ଆଲିଆ ଭଟ୍ଟ ତାଙ୍କ ପ୍ରଶଂସକମାନଙ୍କୁ ତାଙ୍କ ବ୍ୟକ୍ତିଗତ ଜୀବନର ଝଲକ ଦେବାରେ କେବେ ହେଳା କରନ୍ତି ନି। ସେ ବର୍ତ୍ତମାନ ତାଙ୍କ ନିଜ ପରିବାର ସହ ଥାଇଲ୍ୟାଣ୍ଡ ଛୁଟିଦିନର ସୁନ୍ଦର ସୁନ୍ଦର ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡିକରେ ତାଙ୍କୁ ନିଜର ଘନିଷ୍ଠ ଲୋକଙ୍କ ସହ ଦେଖିବାକୁ ମିଳୁଛି।
'ପୁଷ୍ପା ୨'କୁ ଜାନୁଆରୀ ୧୧ରେ ଅତିରିକ୍ତ ଫୁଟେଜ୍ ସହିତ ରିଲିଜ୍ କରାଯିବାର ଥିଲା। କିନ୍ତୁ, ବୈଷୟିକ ତ୍ରୁଟି ହେତୁ ଏହା ହୋଇପାରି ନାହିଁ। ଏହାର ପ୍ରମୋ ରବିବାର ସକାଳେ ରିଲିଜ୍ ହୋଇଛି। ନୂତନ ରିଲିଜ୍ ତାରିଖ ମଧ୍ୟ ଉଲ୍ଲେଖ କରାଯାଇଛି।
ରଶ୍ମିକା ମନ୍ଦାନା ଇନ୍ଷ୍ଟାଗ୍ରାମ୍ ଷ୍ଟୋରୀରେ ଫିଲ୍ମର ସେଟ୍ରୁ ଏକ ସୁନ୍ଦର ଫଟୋ ଶେୟାର କରିଛନ୍ତି। ଏଥିରେ ରଶ୍ମିକା ଆରାମ୍ କରୁଥିବା ସମୟରେ ସୁକୁମାର ଲୁଚି ଲୁଚି ତାଙ୍କୁ ଦେଖୁଛନ୍ତି। ଏହି ପୋଷ୍ଟରେ ରଶ୍ମିକା ନିର୍ଦ୍ଦେଶକଙ୍କ ପ୍ରତି ନିଜର ଭାବନା ଏବଂ ତାଙ୍କୁ କେତେ ମିସ୍ କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି।
୨୦୨୪ରେ ଅଲ୍ଲୁ ଅର୍ଜୁନ ପ୍ରେକ୍ଷାଳୟକୁ ଝଡ଼ ହୋଇ ଆସିଥିବା ବେଳେ ବର୍ତ୍ତମାନ ତାଙ୍କ କଜିନ୍ ରାମ ଚରଣ ସୁନାମୀ ହୋଇ ଆସିଛନ୍ତି। ରାମ ଚରଣଙ୍କ ଲାଟେଷ୍ଟ୍ ରିଲିଜ୍ ‘ଗେମ୍ ଚେଞ୍ଜର’ ସମଗ୍ର ବିଶ୍ୱରେ ସବୁ ଖେଳକୁ ପରିବର୍ତ୍ତନ କରିଦେଇଛି।
ବଲିଉଡ୍ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ ପ୍ରତିଦିନ ଇନଷ୍ଟାଗ୍ରାମରେ ତାଙ୍କର ଲାଟେଷ୍ଟ୍ ଫଟୋସୁଟର ଚିତ୍ର ପୋଷ୍ଟ କରନ୍ତି। ଅଭିନେତ୍ରୀ ଇନଷ୍ଟାଗ୍ରାମରେ ନିଜର ହଟ୍ ଆଉ ଗ୍ଲାମରସ୍ ଫଟୋ ପୋଷ୍ଟ କରି ସବୁବେଳେ ତାଙ୍କ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ତାଙ୍କର ଷ୍ଟନିଂ ଅବତାର ଇଣ୍ଟର୍ନେଟ୍ରେ ଆସିବା ମାତ୍ରେ ଭାଇରାଲ ହେବା ଆରମ୍ଭ କରେ।
