ଭାରତୀୟ ଦଳର ଲେଗସ୍ପିନର ୟୁଜବେନ୍ଦ୍ର ଚହଲ ଓ କୋରିଓଗ୍ରାଫର ଧନଶ୍ରୀ ବର୍ମା ପରସ୍ପରକୁ ଡିଭୋର୍ସ ଦେବାକୁ ଯାଉଛନ୍ତି। ମାମଲା ବର୍ତ୍ତମାନ କୋର୍ଟରେ ରହିଥିବା ବେଳେ ଶୁକ୍ରବାର ଉଭୟ କୋର୍ଟରେ ହାଜର ହୋଇଛନ୍ତି। ଜଜଙ୍କ ସମ୍ମୁଖରେ ଉଭୟ ବିଚ୍ଛେଦର କାରଣ କହିଛନ୍ତି।
ଭାରତୀୟ ଦଳର ଲେଗସ୍ପିନର ୟୁଜବେନ୍ଦ୍ର ଚହଲ ଓ କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ବିବାହ ବିଚ୍ଛେଦରେ ପରିଣତ ହେବାକୁ ଯାଉଛି। ନିଜେ ଚହଲ ଇନଷ୍ଟାଗ୍ରାମ ଷ୍ଟୋରୀ ଜରିଆରେ ଏହା ସ୍ପଷ୍ଟ କରିଛନ୍ତି। ଏହି ଲେଗସ୍ପିନର ଜଣଙ୍କ ଗୁଗଲୀ ପକାଇବା ସହ ସମସ୍ତଙ୍କୁ ସାମାନ୍ୟ ଭ୍ରମିତ କରି ଦେଇଛନ୍ତି। ଡିଭୋର୍ସକୁ ସ୍ପଷ୍ଟ କରି ନଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ନା ମଧ୍ୟ କହି ନାହାନ୍ତି।
ଭାରତୀୟ କ୍ରିକେଟ ଦଳର ତାରକା ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ଓ କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ଡିଭୋର୍ସ ଖବର ବର୍ତ୍ତମାନ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି। ଉଭୟଙ୍କ ନିକଟତର ବ୍ୟକ୍ତିଙ୍କ ଅନୁଯାୟୀ ଉଭୟ ଅଲଗା ହେବାକୁ ଯାଉଥିବା ବେଳେ କେବଳ ଆନୁଷ୍ଠାନିକ ଘୋଷଣା ବାକି ରହିଛି।
ଏମିତିକି ଲୋକେ କେତେ କ’ଣ କହିଗଲେ ଓ ସୋସିଆଲ ମିଡିଆରେ ପୋଷ୍ଟ କରି ଚାଲିଲେ ।
କ୍ରିକେଟର ୟୁଜଭେନ୍ଦ୍ର ଚହଲଙ୍କ ଉପରେ ଜାତିଆଣ ମନ୍ତବ୍ୟ ଦେବା ଅଭିଯୋଗରେ ଗିରଫ ହୋଇଥିବା ପୂର୍ବତନ କ୍ରିକେଟର ଯୁବରାଜ ସିଂହ ଜାମିନରେ ମୁକୁଳିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ଗତକାଲି ହରିୟାଣାର ହିସାର ଜିଲ୍ଲାରେ ଯୁବରାଜଙ୍କୁ ପୋଲିସ ଗିରଫ କରିଥିଲା।