• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

Shilpa Shetty got relief after from kissing case
୧୫ ବର୍ଷର ଚୁମ୍ବନ ମାମଲାରୁ ଦୋଷମୁକ୍ତ ହେଲେ ଶିଳ୍ପା

ଚୁମ୍ବନ ମାମଲାରୁ ଅପରାଧ ମୁକ୍ତ ହୋଇଛନ୍ତି ଶିଳ୍ପା ଶେଟ୍ଟୀ। ସର୍ବସାଧାରଣରେ ହଲିଉଡ୍ ଅଭିନେତା ରିଚାର୍ଡ ଗେରେଙ୍କ ଠାରୁ ଚୁମ୍ବନ ଖାଇ ହଟହଟାରେ ପଡିଥିଲେ ଅଭିନେତ୍ରୀ।

6 big superstars  rejected Pushpa before Allu Arjun and Rashmika
'ପୁଷ୍ପା'କୁ ଅଣଦେଖା କରିଥିଲେ ଏହି ୬ ସୁପର୍‌ଷ୍ଟାର୍‌

ଦକ୍ଷିଣୀ ଫିଲ୍ମ 'ପୁଷ୍ପା'କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ଖାଲି ଦେଶ ନୁହେଁ ବିଦେଶରେ ବି ଏହାକୁ ପସନ୍ଦ କରାଯାଉଛି। ଏଥିରେ ମୁଖ୍ୟ ଭୂମିକାରେ ଅଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନା ଥିଲେ ମଧ୍ୟ ସେମାନେ ପ୍ରଥମ ପସନ୍ଦ ନଥିଲେ। ଏହା ପୂର୍ବରୁ ୬ ଜଣ ଆଗଧାଡିର କଳାକାରଙ୍କୁ ମଧ୍ୟ ଅଫର୍ ଦିଆଯାଇଥିଲା।

bollywood
ଶାହରୁଖ, ଆମୀରଙ୍କ ଠାରୁ ଶିଲ୍ପା ସେଟ୍ଟୀ ଓ ପ୍ରୀତି ଜିଣ୍ଟା, ସରୋଗେସି ଆପଣାଇଛନ୍ତି ବହୁ ବଲିଉଡ୍ ସେଲିବ୍ରିଟି

ପ୍ରୀତି ଜିଣ୍ଟା, ଶିଲ୍ପା ସେଟ୍ଟୀ, ଏକତା କପୁରଙ୍କଠୁ ନେଇ ଏକତା କପୁରଙ୍କ ଯାଏଁ, ଶାହରୁଖ ଖାନ୍, ଅମିର ଖାନଙ୍କ ଠାରୁ ଆରମ୍ଭ କରି କରଣ ଜୋହର୍ ଓ ତୁଷାର କପୁରଙ୍କ ଯାଏଁ,ଏମାନେ ସରୋଗେସି ଜରିଆରେ ବାପା ମାଆ ବନିଛନ୍ତି

ENews- Tarang\'s \'Samapajira Raghu\' ।Romantic Song Featuring Manoj Mishra, Surjyamayi
ମୁଁ ଦିହ ହେଲେ, ଜୀବନ ତୁ... ମୁଁ ନିଶ୍ୱାସ ହେଲେ ପବନ ତୁ...

ତରଙ୍ଗ ସିନେ ପ୍ରଡକସନ୍ ଆପଣମାନଙ୍କ ପାଇଁ ନେଇ ଆସୁଛି ଏକ ଭିନ୍ନ ସ୍ୱାଦର ରୋମାଟିକ୍ ସିନେମା ‘ସମାପାଜୁର ରଘୁ’। ଯାହାକୁ ଦେଖିବାକୁ ଦର୍ଶକ ଚାହିଁ ରହିଥିବା ବେଳେ ଆଜି ଦେଖନ୍ତୁ ଏହି ରୋମାଟିକ୍ ଟ୍ରାକ୍...

Salman khan’s neighbor has made serious allegations against him
‘ସଲମାନ ଖାନଙ୍କ ଫାର୍ମହାଉସ୍‌ରେ ପୋତାହୋଇଛି କଳାକାରଙ୍କ ଶବ!’