ରାଜାମୌଲି 'ମହାଭାରତ' ଉପରେ କାମ ଆରମ୍ଭ କରିବାକୁ ଯାଉଛନ୍ତି ଏବଂ ଏଥିପାଇଁ ସେ ଜଣେ ଖାନଙ୍କ ସହ ଯୋଗାଯୋଗରେ ଅଛନ୍ତି। ଯଦି ଏହା ହୁଏ, ତେବେ ଏହା ନିଶ୍ଚିତ ଭାବରେ ବଲିଉଡ୍ର ସବୁଠୁ ବଡ ପ୍ରୋଜେକ୍ଟ ହେବ।
ଚଳଚ୍ଚିତ୍ର ଜଗତର ଗ୍ଲାମର ଦୁନିଆକୁ ବିଦାୟ ଦେଇ ମାନବ ସେବା ତଥା ସନାତନ ଧର୍ମର କାର୍ଯ୍ୟ ପାଇଁ ଆଧ୍ୟାତ୍ମିକତା ଆଡକୁ ଯାଇଛନ୍ତି ‘ମିସ୍ ୱାର୍ଲ୍ଡ ଟୁରିଜିମ୍’ ଇଶିକା ତନେଜା। ଇଶିକା ଜବଲପୁରର ଦ୍ୱାରକା ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ସଦାନନ୍ଦ ସରସ୍ୱତୀ ମହାରାଜଙ୍କଠାରୁ ଗୁରୁଦୀକ୍ଷା ନେଇଛନ୍ତି।
‘ପୁଷ୍ପା ୨’ର ପ୍ରଶଂସକମାନେ ଆଉ ଏକ ଉପହାର ପାଇବାକୁ ଯାଉଛନ୍ତି। ନିର୍ମାତା ଘୋଷଣା କରିଛନ୍ତି ଯେ ଜାନୁଆରୀ ୧୧ ରୁ ପ୍ରେକ୍ଷାଳୟରେ ଫିଲ୍ମରେ ୨୦ ମିନିଟ୍ର ଅତିରିକ୍ତ ଫୁଟେଜ୍ ଯୋଡାଯିବ। ତେବେ 'ପୁଷ୍ପା ୨'ର ନିଆଁ ପ୍ରେକ୍ଷାଳୟରେ ଆଉ ୨୦ ମିନିଟ୍ ଅଧିକ ଜଳିବ!
ଭାରତୀୟ କ୍ରିକେଟ ଦଳର ତାରକା ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ଓ କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ଡିଭୋର୍ସ ଖବର ବର୍ତ୍ତମାନ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି। ଉଭୟଙ୍କ ନିକଟତର ବ୍ୟକ୍ତିଙ୍କ ଅନୁଯାୟୀ ଉଭୟ ଅଲଗା ହେବାକୁ ଯାଉଥିବା ବେଳେ କେବଳ ଆନୁଷ୍ଠାନିକ ଘୋଷଣା ବାକି ରହିଛି।
'ବର୍ଷମ' ଚଳଚ୍ଚିତ୍ରରୁ ପ୍ରଭାସଙ୍କୁ ଲୋକପ୍ରିୟତା ମିଳିଥିଲା। ଯାହା ପରେ ସେ ଅନେକ ଯୁବତୀଙ୍କ କ୍ରସ୍ ହୋଇଗଲେ। ତେବେ ତାଙ୍କ କୋ-ଷ୍ଟାର୍ ଅଭିନେତ୍ରୀମାନେ ବା କିପରି ପଛରେ ରହିପାରିବେ। ଏପରି ଦୁଇଜଣ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ପ୍ରଭାସଙ୍କୁ ଭଲ ପାଉଥିଲେ ଏବଂ ଏପର୍ଯ୍ୟନ୍ତ ଅବିବାହିତ ରହି ଏକାକୀ ଜୀବନ ବିତାଉଛନ୍ତି।
