• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

Bharti Singh gave birth to her first child
ମା ହେଲେ ଲେଡି କମେଡିଆନ ଭାରତୀ ସିଂହ

ମା ହୋଇଛନ୍ତି ଲେଡି କମେଡିଆନ ଭାରତୀ ସିଂହ। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାରତୀଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା ନିଜ ଇନ୍‌ଷ୍ଟାଗ୍ରାମରେ ଏହି ଖୁସି ଖବର ଦେଇଛନ୍ତି।

Shah Rukh Khan poses with Saudi minister mohammed al turki
ଶାହରୁଖଙ୍କ ଘରେ କାହିଁକି ପହଞ୍ଚିଲେ ସଲମାନ, ସୈଫ୍ ଓ ଅକ୍ଷୟ

କିଙ୍ଗ୍‌ ଖାନ୍ ତଥା ବାଦଶାହାଙ୍କ ଘରେ ସଲମାନ ଖାନ୍, ସୈଫ୍ ଅଲ୍ଲୀ ଖାନ୍‌ ଓ ଅକ୍ଷୟ କୁମାରଙ୍କୁ ଦେଖିବାକୁ ମିଳିଛି। ଏହା ଜାଣିବା ପରେ ଆପଣ ନିଶ୍ଚିତ ଚିନ୍ତାରେ ପଡିଯିବେଣି। ତେବେ ଆପଣଙ୍କ ଏହି ଚିନ୍ତା ଦୂର କରିବା ନେଇ ଆପଣଙ୍କୁ କହିଦେଉଛି ଏହା ପଛର ଉଦ୍ଦେଶ୍ୟ କ’ଣ?

Shahid Kapoor and Mrunal Thakur shared poster of jersey
ଆସୁଛି ‘ଜର୍ସି’ : କେଜିଏଫ୍-୨ ସହ ହେବ ଲଢେଇ

‘ଜର୍ସି’ର ନୂଆ ଟ୍ରେଲର୍ ସୋମବାର ରିଲିଜ୍ ହେବ। ଅଭିନେତ୍ରୀ ମୃଣାଳ ଠାକୁର ନିଜ ସୋସିଆଲ୍ ମିଡିଆରେ ଫିଲ୍ମର ନୂଆ ପୋଷ୍ଟର୍ ପୋଷ୍ଟ୍ କରି ‘ଜର୍ସି’ର ନୂଆ ଟ୍ରେଲର ଲଞ୍ଚ୍ ହେବା ନେଇ ସୂଚନା ଦେଇଛନ୍ତି।

Bharti Singh
Bharti Singh Struggle: କେବେ ଉପାସ ରହୁଥିଲେ ତ ପୁଣି କେବେ ରୁଟି ଲୁଣ ଖାଇ କଟୁଥିଲା ଦିନ

ଆମେ ସମସ୍ତେ ଜାଣୁ ଯେ, ଭାରତୀ ଏବେ ନିଜ କ୍ୟାରିଅରର ଏମିତି ଏକ ସୋପାନରେ ପହଞ୍ଚିସାରିଛନ୍ତି, ଯେଉଁଠି ତାଙ୍କର ଆଉ କୌଣସି ଅସୁବିଧା ନାହିଁ । ତାଙ୍କ ପାଖରେ କୌଣସି ଜିନିଷର ଅଭାବ ନାହିଁ ।

Poonam Pandey
ଲକ୍‌ଅପ୍‌ରେ କ୍ୟାମେରା ସାମ୍ନାରେ ଟପ୍‌ଲେସ୍‌ ହେବେ ପୁନମ ପାଣ୍ଡେ ! କିନ୍ତୁ ଗୋଟିଏ ସର୍ତ୍ତରେ..

ଏହାରି ଭିତରେ ଆସିଛି ଆଉ ଏକ ନୂଆ ରୋଚକ ଖବର । ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଦର୍ଶକଙ୍କ ମନରେ ଭରିଦେଇଛି ଉତ୍କଣ୍ଠା । କାରଣ ହଠାତ ପୁଣି ଥରେ ପୁନମ ପାଣ୍ଡେ ଦର୍ଶକଙ୍କୁ ଦେବାକୁ ଯାଉଛନ୍ତି ସରପ୍ରାଇଜ୍‌ । ତେବେ ଆସନ୍ତୁ ଜାଣିବା କ’ଣ ସେହି ସରପ୍ରାଇଜ୍‌ ।

Malaika was hospitalized
ଅଭିନେତ୍ରୀଙ୍କ କାର ଦୁର୍ଘଟଣାଗ୍ରସ୍ତ, ହସ୍ପିଟାଲରେ ଭର୍ତ୍ତି ହେଲେ ମଲାଇକା

ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ଏକ କାର ଦୁର୍ଘଟଣାରେ ଆହତ ହୋଇଛନ୍ତି। ଶନିବାର ସେ କାର୍‌ରେ ଯାଉଥିବା ବେଳେ ମୁମ୍ବାଇ ନିକଟସ୍ଥ ପନଭେଲ ଅଞ୍ଚଳରେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ENews- Asha In A New Avatar
ଓଡ଼ିଆ ମେଗା ଧାରାବାହିକ ଆଶାକୁ ନେଇ ଏବେ ସବୁଠି ଚର୍ଚ୍ଚା, ଜାଣନ୍ତୁ ଆଶାଙ୍କ ଆଶା କ’ଣ?

ଏବେ ସିରିଏଲ ଜଗତରେ ରାଜ୍‌ କରୁଛି ଆଶା। ଅଭିନେତ୍ରୀଙ୍କ ଆକ୍ଟିଂକୁ କରୁଛନ୍ତି ଭୂରି ଭୂରି ପ୍ରଶଂସା...ତେବେ ଜାଣିରଖନ୍ତୁ ଆଶାଙ୍କ କ’ଣ ରହିଛି ଆଶା?

  • Saturday, 02 April 2022
  • ENews
Sumona Chakravarti speak about the quitting the kapil Sharma show
‘ଦ କପିଲ ଶର୍ମା ଶୋ’ ଛାଡିବାକୁ ନେଇ ନିଜର ମତ ରଖିଲେ ସୁମୋନା ଚକ୍ରବର୍ତ୍ତୀ

‘ଦ କପିଲ ଶର୍ମା ଶୋ’ର ସୁମୋନାଙ୍କୁ ନେଇ କୁହାଯାଉଛି ସେ ଏବେ ଶୋ’ର ଅଂଶ ନୁହନ୍ତି। ଏହି ଖବର ସୁମୋନାଙ୍କ ଫ୍ୟାନ୍ସମାନଙ୍କୁ ନିରାଶ କରୁଥିବା ବେଳେ ସୁମୋନା ନିଜେ ଏହାର ସ୍ପଷ୍ଟୀକରଣ କରିଛନ୍ତି।

Kangana Ranaut praises SS rajamouli film
ଦେଶଭକ୍ତି ମୋର ପସନ୍ଦର କଥା; କଙ୍ଗନା ରାଣାୱତ

ଏସ୍‌ଏସ୍ ରାଜାମୌଲୀଙ୍କ ‘ଆର୍‌ଆର୍‌ଆର୍‌’ ଏବେ ଚାରିଆଡେ ଧମାଲ କରୁଛି। ଯିଏ ଦେଖୁଛି ସିଏ ପ୍ରଶଂସା କରୁଛି। ନିକଟରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ମଧ୍ୟ ଏହି ଫିଲ୍ମ ଦେଖିଛନ୍ତି ଆଉ ପ୍ରଶଂସା କରିଛନ୍ତି। ଫିଲ୍ମକୁ ସେ ବ୍ଲକ୍‌ବଷ୍ଟର କହିଛନ୍ତି।

RRR Movie Craze
ରାଜ୍ୟ ପରିବହନ ବିଭାଗରେ RRR କ୍ରେଜ୍, କହିଲା ସେମାନେ ଖସିଗଲେ ହେଲେ ଆପଣ ଫସିବେ

ଓଡିଶା ରାଜ୍ୟ ସଡକ ଓ ପରିବହନ ବିଭାଗ ମଧ୍ୟ RRR ପ୍ରେମରେ ପଡିଯାଇଛି। ଫିଲ୍ମର ଏକ ପୋଷ୍ଟର Memes ସେୟାର କରି ସଡକ ସୁରକ୍ଷା ନେଇ ପରିବହନ ବିଭାଗ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା

Tarang Cine Utsav
ବୋମାଟା ଫୁଟିଗଲା, ଖେଳ ଟା ଜମିଗଲାରେ...ମଂଚ ଉପରକୁ ସାଇକେଲରେ ଆସିଲେ ସବ୍ୟସାଚୀ...

