• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

Salman Khan Antim can break all records
କାହିଁକି ସବୁ ରେକର୍ଡ କାଟିବ ‘ଅନ୍ତିମ୍‌’?

ବର୍ତ୍ତମାନ ବକ୍ସ ଅଫିସରେ ଭଲ ରୋଜଗାର କରୁଛି ଅକ୍ଷୟ କୁମାରଙ୍କ ‘ସୂର୍ଯ୍ୟବଂଶୀ’। ତେବେ ଆସୁଥିବା ସଲ୍‌ମାନ୍‌ଙ୍କ ‘ଅନ୍ତିମ୍’ ସବୁ ରେକର୍ଡ ଭାଙ୍ଗିବାକୁ ଯାଉଛି। ଜାଣନ୍ତୁ କାରଣ…

International Eemmys 2021 – Nawazuddin Siddiqui could not win best actor award
ଅନ୍ତର୍ଜାତୀୟ ଏମ୍ମୀ ଆୱାର୍ଡରୁ ବଞ୍ଚିତ ହେଲେ ନୱାଜୁଦ୍ଦୀନ ସିଦ୍ଧୀକୀ

ସମ୍ମାନଜନକ ଅନ୍ତର୍ଜାତୀୟ ଏମ୍ମୀ ଆୱାର୍ଡ ଜିତିବାରେ ପୁଣି ବିଫଳ ହୋଇଛନ୍ତି ନୱାଜୁଦ୍ଦୀନ ସିଦ୍ଧୀକୀ। ଏହି ସମ୍ମାନକୁ ପାଇବାକୁ ସୁସ୍ମିତା ସେନ୍‌ ଓ ବୀର୍ ଦାସ୍ ମଧ୍ୟ ବଞ୍ଚିତ ହୋଇଛନ୍ତି।

Taranaga Cine Production new film Chorani
ରିଲିଜ୍ ଅପେକ୍ଷାରେ ‘ଚୋରଣୀ’; କହିବ ନିଆରା ପ୍ରେମ କାହାଣୀ

ଚୋର ପୁଲିସର ପ୍ରେମ କାହାଣୀକୁ ନେଇ ‘ତରଙ୍ଗ ସିନେ ପ୍ରଡକ୍ସନ’ ନେଇଆସୁଛି ଫିଲ୍ମ ‘ଚୋରଣୀ’। ଏଥିରେ ଦର୍ଶକେ ଜଗଜିତ ଓ ଶୀତଲଙ୍କ ରୋମାଣ୍ଟିକ୍ ଯୋଡିକୁ ଦେଖିବାର ସୁଯୋଗ ପାଇବେ।

Bigg Boss Fame Arshi Khan
ହସ୍ପିଟାଲ୍‌ରେ ବିଗ୍‌ ବସ୍‌ ଫେମ୍‌ ଅଭିନେତ୍ରୀ ଅର୍ଶୀ ଖାନ୍

‘ବିଗ୍ ବସ୍ ସିଜନ୍‌ ୧୪’ରେ ଚର୍ଚ୍ଚାରେ ଥିବା ଅଭିନେତ୍ରୀ ଅର୍ଶୀ ଖାନ୍‌ ଦୁର୍ଘଟଣାର ଶିକାର ହୋଇଛନ୍ତି। ଦିଲ୍ଲୀର ମାଲଭିୟା ନଗରରେ ତାଙ୍କର ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି।

Jitiba Odisha in Taranaga Channel
କରୋନା ବେଳର ଦରଦ କାହାଣୀ କହୁଛି ‘ଜିତିବ ଓଡିଶା’

କରୋନା ସମୟର ଦୁଃଖଦ ଘଟଣାକୁ ନେଇ ତରଙ୍ଗ ଚ୍ୟାନେଲରେ ପ୍ରସାରଣ ହେଉଛି ‘ଜିତିବ ଓଡିଶା’। ଏହି କାର୍ଯ୍ୟକ୍ରମକୁ ଆପଣ ସମ୍ମୁଖରେ ପରଷି ଦେଉଛନ୍ତି ଓଡିଆ ହୀରୋ ସବ୍ୟସାଚୀ ମିଶ୍ର।

real life stories
ଏହି ସବୁ ସିନେମାରେ ରହିଛି ଜୀବନର ସତ କାହାଣୀ

ସିନେମା ଆମ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ନିହାତି ଆବଶ୍ୟକ, କାରଣ ଏହା ଆମ ଚତୁର୍ଦିଗରେ ଥିବା ଘଟୁଥିବା ବାସ୍ତବ ଘଟଣାକୁ ଆମ ଆଗରେ ଦେଖାଇଥାଏ । ଏବେ ରିଅଲ ଲାଇଫ ଷ୍ଟୋରୀକୁ ନେଇ ଅନେକ ସିନେମା ନିର୍ମାଣ କରାଯାଉଛି । ଯାହା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି ।

