• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

Kartik Aaryan with Sreeleela
Kartik Aaryan: ମା’ କହିଦେଲେ ଏହି ଅଭିନେତ୍ରୀଙ୍କୁ ବାହାହେବେ କାର୍ତ୍ତିକ ଆର୍ଯ୍ୟନ !

କାର୍ତ୍ତିକ ଆର୍ଯ୍ୟନ କାହାକୁ ଡେଟ କରୁଛନ୍ତି ଅଭିନେତାଙ୍କ ମା’ ନିଶ୍ଚିତ କରିଛନ୍ତି। ଏହାର ଏକ ଭିଡିଓ ଭାଇରାଲ୍ ହେଉଛି। ଏହି କ୍ଲିପ୍‌ରେ ସେ ତାଙ୍କର ଭବିଷ୍ୟତର ବୋହୂ ବିଷୟରେ କହିଛନ୍ତି।

 Babusan
Babushan Mohanty: କାହିଁକି ମୁଣ୍ଡନ ହେଲେନି ବାବୁସାନ୍‌; ମୁହଁ ଖୋଲିଲେ ରବି ମିଶ୍ର

ଗତ ୨୭ ତାରିଖ ରାତିରେ ଦିଲ୍ଲୀ ମେଦାନ୍ତ ହସ୍ପିଟାଲରେ ୬୭ବର୍ଷ ବୟସରେ ଉତ୍ତମ ମହାନ୍ତିଙ୍କ ପରଲୋକ ହୋଇଥିଲା । ଦୀର୍ଘ ୪ଦଶନ୍ଧୀ ଧରି ଅଭିନୟର ଯାଦୁରେ ଓଡ଼ିଶାର ଘରେ ଘରେ ପରିଚିତ ଥିଲେ ଉତ୍ତମ । ଓଡ଼ିଆ ସିନେମା ପ୍ରତି ତାଙ୍କ ଅବଦାନ ଚିର ସ୍ମରଣୀୟ ହୋଇ ରହିବ ।

Salman khan make fun in sikandar song bam bam bhole
Sikandar: ‘ସିକନ୍ଦର’ର ହୋଲି ଗୀତ ‘ବମ୍‌ ବମ୍‌ ଭୋଲେ’ରେ ରହିଛି ଅନେକ ଭୁଲ୍; ଜାଣନ୍ତୁ…

‘ବମ୍‌ ବମ୍‌ ଭୋଲେ’ ଗୀତରେ ସଲମାନ ଖାନ ସିକନ୍ଦର ହୋଇ ନିଜ ପ୍ରଶଂସକଙ୍କ ଉପରେ ମଜାକ୍ କରିଥିବା ଦେଖାଯାଏ। ‘ବମ୍‌ ବମ୍ ଭୋଲେ’ ଗୀତରେ ଅନେକ ତ୍ରୁଟି ଅଛି ଯାହା ପ୍ରଶଂସକଙ୍କ ପାଇଁ ସହଜରେ ହଜମ ହେଉନି।

Special Story: New Beginnings: Anubhav Ties the Knot With Jagrati Shukla in Delhi
ଜାଗୃତିଙ୍କ ମଥାରେ ସିନ୍ଦୂର

ଭିଣ୍ଟେଜ୍‌  କାର୍‌ରେ ଏଣ୍ଟ୍ରି ମାରିଲେ ଅନୁଭବ । ବାଜୁଥିଲା ବାଜା... ଫୁଟୁଥିଲା ବାଣ... ନାଚିନାଚି କନ୍ୟା ପକ୍ଷଙ୍କ ନିକଟରେ ପହଞ୍ଚିଲା ବାରାତ୍‌ । ଆଉ ତା’ ପରେ ରୀତିନୀତି ଅନୁଯାୟୀ ଦ୍ୱିତୀୟ ଥର ପାଇଁ ପୁଣି ପଡ଼ିଲା ଅନୁଭବଙ୍କ ହାତଗଣ୍ଠି ।