ଏଇଠି ଥିଲା ଡିଆସିଲ ଟା କିଏ ମାରିଲାରେ? ବୋମାଟା ଫୁଟିଗଲାରେ....ଖେଳଟା ଜମିଗଲାରେ....ଜବରଦସ୍ତ ଗୀତରେ ଦମଦାର୍‌ ଭାବରେ ମଞ୍ଚକୁ ସାଇକେଲରେ ଆସିଲେ ସବ୍ୟସାଚୀ, ଦେଖନ୍ତୁ ସେହି ଭିଡ଼ିଓ

  • Friday, 01 April 2022
  • ENews
Rimi sen
କୋଟି କୋଟି ଟଙ୍କା ଠକେଇର ଶିକାର ହେଲେ ଅଭିନେତ୍ରୀ

ଅଭିନେତ୍ରୀ ରିମି ସେନ୍‌ଙ୍କୁ ୪.୧୪ କୋଟି ଟଙ୍କାର ଚୂନ ଲଗାଇଲେ ବ୍ୟବସାୟୀ । ଏକ ନୂଆ ବ୍ୟବସାୟ ଆରମ୍ଭ କରିବା ବାହାନାରେ ବ୍ୟବସାୟୀ ଜଣକ ଅଭିନେତ୍ରୀ ରିମି ସେନ୍ ଙ୍କୁ ଠକି ଦେଇଛନ୍ତି ।

Pundits reached Anupam Kher house offered prayers
ଅନୁପମ ଖେର୍‌ଙ୍କ ଘରେ ପହଞ୍ଚି ପୂଜା-ପାଠ କରୁଛନ୍ତି ପଣ୍ଡିତ

ଅନୁପମ ଖେର୍‌ଙ୍କ ଘରେ ପଣ୍ଡିତ। ଅନୁପମଙ୍କ ଉପରେ ପକଉଛନ୍ତି ଫୁଲ। ପଢୁଛନ୍ତି ଲଗାତର ମନ୍ତ୍ର। କରୁଛନ୍ତି ପୂଜା-ପାଠ।

Film Sharmaji Namkeen
ରିଲିଜ୍‌ ହେଲା ରିଷି କପୁରଙ୍କ ଶେଷ ଫିଲ୍ମ ‘ଶର୍ମାଜୀ ନମକିନ୍’

କଳାକାର କେବେ ମରେନି। ମୃତ୍ୟୁ ସିନା ତାର ହୁଏ, ଦୁନିଆରେ ରହିଯାଏ ତାଙ୍କର କଳା ଆଉ ଛାପ। ଏକଥାକୁ ସତ ଭାବେ ପ୍ରମାଣିତ କରିଛନ୍ତି ଅନେକ ଅଭିନେତା। ଯେପରି ଭେଟେରାନ୍ ରିଷି କପୁର।

Radhe maa handsome son will be seen in inspector avinash
ରାଧେ ମା’ଙ୍କ ପୁଅ ଆଗରେ ଫିକା ପଡିଯିବେ ବଲିଉଡ୍ ହିରୋ

ଖୁବ୍ କମ୍ ଲୋକ ଜାଣିଥିବେ ଯେ ରାଧା ମା’ଙ୍କର ମଧ୍ୟ ଏକ ପୁଅ ଅଛି, ଯିଏକି କିଛି ବଲିଉଡ୍‌ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ତାଙ୍କୁ ‘ଡ୍ରିମ୍ ଗାର୍ଲ’ ଓ ‘ଆଇ ଆମ୍ ବନି’ ଭଳି ଫିଲ୍ମରେ ଦେଖିବାକୁ ମିଳେ। ତାଙ୍କ ଆଗରେ ଅନ୍ୟ ହିରୋମାନେ ବି ଫିକା ପଡିଯିବେ।

John Abraham says I am hindi film hero and will never do telugu or regional film
ମୁଁ ହିନ୍ଦୀ ସିନେମାର ହିରୋ, କୌଣସି ଆଞ୍ଚଳିକ ଫିଲ୍ମ କରିବି ନାହିଁ; ଜନ୍‌ ଆବ୍ରାହମ୍‌

ବର୍ତ୍ତମାନ ସାରା ଭାରତରେ ସାଉଥ୍ ଫିଲ୍ମର ଦବଦବା ଚାଲିଛି। ବଲିଉଡ ଅଭିନେତାମାନେ ମଧ୍ୟ ସେପଟକୁ ଡେଇଁବାରେ ଲାଗିଲେଣି। ଏହା ଭିତରେ ଅନ୍ୟ ବଲିଉଡ୍‌ ଅଭିନେତାମାନଙ୍କ ପରି କେବଳ ବ୍ୟବସାୟ ମନୋବୃତ୍ତି ନେଇ ଆଞ୍ଚଳିକ ସିନେମାର ଏକ ଅଂଶ ହେବେ ନାହିଁ ବୋଲି ଜନ ଆବ୍ରାହମ କହିଛନ୍ତି।

