• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: South Indian Film Industry

Prabhas amitabh kamal starrer kalki 2898 ad trailer to be released on this day
ଦର୍ଶକଙ୍କ ଉତ୍ସାହ ଭିତରେ ରିଲିଜ୍ ହେବ 'କଲ୍‌କୀ ୨୮୯୮ ଏଡି'; ଜାଣନ୍ତୁ କେବେ…

'କଲ୍‌କୀ ୨୮୯୮ ଏଡି'କୁ ନେଇ ଜୋରଦାର ଆଲୋଚନା ଚାଲିଛି। ଏହା ଏମିତି ଏକ ଚଳଚ୍ଚିତ୍ର ଯେଉଁଥିପାଇଁ ସାରା ଦେଶର ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଫିଲ୍ମକୁ ନେଇ ଅନେକ କୌତୁହଳ ଅଛି। ଫିଲ୍ମର ନିର୍ମାତା ମଧ୍ୟ ବିଭିନ୍ନ ଉପାୟରେ ଫିଲ୍ମର ମାର୍କେଟିଂ ଆରମ୍ଭ କରିଦେଇଛନ୍ତି।

Pushpa villain fahadh faasil in 41 year old suffered from adhd disease
ପୁଷ୍ପା ଭିଲେନ୍‌ଙ୍କୁ ମାରାତ୍ମକ ରୋଗ; ଡାକ୍ତର କହିଲେ ଭଲ ହେବା ସହଜ ନୁହେଁ

ସାଉଥ୍‌ର ସବୁଠାରୁ ଲୋକପ୍ରିୟ ତଥା ପ୍ରତିଭାବାନ ଅଭିନେତା ଫହଦ୍ ଫାସିଲ୍ ୪୧ ବର୍ଷ ବୟସରେ ଆଟେନ୍‌ସନ୍-ଡେଫିସିଟ୍ / ହାଇପରଏକ୍ଟିଭିଟି ଡିସ୍‌ଅର୍ଡର (ADHD) ନାମକ ଏକ ରୋଗରେ ପୀଡିତ ହୋଇଥିଲେ। ଏହା ଏମିତି ଏକ ରୋଗ ଭଲ ହେବା ସହଜ ନୁହେଁ।

Raveena tandon shared top secret of south cinema
କାହିଁକି ବଲିଉଡ୍‌ ଉପରେ ଭାରି ପଡୁଛି ସାଉଥ୍ ଫିଲ୍ମ; ସିକ୍ରେଟ୍ କହିଲେ ରବୀନା ଟଣ୍ଡନ୍

ଆଜିକାଲି ସାଉଥ୍ ଚଳଚ୍ଚିତ୍ର ବଲିଉଡ୍‌ ଉପରେ ଭାରି ପଡୁଛି। ୨୦୨୪ ଆରମ୍ଭରୁ ଚାରି ମାସରୁ ଅଧିକ ସମୟ ଗଲା ପରେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ସାଉଥ୍ ଚଳଚ୍ଚିତ୍ର ସୁପରହିଟ୍ ବୋଲି ପ୍ରମାଣିତ ହୋଇଛି। ରବୀନା ଟଣ୍ଡନ୍ ସାଉଥ୍ ଏବଂ ବଲିଉଡ୍‌ ମଧ୍ୟରେ ଥିବା ଏହି ପାର୍ଥକ୍ୟକୁ ବୁଝାଇଛନ୍ତି।

Leo star thalapathy vijay entry into politics made new political party
ରାଜନୀତିର ମୈଦାନକୁ ଡେଇଁଲେ ‘ଲିଓ’ ଷ୍ଟାର୍ ; କହିଲେ 'ଥାଲାପଥୀ ୬୯' ଶେଷ ପ୍ରୋଜେକ୍ଟ

ନୂଆ ଦଳ ଗଢିଛନ୍ତି ତାମିଲ ସିନେମା ଅଭିନେତା ଥାଲାପଥୀ ବିଜୟ। ସେ ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରୁ ବିଦାୟ ନେବାକୁ ନିଷ୍ପତ୍ତି ନେଇଛନ୍ତି। ନିକଟରେ ସେ ଘୋଷଣା କରିଛନ୍ତି ଯେ ସେ ଅଭିନୟ ଛାଡି ରାଜନୀତିରେ ପ୍ରବେଶ କରିବା ପରେ ସାଧାରଣ ଜନତାଙ୍କ ପାଇଁ କାମ କରିବାକୁ ଚାହୁଁଛନ୍ତି।

