳିଛି ‘ବେଷ୍ଟ୍‌ ବୁକ୍ ଅନ୍ ସିନେମା ସ୍ପେଶାଲ୍ ମେନ୍‌ସନ୍ ସମ୍ମାନ’। ଏହାକୁ ନେଇ ଲେଖକ ଖୁବ ଖୁସି ଥିବା ବେଳେ ଏହି ବହି ପଛର ଉଦ୍ଦେଶ୍ୟ କ’ଣ ତାହା କହିଛନ୍ତି।

Virat Kohli
ସେସିଆଲ୍‌ ମିଡିଆ ଟ୍ରେଣ୍ତରେ ବିରାଟ୍‌; ଗୋଟିଏ ପୋଷ୍ଟରେ ମିଳୁଛି ୮ କୋଟି

ବିରାଟଙ୍କ ସୋସିଆଲ୍‌ ମିଡିଆରେ ବିଗ୍‌ କ୍ରେଜକୁ ନେଇ ବଢୁଛି ଚର୍ଚ୍ଚା। ଏସିଆ ମହାଦେଶରେ ସବୁଠାରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି ବିରାଟ କୋହଲି ।

Humanity
ଏମିତି ବି ଅଛନ୍ତି ପୋଲିସ ! ପାହାଡ଼ରୁ ତଳକୁ ୩ କିଲୋମିଟର କାନ୍ଧରେ ବୋହିଲେ ଶବ

ପ୍ରାୟ ୩ କିଲୋମିଟର ପାହାଡ଼ ଉପରୁ ତଳକୁ କାନ୍ଧରେ ବୋହି ବୋହି ଆଣିଛନ୍ତି ପୋଲିସ ବାବୁ । ଏଭଳି ଏକ ନିଆରା ଓ ହୃଦୟକୁ ଛୁଇଁଗଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର ଫୁଲଝର ନିକଟ ଗୀନିଆ ଜଙ୍ଗଲରେ ।

Police act as godsend
ପର କରିଦେଲେ ପରିବାର, ପୋଲିସ ବାବୁ ଦେଖାଇଲେ ମହାନତା 

ଉକ୍ତ ଯୁବକ ଅନ୍ୟ ଜାତିରେ ବିବାହ କରିଥିବାରୁ ଜାତି, କୁଟୁମ୍ବ କେହି ଶବକୁ କାନ୍ଧ ଦେଇ ନଥିଲେ। 

IAS Nidhi Siwach success story
ଘର ଲୋକ ବିବାହର ସର୍ତ୍ତ ରଖିବାରୁ UPSC ଟପ୍ ହେଲେ ଯୁବତୀ

ପରୀକ୍ଷାରେ ଭଲ କରିବା ପାଇଁ ଘର ଲୋକେ ଅନେକ ପ୍ରକାର ଲୋଭ ଦେଖେଇ ଥା’ନ୍ତି। କିନ୍ତୁ ଜଣେ ଯୁବତୀଙ୍କୁ ପରିବାର ଲୋକ ବାହା କରେଇ ଦେବାକୁ କହିବାରୁ ସେ UPSC ପରୀକ୍ଷାରେ ସଫଳତା ପାଇଗଲେ।

Village lost in flood 82 years ago now resurfaced
ପାଣିରେ ଲୀନ ହୋଇଯାଇଥିଲା ଏହି ଗାଁ, ୮୨ ବର୍ଷ ପରେ ସାମ୍ନାକୁ ଆସିଲା

ପ୍ରକୃତି ଯେବେ ଦେଖାଏ ତାଣ୍ଡବ, ସବୁ କିଛି ହୋଇଯାଏ ଛାରଖାର୍। ଦିନେ ଏହି ଗାଁ ହୋଇଯାଇଥିଲା ଜଳମଗ୍ନ। ଏବେ ଦୀର୍ଘ ୮୨ ବର୍ଷ ପରେ ଦେଖାଯାଉଛି ଏହାର ଝଲକ।

Couple married at 70 shares how is romance between them
୭୦ ବର୍ଷରେ ମିଳିଗଲା ସଚ୍ଚା ପ୍ରେମ; ହୋଇଗଲେ ବାହା

ପ୍ରେମ କେଉଁଠି ଓ କେବେ ହୁଏ ତାହା କେହି କହିପାରିବେ ନାହିଁ। ଖାଲି ଯେ ଯୁବକମାନେ ପ୍ରେମରେ ପଡନ୍ତି ଆଉ ବିବାହ କରନ୍ତି ତାହା ନୁହେଁ। ପରିଣତ ବୟସରେ ବି ପ୍ରେମ ହୁଏ ଆଉ ବାହାଘର ବି ହୁଏ। ଏମିତି ଘଟିଛି ଏକ ୭୦ ବର୍ଷୀୟ ଦମ୍ପତିଙ୍କ କ୍ଷେତ୍ରରେ।

Becoming the father of orphan ducks the dog showed affection and kindness
ଅନାଥ ବତକଙ୍କ ବାପା ହୋଇ ସାହାରା ହେଲା କୁକୁର

