କେବଳ ଜଣଙ୍କ କଥା ଭାବୁଛନ୍ତି ଜିତ୍। ଯାହାକୁ ଦିନେ ବୋଝ ଭାବୁଥିଲେ, ତାକୁ ଏବେ ମୁହୂର୍ତ୍ତଟିଏ ନଦେଖିଲେ ରହିପାରୁନାହାନ୍ତି। ତୋ କଥା ଭାବି ହସେ, ତୋ କଥା ଭାବି ଋଷେ...
Published: Pallipuspa Samal
Last updated: 31 July 2022, 02:16 PM IST
ରଣବୀର ଆହ୍ଲାବାଦିଆ ଓ ଆଶିଷ ଚଞ୍ଚଳାନି ନଭି ମୁମ୍ବାଇର ମାହାପେ ସ୍ଥିତ ସାଇବର ସେଲ ମୁଖ୍ୟାଳୟରେ ପହଞ୍ଚିଥିଲେ। ସାଇବର ସେଲ ଅଧିକାରୀ ଉଭୟଙ୍କୁ ପଚରା ଉଚୁରା କରିଥିବା ବେଳେ ବୟାନ ରେକର୍ଡ କରାଯାଇଛି।