• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Casting Couch Case

kalki koechlin talks about white girl phenomenon and casting couch experience
ମୋ ଗୋରାପଣ ମୋ ପାଇଁ କାଳ ହୋଇଛି; ମତେ କାଷ୍ଟିଙ୍ଗ୍ କାଉଚର ଶିକାର ହେବାକୁ ପଡିଛି; କଲ୍‌କୀ

କଲ୍‌କୀ କୋଏଚ୍‌ଲୀନ୍ ବଲିଉଡରେ ନିଜର ଅଭିନୟର ଚକ୍‌ମା ଦେଖେଇଛନ୍ତି। ଏବେ ସେ ପ୍ରକାଶ କରିଛନ୍ତି ଯେ ଅତ୍ୟଧିକ ଗୋରାପଣ ତାଙ୍କ ପାଇଁ ଏକ ସମସ୍ୟା ହୋଇଯାଇଛି। କେବଳ ଏତିକି ନୁହେଁ ତାଙ୍କୁ କାଷ୍ଟିଂ କାଉଚ୍‌ର ମଧ୍ୟ ଶିକାର ହେବାକୁ ପଡିଛି। ଅନେକ ବର୍ଷ ପରେ ଅଭିନେତ୍ରୀ ନିଜର ଏହି ଯନ୍ତ୍ରଣା ପ୍ରକାଶ କରିଛନ୍ତି।

Bhojpuri actress rape in gurugram hotel
ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ ଦେବା କହି ଅଭିନେତ୍ରୀଙ୍କୁ ହୋଟେଲ୍ ଡାକିଲେ; ମଦ୍ୟପାନ କଲେ; ତା’ ପରେ…

ଏହି ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ଏକ ଲଜ୍ଜାଜନକ ଖବର ମାମଲା ସାମ୍ନାକୁ ଆସିଛି। ଜଣେ ଅଭିନେତ୍ରୀଙ୍କ ସହ ଦୁଷ୍କର୍ମ ହେବା ଭଳି ଖବରକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ତାଙ୍କୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ କାମ ଦେବା କହି ଅଭିନେତ୍ରୀଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି।

Casting Couch Case
ଅଭିନୟ ନାଁରେ ହେଉଛି କିି କାଷ୍ଟିଂ କାଉଚ୍ ?

ଅଭିନୟ ପାଇଁ ପୁଣି ସେହି କମ୍ପ୍ରମାଇଜ କଥା..ପୁଣି ସେହି କାଷ୍ଟିଂ କାଉଚ୍ ଅଭିଯୋଗର ବ୍ୟଥା..ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଧାରାରେ ଆସି ଓଲିଉଡରେ ଶହେରୁ ଶହେ ଏକ୍ ପ୍ରତିଶତ କାଷ୍ଟିଂ କାଉଚର ଅଭିଯୋଗ ଆଣି ବର୍ଷିଛନ୍ତି ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ।

Casting Couch
ଓଲିଉଡରେ ପୁଣି କାଷ୍ଟିଂ କାଉଚ୍ ଝଡ଼

କାଷ୍ଟିଂ କାଉଚ୍ ଅଭିଯୋଗକୁ ନେଇ ଓଲିଉଡରେ ପୁଣି କମ୍ପନ। ଅଭିନୟକୁ ଆସୁଥିବା ନୂଆ ଝିଅଙ୍କୁ କଂପ୍ରମାଇଜ୍ ପାଇଁ ସିନେ ପ୍ରଯୋଜକ ସଂଜୟ ନାୟକ ପ୍ରବର୍ତ୍ତାଉଥିଲେ ବୋଲି ଗଣମାଧ୍ୟମରେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ବୟାନ ପରେ ହଲଚଲ ଓଲିଉଡ୍ ।

Comedian Papu Pom Pom speaks to media after clean chit in casting couch case
‘ଅଭିଯୋଗ ମିଛ ଥିଲା, ମୋତେ ଖାଲିଟାରେ ୪୩ ଦିନ ଜେଲରେ ରଖାଗଲା’

ନିର୍ଦ୍ଦୋଷରେ ଖଲାସ ପରେ ପପୁ ସାଂଘାତିକ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଅଭିଯୋଗ ମିଛ ଥିଲା। ପୋଲିସ ପ୍ରେସରରେ ଗିରଫ କରିଥିଲା। ମୋତେ ଖାଲିଟାରେ ୪୩ ଦିନ ଜେଲ୍‌ରେ ରଖାଗଲା।’

Casting Couch Case Odia Actor Papu Pom Pom Gets Clean Chit
ଓଡ଼ିଆ ଅଭିନେତା ପପୁ ପମ୍‌ପମ୍‌ ନିର୍ଦ୍ଦୋଷରେ ଖଲାସ

ବହୁ ଚର୍ଚ୍ଚିତ କାଷ୍ଟିଂ କାଉଚ୍ ମାମଲାରେ ଓଡ଼ିଆ ଅଭିନେତା ପପୁ ପମ୍‌ପମ୍‌ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ୨୦୧୬ରେ ବହୁଚର୍ଚ୍ଚିତ କାଷ୍ଟିଂ କାଉଚ୍ ଅଭିଯୋଗ ହୋଇଥିଲା।