Indian actors that were valued by OTT shows
ଏହି କଳାକାରଙ୍କୁ ବଲିଉଡ୍ ନୁହେଁ ଓଟିଟି ଦେଇଛି ପରିଚୟ

ବଲିଉଡ୍‌ରେ ପରିବାରବାଦ ଯୋଗୁଁ ଅନେକ ପ୍ରତିଭାଙ୍କୁ ଅଣଦେଖା କରାଯାଉଛି। କିନ୍ତୁ ଏମିତି ମଧ୍ୟ ଆଗଧାଡିର କଳାକାର ଅଛନ୍ତି ଯେଉଁମାନେ ବଲିଉଡ୍ ପାଇଁ ନୁହେଁ ଓଟିଟି ପାଇଁ ହିଁ ନିଜର ପରିଚୟ ପାଇଛନ୍ତି।

Special Story | Bollywood Star Aamir Khan To Marry For Third Time ?
ତୃତୀୟ ବିବାହ କରିବେ ଅମୀର ଖାନ! ଚର୍ଚ୍ଚା ଜୋରଦାର୍

ପ୍ରଥମ କି ଦ୍ୱିତୀୟ ନୁହେଁ, ତୃତୀୟ ଥର ବିବାହ କରିବାକୁ ଯାଉଛନ୍ତି ବଲିଉଡର ଏହି ନାମକରା ଅଭିନେତା। ଅପକମିଙ୍ଗ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ ରିଲିଜ୍ ପରେ ଏମିତି ଘୋଷଣା କରି ପାରନ୍ତି ଅମିର ଖାନ। ତେବେ କିଏ ସେହି ଷ୍ଟାର, ଏବେ ହିଁ ଜାଣନ୍ତୁ...

April Big Fight
ଗୋଟିଏ ଦିନରେ ରିଲିଜ୍ ହେବ ୟଶ୍, ଆମୀର ଓ ପ୍ରଭାସଙ୍କ ଫିଲ୍ମ

କରୋନା କଟକଣା ଯୋଗୁଁ ଭାରତୀୟ ସିନେମା ଜଗତ ଓ ହଲ୍‌ ଇଣ୍ଡଷ୍ଟ୍ରି ବେଶ କ୍ଷତି ସହିଛନ୍ତି। ବଡ଼ ଫିଲ୍ମ ଅପେକ୍ଷାରେ ଦର୍ଶକ ଥିବାବେଳେ, ଦର୍ଶକଙ୍କୁ ଚାହିଁ ବସିଛି ସିନେମା ହଲ୍‌। ତେଣୁ ଏହି ଫିଲ୍ମ ଜରିଆରେ ପୁଣି ଥରେ ଦେଶର ସିନେମା ଶିଳ୍ପ ଅଣ୍ଟା ସଳଖି ଛିଡ଼ା ହେବା ଆଶା କରାଯାଉଛି।

Delhi Sikh Gurdwara management committee lodged FIR against Kangana Ranaut for controversial stateme
କଙ୍ଗନାଙ୍କ ବୟାନରେ ଖପା ଶିଖ୍ ଗୁରୁଦ୍ୱାର ପ୍ରବନ୍ଧକ ସମିତି; ଥାନାରେ ଅଭିଯୋଗ

ନିଜର ବିବାଦୀୟ ବୟାନ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା କଙ୍ଗନା ରାଣାୱତ୍ ପୁଣି ଫସିଛନ୍ତି। ଶିଖ୍‌ଙ୍କ ଉପରେ ଅପମାନଜନକ ମତ ଓ ଦେଶକୁ ଜିହାଦ ସହ ତୁଳନା କରି ସେ ବିବାଦରେ ଛନ୍ଦି ହୋଇଛନ୍ତି।

