ହିମେଶ୍ ରେଶମିୟାଙ୍କ ପତ୍ନୀ ବର୍ତ୍ତମାନ ‘ଦ ସୋନିଆ କପୁର’ ନାମରେ ଏକ ପୋଡ୍କାଷ୍ଟ ଆରମ୍ଭ କରିଛନ୍ତି। ଏଠାରେ ସୋନିଆ ଅତିଥି ଭାବରେ ହିମେଶଙ୍କ ସହ କଥାବାର୍ତ୍ତା ହେଉଥିବା ନଜର ଆସନ୍ତି। ଏହି ସମୟରେ ସେ ହିମେଶଙ୍କର ଏକ ବାଥ୍ରୁମ୍ ସିକ୍ରେଟ୍କୁ କହିଦେଇଛନ୍ତି।
ସଂଗୀତ ଦୁନିଆରୁ ଅଭିନୟ ଦୁନିଆକୁ ପ୍ରବେଶ କରିଛନ୍ତି ହିମେଶ ରେଶମିଆ। ଆଜି ତାଙ୍କର ଫିଲ୍ମ 'ବ୍ୟାଡେସ୍ ରବି କୁମାର' ରିଲିଜ୍ ହୋଇଛି। ଜାଣନ୍ତୁ କେମିତି ହୋଇଛି ଫିଲ୍ମ।
'ବ୍ୟାଡେସ୍ ରବି କୁମାର'ର ଟ୍ରେଲର୍ ଲଞ୍ଚ୍ କରାଯାଇଛି। ୟୁଟ୍ୟୁବରେ ଟ୍ରେଲର୍ ଟ୍ରେଣ୍ଡ୍ ହେଉଛି। ଟ୍ରେଲରରେ ହିମେଶ ଏପରି ଡାଏଲଗ୍ କହୁଛନ୍ତି ଯେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।