ବଲିଉଡ୍ ଅଭିନେତା ସଲମାନ ଖାନ ଓ ତାଙ୍କ ପଡୋଶୀ କେତନ କକ୍କଡଙ୍କ ଭିତରେ ବିବାଦ ବଢିଚାଲିଛି। ସଲମାନଙ୍କୁ ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କେତନ। ସେ କହିଛନ୍ତି ଯେ ତାଙ୍କ ଫାର୍ମହାଉସରେ ପୋତାହୋଇଛି କଳାକାରମାନଙ୍କ ଶବ।

Kangana said success behind south film and superstars
କଙ୍ଗନା ବଖାଣିଲେ ଦକ୍ଷିଣୀ ଫିଲ୍ମର ସଫଳତାର କାହାଣୀ

ଦକ୍ଷିଣୀ ଫିଲ୍ମର ସଫଳତା ଦିନକୁ ଦିନ ବଢିବାରେ ଲାଗିଛି। ପ୍ରାୟ ସବୁ ଫିଲ୍ମକୁ ସବୁ ସ୍ତରର ଦର୍ଶକ ପସନ୍ଦ କରୁଛନ୍ତି। ତେବେ ଏହା ପଛରେ ରହିଛି ଅନେକ କାରଣ। ତେବେ କାହିଁକି ହେଉଛି ସଫଳ ତାହାକୁ ନେଇ ରୋକ୍‌ଠୋକ୍ କହିଛନ୍ତି କଙ୍ଗନା ରାଣାୱତ୍।

Comedian Papu Pom Poms New Song
ତୁ କିଏ ବେ? କହି ଦେଇଥିଲେ ଛାତ୍ରୀ, ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ଏହି ଗୀତ...

ତୁ କିଏ ବେ? ସୋସିଆଲ ମିଡ଼ିଆରେ ଏହି ଗୀତ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି... କିଛିଦିନ ପୂର୍ବରୁ କଲେଜ କର୍ତ୍ତୃପକ୍ଷଙ୍କ ନାଁରେ ଅଭିଯୋଗ କରି କହିଥିଲେ ସାର୍‌ କହୁଛନ୍ତି ଅଣ୍ଡା, କଦଳୀ ଖାଉନ ଝଡ଼ି ଗଲଣି... ଆଉ ଏବେ ସେହି ଗୀତ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି, ଶୁଣନ୍ତୁ ସେହି ଗୀତକୁ...

News Fuse
ଗୋଟିଏ କ୍ଲାସରୁମ୍, ବସିଛନ୍ତି ୧୬ରୁ ଷାଠିଏ ବର୍ଷର ଲୋକ

ଏଠି କାହିଁକି ଭିଡ଼ ଜଣା ପଡୁନାହିଁରେ ନାରଣ... ଏବେ ତ ପାଠ ପଢା ଅନଲାଇନରେ ହଉଛି। ହେଲେ ଏ କ୍ଲାସରୁମରେ କଣ ସବୁ ଚାଲିଛି ଦେଖ...

David Warner
ଥମୁନି ‘ପୁଷ୍ପା’ କ୍ରେଜ୍: ଅଲ୍ଲୁଙ୍କ ଅନ୍ଦାଜରେ ନାଚିଲେ ୱାର୍ଣ୍ଣର

ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଡେଭିଡ ୱାର୍ଣ୍ଣରଙ୍କୁ ଏବେ ପୁଷ୍ପା ଜ୍ୱର ଘାରିଛି । ୱାର୍ଣ୍ଣର ଅଲ୍ଲୁ ଅର୍ଜୁନଙ୍କ ଭଳି ଅଭିନୟ କରି ଅନେକ ଭିଡିଓ ନିଜ ଇନଷ୍ଟାଗ୍ରାମ ପେଜ୍‌ରେ ସେୟାର କରୁଥିବାର ଦେଖିବାକୁ ମିଳିଛି । ଏହି ପୋଷ୍ଟ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ ମଧ୍ୟ ଜିତିଛି ।

Priyanka Chopra became Mother
ପ୍ରିୟଙ୍କା ଓ ନିକ୍‌ଙ୍କ ଘରକୁ ଆସିଲା ନୂଆ ଅତିଥି

ପ୍ରିୟଙ୍କା ଓ ନିକ୍‌ଙ୍କ ବିବାହକୁ ନେଇ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ତାଙ୍କର ସନ୍ତାନ ହୋଇଥିବା ଖବର ନେଇ ମଧ୍ୟ ଚର୍ଚ୍ଚା ବେସ୍ ଜୋର ସୋର୍‌ରେ ଚାଲିଛି । ମା’ ହେବା ଖୁସିରେ ଦେଶୀ ଗାର୍ଲ ନିଜ ଫ୍ୟାନ୍ସକୁ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଜଣାଇଛନ୍ତି ।

