ଆମେ ଯେଉଁ ଖବର ବା ଯେଉଁ ପ୍ରେରଣାଦାୟୀ କାହାଣୀ ଆପଣଙ୍କୁ କହିବୁ ତାହା ଆପଣ ବୋଧ ହୁଏ କେବେ ଶୁଣିନଥିବେ ।
ଦୁହେଁ ଗୋଟିଏ ଗାଡ଼ିରେ ସାଥି ହୋଇ ସ୍କୁଲ୍ ଯାଆନ୍ତି। ସାଥୀ ହୋଇ ଘରକୁ ଫେରନ୍ତି। ବିଣ୍ଠୁ ଘର ଆଗରେ ହର୍ଣ୍ଣ ବଜାଇଲେ ସନାତନ ସଜବାଜ ହୋଇ ବାହାରି ଆସନ୍ତି ଦୁଇ ବନ୍ଧୁଙ୍କ ବନ୍ଧୁତ୍ୱ। ଏମିତି ଏମିତିରେ ବର୍ଷ ବର୍ଷ ବିତିଗଲାଣି। ସୋଲେ ସିନେମାର ବିରୁ ଆଉ ଜୟଙ୍କ ପରି। ଦୋସ୍ତି ସିନେମାର ସୁରେଶ ଓ ସୁଧୀରଙ୍କ କାହାଣୀ ପରି।
ଏମିତି ସମୟରେ, ଏ ଦୁହେଁ ଖାଲି ବିରଳ ବନ୍ଧୁ ନୁହଁନ୍ତି... ସମାଜ ପାଇଁ ଏକ ବଳିଷ୍ଠ ଉଦାହରଣ।
ପିଲାଙ୍କୁ ଭଲରେ ରଖିବେ ବୋଲି ଦାଦନ ଯାଇଥିଲେ, ଟ୍ରେନ୍ରେ କଟିଗଲେ। ଏବେ ବିନା ଆଶାବାଡି ସହାୟତାରେ ପାଦେ ଚାଲିବା କଷ୍ଟ...ସବୁ ସ୍ନପ୍ନ ଚୁରମାର ହୋଇଗଲା। ସ୍ୱାମୀଙ୍କ ଯନ୍ତ୍ରଣା ଦେଖି ଭୋ ଭୋ କାନ୍ଦୁଛି ସ୍ତ୍ରୀ
ବୁଢୀ କାଳରେ ଘରୁ ବାହାର କରିଦେଲା ମାଲିକ। ଏ ବୟସରେ ସେ ଯିବ କୁଆଡେ? ବୟସ ଥିଲା ବେଳେ ଖୁବ ଖଟୁଥିଲା ଏବେ ବୟସ ହେବା ପରେ ପର ହୋଇଗଲା। ବଳ ସରିବାରୁ ରାସ୍ତା କଡରେ ବସି କଇଁ କଇଁ କାନ୍ଦୁଛି ଏଇ ବୁଢୀ ମାଉସୀ
ଦୁର୍ଘଟଣାରେ ଚାଲିଗଲା ଗୋଡ଼। ହାରିଲା ନାହିଁ ସାହସ। ଆଗକୁ ଯିବା ଓ କିଛି କରିବାର ଇଚ୍ଛାଶକ୍ତି ଆଗରେ ସବୁ ଜଟିଳତା ଫିକା ପଡିଗଲା। ନକଲି ଗୋଡ ଖୋଲିଦେଲା ନୂଆ ବାଟ। ଏନେଇ ଅର୍ପିତା ହୋଇଗଲେ ଆନ୍ତର୍ଜାତିକ ସ୍ତରର ଏକ ଆଇକନ୍।
ନାତି-ନାତୁଣୀଙ୍କ ମୁହଁରେ ଆହାର ଦେଇ ପାଳି ପୋଷି ଆସୁଥିଲେ କିନ୍ତୁ ଏଇ ୩ ମାସ ତଳେ ଆଇଙ୍କ ମୃତ୍ୟୁ ପରେ ଅନାଥରୁ ସମ୍ପୂର୍ଣ୍ଣ ଅସହାୟ ପାଲଟି ଯାଇଛନ୍ତି ତିନି ଭାଇ-ଭଉଣୀ ।
ସତରେ ଏମିତି ଏକ ସମୟରେ ଏହି ଦୃଶ୍ୟ ସମସ୍ତଙ୍କୁ ପ୍ରେରଣା ଦେବ ନିଶ୍ଚୟ । ବାପା ପ୍ରତି ପୁଅର କର୍ତ୍ତବ୍ୟ କଣ, ଆମ ସଂସ୍କୃତି ଓ ପରମ୍ପରା କଣ ତାହା ଏହାହିଁ ପ୍ରମାଣିତ କରୁଛି ।
ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ସଂସ୍କୃତ ବାର୍ତ୍ତାଳାପର ଏକ ଭିଡିଓ। ଜଣେ କାର୍ ଡ୍ରାଇଭରଙ୍କ ମୁହଁରୁ ବାହାରୁଛି ଭୁସ୍ଭାସ୍ ସଂସ୍କୃତ। ଏହାକୁ ଦେଖି ବଡ ବଡ ପାଠୁଆ ବି ଲଜ୍ଜିତ ହେଉଛନ୍ତି।
ଚୁମନ୍ର ବାପା ଠିକାଦାର ଥିବାରୁ ଆଗରୁ ବେଶ୍ ସ୍ୱଚ୍ଛନ୍ଦରେ ଚଳୁଥିଲା ପରିବାର। ହେଲେ ବାପାଙ୍କ ଦେହାନ୍ତ ପରେ ଆଉ ସେ ସମୟ ନାହିଁ।
ସ୍ୱପ୍ନ ପାଇଁ ଅଧରାତିରୁ ଆରମ୍ଭ ହେଲାଣି ସଂଘର୍ଷ...କଅଁଳ କାନ୍ଧରେ ଲଦି ହୋଇଗଲା ପରିବାର ବୋଝ
ପ୍ରତ୍ୟେକ ବଡ଼ ବଡ଼ ପରୀକ୍ଷାରେ ଏମିତି ଗରିବ ମେଧାବୀ ଛାତ୍ରୀଛାତ୍ରମାନେ ଉତ୍ତୀର୍ଣ୍ଣ ହୋଇ ବାପା-ମା ଓ ନିଜ ଅଞ୍ଚଳର ଗୌରବ ଆଣିଥାନ୍ତି ।
ବାପା-ମାଆ ଚାଲିଯିବା ପରେ ବଡଭାଇ ସିନା ପଚାରିଲାନି ହେଲେ ସାନ ଭାଇ ଦୁଇ ଭଉଣୀଙ୍କୁ ମଣିଷ କରିବାକୁ ଯେଉଁ ସଂକଳ୍ପ କରିଥିଲେ ତାହା ଆଜି ପୂରଣ ହେବାକୁ ଯାଉଛି ।
ଦାଦନ ଦୁଃଖ ପରେ ଏବେ ମୁହଁରେ ଫୁଟିଛି ହସ । ଅନ୍ୟ ଦିବ୍ୟାଙ୍ଗଙ୍କ ଲାଗି ପ୍ରେରଣା ସାଜିଛି ପାୟଲ ।
ପରିଣତ ବୟସରେ ସେବା ତ ଦୂରର କଥା ବରଂ ପର କରିଦେଲେ ତିନିପୁଅ ।
ସନ୍ତୋଷ ହେଉଛି ୨୦ ବର୍ଷର ଭେଣ୍ଡିଆ ପୁଅ । ତାର ଏତେ ଦୁଃଖ ଯେ, ଯିଏ ଦେଖୁଛି ତା’ ପାଟିରୁ ଆଃ ପଦେ ବାହାରି ପଡୁଛି ।
ରୋଷଇ କରି ଦୁଇ ଭଉଣୀ ଖାଇବା ବି ବାଢ଼ିଦିଏ ଭାଇ । ଆଉ ମାଆ ଟିଏ ପରି ପାଖରେ ଜଗବି ବସେ ।
ପୁଅ-ବୋହୂ, ନାତି ନାତୁଣୀ ସମସ୍ତେ ଅଛନ୍ତି । ହେଲେ କେହି ପଚାରିନୁହନ୍ତି । ଖାଲି ପଚାରିଲେନି ତାହା ନୁହେଁ ବରଂ ଘରୁ ବାହାର ବି କରିଦେଲେ ।
ଘରେ ଯେତେବେଳେ ଦୁଇ ଦୁଇ ଜଣ ରୋଗୀ ପଡିଛନ୍ତି ସେତେବେଳେ ସିଏ କରିବେ ବା କଣ ?