Deepika Padukone at Louis vuitton fall winter 2025 show
Deepika Padukone: ଗ୍ଲାମରସ୍ ଲୁକ୍ ସହିତ ସାରା ବିଶ୍ୱକୁ ଚମକାଇଲେ ଦୀପିକା ପାଦୁକୋନ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ପୁଣି ଥରେ ତାଙ୍କ ଚମତ୍କାର ଫ୍ୟାଶନ ସେନ୍ସ ସହିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପ୍ୟାରିସରେ ଆୟୋଜିତ ଲୁଇ ଭ୍ୟୁଟନ୍ ଫଲ୍ / ୱିଣ୍ଟର ୨୦୨୫ ଫ୍ୟାଶନ୍ ସୋ’ରେ ଦୀପିକା ଭାରତର ପ୍ରତିନିଧିତ୍ୱ କରିଥିଲେ ଏବଂ ତାଙ୍କର ଗ୍ଲାମରସ୍ ଲୁକ୍ ସହିତ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛନ୍ତି।

Rasha thadani shared sizzling pictures in short skirt
Rasha Thadani: ସର୍ଟ ସ୍କର୍ଟ ଆଉ ମ୍ୟାଚିଂ ବ୍ଲେଜରରେ ରବୀନା ଟଣ୍ଡନ୍‌ଙ୍କ ଝିଅ

ଭେଟେରାନ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ଝିଅ ରାଶା ଥଡାନୀ ଫିଲ୍ମ 'ଆଜାଦ' ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଯଦିଓ ତାଙ୍କ ଚଳଚ୍ଚିତ୍ର ଫ୍ଲପ୍ ହୋଇଥିଲା, ରାଶାଙ୍କ ଡ୍ୟାନ୍ସ ମୁଭ୍ସ ଏବଂ ଅଭିନୟ ଲୋକଙ୍କ ହୃଦୟ ଜିତିଥିଲା। ଏବେ ଅଭିନେତ୍ରୀ ତାଙ୍କ ଗ୍ଲାମରସ୍ ଲୁକ୍ ପାଇଁ ଚର୍ଚ୍ଚାରେ ଅଛନ୍ତି।

 Anubhab Mohanty Marriage
Anubhab Mohanty Marriage: ପଡ଼ିଲା ହାତଗଣ୍ଠି: ଜାଗୃତିଙ୍କ ହାତ ଧରିଲେ ଅନୁଭବ

ଦିଲ୍ଳୀର ତ୍ୟାଗରାଜ ନିକଟରେ ଥିବା ଜଗନ୍ନାଥ ମନ୍ଦିରରେ ଅଭିନେତା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତିଙ୍କ ବିବାହ ସମ୍ପନ୍ନ ହୋଇଛି । ପୂର୍ବରୁ ବାନ୍ଧବୀ କୁହାଯାଉଥିବା ଜାଗୃତି ଶୁକ୍ଳାଙ୍କ ହାତ ଧରିଛନ୍ତି ଅନୁଭବ ।

priyanka
ତାରକାଙ୍କ ଭିଡ଼ରେ ଝଟକୁଛି ତଳମାଳି

କୋରାପୁଟ ଜିଲ୍ଲା ସେମିଳିଗୁଡ଼ାର ଏକ ହୋଟେଲରେ ରାତ୍ରରହଣୀ ପରେ, ଆଜି ତଳମାଳିର ସୁଟିଂ ସେଟକୁ ବାହାରିଥିଲେ ବଲିଉଡ୍ ବିୟୁଟି ପ୍ରିୟଙ୍କା। ଇଏ ସେଇ ସମୟର ଦୃଶ୍ୟ। ପିସିଙ୍କ ଗୋଟିଏ ଝଲକ ପାଇବା ପାଇଁ ହୋଟେଲ ନିକଟରେ ଜମିଥିଲା ଫ୍ୟାନଙ୍କ ଭିଡ଼।

priyanka
Priyanka Chopra In Odisha: ତାରକାଙ୍କ ଭିଡ଼ରେ ଝଟକୁଛି ତଳମାଳି, ସୁଟିଂ ସେଟକୁ ଆସିଲେ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା

କୋରାପୁଟ ଜିଲ୍ଲା ସେମିଳିଗୁଡ଼ାର ଏକ ହୋଟେଲରେ ରାତ୍ରରହଣୀ ପରେ, ଆଜି ତଳମାଳିର ସୁଟିଂ ସେଟକୁ ବାହାରିଥିଲେ ବଲିଉଡ୍ ବିୟୁଟି ପ୍ରିୟଙ୍କା। ଇଏ ସେଇ ସମୟର ଦୃଶ୍ୟ। ପିସିଙ୍କ ଗୋଟିଏ ଝଲକ ପାଇବା ପାଇଁ ହୋଟେଲ ନିକଟରେ ଜମିଥିଲା ଫ୍ୟାନଙ୍କ ଭିଡ଼।

ହାଏ କହିଲେ ପ୍ରିୟଙ୍କା
ଓଡ଼ିଶାରେ ଦେଶୀ ଗାର୍ଲ

ପ୍ରିୟଙ୍କା ଚୋପ୍ରାଙ୍କର ଗୋଟିଏ ଝଲକ୍‌ ପାଇବା ପାଇଁ ଧାଇଁ ଆସିଛନ୍ତି ଫ୍ୟାନ୍‌। ଆଉ ଫ୍ୟାନ୍‌ଙ୍କ ବି ଖୁସି କରିବାକୁ ଭୁଲି ନାହାନ୍ତି ଦେଶୀ ଗାର୍ଲ। ହାତ ହଲାଇ ଜଣାଇଛନ୍ତି ଅଭିବାଦନ।

Shahid Kapoor
Bollywood: ୧୦୦ ଥର ରିଜେକ୍ଟ, ବ୍ୟାକ୍ ଟୁ ବ୍ୟାକ୍ ଫ୍ଲପ୍; ହେଲେ ଆଜି ସେ ସୁପରଷ୍ଟାର...

ବଲିଉଡ୍‌ର ରୋମାଣ୍ଟିକ ହିରୋ ଭାବେ ଜଣାଶୁଣା ଏହି ଅଭିନେତାଙ୍କୁ ଆଜି କୌଣସି ପରିଚୟ ଲୋଡା ନାହିଁ । ସେ ବ୍ୟାକ୍ ଟୁ ବ୍ୟାକ୍ ଅନେକ ସୁପରହିଟ୍ ଫିଲ୍ମ ଭେଟି ଦେଇଛନ୍ତି ଫ୍ୟାନ୍ସଙ୍କୁ । ପିଲାଠୁ ଯୁବକ ସଭିଏଁ ତାଙ୍କର ଫ୍ୟାନ୍ସ । ହେଲେ ଦିନ ଥିଲା ଏହି ଅଭିନେତାଙ୍କ ହାତରେ ଗୋଟିଏ ବି ଫିଲ୍ମ ନଥିଲା । ଗୋଟିଏ ପରେ ଗୋଟିଏ ଫିଲ୍ମ ଫ୍ଲପ୍ ହେବା ସହ ସେ ଡିପ୍ରେସନକୁ ଚାଲିଯାଇଥିଲେ...

Vijay Thalapathy accused of insulting muslims
Vijay Thalapathy: ବିଜୟ ଥଲାପତିଙ୍କ ବିରୋଧରେ ଅଭିଯୋଗ; ମୁସଲମାନ ଭାବନାକୁ ଆଘାତ

ବିଜୟ ଥଲାପତିଙ୍କ ବିରୋଧରେ ଅଭିଯୋଗ ପରେ ତାମିଲନାଡୁର ସୁନ୍ନତ ଜମାତର କୋଷାଧ୍ୟକ୍ଷ ସୟଦ କୋସ ଗଣମାଧ୍ୟମ ସହ କଥା ହୋଇ ଅଭିନେତାଙ୍କୁ ମୁସଲମାନମାନଙ୍କୁ ଅପମାନିତ କରିଥିବା ଅଭିଯୋଗ କରିଛନ୍ତି।