Salman Khan wonder why bollywood films are not doing well in the south
ସାଉଥ୍ ଫିଲ୍ମ ଆମର ଏଠି ଭଲ ଚାଲୁଛି, ଆମ ଫିଲ୍ମ ସେଠାରେ କାହିଁକି ଚାଲୁନି : ସଲମାନ ଖାନ

ସାଉଥ୍ ଫିଲ୍ମକୁ ନେଇ ପ୍ରତିକ୍ରିୟା ଉଠେଇଲେ ସଲମାନ ଖାନ। ଆଜିକାଲି ସାଉଥ୍ ଫିଲ୍ମଗୁଡିକ ଆମ ଏଠି ଭଲ ଚାଲୁଛି, କିନ୍ତୁ ଆମ ଫିଲ୍ମ ସାଉଥ୍‌ରେ ଭଲ ଚାଲୁନି। ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସଲମାନ।

Bollywood celebrity got slapped in public
ମଞ୍ଚରେ ଚାପୁଡା ଖାଇଛନ୍ତି ଏହି ସବୁ ସେଲିବ୍ରିଟି

ଓସ୍କାର ପୁରସ୍କାର ସମାରୋହ ମଞ୍ଚରେ ୱିଲ୍ ସ୍ମିଥ୍‌ଙ୍କ ଠାରୁ ଚାପୁଡା ଖାଇଛନ୍ତି କ୍ରିସ୍ ରକ୍। ବଲିଉଡ୍‌ର ଅନେକ ନାମିଦାମି କଳାକାର ମାନେ ମଧ୍ୟ ମଞ୍ଚରେ ସମସ୍ତଙ୍କ ସାମ୍ନାରେ ଖାଇଛନ୍ତି ଚାପୁଡା। ଆସନ୍ତୁ ଜାଣିବା କିଏ ସେମାନେ।

ENews -Tarang Cine Utsav 2022
ତତେ ପ୍ୟାର କରିବି କୁଞ୍ଚମ୍‌ କୁଞ୍ଚମ୍‌ ଗୀତରେ ନାଚି ମଞ୍ଚ ଦୁଲ୍‌କାଇ ଦେଲେ ଏଇମାନେ...

ତରଙ୍ଗ ସିନେ ଉତ୍ସବ ୨୦୨୨ରେ ବୋବାଲିଆ ନାଚିଲେ ଅଭିନେତା ଓ ଅଭିନେତ୍ରୀ। ଆକ୍ଟିଂ ପାଇଁ ଏହିମାନେ ପାଇଲେ ଆୱାର୍ଡ...ରାଜା ମେ ତେରା ତୁ ରାଣୀ ବନେଙ୍ଗି ଗୀତରେ ଦୁଲକିଗଲା ମଞ୍ଚ, ଦେଖନ୍ତୁ ଏହି ଭିଡ଼ିଓ

  • Tuesday, 29 March 2022
  • ENews
oscar
ଓସ୍କାରରେ ବାଜି ମାରିନେଲା ଡ୍ୟୁନ୍ : ମିଳିଲା ସର୍ବାଧିକ ୬ଟି ପୁରସ୍କାର

ହଲିଉଡର ବିଗେଷ୍ଟ ନାଇଟ୍ । ୯୪ ତମ ଏକାଡେମୀ ଆୱାର୍ଡସ୍ ଉତ୍ସବ । ଏଥର ଓସ୍କାରରେ ବାଜି ମାରିଛି ସାଇ-ଫାଇ ଫିଲ୍ମ ଡ୍ୟୁନ୍ । ଛଅ ଛଅଟି ବିଭାଗରେ ଆଓ୍ୱାର୍ଡ ହାତେଇଛି ଏହି ଫିଲ୍ମ । ବେଷ୍ଟ୍ ସାଉଣ୍ଡ୍, ଫିଲ୍ମ ଏଡିଟିଂ, ପ୍ରଡକ୍ସନ ଡିଜାଇନ୍, ଭିଜୁଆଲ ଇଫେସ, ସିନେମାଟୋଗ୍ରାଫି ଏବଂ ବେଷ୍ଟ ମ୍ୟୁଜିକ୍ ଇନ୍ ଓରିଜିନାଲ ସ୍କୋର ବଗର୍ଗରେ ଫିଲ୍ମକୁ ସଫଳତା ମିଳିଛି

Know the fees of Yash-Sanjay Dutt in kgf chapter-2
KGF ୨ ପାଇଁ କୋଟି କୋଟି ଟଙ୍କା ନେଇଛନ୍ତି ୟଶ- ସଞ୍ଜୟ

