ସାଉଥ୍-ବଲିଉଡ୍ ବିବାଦକୁ ଡେଇଁଛନ୍ତି ନୀରଜ ପାଣ୍ଡେ। ବଲିଉଡ୍କୁ ମଧ୍ୟ ସାଉଥ୍ ବାଲା କପି କରନ୍ତି ବୋଲି ସେ କହିଛନ୍ତି। ଏହା ଏକ ଟ୍ରାଞ୍ଜିସନ ଫେଜ୍ ଏବଂ ଆମେ ଯେଉଁଭଳି ବିଷୟବସ୍ତୁ ତିଆରି କରୁଛୁ ସେଥିରେ ସୁଧାର ଆଣିବାର ଅଛି ବୋଲି ସେ କହିଛନ୍ତି।
ସିଦ୍ଧୁ ମୁସେୱାଲାଙ୍କ ପରେ ଗ୍ୟାଙ୍ଗଷ୍ଟରଙ୍କର ଟାର୍ଗେଟରେ ସଲମାନ୍ ।
ରୋଜଗାର କରିବା ପାଇଁ ଇଚ୍ଛା କିନ୍ତୁ ବିନା ପରିଶ୍ରମରେ....ବୁଲି ବୁଲି ଟଙ୍କା ଚୋରି କରୁଛନ୍ତି ଏଇ ଅଭିନେତ୍ରୀ। ଆପଣ ବି ସାବଧାନ ଥାଆନ୍ତୁ...ନହେଲେ ଆପଣଙ୍କ ପକେଟ୍...
ଭେଟେରାନ ଅଭିନେତା ଧର୍ମେନ୍ଦ୍ରଙ୍କ ଗୁରୁତର ସ୍ୱାସ୍ଥ୍ୟ ଅବସ୍ଥା ନେଇ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ଆସିଛି। ଏ ସମ୍ବନ୍ଧରେ ଧର୍ମେନ୍ଦ୍ରଙ୍କ ପୁଅ ବବି ଦେଓଲଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ବବି ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟକୁ ନେଇ ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି।
୨୦୦୮ରେ ଆରମ୍ଭ ହୋଇଥିବା ଏହି ଚ୍ୟାନେଲ ଅନେକ ମନୋରଂଜନ ଭିତ୍ତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଭେଟିଦେଇଛି ।
ଗୋଟିଏ ଦିନରେ ଆସିଛି ୩ ଫିଲ୍ମ। ସେଗୁଡିକ ହେଲା ଅକ୍ଷୟ କୁମାରଙ୍କ ‘ସମ୍ରାଟ ପୃଥ୍ୱୀରାଜ’ ଏବଂ କମଲ ହାସନଙ୍କ ‘ବିକ୍ରମ’ ସହିତ ଆଦିୱି ଶେଷ୍ଙ୍କର ‘ମେଜର’। ଏଭଳି ପରିସ୍ଥିତିରେ ପ୍ରଶଂସକମାନେ କାହାକୁ ଦେଖିବେ ଆଉ କାହାକୁ ନ ଦେଖିବେ ତାକୁ ନେଇ ଦ୍ୱନ୍ଦ୍ୱରେ ଥିଲେ। ଏବେ ତାହା ସ୍ପଷ୍ଟ ହେଇଯାଇଛି…
ସଲମାନ ଓ ତାଙ୍କ ବାପା ସଲିମ ଖାନ୍ଙ୍କୁ ଚିଠି ମାଧ୍ୟମରେ ହତ୍ୟା ଧମକ ।
‘ଗୌରୀ’ ଏକ ଗାଉଁଲି ଚୁଲୁବୁଲି ଝିଅର କାହାଣୀ। ଗାଁ ପରିବେଶରୁ ଆସି ସାଜିଛି ବଡ ଘରର ବୋହୂ। ଯୁବପିଢିଙ୍କୁ ଆଖିରେ ରଖି ପ୍ରସ୍ତୁତ ହୋଇଥିବା ଏହି ଧାରାବାହିକ ସସ୍ପେନ୍ସ ଥ୍ରୀଲରରେ ପରିପୂର୍ଣ୍ଣ ହୋଇଥିବା ବେଳେ ରହିଛି ଏକ ନିଆରା ପ୍ରେମ କାହାଣୀ। ଜାଣନ୍ତୁ କେବେ ଓ କେତେବେଳେ ଦେଖିବାକୁ ମିଳିବ।