Actress Mandira Bedi doing exercise in one row thirty three handstand
ଫିଟ୍‌ନେସ୍ ରାଣୀ ମନ୍ଦିରା ବେଦୀଙ୍କ ଜୀବନ କାହାଣୀ

ଫିଟ୍‌ନେସ୍‌କୁ ନେଇ ସବୁବେଳେ ଜାଗ୍ରତ ଥାଆନ୍ତି ମନ୍ଦିରା ବେଦୀ। ଏବେ ତାଙ୍କର ଏକ ଏମିତି ଭିଡିଓ ସୋସିଆଲ୍ ମିଡିଆରେ ଶେୟାର ହୋଇଛି ଯାହାକୁ ଦେଖି ଲୋକେ ବିଶ୍ୱାସ କରିପାରୁ ନାହାନ୍ତି।

Bollywood
ଏପ୍ରିଲରେ ମହାଟକ୍କର: ବକ୍ସ ଅଫିସରେ କିଏ ମାରିବ ବାଜି?

ଏପ୍ରିଲରେ ମହାଟକ୍କର । ସାମ୍ନାସାମ୍ନି ହେବେ ଆମୀର ଏବଂ ୟଶ୍ । ବହୁଦିନ ଧରି ଅପେକ୍ଷାରେ ଥିବା ଦର୍ଶକଙ୍କ ପାଇଁ ଖୁସିର ମୁହୂର୍ତ୍ତ । ଏକା ସାଙ୍ଗେ ରିଲିଜ ହେବ ଦୁଇଟି ବଡ ଫିଲ୍ମ । ଏପ୍ରିଲ ୧୪ ରେ ରିଲିଜ ହେବ ୟଶ୍‌ଙ୍କ କେଜିଏଫ୍ ଓ ଆମୀର ଖାନଙ୍କ ଲାଲ୍ ସିଂହ ଚଡ୍ଡା ।

Suniel Shetty gets emotional remembering his father on the sets of Indias Best Dancer-2
ସଫେଇ କାମ କରି ପେଟ ପୋଷୁଥିଲେ ସୁନୀଲ୍ ସେଟ୍ଟୀଙ୍କ ବାପା

ବଲିଉଡ୍ ଅଭିନେତା ସୁନୀଲ୍ ସେଟ୍ଟୀ ତାଙ୍କ ବାପାଙ୍କ ସଂଘର୍ଷମୟ ଜୀବନ କଥାକୁ ମନେପକେଇ ଭାବପ୍ରବଣ ହୋଇପଡିଛନ୍ତି। ତାଙ୍କ ବାପା ମୁମ୍ବାଇରେ ପ୍ରଥମେ ସଫେଇ କାମ କରି ଜୀବନ ଯାପନ କରୁଥିଲେ ବୋଲି ସେ କହିଛନ୍ତି।

Bunty Aur Babli-2 box office collection day one
କାହିଁକି ମାନ୍ଦା ପଡିଲା ‘ବଣ୍ଟୀ ଔର୍ ବବ୍‌ଲୀ-୨’ର ରୋଜଗାର

ରାନୀ ମୁଖାର୍ଜୀ ଓ ସୈଫ୍‌ ଅଲୀ ଖାନ୍ ଅଭିନୀତ ‘ବଣ୍ଟୀ ଔର୍ ବବ୍‌ଲୀ-୨’ ପ୍ରେକ୍ଷାଳୟକୁ ଆସିଯାଇଥିବା ବେଳେ ଏହାକୁ ନେଇ ଯେଉଁ ଆଶା କରାଯାଉଥିଲା ତାହା ସଫଳ ହୋଇନି। ପ୍ରଥମ ଦିନରୁ ଏହା ନିରାଶ କରିଛି।

Jai Bheem controversy security beefed up at actor Suriya’s house
ଜୟ ଭୀମ୍‌କୁ ନେଇ କାହିଁକି ବିବାଦ ?

