ଖବର ପାଇବା ମାତ୍ରେ ତାଙ୍କ ପାଖ ପଡ଼ୋଶୀଙ୍କଠାରୁ ଆରମ୍ଭ କରି ଓଡ଼ିଆ ସିନେ ଜଗତର ଅନେକ କଳାକାର ତାଙ୍କ ଶେଷ ଦର୍ଶନ ପାଇଁ ବାସଭବନ ଆଗରେ ରୁଣ୍ଡ ହୋଇଥିଲେ । ଆଉ ସମସ୍ତଙ୍କ ମୁହଁରେ ଥିଲା ସେଇ ଗୋଟିଏ ପ୍ରଶ୍ନ ।
‘ହେଇ ଅନାନି’ ହେଉ କି ‘କାବୁଲି… କାବୁଲି…’ ଏହି ସଂଳାପ କଥା ମନକୁ ଆସିଲେ ଭାସିଆସେ ରାଇମୋହନଙ୍କ ଚେହେରା। ତାଙ୍କର ଆହୁରି ଅନେକ ସଂଳାପ ପ୍ରାୟ ଲୋକଙ୍କ ମୁହଁରେ ଥାଏ। ଆସନ୍ତୁ ରାଇମୋହନଙ୍କ ଆଉ କିଛି ସଂଳାପ ଉପରେ ନଜର ପକେଇ ନେବା।
ରାଇମୋହନଙ୍କ ପରଲୋକ ଖବର ପାଇବା ପରେ ଲୁବୁନ୍ ତାଙ୍କ ବାସଭବନରେ ପହଞ୍ଚିଥିଲେ । ସେଠାରେ ଓଟିଭି ଆଗରେ ନିଜର ଦଃଖ ପ୍ରକାଶ କରିବା ସହ ଗତକାଲି ରାଇମୋହନଙ୍କୁ ଭେଟିଥିବା ସେ କହିଥିଲେ ।
ସେ ସବୁବେଳେ କହେ ମୋର ଆହୁରି କିଛି କରିବାର ଅଛି, ଆହୁରି କିଛି ଶିଖିବାର ଅଛି । ଅଭିନୟ ଦିଗରେ ଆଶା ବହୁତ ଥିଲା ।
ରାଇମୋହନଙ୍କ ମୃତ୍ୟୁକୁ ନେଇ ଶ୍ରୀତମ କହିଛନ୍ତି, ‘ନିଜକୁ ତିଆରି କରିଥିବା ମଣିଷ ହଠାତ୍ ଆତ୍ମହତ୍ୟା କରିବା କଥା ବିଶ୍ୱାସ ହେଉନି। ତେଣୁ ନିଶ୍ଚିତ ଭାବେ ଏହାର ତଦନ୍ତ କରାଯାଉ।’
ସମସ୍ତଙ୍କ ମନରେ ସେଇ ଗୋଟିଏ କଥା, ରାଇମୋହନ ଆତ୍ମହତ୍ୟା କରିଛନ୍ତି ବୋଲି ବିଶ୍ୱାସ ହେଉନି । ସବୁବେଳେ ବିନ୍ଦାସ ରହୁଥିବା ଲୋକଟି କେମିତି ବା ଆତ୍ମହତ୍ୟା କରିପାରିବ ?