କେବେ ଦେଖିଛନ୍ତି ଭିନ୍ନ ପ୍ରଜାତୀର ପଶୁମାନଙ୍କ ସ୍ନେହ ପ୍ରେମ! ସାଧାରଣତଃ ଦେଖାଯାଏ ଯେ ବତକ ଛୁଆମାନଙ୍କୁ କୁକୁର ଦେଖିଲ୍ ମାରିଦିଏ ଅନାଥ ବତକଙ୍କ ବାପା ହୋଇ ସାହାରା ହେଲା କୁକୁର ଦେଖିଲେ ମାରିଦିଏ। କିନ୍ତୁ ଏଠି ଦେଖାଯାଏ ଯେ ଏକ କୁକୁର କିପରି ଅନାଥ ବତକଙ୍କ ବାପା ହୋଇ ସେମାନଙ୍କ ଯତ୍ନ ନେଉଛି।

Head constable cried like child after seeing injection
ଡାକ୍ତରଙ୍କ ହାତରେ ଇଞ୍ଜେକ୍‌ସନ୍‌ ଦେଖି ଭୋ ଭୋ ହୋଇ କାନ୍ଦିଲେ ପୋଲିସ୍

କୁହାଯାଏ ପୋଲିସ୍ ସାହସର ପ୍ରତୀକ। ଯଦି ଜଣେ ପୋଲିସ୍ ଡରିଯାଏ ତେବେ କଥା ସରିଲା। କିନ୍ତୁ ଜଣେ ପୋଲିସ୍ କର୍ମଚାରୀ ଡାକରଙ୍କ ହାତରେ ଇଞ୍ଜେକ୍‌ସନ ଦେଖି ଏମିତି କାନ୍ଦୁଛନ୍ତି ଯେ ଆପଣ ଦେଖିଲେ ହସି ହସି ଗଡିଯିବେ।

Mother of 3 children don’t like clothes
ଏହି ମହିଳାଙ୍କୁ ପସନ୍ଦ ନୁହେଁ ପୋଷାକ, ସାରା ଶରୀର ଟାଟୁରେ ଆଚ୍ଛାଦିତ

୩ ସନ୍ତାନର ଏହି ମହିଳା ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ। ସାରା ଶରୀରକୁ ଲୁଚେଇବା ପାଇଁ ରଙ୍ଗ ବୋଲି କରିଛନ୍ତି ଟାଟୁ। ଦେଖିଲେ ଆଶ୍ଚର୍ଯ୍ୟ ହେବେ।

Traffic Violation
ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ଜୋରିମାନା ନୁହେଁ ବରଂ କରିବାକୁ ପଡ଼ିବ ରକ୍ତଦାନ

ସରକାରଙ୍କ ବଡ଼ ନିଷ୍ପତ୍ତି। ଏଣିକି ଟ୍ରାଫିକ ନିୟମ ଭାଙ୍ଗିଲେ କେବଳ ଜୋରିମାନା ନୁହେଁ ବରଂ ମେଡ଼ିକାଲରେ ଯାଇ କରିବାକୁ ପଡ଼ିବ ରକ୍ତଦାନ। ଯଦି ନିୟମ ନମାନନ୍ତି, ତେବେ ଜାଣନ୍ତୁ କଣ ରହିଛି ନୂଆ ନିୟମ..

Special story
କଳିଯୁଗର ଶ୍ରବଣ କୁମାର : ବାପାମା’ଙ୍କୁ ଭାରରେ ବସାଇ ୧୦୫ କିମି କାଉଡ଼ି ଯାତ୍ରାରେ ପୁଅ

ବାପାମା’ଙ୍କୁ କାନ୍ଧରେ ଧରି କାଉଡ଼ିଆ ଯାତ୍ରାରେ ପୁଅବୋହୂ ।

Family's Lone BreadWinner
ଠେଲାରେ ବରା ସିଙ୍ଗଡ଼ା ବିକ୍ରି କରୁଥିଲେ, ହେଲେ ମ୍ୟାଟ୍ରିକ୍‌ରେ ରଖିଲେ ୫୩୨ ନଂ

ଦିନେ ଠେଲା ଗାଡ଼ିରେ ଗାଁକୁ ଗାଁ ବୁଲି ବରା, ସିଙ୍ଗଡ଼ା ବିକ୍ରି କରୁଥିଲେ। ସଂଘର୍ଷ ପରେ ବି ହାର୍‌ ମାନିନଥିଲେ। ପରିଶ୍ରମ କରି ପାଠ ପଢିଲେ ଆଉ ମାଟ୍ରିକ୍‌ରେ ୫୩୨ ନମ୍ବର ରଖିଲେ। ଏବେ ଡାକ୍ତର ହେବାକୁ ସ୍ୱପ୍ନ ଦେଖୁଛନ୍ତି ବିକାଶ। କିନ୍ତୁ ଅର୍ଥ ସାଜିଛି ବାଧକ । ସରକାରୀ ସହାୟତା ମିଳିଲେ ବିକାଶଙ୍କ ସାକାର ହେବ ସ୍ୱପ୍ନ ।