'ପୁଷ୍ପା ୨'ର କ୍ରେଜ୍ ଧିରେ ଧିରେ ଶେଷ ହେବାକୁ ଲାଗିଛି, ବର୍ତ୍ତମାନ ସମସ୍ତଙ୍କ ନଜର ସୁପରଷ୍ଟାର ରାମ ଚରଣଙ୍କ ଫିଲ୍ମ 'ଗେମ୍ ଚେଞ୍ଜର୍' ଉପରେ ରହିଛି। ଏହାରି ଭିତରେ, ‘ଗେମ୍ ଚେଞ୍ଜର୍’ ଉତ୍ତର ଆମେରିକାରେ ଆଗୁଆ ବୁକିଂରେ ଆଲୋଡ଼ନ ସୃଷ୍ଟି କରିଛି।
‘ତରଙ୍ଗ ପ୍ଲସ୍’ ଓଟିଟି ଫ୍ଲାଟ୍ଫର୍ମରେ ଜାନୁଆରୀ ୨ ରୁ ଷ୍ଟ୍ରିମିଂ ହୋଇଛି ନୂଆ ୱେବ୍ସିରିଜ୍ ‘ଚିଟ୍ଫଣ୍ଡ୍’। ପ୍ରଥମ ଥର ପାଇଁ ପରଦାକୁ ଆସିଛି ବହୁଚର୍ଚ୍ଚିତ ଚିଟ୍ଫଣ୍ଡ୍ ସ୍କାମ୍ର ସେହି ଦୁଃଖଭରା କାହାଣୀ। ତେବେ ସବୁଠାରୁ ବିଶେଷ କଥା ହେଉଛି ଏହାର ପ୍ରଥମ ଏପିସୋଡ୍ ମାଗଣାରେ ଦେଖିପାରିବେ।
'ବ୍ୟାଡେସ୍ ରବି କୁମାର'ର ଟ୍ରେଲର୍ ଲଞ୍ଚ୍ କରାଯାଇଛି। ୟୁଟ୍ୟୁବରେ ଟ୍ରେଲର୍ ଟ୍ରେଣ୍ଡ୍ ହେଉଛି। ଟ୍ରେଲରରେ ହିମେଶ ଏପରି ଡାଏଲଗ୍ କହୁଛନ୍ତି ଯେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।
ଏକଦା ଗୋଟିଏ ଗୀତ ପାଇଁ ଅଳ୍ପ କିଛି ଟଙ୍କା ନେଉଥିବା ଏହି ଗାୟକ ଓ ଗୀତିକାର ଜଣଙ୍କ କିଛି ମିନିଟର ଗୀତ ପାଇଁ ୩ କୋଟି ଟଙ୍କା ଦାବି କରନ୍ତି। ୫୮ ତମ ଜନ୍ମଦିନ ଉପଲକ୍ଷେ ଏହି ସିଙ୍ଗରଙ୍କ ସମ୍ପର୍କରେ କିଛି ଅଜଣା କଥା।
ବଲିଉଡ୍ର ଜଣେ ଶ୍ରେଷ୍ଠ ଅଭିନେତ୍ରୀ ମଲାଇକା ଅରୋରାଙ୍କୁ ବର୍ତ୍ତମାନ ୫୧ ବର୍ଷ ବୟସ ହୋଇଥିଲେ ବି ସେ ପ୍ରତିଦିନ ବି-ଟାଉନ୍ର ଷ୍ଟାର୍କିଡ୍ସଙ୍କୁ ନିଜ ବୋଲ୍ଡଲୁକ୍ରେ ପାଗଳ କରିଦିଅନ୍ତି। ସେ ପ୍ରାୟତଃ ଇନ୍ଷ୍ଟାଗ୍ରାମ୍ରେ ନିଜର ବୋଲ୍ଡ ଏବଂ ହଟ୍ ଫଟୋ ପୋଷ୍ଟ୍ କରି ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରନ୍ତି।
ଅକ୍ଷୟ କୁମାରଙ୍କ ୨୦୨୪ ଫ୍ଲପ୍ ପ୍ରମାଣିତ ହୋଇଛି। କିନ୍ତୁ ବର୍ତ୍ତମାନ ଅକ୍ଷୟ କୁମାରଙ୍କ ୨୦୨୫ର ପ୍ରଥମ ଚଳଚ୍ଚିତ୍ରର ଟ୍ରେଲର୍ ସାମ୍ନାକୁ ଆସିଛି। କିଛି ଲୋକ କହୁଛନ୍ତି ଯେ ଅକ୍ଷୟ କୁମାରଙ୍କ ଏହି ନୂଆ ଫିଲ୍ମ ରିମେକ୍ ନୁହେଁ ତ?
