• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Health Updates

Capital Hospital
କ୍ୟାପିଟାଲ ହସ୍ପିଟାଲରେ ଷ୍ଟାଫ୍ ମରୁଡ଼ି; ୬୪ ଡାକ୍ତର, ୫୩ ନର୍ସ ପୋଷ୍ଟ ଖାଲି

ରାଜ୍ୟର ପ୍ରିମିୟର୍ ହସ୍ପିଟାଲ- କ୍ୟାପିଟାଲ ହସ୍ପିଟାଲରେ ଅଜବ ସ୍ଥିତି। ଦୁଇ ବର୍ଷରେ ଏଠି ଦୁଇଗୁଣା ହୋଇଛି ରୋଗୀ ସଂଖ୍ୟା। ହେଲେ ଖସିଛି ଡାକ୍ତର ଓ ନର୍ସଙ୍କ ସଂଖ୍ୟା । ହସ୍ପିଟାଲର ୬୪ଟି ଡାକ୍ତରୀ ପଦବି ଖାଲି ।

India reports first case of Monkeypox
ଆସିଲା ଲାବ୍ ରିପୋର୍ଟ, ସନ୍ଦିଗ୍ଧ ଯୁବକ ମଙ୍କିପକ୍ସ ଆକ୍ରାନ୍ତ

ଦେଶରେ ପ୍ରଥମ ମଙ୍କିପକ୍ସ କେସ୍ । ଆଇସୋଲେସନରେ ଥିବା ସନ୍ଦିଗ୍ଧଙ୍କ ପାଖରୁ ଏମପକ୍ସ ଭାଇରସ୍ ଚିହ୍ନଟ।

Vitamin
ଏହି ସବୁ ଭିଟାମିନ ଅଭାବ ଥିଲେ ଆସିଥାଏ ଥକ୍କାପଣ, ଲାଗିଥାଏ ଅଧିକ ନିଦ

ଭିଟାମିନ୍‌ ବି-୬ ମଧ୍ୟ ଶରୀରକୁ ଶକ୍ତି ଯୋଗାଇଥାଏ । ଶରୀରକୁ ଭିଟାମିନ୍‌ ବି-୬ ପାଇଁ ଚିକେନ୍‌, ମାଛ, କଦଳୀ ଏବଂ ସାଗୁ ଜାତୀୟ ଖାଦ୍ୟ ଖାଇବା ଉଚିତ୍ । ଭିଟାମିନ୍‌ ସି ଖାଇଲେ ମଧ୍ୟ ଶରୀରରେ ଶକ୍ତି ରହିଥାଏ ଓ ଫୁର୍ତ୍ତି ଲାଗିଥାଏ । ଏଥିପାଇଁ ଆପଣଙ୍କୁ ଖଟା ଫଳ ଖାଇବାକୁ ପଡ଼ିଥାଏ ।

  • Monday, 09 September 2024
Odisha Director of Health Services Bijay Mohapatra
ଭାରତରେ ମଙ୍କିପକ୍ସ ସନ୍ଦିଗ୍ଧ ଆକ୍ରାନ୍ତ ଚିହ୍ନଟ, ସବୁ ପ୍ରବେଶ ପଥରେ ଆଲର୍ଟ

ମଙ୍କିପକ୍ସ ନେଇ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ସଜାଗ । ଭୟଭୀତ ହେବାର କାରଣ ନାହିଁ । ମଙ୍କିପକ୍ସ ନେଇ ପ୍ରତିକ୍ରିୟା ରଖିଲେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

Uterus Tumor Treatment
ବିନା ସର୍ଜରୀରେ ୟୁଟେରସ ଟ୍ୟୁମର ଚିକିତ୍ସା

ଏଣିକି ବିନା ସର୍ଜରୀରେ ହୋଇପାରୁଛି ୟୁଟେରସ ଟ୍ୟୁମର ଚିକିତ୍ସା। ମାଇକ୍ରୋୱେଭ ଆବଲେସନ୍ ନାମକ ନୂଆ ଚିକିତ୍ସା ପଦ୍ଧତି ଜରିଆରେ ଟ୍ୟୁମରକୁ ମେଲ୍ଟ କରାଯାଇ ଭଲ କରାଯାଇ ପାରୁଛି। ଅନ୍ତର୍ଜାତୀୟ ସ୍ତରରେ ବହୁଳ ଭାବେ ବ୍ୟବହାର ହେଉଥିବା ଏହି ନୂଆ ପଦ୍ଧତିରେ ଓଡ଼ିଶାରେ ପ୍ରଥମ ଥର ଲାଗି ୟୁଟେରସ ଟ୍ୟୁମର ଚିକିତ୍ସା କରାଯାଇଛି।

