ମନୋଜ ବାବୁଙ୍କୁ ଯଦି ବ୍ୟକ୍ତିଗତ ଭାବେ ଆଘାତ ଦେଇଛି ତ ମୁଁ ନିଜେ କ୍ଷମା ମାଗୁଛି । ମୁଁ ନିଜେ ସମ୍ବଲପୁରୀଆ ଓ ମୋ ମା’ ବି ସମ୍ବଲପୁରୀଆ । ସମ୍ବଲପୁର ଆମ ଭିତରେ ଅଛି, ସବୁ ଓଡିଆଙ୍କ ଭିତରେ ଅଛି ।
ପ୍ରାୟ ସପ୍ତାହେ ପରେ ଆଜି ବାବୁସାନ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି ।
ଅସୁସ୍ଥ ହୋଇ ହସ୍ପିଟାଲ୍ରେ ଚିକତ୍ସିତ ହେଉଥିବା ଓଲିଉଡ୍ର ଚକୋଲେଟ୍ ହିରୋ ବାବୁସାନ୍ ମହାନ୍ତିଙ୍କୁ ପତ୍ନୀ ତୃପ୍ତି ଭେଟିଛନ୍ତି।
ଫିଲ୍ମ ‘ଦମନ୍’ର ପ୍ରମୋସନ୍ ପାଇଁ ଲେହେରୁ ପାଙ୍ଗଙ୍ଗ୍ ଯାଇଥିବା ବେଳେ ସେଠାରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ଶରୀରରେ ଅକ୍ସିଜେନ୍ ସ୍ତର କମି ଯିବା ପରେ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ଅଭିନେତା ବାବୁସାନଙ୍କ ପତ୍ନୀ ଓ ତାଙ୍କ ଶ୍ୱଶୁର ପ୍ରକୃତି ମିଶ୍ରଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ପ୍ରକୃତି ଖାରବେଳ ନଗର ଥାନାରେ ଏତଲା ଦେଇଥିଲେ।
ବିବାଦର ୧୦ ଦିନ ପରେ ଓଡ଼ିଶା ଛାଡ଼ି ମୁମ୍ବାଇ ଗଲେ ଅଭିନେତ୍ରୀ ପ୍ରକୃତି ମିଶ୍ର। ମୁମ୍ବାଇ ଯିବା ପୂର୍ବରୁ ଇନଷ୍ଟାଗ୍ରାମରେ ପ୍ରକୃତି ପୋଷ୍ଟ କରିଥିବା କଥାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ବାବୁସାନଙ୍କ ପାରିବାରିକ ବିବାଦକୁ ନେଇ ତୃପ୍ତିଙ୍କ ପ୍ରତିକ୍ରିୟା...
ପତି-ପତ୍ନୀଙ୍କ ବିବାଦକୁ ସମାଧାନ ପାଇଁ ଉଦ୍ୟମ କରାଯାଉଥିବା ଜଣାପଡ଼ିଛି।
ତୃପ୍ତି-ପ୍ରକୃତି-ବାବୁସାନ କଳି ଭିତରେ ଅଭିନେତା ବାବୁସାନ ମହାନ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଆଜି ସେ ନିଜ ଘର ବାଲକୋନିକୁ ଆସି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ସମୟରେ ତାଙ୍କ ସାଙ୍ଗରେ ମା’ ଅପରାଜିତା ମହାନ୍ତି ଥିବା ଦେଖିବାକୁ ମିଳିଥିଲା।
ନିଜ ଘର ବାଲକୋନିରେ ଥାଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାବୁସାନ କହିଥିଲେ ଯେ, ‘ମୁଁ ପରିବାର ପାଖରେ ଅଛି, ସେଥିପାଇଁ ବହୁତ ଖୁସି। ଠିକ୍ ସମୟରେ ଠିକ୍ କଥା କହିବି।’
ଭୁବନେଶ୍ୱର ବିମାନ ବନ୍ଦରରୁ ସିଧାସଳଖ ଏକ କାର୍ ଯୋଗେ ବାବୁସାନ ଭୁବନେଶ୍ୱର ଜଗନ୍ନାଥ ବିହାର ସ୍ଥିତ ଘରକୁ ଯାଇଥିଲେ। ପ୍ରଥମେ ବାପା, ମା’ଙ୍କ ପାଖକୁ ଯିବି। ଯେତେବେଳେ ଯାହା ଦରକାର ପଡିବ ତାହି କହିବି ବୋଲି ସେ କହିଛନ୍ତି।
ଭୁବନେଶ୍ୱରରେ ପହଞ୍ଚିଲେ ଅଭିନେତା ବାବୁସାନ ମହାନ୍ତି। ଚେନ୍ନାଇରୁ ବିମାନ ଯୋଗେ ଆସି ଆଜି ସକାଳେ ଭୁବନେଶ୍ୱରରେ ପହଞ୍ଚିଛନ୍ତି।
ଗତକାଲି ଚେନ୍ନାଇ ଏୟାରପୋର୍ଟରେ ଅଭିନେତା ବାବୁସାନ ମହାନ୍ତିଙ୍କୁ ଦେଖିବାକୁ ମିଳିଥିଲା। ହେଲେ ଏହାପରେ ବି ସେ ଭୁବନେଶ୍ୱର ଫେରି ନାହାନ୍ତି।