Film ‘RRR’
ହାଇବଜେଟ୍ ଫିଲ୍ମ ‘RRR’ ରିଲିଜ୍ ତାରିଖକୁ ନେଇ ବଡ଼ ଘୋଷଣା କଲେ ମେକର୍ସ

ଫିଲ୍ମ ‘RRR’ ରିଲିଜ୍ ତାରିଖକୁ ନେଇ ମେକର୍ସ ଏବେ ୨ଟି ତାରିଖ ଘୋଷଣା କରିଛନ୍ତି। ଗତକାଲି RRR ମେକର୍ସ ପକ୍ଷରୁ ଫିଲ୍ମ ରିଲିଜ୍ ତାରିଖ ଘୋଷଣା ନେଇ ବିବୃତି ଜାରି କରାଯାଇଛି।

Odia Film Puspa
ସାଉଥ୍‌ ଫିଲ୍ମରେ ଓଡ଼ିଆ ପୁଅଙ୍କ କମାଲ୍‌, ଜବରଦସ୍ତ ଡାଇଲଗରେ କିଣୁଛନ୍ତି ଦର୍ଶକଙ୍କ ମନ

ସାଉଥ୍‌ ଫିଲ୍ମ ପୁଷ୍ପାରେ କମାଲ କଲେ ଓଡ଼ିଆ ପୁଅ। ଜବରଦସ୍ତ ଡାଇଲଗ୍‌ ସାଙ୍ଗକୁ ଧମାକାଦାର ଆକ୍ଟିଂରେ ଦର୍ଶକଙ୍କ କିଣିଲେ ମନ... ଗାଁରୁ ଛୁଟିଲା ପ୍ରଶଂସାର ସୁଅ। ମାଆ କହିଲେ- ପୁଅ ମୋର ଆହୁରି ଭଲ ଭଲ ଫିଲ୍ମ କରିବ

Sushant Singh Rajput Birth Anniversary
ମୃତ୍ୟୁର ୨ ବର୍ଷ ପରେ ବି ଦର୍ଶକଙ୍କ ହୃଦୟରେ ଅଛନ୍ତି ସୁଶାନ୍ତ, ଫିଲ୍ମ ଇଣ୍ଟଷ୍ଟ୍ରିକୁ କରୁଥିଲେ ହଇଚଇ

ଆଜି ବି ମନେ ପକାଉଛନ୍ତି ଦର୍ଶକ। ନିଜର ଅଭିନୟ ବଳରେ ଦର୍ଶକଙ୍କ ହୃଦୟରେ ଜାଗା କିଣି ନେଇଥିଲେ ସୁଶାନ୍ତ। ସେ ଆଜି ନାହାନ୍ତି ସତ, ହେଲେ ତାଙ୍କ ଜନ୍ମଦିନରେ ଫଟୋ ସେୟାର କରି ନିଜର ପ୍ରିୟ କଳାକାରଙ୍କୁ ମନେ ପକାଉଛନ୍ତି ଦର୍ଶକ

News Fuse
ହେ ମଣିଷ ମୋ ଛୁଆକୁ ବଂଚାଇ ଦିଅ, ପିଲା ପାଇଁ ଛାତି ଫଟେଇ କାନ୍ଦୁଛି ମାଆ କୁକୁର...

ଏ ଦୃଶ୍ୟ ଦେଖିଲେ ଆପଣଙ୍କ ଛାତି ଫାଟିଯିବ...ଯାହାକୁ ଛାତି ଚିରି କ୍ଷୀର ଖୁଆଇଥିଲା ତା’ର ଜୀବନ ବଂଚାଇବା ପାଇଁ ରଡ଼ି ଛାଡ଼ି କାନ୍ଦୁଛି ମାଆ କୁକୁର...କହୁଛି ଯେମିତି କିଏ କୋଉଠି ଅଛରେ ମୋ ଛୁଆକୁ ରକ୍ଷା କର, ତାକୁ ବଂଚାଇ ଦିଅ...

Tarang Serial Mayas Nagin
ରୁଦ୍ରି ଓ ନାଗେଶଙ୍କୁ ଅଲଗା କରିବାର ପଣ କରିଛନ୍ତି ନାଗୀଣ, ଆଉ ତା’ପରେ ହେଲା କ’ଣ?

ନିଜର ମିଶନ ପାଇଁ ପ୍ଲାନିଂ ଓ ଫ୍ଲଟିଂ କରୁଛନ୍ତି ନାଗୀଣ...ରୁଦ୍ରି ଓ ନାଗେଶଙ୍କୁ ଅଲଗା କରିବା ପାଇଁ ସତେ ଯେମିତି ସେ କରିଛନ୍ତି ପଣ...ସେ ଯେତେବେଳେ ଚାହୁଁଥିଲେ ପୁଣି ନିଜ ରୂପ ବଦଳାଉଥିଲେ ଆଉ ଏବେ...