ସେ ସେମିତିଆ ପିଲା ନୁହେଁ । କେତେ ଦୁଃଖ ଆଉ ସଂଘର୍ଷରୁ ବାହାରି ଆସିଛି ।
ସେ ଚାଲିଗଲେ ସତ ହେଲେ ଦର୍ଶକଙ୍କୁ ସବୁଦିନ ପାଇଁ ମନେ ପଡ଼ିବ ତାଙ୍କର ଦମଦାର ଡାଇଲଗ୍
ଅଚାନକ୍ ରାଇମୋହନଙ୍କ ମୃତ୍ୟୁକୁ କେହିବି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ବରିଷ୍ଠ ଅଭିନେତା ସିଦ୍ଧାନ୍ତ ମହାପାତ୍ର କହିଛନ୍ତି, ‘ବିଶ୍ୱାସ ହେଉନି ରାଇ ଭାଇ ଆତ୍ମହତ୍ୟା କରିଛନ୍ତି।
ରାଇମୋହନ ଜଣେ ଲୋକପ୍ରିୟ ଅଭିନେତା ଥିଲେ । ଦର୍ଶକଙ୍କ ମନରେ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ରହିଥିଲା ।
ଓଡ଼ିଆ ଅଭିନେତା ରାଇମୋହନ ପରିଡ଼ା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।
ସତ ହେଇଛି କଙ୍ଗନାଙ୍କ ଅଭିଶାପ। ମୋ ଘର ଭାଙ୍ଗୁଛ, ତମ ଗର୍ବ ଭାଙ୍ଗିବ ବୋଲି ଦିନେ ଉଦ୍ଧବ ସରକାରଙ୍କୁ କହି ଟାର୍ଗେଟ୍ କରିଥିଲେ କଙ୍ଗନା। ଆଜି ଭାଇରାଲ ହେଉଛି ଏହି ଭିଡିଓ।
ସଲମାନ ଆଜିକାଲି ବଲିଉଡର ଜଣେ ନାମିଦାମୀ ଅଭିନେତା। ତାଙ୍କର ଟଙ୍କାର ଅଭାବ ନାହିଁ। ଅନେକ ଚାରିଟେବୁଲ୍ ଟ୍ରଷ୍ଟ୍ ପାଇଁ ସେ ଟଙ୍କା ଦେଉଛନ୍ତି। କିନ୍ତୁ ଏମିତି ବି ଏକ ଦିନ ଥିଲା ପୋଷାକ କିଣିବା ପାଇଁ ତାଙ୍କ ପାଖରେ ଟଙ୍କା ନଥିଲା। ସୁନୀଲ୍ ଶେଟ୍ଟୀ କରିଥିଲେ ସାହାଯ୍ୟ।
ରୁଟ୍ କେନାଲ ପରେ ଅଭିନେତ୍ରୀଙ୍କ ଚେହେରାର ସୌନ୍ଦର୍ଯ୍ୟ ସବୁଦିନ ପାଇଁ ହଜିଯାଇଛି। ଯିଏ ଦିନେ ଅତି ସୁନ୍ଦରୀ ଦେଖାଯାଉଥିଲେ ଆଜି ହୋଇଗଲେ ପୂରା ଅସୁନ୍ଦର। କାହାକୁ ଦେଖେଇ ପାରୁ ନାହାନ୍ତି ମୁହଁ।
ଆସୁଛି ଅଲୁ ଅର୍ଜ୍ଜୁନଙ୍କ ‘ପୁଷ୍ପା ୨’। ସୁଟିଂ ପୂର୍ବରୁ କାହାଣୀ ହେଲା ଲିକ୍। କ’ଣ ହେବ ଶ୍ରୀଭଲ୍ଲୀଙ୍କ ଅବସ୍ଥା ଜାଣନ୍ତୁ…
ଜସ୍ମିନ୍ ଭସିନ୍ ଓ ଅଲୀ ଗୋନି ଅନ୍-ପଏଣ୍ଟ କେମେଷ୍ଟ୍ରିରେ ଲଭ୍ ଗୋଲ୍ ମାରିଛନ୍ତି। ନିକଟରେ ଜସ୍ମିନ ତାଙ୍କ ବିବାହକୁ ନେଇ ଖୁଲାସା କରିଛନ୍ତି।
ଚର୍ଚ୍ଚାରେ ହ୍ରିତିକ ରୋଶନ। ସବା ଆଜାଦଙ୍କ ସହ ଅଛି କି ଆଫେୟାର୍? ପୂରା ଖବର ଜାଣିବା ପାଇଁ ପଢନ୍ତୁ।
ଚାର୍ଲି 777 ସିନେମା କଲା ଅନୁପ୍ରାଣିତ । ୩ ମାସର ଲାବ୍ରାଡର କୁକୁରର ନାଁ ଚାର୍ଲି ରଖିଲେ ମେଙ୍ଗାଲୁରୁ ପୋଲିସ ।
ବାପା...ରିୟଲ୍ ହୁଅନ୍ତୁ ଅବା ରିଲ୍। ସବୁଠି ସେ ହିଟ୍ ଆଉ ଫିଟ୍। ହିନ୍ଦୀ ସନେମାରେ ମାଆଙ୍କୁ ଯେତେ ଗୁରୁତ୍ୱ ମିଳିଛି ସମୟ ସହ ବାପାଙ୍କ ଚରିତ୍ରକୁ ବି ସେତେ ଗୁରୁତ୍ୱ ଦିଆଯାଇଛି । ବାପା ଏମିତି ଜଣେ ବ୍ୟକ୍ତି ଯିଏ, ସ୍ୱପ୍ନ ଦେଖାନ୍ତି ଆଉ ତାକୁ ପୂରଣ କରିବା ରାସ୍ତା ବି ସେ ହିଁ ବତାନ୍ତି। ତେବେ ଆସନ୍ତୁ ନଜର ପକାଇବା ବଲିଉଡ୍ ଜଗତରେ ବାପାଙ୍କୁ ନେଇ ପ୍ରସ୍ତୁତ ହୋଇଥିବା କିଛି ମର୍ମସ୍ପଶୀ ସିନେମା ଉପରେ...