କେ.କେ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଗାୟକଙ୍କ ଶେଷ ଗୀତ 'ଧୂପ ପାନି ବହନେ ଦୋ...' ରିଲିଜ୍ ହେବ। ଏହି ଗୀତଟି ଆସୁଥିବା ଫିଲ୍ମ 'ଶେରଦିଲ୍ : ଦ ପିଲିଭିତ୍ ସାଗା'ର। ଏହି ଗୀତରେ କେ.କେ ତାଙ୍କ ସ୍ୱର ଦେଇଛନ୍ତି।
ଗ୍ଲାମର ଦୁନିଆରେ ଯେଉଁମାନେ ତୃଣମୂଳ ସ୍ତରରୁ ଆସିଥାନ୍ତି ସେମାନଙ୍କୁ ଅନେକ ଷ୍ଟ୍ରଗଲ କରିବାକୁ ହୋଇଥାଏ। ସିନିୟରମାନଙ୍କ ଆଗରେ ମୁଣ୍ଡ ନଇଁ ଚାଲିବାକୁ ହୋଇଥାଏ। ସେମାନଙ୍କ ପାଇଁ ଚା’ ସିଗାରେଟ ମଧ୍ୟ ଆଣିବାକୁ ହୋଇଥାଏ। ଏଥିରୁ ବି ମୁକୁଳି ପାରି ନଥିଲେ କେଜିଏଫ୍ ତାରକା ୟଶ।
ହଲିଉଡ୍ର ଏହି ଅଭିନେତ୍ରୀ ତାଙ୍କ ଫଟୋକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ୪ଟି ସନ୍ତାନର ମା’ କିମ୍, ଖୁବ୍ ଫିଟ୍ ଏବଂ ଟୋନ୍ଡ ବଡିର ମାଲିକାଣୀ। ବର୍ତ୍ତମାନ କିମ୍ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ନିଜ ଯୌବନକୁ ସବୁଦିନ ପାଇଁ ସତେଜ ରଖିବାକୁ ନେଇ ସେ ଯାହା କହିଛନ୍ତି ଶୁଣିଲେ ଲାଜରେ ମୁଣ୍ଡ ନଇଁଯିବ।
ଆସୁଛି ଶାହରୁଖଙ୍କ ଜବରଦସ୍ତ ଫିଲ୍ମ 'ଜୱାନ୍'। ଏହାର ଟିଜର ରିଲିଜ୍ ପରେ ସିନେପ୍ରେମୀଙ୍କ ଉତ୍ସାହ ବଢିଯାଇଛି। ଏଥିରେ ଶାହରୁଖଙ୍କ ସହ ନୟନତାରାଙ୍କୁ ଦେଖିବାକୁ ମିଳିବ। କିନ୍ତୁ ଫିଲ୍ମ ପାଇଁ ନୟନତାରା ନୁହେଁ ନିର୍ମାତାଙ୍କ ପ୍ରଥମ ପସନ୍ଦ ଥିଲେ ସାମନ୍ଥା ରୁଥ୍ ପ୍ରଭୁ। ଫିଲ୍ମକୁ କାହିଁକି ମନା କଲେ ସାମନ୍ଥା…
ଫିଲ୍ମ ପ୍ରେମକୁ ନେଇ ଏବେ ସବୁଠି ଚର୍ଚ୍ଚା। ପ୍ରେମିକା ଡାକ୍ତର ଖାନାରେ ପଡ଼ିଛନ୍ତି ଆଉ ପ୍ରେମିକାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରଙ୍କ ପାଖରେ ଏମିତି ହାତଯୋଡ଼ିଲେ ପ୍ରେମିକ....ଆଉ ତା’ପରେ ହେଲା କ’ଣ?
୨୦୨୨ ସଂଗୀତ ଦୁନିଆ ପାଇଁ ଏକ ଝଡ ହୋଇ ଆସିଛି। ବର୍ଷର ମାତ୍ର ୫ ମାସରେ ଆମେ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିର ୭ ଜଣ ତାରକାଙ୍କଉ ହରାଇଛୁ। ଅନେକ ଆଗ ଧାଡିର କଳାକାର ଗୋଟିଏ ପରେ ଗୋଟିଏ ବିଦାୟ ନେଇଛନ୍ତି। କିଏ ସେମାନେ ଆସନ୍ତୁ ନଜର ପକେଇ ନେବା।
ଟଙ୍କା ଡିପୋଜିଟ ନେଇ ଅନୁଭବ କୋର୍ଟଙ୍କୁ ମଧ୍ୟ ଜଣାଇଲେ।
ଗୋଟିଏ ଦିନରେ ରିଲିଜ୍ ହୋଇଛି ୩ଟି ବଡ଼ ଓ ହାଇବଜେଟ୍ ଫିଲ୍ମ। ଆଜି ଫ୍ରାଇଡେ’ ରିଲିଜ୍ରେ ପୃଥ୍ୱୀରାଜ୍, ବିକ୍ରମ ଏବଂ ମେଜର ବଡ଼ ପରଦାକୁ ଆସିଛି। ହିନ୍ଦୀ, ତେଲୁଗୁ ଓ ତାମିଲ ଭାଷାରେ ଫିଲ୍ମରିଲିଜ୍ ହୋଇଛି।