ବିବାଦ ଘେରରେ ଜୟ ଭୀମ୍। ଫିଲ୍ମରେ ପ୍ରଦର୍ଶିତ ହୋଇଥିବା କିଛି ଦୃଶ୍ୟ ଓ ଚରିତ୍ର ଚିତ୍ରଣକୁ ନେଇ ବିବାଦ। ଅଭିନେତା ସୂର୍ଯ୍ୟାଙ୍କୁ ସୁରକ୍ଷା।

Cash shows situation of demonetization in a funny way
ନୋଟ୍‌ବନ୍ଦୀର ମଜାଦାର କାହାଣୀ କହୁଛି ‘କ୍ୟାସ୍’

ଡିଜିଟାଲ୍ ପ୍ଲାଟ୍‌ଫର୍ମରେ ରିଲିଜ୍ ହୋଇଛି ‘କ୍ୟାସ୍’। କହୁଛି ୫ ବର୍ଷ ତଳର ନୋଟ୍‌ବନ୍ଦୀର ନିଆରା କାହାଣୀ।

Taranga new serial Ina Mina Dika
ତରଙ୍ଗର ନୂଆ ଧାରାବାହିକ ‘ଇନା ମୀନା ଡିକା’; ଜାଣନ୍ତୁ କେବେ ହେବ ପ୍ରସାରଣ

ଆସୁଛି ନୂଆ ଧାରାବାହିକ ‘ଇନା ମୀନା ଡିକା’। ଭିନ୍ନ ଧରଣର ଏହି ଧାରାବାହିକକୁ ଦର୍ଶକେ ନଭେମ୍ବର ୨୨ରୁ ପ୍ରତ୍ୟେକ ସୋମବାରରୁ ଶନିବାର ସନ୍ଧ୍ୟା ୬ରେ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍‌ରେ ଦେଖିପାରିବେ।

Cine Child Artiste Award 2019
ଐଶ୍ୱର୍ଯ୍ୟାରୁ କେମିତି ପାଲଟିଲେ କୁନିଝିଅ ଖୁସି?

ଐଶର୍ଯ୍ୟାରୁ କେମିତି ପାଲଟିଗଲେ କୁନିଝିଅ ଖୁସି? କାହିଁକି ନର୍ଭସ ଫିଲ କରୁଥିଲେ ଖୁସି? କେମିତି ସିନେମା ଦୁନିଆରେ ପାଦ ଥାପିଲେ ଐଶର୍ଯ୍ୟା? ଜାଣନ୍ତୁ ପୂରା କାହାଣୀ...

Boudh Girl Wins Miss Teen India Iron Girl 2021 Title
ମଡ଼େଲିଂରେ ମନ ଜିଣିଲେ ତନିଶା

ଏବେ ଚର୍ଚ୍ଚାରେ ବୌଦ୍ଧ ଜିଲ୍ଲା ମନମୁଣ୍ଡାର ସୁନା ଝିଅ ତନିସା ଅଗ୍ରୱାଲ। ମଡ଼େଲିଂରେ ସର୍ବଭାରତୀୟ ସ୍ତରରେ ଏବେ ତନିଆଙ୍କୁ ମିଳିଛି ବଡ଼ ସଫଳତା।

rabina and salman
ରବୀନା-ସଲମାନଙ୍କ ଝଗଡା ପରେ ୬ ବର୍ଷରେ ଏହି ଫିଲ୍ମରେ ଏକାଠି ହେଲେ

ରବୀନା ଟଣ୍ଡନ୍‌ଙ୍କ ସହ ସଲମାନ ଖାନଙ୍କ ଝଗଡା ହେବାରୁ ସଲମାନ୍ ତାଙ୍କ ସହ ଆଉ କାମ ନ କରିବାକୁ ଜିଦି ଧରିଥିଲେ। କିନ୍ତୁ ଦୀର୍ଘ ୬ ବର୍ଷ ପରେ ସେମାନେ ‘କହୀଁ ପ୍ୟାର୍ ନା ହୋ ଯାଏ’ରେ ପୁଣି କାମ କରିଥିଲେ।

Ananya Panday dramabaji From childhood
ପିଲାଟି ଦିନରୁ ହିଁ ଡ୍ରାମାବାଜୀ ଓ ଷ୍ଟାଇଲିସ୍ ଥିଲେ ଅନନ୍ୟା ପାଣ୍ଡେ