Dhanush And Aishwaryaa
କାହିଁକି ଅଲଗା ହେଲେ ଧନୁଷ ଓ ଐଶ୍ୱର୍ଯ୍ୟା ? ଧନୁଷଙ୍କ ବାପା କଲେ ଖୁଲାସା...

ଦୀର୍ଘ ୧୮ ବର୍ଷ ଏକାଠି ରହିବା ପରେ ଧନୁଷ ଓ ଐଶ୍ୱର୍ଯ୍ୟା ପରସ୍ପରଠୁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ପରସ୍ପର ସହମତିରେ ଉଭୟ ଅଲଗା ହେବା ପାଇଁ ସେମାନେ ନିଷ୍ପତ୍ତି ନେଇଥିବା ସୋସିଆଲ ମିଡିଆରେ ଏକ ନୋଟ୍‌ ଶେଆର କରି ଜଣାଇଥିଲେ।

News Fuse
ଯିଏ ଆସିଲା ଛେଚିଲା, ଚିକ୍କଣ ଚେହେରାକୁ ପାଉଁଶିଆ କରିଦେଲେ...

କି ମାଡ଼ରେ ନାରଣ !! ପୂରା କୁଆ–ଛୁଆ ଉଡ଼ିଲାରେ... ଯିଏ ଆସିଲା ଖୋବିଲା... ଗଛରେ ବାନ୍ଧି ପକାଇଲେ, ସେକି ଦେଇ ଗଲେ... ଦେଖନ୍ତୁ ଭାଇନାଙ୍କ ବଦନକୁ...

Tarang Parivar Award
ବର୍ଷସାରା ଅଭିନୟ କରି ଦର୍ଶକଙ୍କ ମନ କିଣିଥିଲେ, ଏବେ ଷ୍ଟେଜ୍‌ ସୋ’ରେ ବୋବାଲ କଲେ

ବର୍ଷସାରା ଟିଭିରେ ଅଭିନୟ କରି ଲୋକଙ୍କ ମନୋରଂଜନ କରୁଥିଲେ। ଆଉ ଆଜି ଷ୍ଟେଜ୍‌ ସୋ’ରେ ପୂରା ବୋବାଲ କରିଦେଲେ। ଦେଖନ୍ତୁ କେମିତି ଥିଲା ତରଙ୍ଗ ପରିବାର ଆୱାର୍ଡ ୨୦୨୨

Asha
ଜଣେ ସାଧାରଣ ଗୃହିଣୀଙ୍କ ଅସାଧାରଣ କାହାଣୀ, ଜାନୁଆରୀ ୨୪ରୁ ତରଙ୍ଗର ନୂଆ ଉପହାର ‘ଆଶା’

ଆଶା ଟାହିଟାପରାର ଶିକାର ହେଉଛନ୍ତି । ଅଟ୍ଟହାସ୍ୟ ବି ନୀରବରେ ସହୁଛନ୍ତି । ତାଙ୍କ ହୃଦୟ ବଡ । କାରଣ ସେ ଚାହୁଁ ନାହାନ୍ତି ତାଙ୍କ ପରିବାରରେ ଅଶାନ୍ତି ହେଉ । ଏଇମିତି ଏକ ପାରିବାରିକ କାହାଣୀ ‘ଆଶା’ ଖୁବଶୀଘ୍ର ଆସୁଛି ତରଙ୍ଗ ଟିଭିରେ ।

Spurious Sauce
ଛି ଛି ବାନ୍ତି ଲାଗୁଛି... ୟାକୁ ବରା ଲଗେଇ ଖାଉଥିଲ, ଛି ଲୋ କି ପୋକ ସାଲୁବାଲୁ

ମୋ ବୋଉଲୋ ଏଇଠି ତିଆରି ହେଉଛି ସସ୍‌... ଏହେ... ଖାଲି ପୋକ ସାଲୁବାଲୁ ଲୋ... ଆମେ ଏଇଆଉ ପିଆଜି, ପକୁଡ଼ି, ବରାରେ ମଡ଼େଇ ଖାଉଥିଲେ... ଛି ଛି... ବାନ୍ତି ଆସିଲାଣି..