Mannat renovation controversy ngt petition filed by activist
Shahrukh Khan: ‘ମନ୍ନତ’କୁ ନେଇ ଅଡୁଆରେ ଶାହରୁଖ ଖାନ୍; ହୋଇଛି ନିୟମର ଉଲ୍ଲଂଘନ

ଶାହରୁଖ ଖାନ୍‌ଙ୍କ ଘର ନବୀକରଣ କାମକୁ ନେଇ ଏକ ବିବାଦ ଆରମ୍ଭ ହୋଇଛି। ଜଣେ ସାମାଜିକ କର୍ମୀ ନବୀକରଣ ସମୟରେ ନିୟମ ଉଲ୍ଲଂଘନ କଥା ଉଠାଇଛନ୍ତି।

Nora fatehi spotted at airport flaunt sizzling look leather dress
Nora Fatehi: ବିମାନବନ୍ଦରରେ ଦେଖାହେଲେ ନୋରା ଫତେହୀ

IIFA ପୁରସ୍କାର ଉତ୍ସବରେ ନୋରା ଫତେହୀ ହଙ୍ଗାମା କରିଥିଲେ। IIFA ରେ ପର୍‌ଫର୍ମାନ୍ସ କରି ଫେରିବା ବେଳେ ନୋରା ଜୟପୁର ଯାଇଥିଲେ। ଏଠାରେ ଅଭିନେତ୍ରୀଙ୍କୁ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା।

Prateik babbar priya banerjee honeymoon private photos went viral
Viral Photo: ସୋସିଆଲ୍ ମିଡିଆରେ ପ୍ରତୀକ ବାବର-ପ୍ରିୟା ବାନାର୍ଜୀଙ୍କ ହନିମୁନ୍ ଫଟୋ

ନିକଟରେ ଅଭିନେତ୍ରୀ ପ୍ରତୀକ ବାବର ଦ୍ୱିତୀୟ ଥର ପାଇଁ ଅଭିନେତ୍ରୀ ପ୍ରିୟା ବାନାର୍ଜୀଙ୍କୁ ବାହା ହୋଇଛନ୍ତି। ବର୍ତ୍ତମାନ ଉଭୟ ଗୋଆରେ ହନିମୁନ୍‌ ଉପଭୋଗ କରୁଛନ୍ତି। ଏହି ଅଭିନେତା ପ୍ରଶଂସକଙ୍କୁ ଏହାର ଝଲକ ମଧ୍ୟ ଦେଖାଇଛନ୍ତି। ଏହି ଫଟୋଗୁଡ଼ିକରେ ଉଭୟ ବେଡ୍‌ରୁମ୍‌ରେ ପୋଜ୍ ଦେଉଥିବା ନଜର ଆସିଛନ୍ତି।

shahrukh
Stars at IIFA: ଆଇଫାରେ ମେନ୍ ଇନ୍ ବ୍ଲାକ

ଆଇଫା ୱିକେଣ୍ଡ ୨୦୨୫ ଜୟପୁରରେ ଅନୁଷ୍ଠିତ ହେଉଛି। ସୁପରଷ୍ଟାର ଶାହରୁଖ ଖାନଙ୍କ ଠାରୁ ଶାହିଦ କପୁର ପର୍ଯ୍ୟନ୍ତ ଏକାଧିକ ଷ୍ଟାର ବ୍ଲାକ ଆଉଟଫିଟରେ ନଜର ଆସିଥିଲେ।