Japanese pop star married to her 27 year older fan
ନିଜ ପ୍ରତି ପ୍ରେମ ଦେଖି ୨୭ ବର୍ଷ ବଡ ଫ୍ୟାନ୍‌ଙ୍କୁ ବାହାହୋଇଗଲେ ପପ୍‌ଷ୍ଟାର୍‌

ପ୍ରେମ ଆଗରେ ହାର ମାନିଲା ବୟସ। ନିଜ ପ୍ରତି ଅହେତୁକ ଭଲ ପାଇବା ଦେଖି ୨୭ ବର୍ଷ ବଡ ନିଜ ଫ୍ୟାନକୁ ବାହା ହେଇଗଲେ ପପ୍‌ଷ୍ଟାର୍ ଯୁବତୀ। ସେମାନଙ୍କ ପ୍ରେମ କାହାଣୀ ଜାଣିଲେ ଆଶ୍ଚର୍ଯ୍ୟ ଲାଗେ।

Chandigarh girl trolled for crowdfunding donation
ବିଦେଶ ଯିବାକୁ ଟଙ୍କା ମାଗି ଟ୍ରୋଲ୍ ହେଉଛନ୍ତି ଯୁବତୀ

କ୍ରାଉଡ୍‌ଫଣ୍ଡିଂକୁ ନେଇ ଜଣେ ଯୁବତୀ ସୋସିଆଲ ମିଡିଆରେ ହେଉଛନ୍ତି ଟ୍ରୋଲ୍। ଯୁବତୀ ଜଣଙ୍କ ଲୋକଙ୍କ ଆର୍ଥିକ ସହାୟତା ଚାହୁଁଛନ୍ତି, କିନ୍ତୁ କୌଣସି ରୋଗର ଚିକିତ୍ସା ପାଇଁ ନୁହେଁ ବରଂ ବିଦେଶ ଯିବା ପାଇଁ। ଜାଣନ୍ତୁ ଏହି ଯୁବତୀ କିଏ ଓ କୋଉଠିକାର।

America hostaged aliens in area 51
ଏଲିଏନ୍‌ମାନଙ୍କୁ କଏଦ କରି ରଖିଛି ଆମେରିକା

ଆମେରିକାର ଏରିଆ ୫୧କୁ ଯିବା କାହାକୁ ଅନୁମତି ନାହିଁ। ଏଠାରେ ଏଲିଏନମାନଙ୍କୁ କଏଦ କରି ରହିଛି ଆମେରିକା। ଏରିଆ ୫୧ରେ କାମ କରିଥିବା ଜଣେ ଇଞ୍ଜିନିୟର ଏମିତି କହିଛନ୍ତି।

Yoga is in the air in this Karnataka village
ଏମିତି ଗାଁ, ଯେଉଁଠି ସମସ୍ତେ କରନ୍ତି ଯୋଗ; କାହାକୁ ଛୁଇଁନି କରୋନା ଭାଇରସ୍‌

ଭାରତରେ ଅଛି ଏମିତି ଗାଁ ଯେଉଁଠି କାହାକୁ ବି ଛୁଇଁନି କରୋନା ଭାଇରସ୍। ଏହି ଗାଁର ସମସ୍ତେ କରନ୍ତି ଯୋଗ। ଯୋଗ ହିଁ ସେମାନଙ୍କୁ ଭାଇରସରୁ ରକ୍ଷା କରିଛି ବୋଲି ସେମାନେ କୁହନ୍ତି। ଜାଣନ୍ତୁ ଏହି ଗାଁ କେଉଁଠି…

Baba Vanga 6 deadly predictions for 2022
ବାବା ଭଙ୍ଗାଙ୍କ ୨୦୨୨ର ୬ ଭବିଷ୍ୟବାଣୀ, ହେଲାଣି ୨ ସତ

୨୦୨୨ ମସିହା ପାଇଁ ବାବା ଭଙ୍ଗା କରିଥିଲେ ୬ ଭବିଷ୍ୟବାଣୀ। ସେଥିରୁ ୨ଟି ସତ ହୋଇସାରିଲାଣି। ବାକି ଥିବା ୪ ଭବିଷ୍ୟବାଣୀକୁ ନେଇ ଲୋକେ ଏବେ ଭୟଭୀତ। ଏଥିରେ ବି ଅଛି ଏଲିଏନ୍‌ମାନଙ୍କର ପୃଥିବୀ ଆକ୍ରମଣ।

Bahubali samosa of meerut
ଗୋଟିଏ ସିଙ୍ଗେଡା ଖାଇଦେଲେ ୫୧ ହଜାର ଟଙ୍କା ପୁରସ୍କାର

ଏହି ଦୋକାନରେ ମିଳୁଛି ବାହୁବଳି ସିଙ୍ଗେଡା। ଯିଏ ଅଧ ଘଣ୍ଟାରେ ଗୋଟିଏ ସିଙ୍ଗେଡା ଖାଇ ଶେଷ କରିଦେବେ ତାଙ୍କୁ ମିଳିବ ୫୧ ହଜାର ଟଙ୍କା ପୁରସ୍କାର। ଦୋକାନ ଆଗରେ ଜମୁଛି ଭିଡ…