ନିକଟରେ ଏକ ସାକ୍ଷାତକାରରେ ସୋନୁ ସୁଦ ବଲିଉଡ୍ ପାର୍ଟିର କିଛି ରହସ୍ୟ ମଧ୍ୟ ପ୍ରକାଶ କରିଛନ୍ତି। ତେବେ ବଲିଉଡ୍ ପାର୍ଟିକୁ ନେଇ ସୋନୁ ସୁଦ କ’ଣ କହିଛନ୍ତି ଆସନ୍ତୁ ଜାଣିବା।
ଯେତେବେଳେ ବଡ ବଜେଟ୍ ଚଳଚ୍ଚିତ୍ର ଫ୍ଲପ୍ ହୋଇଯାଏ ନିର୍ମାତା ଓ ନିର୍ଦ୍ଦେଶକ ନିରାଶ ହୋଇପଡନ୍ତି। ବର୍ତ୍ତମାନ ଆମେ ଆପଣଙ୍କୁ ସାଉଥ୍ର ଏମିତି ଜଣେ ନିର୍ଦ୍ଦେଶକଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ୨୫୦ କୋଟି ଟଙ୍କାର ଏକ ବଡ ଫ୍ଲପ୍ ଫିଲ୍ମ ଦେଇଛନ୍ତି ଏବଂ ବର୍ତ୍ତମାନ ୪୦୦ କୋଟି ଟଙ୍କା ବାଜିରେ ଲଗେଇଛନ୍ତି।
ତରଙ୍ଗ ପ୍ଲସ୍ OTT ପ୍ଲାଟଫର୍ମରେ ଓଡ଼ିଆ ୱେବସିରିଜ୍ ‘ଚିଟଫଣ୍ଡ’ ରିଲିଜ। ମହାଠକେଇର ଗୁମର କାହାଣୀ ଦେଖୁଛନ୍ତି ଦର୍ଶକ। ୱେବ୍ ସିରିଜରେ ରହିଛି ଚିଟଫଣ୍ଡ ସଂସ୍ଥାଙ୍କ ମାୟାଜାଲର କାହାଣୀ। ଦର୍ଶକଙ୍କ ଭିତରେ ରୋମାଞ୍ଚ ଭରୁଛି ୱେବସିରିଜ୍ ‘ଚିଟଫଣ୍ଡ’ର କାହାଣୀ।
ତରଙ୍ଗ ପ୍ଲସ୍ OTT ପ୍ଲାଟଫର୍ମରେ ଓଡ଼ିଆ ୱେବସିରିଜ୍ ‘ଚିଟଫଣ୍ଡ’ ରିଲିଜ। ମହାଠକେଇର ଗୁମର କାହାଣୀ ଦେଖୁଛନ୍ତି ଦର୍ଶକ। ୱେବ୍ ସିରିଜରେ ରହିଛି ଚିଟଫଣ୍ଡ ସଂସ୍ଥାଙ୍କ ମାୟାଜାଲର କାହାଣୀ। ଦର୍ଶକଙ୍କ ଭିତରେ ରୋମାଞ୍ଚ ଭରୁଛି ୱେବସିରିଜ୍ ‘ଚିଟଫଣ୍ଡ’ର କାହାଣୀ।
ପୁଷ୍ପାଙ୍କୁ ମିଳିଲା ଜାମିନ୍। ହାଇଦ୍ରାବାଦ୍ ସଂଧ୍ୟା ଥିଏଟର୍ରେ ଦଳାଚକଟା ମାମଲାରେ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ନିୟମିତ ଜାମିନ୍।
