ଜମିଲା ବାବୁସାନଙ୍କ ବାର୍ଥ ଡେ ସେଲିବ୍ରେସନ । ଖୁସିରେ କଟା ହେଲା କେକ୍ । କେକ୍ କାଟି ପ୍ରଥମେ ବାପା ଉତ୍ତମ ମହାନ୍ତି ଆଉ ପରେ ମାଆ ଅପରାଜିତାଙ୍କୁ ଖୁଆଇଲେ ବାବୁସାନ । ସାଙ୍ଗରେ ଥିଲେ ବାବୁସାନଙ୍କ ଶ୍ୱଶୁର ତଥା ତୃପ୍ତିଙ୍କ ବାପା ଲଳିତ ଶତପଥୀ ।
Published: Satyendu Shekher Mishra
Last updated: 31 July 2022, 09:29 PM IST
ପ୍ରୟାଗରାଜର ମହାକୁମ୍ଭ ବଦଳାଇ ଦେଇଛି ମାଳା ବିକ୍ରି କରୁଥିବା ଝିଅ ମୋନାଲିସାଙ୍କ ଭାଗ୍ୟ । ତାଙ୍କ ଲୋକପ୍ରିୟତା ଦିନକୁ ଦିନ ବଢିବାରେ ଲାଗିଛି । ଏମିତିକି ତାଙ୍କୁ ସିଧା ସଳଖ ବଲିଉଡ୍ରେ କାମ ମଧ୍ୟ ମିଳିଯାଇଛି ।