Odisha-Born M Ramakrishna
ସାଉଥ୍‌ ଫିଲ୍ମରେ ଓଡ଼ିଆ ପୁଅଙ୍କ କମାଲ୍‌, ଜବରଦସ୍ତ ଡାଇଲଗରେ କିଣୁଛନ୍ତି ଦର୍ଶକଙ୍କ ମନ

ସାଉଥ୍‌ ଫିଲ୍ମ ପୁଷ୍ପାରେ କମାଲ କଲେ ଓଡ଼ିଆ ପୁଅ। ଜବରଦସ୍ତ ଡାଇଲଗ୍‌ ସାଙ୍ଗକୁ ଧମାକାଦାର ଆକ୍ଟିଂରେ ଦର୍ଶକଙ୍କ କିଣିଲେ ମନ... ଗାଁରୁ ଛୁଟିଲା ପ୍ରଶଂସାର ସୁଅ। ମାଆ କହିଲେ- ପୁଅ ମୋର ଆହୁରି ଭଲ ଭଲ ଫିଲ୍ମ କରିବ।

 BJD's Election Rally
କି ଜିନ୍ଦାବାଦ୍‌ କିରେ !! ଏଇଟା ତ ମିଶ୍ରଣର ସମୟ, ଏମାନେ ଓମିକ୍ରନକୁ ବି ଦଳରେ ମିଶେଇ ଦେବେ...

ମୋ ବୋଉଲୋ !! ପୁଷ୍ପକ ବିମାନରେ ବସି କୁଆଡ଼େ ବାହାରିଲେ କିରେ ନେତା? କରୋନା କାଳରେ ଏମାନେ କଣ ଢୋଲ ବାଜା ବଜାଇ ବାହାରିଲେଣି...ଏମାନେ ତ ଓମିକ୍ରନକୁ ବି ଦଳରେ ମିଶେଇ ଦେବେରେ ନାରଣ

Dhanush and Aishwarya
୧୮ ବର୍ଷର ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପକାଇଲେ ଧନୁଷ ଓ ଐଶର୍ଯ୍ୟା

ଦୀର୍ଘ ୧୮ ବର୍ଷର ବୈବାହିକ ଜୀବନର ଅନ୍ତ ଘଟାଇ ଅଲଗା ହେବାକୁ ଘୋଷଣା କରିଛନ୍ତି ତାମିଲ ଅଭିନେତା ଧନୁଷ । ସୋସିଆଲ ମିଡିଆରେ ଏସମ୍ପର୍କିତ ଏକ ନୋଟ୍ ସେୟାର କରିଛନ୍ତି ଧନୁଷ । ଯେଉଁଥିରେ ପରସ୍ପର ଠାରୁ ଅଲଗା ହେବା ପାଇଁ ଘୋଷଣା କରିବା ସହ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇବାକୁ ଫ୍ୟାନ୍ସମାନଙ୍କୁ ନିବେଦନ କରିଛନ୍ତି ।

News Fuse
ପ୍ରସୂତିଙ୍କୁ ବଂଚାଇବା ପାଇଁ ରାସ୍ତାରେ ହାତ ଯୋଡ଼ୁଥିଲେ କିନ୍ନର, କେହି ଶୁଣୁନଥିଲେ....ପରେ କଣ ହେଲା ଦେଖନ୍ତୁ...

ପ୍ରସୂତିଙ୍କ ଜୀବନ ବଂଚାଇବା ପାଇଁ ରାସ୍ତାରେ ହାତ ଯୋଡୁଥିଲେ କିନ୍ନର...କେହି ଶୁଣୁନଥିଲେ କି ଉଦ୍ଧାର କରିନଥିଲେ...ହେଲେ ଜଣେ ଯୁବକ ନିଜ ସ୍କୁଟି ଅଟକାଇ କିନ୍ନରଙ୍କ ସହ ଯିବା ପରେ ଦେଖନ୍ତୁ ହେଲା କଣ?

Jhanvi Kapoors new look went viral
ପୁଣି ଚେହେରା ଦେଖେଇ ପାଗଳ କଲେ ଜାହ୍ନବୀ

ଜାହ୍ନବୀ କପୁର ପ୍ରାୟ ସମୟରେ ନିଜ ଆକର୍ଷଣୀୟ ଚେହେରାରେ ଲୋକଙ୍କ ହୋସ୍ ଉଡାନ୍ତି। ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ଅନେକ ବୋଲ୍ଡ ଫଟୋରେ ଭରିଥିଲେ ବି ତାଙ୍କର ଆଉ ଏକ ନୂଆ ଫଟୋ ଲୋକଙ୍କୁ ପାଗଳ କରିବାରେ ଲାଗିଛି।