Advertisment

Malaika Arora: ବ୍ଲାକ୍ କୋଟ୍-ସ୍ଲିମ୍ ଫିଟ୍ ସ୍କର୍ଟରେ ମଲାଇକା ଅରୋରାଙ୍କ ଷ୍ଟାଇଲିସ୍ ଲୁକ୍

ବଲିଉଡ୍‌ର ଜଣେ ଶ୍ରେଷ୍ଠ ଅଭିନେତ୍ରୀ ମଲାଇକା ଅରୋରାଙ୍କୁ ବର୍ତ୍ତମାନ ୫୧ ବର୍ଷ ବୟସ ହୋଇଥିଲେ ବି ସେ ପ୍ରତିଦିନ ବି-ଟାଉନ୍‌ର ଷ୍ଟାର୍‌କିଡ୍ସଙ୍କୁ ନିଜ ବୋଲ୍ଡଲୁକ୍‌ରେ ପାଗଳ କରିଦିଅନ୍ତି। ସେ ପ୍ରାୟତଃ ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ବୋଲ୍ଡ ଏବଂ ହଟ୍‌ ଫଟୋ ପୋଷ୍ଟ୍‌ କରି ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରନ୍ତି।

author-image
Pramod Behera
Malaika Arora: ବ୍ଲାକ୍ କୋଟ୍-ସ୍ଲିମ୍ ଫିଟ୍ ସ୍କର୍ଟରେ ମଲାଇକା ଅରୋରାଙ୍କ ଷ୍ଟାଇଲିସ୍ ଲୁକ୍

actress malaika arora look gorgeous in black coat flaunt perfect figure

Bollywood
Advertisment
Advertisment