 Uttam Mohanty
ବୁଲୁଛି ଅଟୋ ଜଳୁଛି ଉତ୍ତମଙ୍କ ଦୀପ

ସାହି ଗଳିରେ ବୁଲୁଛି ଅଟୋ। ଜଳୁଛି ଦୀପ। ଲାଗିଛି ଅଭିନେତା ଉତ୍ତମ ମହାନ୍ତିଙ୍କ ଭଳି କି ଭଳି ଫଟୋ। କେତେବେଳେ ତୋ ବିନା ଆଉ ଭଲ ଲାଗେନା କିଛି... ଗୀତ ବାଜୁଛି ତ ଆଉ କେତେବେଳେ ବାଜୁଛି ତୁ ମୋର ସ୍ୱପ୍ନର ସୁନେଲି ସନ୍ଧ୍ୟା...।

Social Media Buzzes Over Varsha Priyadarshini's Allegations
Special Story: ସତ ହୋଇଗଲା ବର୍ଷାଙ୍କ କଥା, ବାନ୍ଧବୀ ନୁହେଁ, ଅନୁଭବଙ୍କୁ ବିବାହ କରିବେ ଜାଗୃତି...

ବର୍ଷାଙ୍କ ପୂର୍ବ ଅଭିଯୋଗ ଗୁଡ଼ାକ ଏବେ କୁଆଡ଼େ ସତ ପାଲଟି ଯାଇଥିବା ପ୍ରଶଂସକ ମାନେ ସୋସିଆଲ ମିଡିଆରେ ଚର୍ଚ୍ଚା କରୁଛନ୍ତି । 

AnubhavMohanty
ସରିଛି ହଳଦୀ,  ଜାଗୃତି ପିନ୍ଧିବେ ସିନ୍ଦୂର

ହାତରେ ମେହେନ୍ଦି ଆଉ ଦେହରେ ଲାଗିଲାଣି ହଳଦୀ। ରୁଣ୍ଡ ହେଲେଣି ବନ୍ଧୁବାନ୍ଧବ। ପୁଣି ବାଜିବ ସାହାନାଇ। ଜାଗୃତିଙ୍କ ପାଇଁ ପୁଣି ବର ସାଜିବେ ବାଳୁଙ୍ଗା ଟୋକା। ଘୋଡା ଚଢ଼ିବେ ଅନୁଭବ ମହାନ୍ତି। ନିକଟରେ ସରିଥିଲା ନିବର୍ନ୍ଧ ଆଉ ଏବେ ସରିଲାଣି ମେହେନ୍ଦି, ମଙ୍ଗୁଳା ବି ଶେଷ ହୋଗଲାଣି।

 Varsha Priyadarshini
ସତ କହୁଥିଲେ ବର୍ଷା, ବାନ୍ଧବୀ ନଥିଲେ ଜାଗୃତି !

ଏ ଫଟୋ ଅନେକ କଥା କହୁଛି। ଏ ଅଭିଯୋଗର ଫର୍ଦ୍ଦ ଏବେ ବି ଗୁମୁରି ଗୁମୁରି କାନ୍ଦୁଛି । ଖାଲି ଫରକ, କହାର ଜୀବନ ନାହିଁ, କେହି ପାଟି ଫିଟାଇ ଚିତ୍କାର କରିପାରୁ ନାହାନ୍ତି ।

youtube
richest Female Youtuber: ଭାରତର ଧନୀ ମହିଳା ୟୁଟ୍ୟୁବର, କମାଉଛନ୍ତି ମାସକୁ ଏତିକି କୋଟି ଟଙ୍କା

ଡିଜିଟାଲ ଯୁଗରେ ୟୁଟ୍ୟୁବରଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। କୌଣସି ଜିନିଷ ବିଷୟରେ ଜ୍ଞାନ ଆହରଣ କରିବାକୁ ଥିଲେ ସବୁକିଛି ୟୁଟ୍ୟୁବରେ ଉପଲବ୍ଧ । ଏହି କାରଣରୁ ୟୁଟ୍ୟୁବରେ ଚ୍ୟାନେଲ ଏବଂ ଭିଡିଓ ବିଷୟବସ୍ତୁ ଦିନକୁ ଦିନ ବଢିବାରେ ଲାଗିଛି ।