୨୦୨୫ ଆରମ୍ଭ ହେଉ ହେଉ ଖେସରୀ ଲାଲ ନିଜ ଗୀତ ସହିତ ଇଣ୍ଟରନେଟ୍କୁ ଦୋହଲାଇ ଦେଇଛନ୍ତି। ଆଜିକାଲି ଯେତେବେଳେ 'ପୁଷ୍ପା ୨'ର ରୋଜଗାର ବଡ଼ ବଡ଼ ଚଳଚ୍ଚିତ୍ର ନିର୍ମାତାଙ୍କ ଝାଳ ବୁହାଇ ଦେଉଛି, ସେତେବେଳେ ଭୋଜପୁରୀ ସିନେମା ମେଗାଷ୍ଟାର ଖେସରି ଲାଲ ଯାଦବଙ୍କ ଏକ ଗୀତ ଚର୍ଚ୍ଚାରେ ଅଛି।
ଜୁଡୱା, ମେ ପ୍ରେମ କି ଦିୱାନୀ ହୁଁ ଓ କମେଡି ନାଇଟ୍ସ ୱିଥ କପିଲରେ ନଜର ଆସିଥିବା ଏହି ୪୯ ବର୍ଷୀୟା ଅଭିନେତ୍ରୀ ନିଜ ଅଭିଜ୍ଞତା ବର୍ଣ୍ଣନା କରିବା ସହ ଏହି ଘଟଣା ପରେ ସପ୍ତାହେ ସେ ଘରୁ ବାହାରି ନ ଥିବା କହିଛନ୍ତି। ସାଉଥର ଜନୈକ ଲୋକପ୍ରିୟ ନିର୍ଦେଶକ ତାଙ୍କୁ ଅନୀଲ କପୁରଙ୍କ ବିପକ୍ଷରେ ଏକ ସିନେମା ପାଇଁ ଡାକିଥିଲେ।ମୁମ୍ବାଇର ଜୁହୁରେ ଏହି ବୈଠକ ହୋଇଥିଲା। ପ୍ରଥମ ଥର ମିଟିଂକୁ ମା’ ଓ ଭଉଣୀଙ୍କୁ ନେଇ ଯାଇଥିଲେ। ତେବେ ମିଟିଂର ଅଭିଜ୍ଞତା ନିରାଶାଜନକ ରହିଥିବା ବେଳେ ସେ ସପ୍ତାହେରୁ ଅଧିକ ସମୟ ନିଜକୁ ରୁମରେ ବନ୍ଦ କରି ରଖିଥିଲେ।
ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଗେମ୍ ଚେଞ୍ଜର୍’ର ଟ୍ରେଲର ଶେଷରେ ମୁକ୍ତିଲାଭ କରିଛି। ଟ୍ରେଲର୍ରେ ରାମ ଚରଣଙ୍କୁ ଆକ୍ସନ୍ ଅବତାରରେ ଦେଖିବାକୁ ମିଳେ। ଚଳଚ୍ଚିତ୍ରଟି ୧୦ ଜାନୁଆରୀ ୨୦୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।
୨୦୨୫କୁ ବଡିଉଡ୍ ଚ୍ୟାଲେଞ୍ଜ ଭାବେ ନେଇଛି ଆଉ ଏହାକୁ ନିଜର କରିବାକୁ ସବୁ ପ୍ରକାର ଚେଷ୍ଟା କରୁଛନ୍ତି। ଏହି ନୂଆ ବର୍ଷ ସହିତ ଆକ୍ସନ୍ ଠାରୁ ଆରମ୍ଭ କରି ଡ୍ରାମା ପର୍ଯ୍ୟନ୍ତ ସବୁକିଛି ବଲିଉଡ୍ରେ ଦେଖିବାକୁ ମିଳିବ। ଏହି ବର୍ଷ ମଧ୍ୟ ଆକ୍ସନ୍-ଥ୍ରୀଲର ଏବଂ କମେଡି-ଡ୍ରାମାରେ ପରିପୂର୍ଣ୍ଣ ରୋମାଞ୍ଚକର ଚଳଚ୍ଚିତ୍ର ଆସିବାକୁ ଯାଉଛି।