୧୪ରେ ସାରା ଦେଶରେ ମୁକ୍ତିଲାଭ କରିବାକୁ ଯାଉଛି KGF ୨। ଏହି ଫିଲ୍ମରେ ଜବରଦସ୍ତ ଆକ୍ସନ୍ ଦେଖିବାକୁ ମିଳିବ। ତେବେ ଫିଲ୍ମ ପାଇଁ ଏହାର କଳାକାରମାନେ ନେଇଥିବା ଫିସ୍ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ।

Canceled from Oscars
ଓସ୍କାରରୁ ବାଦ ପଡିଲା ଭାରତୀୟ ଫିଲ୍ମ 'ରାଇଟିଙ୍ଗ୍ ୱିଥ୍ ଫାୟାର୍'

ଓସ୍କାରରୁ ବାଦ ପଡିଲା ଭାରତୀୟ ଫିଲ୍ମ 'ରାଇଟିଙ୍ଗ୍ ୱିଥ୍ ଫାୟାର୍'। ଚଳିତ ବର୍ଷ ଓସ୍କାରରେ ୧୨ଟି ଆନ୍ତର୍ଜାତୀୟ ପୁରସ୍କାର ଜିତିଥିବା ‘ଦ ପାୱାର ଅଫ୍ ଦ ଡଗ୍’ ପ୍ରାଧାନ୍ୟ ବିସ୍ତାର କରିଛି।

KGF-2 trailer out, Sanjay Dutt was seen challenging to Yash
ରିଲିଜ୍ ହୋଇଛି ଦଶଦ୍ଧିର ସବୁଠୁ ବଡ଼ ଫିଲ୍ମର ଟ୍ରେଲର; ଆକ୍ସନ୍, ଫାଇଟ୍, ଡାଇଲଗ୍‌ରେ ଭର୍ତ୍ତି

ଦର୍ଶକଙ୍କ ସମସ୍ତ ଉତ୍କଣ୍ଠା ଓ ଆଶା ପୂରଣ ହୋଇଛି। ପୁଣି ଥରେ ବଡ଼ ପରଦାରେ ଧମାଲ କରିବାକୁ ଆସୁଛନ୍ତି ପାନ୍ ଇଣ୍ଡିଆର ସୁପର୍‌ଷ୍ଟାର୍‌ ୟଶ୍ । କେଜିଏଫ୍-୨ର ଟ୍ରେଲର ଏବେ ସୋସିଆଲ୍ ମିଡିଆରେ ଝଡ଼ ସୃଷ୍ଟି କରିଛି।

RRR Craze In Bhubaneswar
ଭୁବନେଶ୍ୱରରେ ‘RRR’ କ୍ରେଜ୍‌, ସକାଳ ନହେଉଣୁ ହଲ୍‌ ଆଗରେ ଦର୍ଶକଙ୍କ ଭିଡ଼

ବକ୍ସ ଅଫିସ୍‌ରେ ଧମାଲ କରୁଛି ଲୋକପ୍ରିୟ ନିର୍ଦ୍ଦେଶକ ତଥା ବାହୁବଳୀ ଫେମ୍ ରାଜାମୌଲିଙ୍କ ଫିଲ୍ମ ‘RRR’। ଭୁବନେଶ୍ୱରରେ ମଧ୍ୟ ‘RRR’ର କ୍ରେଜ୍‌ ରହିଛି। ଫ୍ୟାନ୍ସଙ୍କ ବଢ଼ୁଥିବା ଡିମାଣ୍ଡକୁ ଦୃଷ୍ଟିରେ ରଖି ଏବେ ଭୋର୍ ୫ଟାରୁ ଶୋ’ ଆରମ୍ଭ ହୋଇଛି।

During RRR film on screen fire in hall
RRR ଫିଲ୍ମ ଚାଲିଥିବା ବେଳେ ହଲ୍‌ରେ ଫୁଟିଲା ଗୁଳି

ଶ୍ରୀ ଅନ୍ନପୂର୍ଣ୍ଣା ଥିଏଟର ଭିତରେ ଓ ବାହାରେ ଗୁଳି ଫୁଟିଛି। RRR ଚଳଚ୍ଚିତ୍ର ଚାଲିଥିବା ବେଳେ ଜଣେ ଯୁବକ ବନ୍ଧୁକ ଧରି ଗୁଳି ଫୁଟାଇ ହଙ୍ଗାମା ସୃଷ୍ଟି କରିଥିବା ଦେଖାଯାଇଛି।