ଭାଇ ଥିଲେ ଭୟ ନାହିଁ। କେତେବେଳେ ହାତ ଧରି ବାଟ କଢେଇ ନେବ, କେତେବେଳେ ଅବାଟରୁ ଟାଣି ଆଣିବ। ବାଟ ହେଉ ବା ଅବାଟ, ଛାଇ ପରି ରହିଥିବ ଭାଇ।
ଦୀପାବଳିରେ ଏକ ପରମ୍ପରା ରହିଛି । ତାହା ହେଉଛି ଉପହାର ଆଦାନପ୍ରଦାନ । ଏହି ଅବସରରେ ମୁମ୍ବାଇର ଜଣେ ବ୍ୟବସାୟୀ ଦୀପାବଳିରେ ଯେଉଁ ଉପହାର ଦେଇଛନ୍ତି ତାହା ବୋଧହୁଏ ସବୁଠାରୂ ମୂଲ୍ୟବାନ ଉପହାର । ସେ ଉପହାରର ମୂଲ୍ୟ ଆପଣ ଆକଳନ କରିପାରିବେ ନାହିଁ ।
ଚତୁର୍ଥ ଶନିବାର, ସେଦିନ ସେ ଜୀବିକାର ନୁହେଁ, ଜନ୍ମମାଟିର ଡାକ ଶୁଣନ୍ତି । ଆଉ ଛୁଟି ଯାଆନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକୀ ଛୋଟିଆ ଗାଁ ସଂସାମୁରାକୁ ।
ସୁବର୍ଣ୍ଣପୁର ସଂସାମୁରାରେ ୧୦ ବର୍ଷ ହେଲାଣି କରୁଛନ୍ତି ସେବା
ଆପଣ ଟ୍ରେନରେ ଯିବା ବେଳେ ଏମିତି ଦୃଶ୍ୟ ନିଶ୍ଚୟ ଦେଖିଥିବେ। ନମାଜ ସମୟ ହେଲେ ମୁସଲିମ୍ ସଂପ୍ରଦାୟର ବ୍ୟକ୍ତି ନିଜ ସିଟ ପାଠରେ ନମାଜ ପାଠ କରିଥାନ୍ତି। ହେଲେ ଏ ଦୃଶ୍ୟ ଟିକେ ନିଆରା। ଚଳନ୍ତା ଟ୍ରେନରେ ଯାତ୍ରୀଙ୍କ ବାଟ ଓଗାଳି ଏହି କିଛି ସଂଖ୍ୟାଲଘୁ ନମାଜ ପଢିବାକୁ ନେଇ ବିବାଦ ମୁଣ୍ଡ ଟେକିଛି। କଥା ଯାଇ ପହଂଚିଛି ରେଳବାଇ ସୁରକ୍ଷା ବୋର୍ଡ ନିକଟରେ...
ପିଲାଦିନରୁ ଥିଲା IAS ହେବାର ସ୍ୱପ୍ନ। ତାଙ୍କର ଏହି ସ୍ୱପ୍ନକୁ ପୂରା କରିବା ପାଇଁ ଗରିମା କରିଥିଲେ ଅଦମ୍ୟ ପରିଶ୍ରମ। ପ୍ରସ୍ତୁତି ପାଇଁ କେବେ ବି ଯାଇ ନଥିଲେ କୌଣସି କୋଚିଂ ସେଣ୍ଟର। କେବଳ ନେଇଥିଲେ ୟୁଟ୍ୟୁବ୍ର ସାହାରା ଆଉ ପ୍ରଥମ ଚେଷ୍ଟାରେ ହିଁ ପାଇଗଲେ ସଫଳତା।