Nayanthara film annapoorani allegedly insulting lord ram and promoting love jihad
ସାଉଥ୍ ଫିଲ୍ମରେ ଭଗବାନ ରାମଙ୍କୁ ଅପମାନ; ତାତିଲା ହିନ୍ଦୁ ସେବା ପରିଷଦ

ସାଉଥ୍ ଫିଲ୍ମ 'ଅନ୍ନପୂରନୀ' ପ୍ରଭୁ ଶ୍ରୀରାମଙ୍କୁ ଅପମାନିତ କରିବା ଏବଂ ହିନ୍ଦୁ ସମ୍ପ୍ରଦାୟର ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି। ମୁମ୍ବାଇ ପରେ ପୁଣି ଥରେ ଫିଲ୍ମ କାଷ୍ଟ୍‌ ଏବଂ ନିର୍ମାତା-ନିର୍ଦ୍ଦେଶକ ଧାର୍ମିକ ଭାବନାକୁ ଆଘାତ କରିବା ଏବଂ ଲଭ୍ ଜିହାଦକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି।

Kantara a legend chapter 1 first glimpse make fans speechless
Teaser Release: ରହସ୍ୟ ଆଉ ରୋମାଞ୍ଚରେ ଭରା 'କାନ୍ତାରା ଚାପ୍ଟର ୧' ର ପ୍ରଥମ ଝଲକ

'କାନ୍ତାରା: ଏ ଲିଜେଣ୍ଡ'ର ସିକ୍ୱେଲ୍ ଲାଇନ୍‌ରେ ଅଛି। ନିକଟରେ ଫିଲ୍ମର ଏକ ଝଲକ ସାମ୍ନାକୁ ଆସିଛି ଏବଂ ଏହା ଅତ୍ୟନ୍ତ ରୋମାଞ୍ଚକର ଏବଂ ସ୍ୱତନ୍ତ୍ର ହେବ ବୋଲି ଅନୁମାନ କରାଯାଉଛି। କୁହାଯାଉଛି ଫିଲ୍ମ କେଜିଏଫ ଏବଂ ବାହୁବଲୀ ଭଳି ଫିଲ୍ମକୁ କଡ଼ା ଟକ୍କର ଦେଇପାରେ।

hrithik roshan beware thangalaan is coming to collide with fighter
ରିଲିଜ୍ ହୋଇଛି ସାଉଥ୍‌ର ଏହି ଟ୍ରେଲର୍; ‘ଫାଇଟର୍‌’ ସହ କରିବ ଲଢେଇ

ସାଉଥ୍‌ରୁ ଏମିତି ଏକ ଫିଲ୍ମ ଆସୁଛି ଯାହା ଟାଙ୍କ ଫିଲ୍ମକୁ ଟକ୍କର ଦେବ। ଏବେ ଏହାର ଟିଜର ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କ ହୋସ୍ ଉଡେଇ ଦେଇଛି। ହ୍ରିତିକଙ୍କ ‘ଫାଇଟର୍‌’ର ଏପର୍ଯ୍ୟନ୍ତ ସାମାନ୍ୟ ଝଲକ ସାମ୍ନାକୁ ଆସିଥିବା ବେଳେ ଏହି ସାଉଥ୍ ଫିଲ୍ମର ଟିଜରରେ ଦେଖାଯାଇଥିବା ଦୃଶ୍ୟ ଯେକୌଣସି ଦର୍ଶକଙ୍କୁ ଉତ୍ସାହିତ କରିବା ପାଇଁ ଯଥେଷ୍ଟ।

South star nani revealed when he gets home after a kissing sequence for film
ସାମ୍ବାଦିକଙ୍କ ସମ୍ବେଦନଶୀଳ ପ୍ରଶ୍ନର ଶିକାର ହେଲେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପର୍‌ଷ୍ଟାର୍; ଏମିତି ରଖିଲେ ଜବାବ

ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସବୁଠାରୁ ଅଧିକ ଡିମାଣ୍ଡ ଥିବା ଅଭିନେତାମାନଙ୍କ ମଧ୍ୟରୁ ସେ ଜଣେ। ନିକଟରେ ଏକ ଇଭେଣ୍ଟରେ ସାମ୍ବାଦିକମାନେ ତାଙ୍କୁ ଏକ ବଡ ଏବଂ ସମ୍ବେଦନଶୀଳ ପ୍ରଶ୍ନ ପଚାରିଥିଲେ, ଯାହାକୁ ସେ ଅତି ଶାଳୀନତା ଭାବରେ ଉତ୍ତର ଦେଇଛନ୍ତି।