ବବି ଦେଓଲଙ୍କ‘ଆଶ୍ରମ’ଲୋକଙ୍କ ହୃଦୟକୁ କିଣି ନେଇଥିଲା। ଏହାର ଦୁଇଟା ସିଜନ୍ ପୂର୍ବରୁ ଷ୍ଟ୍ରିମିଂ ହୋଇଥିବା ବେଳେ ଲୋକେ ଏହାର ତୃତୀୟ ସିଜନ୍କୁ ଉତ୍ସାହର ସହ ଚାହିଁ ବସିଛନ୍ତି। ଆଉ କିଛି ଘଣ୍ଟା ପରେ ଏହି ଅପେକ୍ଷାର ଅନ୍ତ ହେବ।
କରୋନା କାରଣରୁ ଗତ ୨ ବର୍ଷ ହେବ IIFA ପୁରସ୍କାର ହୋଇପାରୁ ନଥିଲା। ଏଥର ହେଉଥିବାରୁ ଲୋକେ ସେମାନଙ୍କ ପ୍ରିୟ ତାରକାଙ୍କୁ ଦେଖିବା ନେଇ ଉତ୍ସାହରେ ଅଛନ୍ତି। ଏନେଇ ଆବୁଧାବୀର ଏକ ଦ୍ୱୀପରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ବଲିଉଡ୍ ସେଲିବ୍ରେଟୀମାନେ ଏଠାରେ ପହଞ୍ଚିବାକୁ ଲାଗିଲେଣି।
ଗତକାଲି ରାତିରେ ମୁମ୍ବାଇ ଅଣାଯାଇଥିଲା କେକେଙ୍କ ମରଶରୀର
SSKM ହସ୍ପିଟାଲରେ ପୋଷ୍ଟମର୍ଟମ ପରେ ରବୀନ୍ଦ୍ର ସଦନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଏହି ମହାନ୍ କଳାକାରଙ୍କ ମରଶରୀରକୁ ଦିଆଯାଇଥିଲା ଗନ୍ ସାଲ୍ୟୁଟ୍ ।
କୁହାଯାଉଛି ଯେ ଅତ୍ୟଧିକ ଚାପଯୁକ୍ତ ଜୀବନ କେକେଙ୍କ ମୃତ୍ୟୁର କାରଣ ହେଲା। ଏକ ସାକ୍ଷାତକାରରେ ଅକ୍ଷୟ କୁମାର ଏହାକୁ ନେଇ ନିଜ ମତ ରଖିଛନ୍ତି। ଆସନ୍ତୁ ଜାଣିବା ସେ କ’ଣ କହିଛନ୍ତି।
ଆଜି ବି ପ୍ରେମରେ ବିରହକୁ ସହୁଥିବା ପ୍ରେମିକ ଶୁଣେ ଆଇକନିକ୍ ତଡ଼ପ ତଡ଼ପ ଇସ୍ ଦିଲ ସେ ।
କୋଲକାତାର ନାଜୁରୁଲ୍ ମଞ୍ଚରେ କେକେ ଗୀତ ଗାଇଥିଲେ । କେକେ ଆଉ ନାହାନ୍ତି କିନ୍ତୁ ତାଙ୍କ ଗୀତର ଧୁନ୍ ଆଜି ବି କାନରେ ବାଜୁଛି ।
ହୃଦ୍ଘାତରେ ଜଣାଶୁଣା ଗାୟକ କେକେଙ୍କ ମୃତ୍ୟୁ ହୋଇଛି। ସେ ତାଙ୍କ ଜୀବନରେ ଅନେକ ସଫଳତା ପାଇଥିଲେ। କିନ୍ତୁ ସଂଗୀତ ଦୁନିଆର ଏହି ବାଦଶାହା କେବେ ବି ଗୀତ ଶିଖି ନଥିଲେ। ଆସନ୍ତୁ ତାଙ୍କ ବିଷୟରେ କେତେକ ଅଜଣା କଥା ଜାଣିନେବା।
ସଙ୍ଗୀତ ଦୁନିଆରେ କଳା ବାଦଲ। ଆଗ ପଛ ହୋଇ ଚାଲିଗଲେ ସୁନାମଧନ୍ୟ ୩ ଗାୟକ। ୭ ଦିନ ମଧ୍ୟରେ ତିନି ତିନି ଜଣ ପ୍ରସିଦ୍ଧ ଗାୟକଙ୍କ ମୃତ୍ୟୁକୁ ନେଇ ମ୍ୟୁଜିକ୍ ଇଣ୍ଡଷ୍ଟ୍ରି ଏକ ପ୍ରକାର ସ୍ତବ୍ଧ ହୋଇଯାଇଛି। ଏପରି ଲାଗୁଛି ସତେ ଯେମିତି ସଙ୍ଗୀତ ଦୁନିଆରେ ଯମରାଜଙ୍କ କୋପ ଦୃଷ୍ଟି ପଡ଼ିଛି।