ଅଡୁଆରେ ଜାହ୍ନଭୀ କପୁର। ନିଜର ବୋଲ୍ଡ ଅବତାର ନେଇ ଟ୍ରୋଲ୍ ହେଉଛନ୍ତି। ଲୋକେ ତାଙ୍କୁ ଯାହା କହୁଛନ୍ତି ଲାଜରେ ମୁଣ୍ଡ ନଇଁ ଯିବ।
'ଶମଶେରା'ର ଟିଜର ପରେ ଏବେ ରଣବୀର କପୁରଙ୍କ ଭୟଙ୍କର ଚେହେରା ସାମ୍ନାକୁ ଆସିଛି। ଆପଣ ଦେଖିଲେ କେବେ ବି ବିଶ୍ୱାସ କରିପାରିବେ ନାହିଁ ଏ ଆପଣଙ୍କ ଚକୋଲେଟ୍ ହିରୋ ରଣବୀର ବୋଲି।
'ଲଗାନ'କୁ ପୂରିଛି ୨୧ ବର୍ଷ। ପୂରା ଟିମ୍ ମିଶି ସ୍ମୃତିକୁ କରିଛନ୍ତି ତାଜା। ମନେ ପକେଇଛନ୍ତି ବସ୍ରେ ଗାୟତ୍ରୀ ମନ୍ତ୍ର ଶୁଣି କିପରି ଯାଉଥିଲେ ଶୁଟିଂ ସେଟ୍କୁ।
ଚଳିତ ବର୍ଷ ଚଳଚ୍ଚିତ୍ର ଶିଳ୍ପରେ ବହୁ ଉନ୍ନତି ଆସିଛି। ଅନେକ ଫିଲ୍ମ ଦର୍ଶକମାନଙ୍କୁ ହଲ୍କୁ ଟାଣିବାକୁ ବାଧ୍ୟ କରିଛି। ଆସନ୍ତୁ ସେମିତି କିଛି ଫିଲ୍ମ ଉପରେ ନଜର ପକେଇ ନେବା।
କାଶ୍ମୀର ହିନ୍ଦୁଙ୍କ ନରସଂହାର ମନ୍ତବ୍ୟକୁ ନେଇ ବିବାଦରେ ସାଇ ପଲ୍ଲଭୀ। ବଜରଙ୍ଗ ଦଳ ପକ୍ଷରୁ ଥାନାରେ ମାମଲା। କ’ଣ କହିଲେ ସାଇ ଜାଣନ୍ତୁ…
କୁକୁର ମଣିଷ ପାଇଁ କଣ କରିପାରେ, ମଣିଷ ବି ତା ପ୍ରିୟ କୁକର ପାଇଁ କେତେ ଦୂର ଯାଇପାରେ ତାର ନିର୍ଚ୍ଚକ ଘଟଣାକୁ ଫିଲ୍ମରେ ପ୍ରଦର୍ଶନ ହୋଇଛି ।