Simple yoga asanas help to cure cold and cough
Yogasana: ବଢ଼ିଚାଲିଛି ଥଣ୍ଡା-ଜର; ଏଥିରୁ ମୁକ୍ତି ପାଇବା ପାଇଁ ଦୈନିକ କରନ୍ତୁ ଏହିସବୁ ଯୋଗ

ଏବେ ପ୍ରାୟ ଘରେ ଘରେ ଥଣ୍ଡା ଜର ଦେଖିବାକୁ ମିଳୁଛି। ଅଧିକାଂଶ ଲୋକ ଜାଣନ୍ତି ନାହିଁ ଯେ ଯୋଗ ମାଧ୍ୟମରେ ଥଣ୍ଡା-କାଶ-ଜର ଆଦିର ସ୍ଥାୟୀ ଚିକିତ୍ସା କରାଯାଇ ପାରେ ବୋଲି। ତେବେ ଏସବୁରୁ ମୁକ୍ତି ପାଇବା ପାଇଁ ଅନେକ ଯୋଗ ଅଭ୍ୟାସ ଥିବା ବେଳେ ଆଜି ଆମେ ଆପଣଙ୍କୁ କିଛି କହିବୁ। ଆସନ୍ତୁ ସେ ବିଷୟରେ ଜାଣିବା।

Some main signs of weak heart don’t avoid it
Health Tips: କେବେ ବି ଅଣଦେଖା କରନ୍ତୁ ନାହିଁ ଏହିସବୁ ସଂକେତ; ହୋଇପାରେ ହୃଦଘାତର ସମସ୍ୟା

ପୂର୍ବରୁ ବୃଦ୍ଧାବସ୍ଥାରେ ହୃଦଘାତ ରୋଗ ଦେଖାଯାଉଥିଲା, କିନ୍ତୁ ଆଜିକାଲି ଯୁବକମାନଙ୍କ ମଧ୍ୟରେ ବି ହୃଦଘାତର ଆଶଙ୍କା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ତେବେ ଏଠାରେ ପ୍ରଶ୍ନ ଉଠେ, ଦୁର୍ବଳ ହୃଦୟର ପରିଚୟ କ’ଣ? ଶରୀରରେ କେଉଁ ଲକ୍ଷଣରୁ ଏହା ଜଣାପଡିବ? ଆସନ୍ତୁ ଏ ବିଷୟରେ ଜାଣିବା।

Ginger water vs Fenugreek water for belly fat
Health Tips: ଆପଣଙ୍କ ପେଟ ହାଣ୍ଡି ପରି ଗୋଲ ହୋଇଯାଇଛି କି; ଏହି ଉପାୟରେ ଶୀଘ୍ର କମାନ୍ତୁ

ସେ ପୁଅ ହୁଅନ୍ତୁ କି ଝିଅ କିଛି ଲୋକଙ୍କ ପେଟ ହାଣ୍ଡି ପରି ଗୋଲ ହୋଇଯାଇଥାଏ ତ ପୁଣି କାହାର ଓହଳି ପଡିଥାଏ। ଏହା ସମସ୍ତଙ୍କୁ ଖରାପ ଦେଖାଯାଏ। ତେବେ ଏଭଳି ପେଟରୁ ଚର୍ବିକୁ ତରଳାଇବା ପାଇଁ ଏମିତି କିଛି ସରଳ ଟିପ୍ସ ମଧ୍ୟ ଅଛି, ଯାହାକୁ ଆପଣେଇ ଏହି ସମସ୍ୟାକୁ ସମାଧାନ କରାଯାଇ ପାରିବ।

Beauty tips
ଉଜ୍ୱଳ ତ୍ୱଚା ପାଇଁ ରାତିରେ ଶୋଇବା ପୂର୍ବରୁ ଲଗାନ୍ତୁ ଏହି ପ୍ୟାକ୍

ଉଜ୍ୱଳ ତ୍ୱଚା କିଏ ନଚାହେଁ । ସେ ପୁଅ ହେଉ କି ଝିଅ ,ସମସ୍ତେ ଚାହାଁନ୍ତି ଚମକଦାର ତ୍ୱଚା । ତେବେ ଆପଣ ଯଦି ନିଜ ତ୍ୱଚାକୁ ସୁନ୍ଦର କରିବାକୁ ଚାହୁଁଛନ୍ତି,ତେବେ ନିଜ ମୁହଁରେ ଏହି ପ୍ୟାକ୍ ବ୍ୟବହାର କରନ୍ତୁ । ଏହାଦ୍ୱାରା ତ୍ୱଚାର ଅନେକ ସମସ୍ୟା ଦୂର ହୋଇପାରିବ।