Priyanka Chopra lands in Odisha for SS Rajamouli, Mahesh Babu film ssmb 29
Priyanka Chopra: ଓଡ଼ିଶାରେ ପହଞ୍ଚିଲେ ପ୍ରିୟଙ୍କା ଚୋପ୍ରା; କରିବେ ଏହି ଫିଲ୍ମର ସୁଟିଂ

ଓଡ଼ିଶାରେ ଚାଲିଛି ଏସ୍ଏସ୍ ରାଜାମୌଲିଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'SSMB 29' ର ସୁଟିଂ। ବର୍ତ୍ତମାନ ପ୍ରିୟଙ୍କାଙ୍କୁ ଓଡ଼ିଶା ବିମାନବନ୍ଦରରେ ଦେଖିବାକୁ ମିଳିଛି। ସେ ଏହି ଫିଲ୍ମର ସୁଟିଂ ପାଇଁ ପହଞ୍ଚିଛନ୍ତି।

Urfi Javed's IIFA look gets trolled; dress goes viral
Urfi Javed: IIFAରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ଉର୍ଫି ଜାଭେଦ; ଦେଖନ୍ତୁ ତାଙ୍କ ଲୁକ୍

ଜୟପୁରରେ ଆୟୋଜିତ ଆନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ଏକାଡେମୀ ପୁରସ୍କାର(IIFA) ବିତରଣ ଉତ୍ସବରେ ଅଭିନେତ୍ରୀ-କମ-ମଡେଲ ଉର୍ଫି ଜାଭେଦ ନଜର ଆସିଛନ୍ତି। ଶନିବାର ରାତିରେ ଜୟପୁରରେ IIFA ୨୦୨୫ର ସବୁଜ କାର୍ପେଟ୍‌ରେ ଉର୍ଫି ଜାଭେଦ ଦେଖାଦେଇଛନ୍ତି। ଉର୍ଫିଙ୍କ ସ୍ୱତନ୍ତ୍ର ପୋଷାକ ସମସ୍ତଙ୍କୁ ଆକର୍ଷିତ କରିଛି।

Tamannaah Bhatia lady Dracula look in off shoulder red black dress
Tamannaah Bhatia: ଏପଟେ ବ୍ରେକ୍‌ଅପ୍ ଖବର, ସେପଟେ 'ଲେଡି ଡ୍ରାକୁଲା'ର ଲୁକ୍

ବିଜୟ ବର୍ମାଙ୍କ ସହ ବ୍ରେକ୍‌ଅପ୍ ଖବରକୁ ନେଇ ତମନ୍ନା ଭାଟିଆ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। କୁହାଯାଉଛି ଯେ ଦୁଇ ବର୍ଷର ଡେଟିଂ ପରେ ତମନ୍ନା ଏବଂ ବିଜୟଙ୍କ ସଂପର୍କ ଭାଙ୍ଗିଯାଇଛି। ଏହାରି ଭିତରେ ତମନ୍ନା ଭାଟିଆଙ୍କ 'ଲେଡି ଡ୍ରାକୁଲା'ର ଲୁକ୍ ସାମ୍ନାକୁ ଆସିଛି।

Madhuri Dixit and Shah Rukh Khan dance video out from iifa awards
Shah Rukh-Madhuri: IIFA ପୁରସ୍କାର ମଞ୍ଚକୁ ଜମେଇ ଦେଲେ ଶାହରୁଖ-ମାଧୁରୀ; ଭିଡିଓ ହେଲା ଭାଇରାଲ୍

IIFA ପୁରସ୍କାର ୨୦୨୫ର ମଞ୍ଚରେ ଶାହରୁଖ ଖାନ ଏବଂ ମାଧୁରୀ ଦୀକ୍ଷିତଙ୍କ ପର୍‌ଫର୍ମାନ୍ସକୁ କେବେ ବି ଭୁଲି ହେବ ନାହିଁ। ସୋସିଆଲ୍ ମିଡିଆରେ ହେଉଛି ଏହି ଭିଡିଓ ଭାଇରାଲ୍। ଦେଖନ୍ତୁ…