ଆଗକୁ ଆସୁଛି ଅନନ୍ୟା ପାଣ୍ଡେଙ୍କ ‘ଲାଇଗର୍’। ଏହି ଫିଲ୍ମରେ କାମ କରୁଛନ୍ତି ହଲିଉଡ୍ ଅଭିନେତା ମାଇକ୍ ଟାୟସନ୍‌। ଅନନ୍ୟା ତାଙ୍କ ସହ ଏକ ମଜାଳିଆ ଫଟୋ ଶେୟାର କରିଛନ୍ତି।

kangna
’ଗାଲରେ ଚାପୁଡ଼ା ଖାଇ ଦେଶକୁ ସ୍ୱାଧୀନତା ମିଳିନି ’ ! ମହାତ୍ମାଗାନ୍ଧୀଙ୍କୁ ଟାର୍ଗେଟ କରି ବିବାଦୀୟ ମନ୍ତବ୍ୟ ଦେଲେ କଙ୍ଗନା

କଙ୍ଗନାଙ୍କ ବିବାଦୀୟ ବୟାନ୍ ପାଇଁ ଟ୍ୱିଟର ପକ୍ଷରୁ ତାଙ୍କ ଆକାଉଣ୍ଟକୁ ରଦ୍ଦ କରାଯାଇଥିଲା । ହେଲେ ତଥାପି ସେ ଚୁପ୍‌ ବସି ନାହାନ୍ତି । ଇନ୍‌ଷ୍ଟାଗ୍ରାମରେ ଗୋଟିଏ ପରେ ଗୋଟିଏ ବିବାଦୀୟ ବୟାନ୍ ଦେଉଛନ୍ତି । ବର୍ତ୍ତମାନ କଣ୍ଟ୍ରୋଭର୍ସି କ୍ୱିନଙ୍କ ଟାର୍ଗେଟରେ ମହାତ୍ମାଗାନ୍ଧୀ । ମହାତ୍ମା ଗାନ୍ଧୀଙ୍କୁ ଭୋକିଲା ଏବଂ ଚତୁର ବୋଲି ସେ ଦର୍ଶାଇଛନ୍ତି ।

Ollywood Singer Kuldeep & Ipsita
କୁଲଦୀପ ଓ ଇପ୍ସିତାଙ୍କ ମଧ୍ୟରେ ପ୍ରେମ ହେଲା କେମିତି?

କୁଳଦୀପ ଓ ଇପ୍ସିତାଙ୍କ ମଧ୍ୟରେ ପ୍ରେମ ହେଲା କେମିତି? ଇପ୍ସିତା କହିଲେ, ଆମେ ଦୁହେଁ ଏମିତି ମିଶିଲୁ କି ଲୋକମାନେ ବାଧ୍ୟ କଲେ ବିବାହ କରିବା ପାଇଁ...ସେପଟେ କୁଳଦୀପ କହିଲେ ଲୋକଙ୍କ ଭଲ ପାଇବାରୁ ସବୁ ହେଲା ସମ୍ଭବ

Aryan Khan's Security
ଆର୍ୟନଙ୍କ ସୁରକ୍ଷା ପାଇଁ ବଡ଼ିଗାର୍ଡ଼ ପଦବୀରେ ପ୍ରକାଶ ପାଇଲା ନିଯୁକ୍ତି। ଯଦି ଆପଣ...

ଆର୍ୟନ ଖାନ୍‌ଙ୍କୁ ସୁରକ୍ଷା ଦେବା ପାଇଁ ବଡ଼ିଗାର୍ଡ଼ ପଦବୀର ପ୍ରକାଶ ପାଇଛି ବିଜ୍ଞପ୍ତି। ଘଣ୍ଟାଏରେ ଶହେରୁ ଅଧିକ ସଂଖ୍ୟାରେ ଆସୁଛି ଆବେଦନ। ଏହି ସବୁ ଯୋଗ୍ୟତା ଥିଲେ....

Karishma Kapoor and Aamir Khan kiss scene
ଏହି ଫିଲ୍ମରେ ଅମୀରଙ୍କ ସହ କିସ୍ ସିନ୍ କରିବାକୁ ଥରୁଥିଲେ କରିସ୍ମା

ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’କୁ ପୂରିଛି ୨୫ ବର୍ଷ। ଫିଲ୍ମର କିଛି ସ୍ମୃତିକୁ ମନେପକେଇ କରିସ୍ମା କପୁର ଏହାର କିଛି ସିକ୍ରେଟ୍ ଶେୟାର କରିଛନ୍ତି।