These mistakes to avoid while doing yogasanas
Yogasana: ଯୋଗ କରିବା ବେଳେ ବ୍ୟବହାର କରୁଛନ୍ତି କି ଏମିତି ମ୍ୟାଟ୍… ହୋଇପାରେ ଏହି କ୍ଷତି

ଯୋଗ ସ୍ୱାସ୍ଥ୍ୟ ପାଇଁ ଅନେକ ପ୍ରଭାବଶାଳୀ ହୋଇଥିଲେ ମଧ୍ୟ, କି ଯୋଗ କରିବା ସମୟରେ ଛୋଟ ଛୋଟ ଭୁଲ ମଧ୍ୟ ଲାଭ ବଦଳରେ ଅନେକ କ୍ଷତି କରିଥାଏ। ତେବେ ଯୋଗାସନା ସମୟରେ କେଉଁସବୁ ଭୁଲ ଯୋଗୁଁ କ୍ଷତି ହୋଇଥାଏ ଆସନ୍ତୁ ଜାଣିବା।

Bird Flu
ପୁରୀରେ ମଣିଷଙ୍କୁ ବ୍ୟାପିଲାଣି କି ବାର୍ଡ ଫ୍ଲୁ ? ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ପରେ ବଢ଼ିଲା ଭୟ

ବଢ଼ିଲା ବାର୍ଡ ଫ୍ଲୁ' ଟେନସନ୍ । ପୁରୀ ଜିଲ୍ଲାରେ ସଂକ୍ରମିତ କୁକୁଡ଼ାଙ୍କ ଦେହରୁ ମଣିଷଙ୍କ ଶରୀରକୁ ବ୍ୟାପିନି ତ ବାର୍ଡ ଫ୍ଲୁ ?

dengue
Health Tips: ଡେଙ୍ଗୁ ରୋଗୀଙ୍କ ପାଇଁ ଏହି ଖାଦ୍ୟ ରାମବାଣ,ଖାଇଲେ ଶୀଘ୍ର ହେବେ ସୁସ୍ଥ

ମୌସୁମୀ ଆରମ୍ଭରୁ ଡେଙ୍ଗୁ ଭୟ ଘାରିଥାଏ । ଡେଙ୍ଗୁ ମଶା କାମୁଡିବାକୁ କାରଣରୁ ହୋଇଥାଏ । ତେବେ ଏହି ସମୟରେ ଖାଦ୍ୟପେୟ ଉପର ବିଶେଷ ଗୁରୁତ୍ୱ ଦେବାକୁ ପଡିଥାଏ । ତେବେ ଚାଲନ୍ତୁ ଜାଣିବା କିଛି ଖାଦ୍ୟ ଟିପ୍ସ... ଯାହାକୁ ଖାଇଲେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଫାଇଦା ହୋଇଥାଏ ।

dengue
ବଢି ଚାଲିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା, ଚାରି ମାସରେ ୧୦୨ ରୋଗୀ ଚିହ୍ନଟ

ବାଲେଶ୍ବରରେ ବଢି ଚାଲିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଚାରି ମାସରେ ୧୦୨ ଜଣ ରୋଗୀ ଚିହ୍ନଟ ହେଲେଣି । ବାଲେଶ୍ୱର ଡାକ୍ତରଖାନାରେ ଚିକିତ୍ସା ଅବ୍ୟବସ୍ଥା ନେଇ ଅସନ୍ତୋଷ ଦେଖାଦେଇଛି ।

  • Wednesday, 28 August 2024
  • Dengue
Lentil
Health Tips: ମସୁର ଡାଲି କରିପାରେ ଅନେକ କ୍ଷତି; ଜାଣନ୍ତୁ କେଉଁମାନେ ଖାଇବେନି

ମସୁର ଡାଲି ଖାଇବା ଦ୍ୱାରା ଓଜନ ହ୍ରାସ ହୁଏ ଏବଂ ହାଡକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ। ତେବେ ଏହା ଲାଭଦାୟକ ସତ୍ତ୍ୱେ ଏଥିରେ ମଧ୍ୟ କିଛି ପାର୍ଶ୍ୱ ପ୍ରତିକ୍ରିୟା ଅଛି। ତେବେ ଏଠାରେ ପ୍ରଶ୍ନ ହେଉଛି, କେଉଁମାନେ ମସୁର ଡାଲି ଖାଇବା ଉଚିତ୍ ନୁହେଁ ? ଆସନ୍ତୁ ଜାଣିବା ଏନେଇ କ’ଣ କୁହନ୍ତି ବିଶେଷଜ୍ଞ।

Bird Flu Outbreak
ଚିନ୍ତା ବଢ଼ାଇଛି ବାର୍ଡ ଫ୍ଲୁ; କୁକୁଡ଼ାକୁ ରୋଗ ହେଲେ କ’ଣ କରିବେ ? ଜାଣନ୍ତୁ...

ଚିନ୍ତା ବଢ଼ାଇଛି ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ । ପିପିଲି ଓ ସତ୍ୟବାଦୀରେ ମରାଗଲାଣି ୨୬ ହଜାରରୁ ଅଧିକ କୁକୁଡ଼ା । ମଣିଷଙ୍କୁ ସଂକ୍ରମଣରୁ ଦୂରେଇ ରଖିବାକୁ ସ୍ବାସ୍ଥ୍ୟ ବିଭାଗର ଆଡଭାଇଜରି ।

Best Yoga Asanas For Boost Stamina
Yogasana: ଆପଣଙ୍କ ଶରୀରରେ ଶକ୍ତି କମିଯାଉଛି କି… କରନ୍ତୁ ଏହି ୩ ଯୋଗାସନ, ବଢିଯିବ ଷ୍ଟାମିନା

ଶୀଘ୍ର ଥକିଯିବା, ଶ୍ୱାସ ନେବାରେ ଅସୁବିଧା ଏବଂ ଶକ୍ତିର ଅଭାବ ଯଦି ଦେଖାଦିଏ, ତେବେ ଏଥି ପାଇଁ କିଛି ପ୍ରଭାବଶାଳୀ ଯୋଗାସନ ଅଛି, ଯାହାର ନିୟମିତ ଅଭ୍ୟାସ ଶରୀରର ଶକ୍ତିକୁ ବୃଦ୍ଧି କରିଥାଏ।

Bird Flu
ଆରମ୍ଭ ହେଲା କୁକୁଡ଼ା ମରା ଅଭିଯାନ, ୫ ହଜାର କୁକୁଡ଼ା ମାରିଲେଣି ଟିମ୍

ବାର୍ଡ ଫ୍ଲୁ ପରେ ପିପିଲିରେ ଆରମ୍ଭ ହୋଇଛି କୁକୁଡ଼ା ମରା ଅଭିଯାନ । ୪୭ ଫାର୍ମରୁ ମରାଯିବ ୨୦ ହଜାରରୁ ଅଧିକ କୁକୁଡ଼ା ।

156-medicines-ban
ଏହି ୧୫୬ଟି ଔଷଧକୁ ବ୍ୟାନ୍‌ କଲେ କେନ୍ଦ୍ର ସରକାର; ଜାଣନ୍ତୁ କାହିଁକି...

ଜ୍ୱର, ଥଣ୍ଡା, ଯନ୍ତ୍ରଣା ଓ ଆଲର୍ଜି ପାଇଁ ବହୁଳ ମାତ୍ରାରେ ବ୍ୟବହୃତ ହେଉଥିବା ୧୫୬ଟି ଫିକ୍ସଡ୍ ଡୋଜ୍ କମ୍ୱିନେସନ ଔଷଧକୁ ବ୍ୟାନ କରିଛନ୍ତି କେନ୍ଦ୍ର ସରକାର।

Working on computer for a long time is a cause of cervical problems know yogasan for benefits
Yogasana: କମ୍ପ୍ୟୁଟର ଆଗରେ ବସି ବଢୁଛି କି ସର୍ଭାଇକାଲ୍ ସମସ୍ୟା; କରନ୍ତୁ ଏହି ଯୋଗ, ମିଳିବ ଆରାମ

ଲଗାତାର ଘଣ୍ଟା ଘଣ୍ଟା ଧରି ଡେସ୍କ ୱାର୍କ କରିବା କିମ୍ବା କମ୍ପ୍ୟୁଟର ଆଗରେ ବସିବା ଦ୍ୱାରା ବେକ ଏବଂ ପିଠିର ଯନ୍ତ୍ରଣା ବୃଦ୍ଧି ପାଇଥାଏ। ସର୍ଭାଇକାଲ୍ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯୋଗାସନ ଏକ ଲାଭଦାୟକ ସମାଧାନ। କିଛି ଯୋଗାସନର ନିୟମିତ ଅଭ୍ୟାସ ଦ୍ୱାରା ସର୍ଭାଇକାଲ୍ ସମସ୍ୟାକୁ ହ୍ରାସ କରାଯାଇପାରିବ।

Dengue
ରାଜଧାନୀ ଡେଙ୍ଗୁ ହଟସ୍ପଟ୍!! ରୋଗୀଙ୍କ ସଂଖ୍ୟା ୨୪ ଶହ ପାର୍ ..

ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୪ ଶହ ଟପିଲା । ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି ।

Monkey pox
ଆପଣ ମଙ୍କିପକ୍ସ ସଂକ୍ରମିତ କି ? କେମିତି ଜାଣିବେ, କ'ଣ ଏହାର ଲକ୍ଷଣ, କେମିତି ବ୍ୟାପେ ?

କେତେ ମାରାତ୍ମକ ମଙ୍କିପକ୍ସ ? କୋଭିଡ ପରି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଲେ ହେଉଛି ସଂକ୍ରମଣ । ଗ୍ଲୋବାଲ୍ ଏମର୍ଜେନ୍ସି ଘୋଷଣା କରିସାରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

Know these yoga asanas benefits for house wife
Yogasana: ପ୍ରତ୍ୟେକ ଗୃହିଣୀଙ୍କ ପାଇଁ ୪ ସହଜ ଆଉ ଜରୁରୀ ଯୋଗାସନ; କରିଲେ ଅନେକ ଲାଭ

ଅଧିକାଂଶ ମହିଳା ମେଦବହୁଳତା, ରକ୍ତଚାପ, ସୁଗାର୍, ଥାଇରଏଡ୍ ଏବଂ ଆଣ୍ଠୁ ଯନ୍ତ୍ରଣା ଭଳି ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଏପରି ପରିସ୍ଥିତିରେ ମହିଳାମାନେ ସମ୍ମୁଖୀନ ହେଉଥିବା ଏହି ସମସ୍ତ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଯୋଗ ଏକ ମାତ୍ର ଉପାୟ।

Health tips home remedies for dengue malaria
Health Tips: ବ୍ୟାପିବାରେ ଲାଗିଛି ଡେଙ୍ଗୁ-ମ୍ୟାଲେରିଆ; ଏଥିରୁ ରକ୍ଷା ପାଇବା ପାଇଁ କରନ୍ତୁ ଏହି ଉପାୟ

ବର୍ଷାଋତୁ ଯୋଗୁଁ ବ୍ୟାପିବାରେ ଲାଗିଛି ଡେଙ୍ଗୁ-ମ୍ୟାଲେରିଆ। ଏପରି ପରିସ୍ଥିତିରେ, ଘରେ ଏବଂ ଆଖପାଖରେ ଥିବା କିଛି ଜିନିଷ ବ୍ୟବହାର କରି ଏହାକୁ ଏଡାଇ ଦିଆଯାଇ ପାରେ। ଏନେଇ କିଛି ଟିପ୍ସକୁ ଅନୁସରଣ କରିବା ଜରୁରୀ। ଆସନ୍ତୁ ସେସବୁ ଜାଣିବା।

Avoid these common yoga mistakes that may cause physical problem
Yogasana: ଯୋଗ ଅଭ୍ୟାସ ବେଳେ କେବେ ବି କରନ୍ତୁ ନାହିଁ ଏହିସବୁ ଭୁଲ୍; ପଡିବ ଖରାପ ପ୍ରଭାବ

ଅଧିକାଂଶ ଲୋକ ଯୋଗ ଅଭ୍ୟାସ କରିବା ସମୟରେ କିଛି ସାଧାରଣ ଭୁଲ କରନ୍ତି, ଯାହା ସକରାତ୍ମକ ହେବା ପରିବର୍ତ୍ତେ ନକରାତ୍ମକ ହୋଇଥାଏ ଆଉ ଶରୀରକୁ ବହୁ କ୍ଷତି କରିଥାଏ। ତେବେ ଯୋଗ ଅଭ୍ୟାସ କରିବାବେଳେ କେଉଁସବୁ ଭୁଲକୁ ଏଡାଇବା ଉଚିତ ଆସନ୍ତୁ ଜାଣିବା।

Heart Attack
ପେଟ୍ରୋଲ ପକାଇଲେ...ପଇସା ଦେଲେ, ତା’ପରେ ଟଳିପଡ଼ିଲେ..!

ଛାତିରେ ଯନ୍ତ୍ରଣା ହେବା ହାର୍ଟ ଆଟାକର ପ୍ରାଥମିକ ଲକ୍ଷଣ। ତେବେ ହାର୍ଟ ଆଟାକ୍ ହେଲେ କ’ଣ କରିବେ ଆସନ୍ତୁ ଜାଣିବା...