Suryaputra Karana teaser out chiyaan vikram play karna role
Teaser Out: ଆସୁଛି ‘ବାହୁବଲୀ’ ଠାରୁ ବଡ ଫିଲ୍ମ; ଦେଖିବାକୁ ମିଳିବ ବିକ୍ରମଙ୍କ ଜବରଦସ୍ତ ଭୂମିକା

ଏବେ ଆଉ ଏକ ପାନ ଇଣ୍ଡିଆ ଫିଲ୍ମ ସାଉଥ୍‌ରୁ ଆସିବାକୁ ଯାଉଛି। ଏହାର ଟିଜର ମଧ୍ୟ ରିଲିଜ୍ ହୋଇଛି। ଏହି ଫିଲ୍ମର କାହାଣୀ ଧାର୍ମିକ ଗ୍ରନ୍ଥ 'ମହାଭାରତ'ର କର୍ଣ୍ଣଙ୍କ ଉପରେ ଆଧାରିତ। ଏହି ଫିଲ୍ମର ନା’ ହେଉଛି ‘ସୂର୍ଯ୍ୟପୁତ୍ର କର୍ଣ୍ଣ’। ଏଥିରେ 'ଆଇ' ଫେମ୍ ସମସ୍ତଙ୍କ ପ୍ରିୟ ତାରକା ଚିଆନ୍ ବିକ୍ରମ ମୁଖ୍ୟ ଭୂମିକାରେ ଅଛନ୍ତି।

Rajinikanth tagged thalaiva after doing amitabh bachchan bollywood film in tamil remake
ଅମିତାଭ ବଚ୍ଚନଙ୍କ ଫିଲ୍ମର ତାମିଲ୍ ରିମେକ୍ କରି ସୁପର୍‌ଷ୍ଟାର୍‌ ହୋଇଗଲେ ରଜନୀକାନ୍ତ

ଆଜିକାଲି ପ୍ରାୟ ବଲିଉଡ୍ ଫିଲ୍ମ ସାଉଥ୍‌ର ରିମେକ୍ ହେଉଛି। କିନ୍ତୁ ଅମିତାଭ ବଚ୍ଚନଙ୍କ ଏମିତି ଅନେକ ଫିଲ୍ମ ଅଛି ଯାହାକୁ ସାଉଥ୍ ରିମେକ୍ କରାଯାଇଛି ଆଉ ଏହି ସବୁ ଫିଲ୍ମର ମୁଖ୍ୟ ଅଭିନେତା ସାଜିଛନ୍ତି ରଜନୀକାନ୍ତ। ଏହିସବୁ ଫିଲ୍ମ ମଧ୍ୟ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି। ଆସନ୍ତୁ ନଜର ପକେଇବା।

The gray man south superstar dhanush confirms his role in sequel movie
ଆକ୍ସନ୍ ଅବତାର ନେଇ ଫେରୁଛନ୍ତି ଧନୁଷ; କରିବେ ଧମାଲ୍

ହଲିଉଡ୍‌ରେ ସାଉଥ୍ ସୁପର୍‌ଷ୍ଟାର୍ ଧନୁଷ। ତାଙ୍କୁ ଏକ ହତ୍ୟାକାରୀ ଭାବେ ଦେଖିବାକୁ ମିଳେ। ଏହାର ସିକ୍ୱେଲକୁ ନେଇ କ’ଣ କହୁଛନ୍ତି ଏହି ଅଭିନେତା ଆସନ୍ତୁ ଜାଣିବା।

Telugu producers stop shooting from aug 1
ବିପଦରେ ତେଲୁଗୁ ଶିଳ୍ପ : ଅଗଷ୍ଟ ୧ରୁ ସବୁ ସୁଟିଂ ବନ୍ଦ

ସଙ୍କଟରେ ତେଲୁଗୁ ପିଲ୍ମ ଶିଳ୍ପ। ଏହାକୁ ନେଇ ଚିନ୍ତାରେ ପଡିଛନ୍ତି ନିର୍ମାତାମାନେ। ଏନେଇ ଅଗଷ୍ଟ ୧ରୁ ସବୁ ଫିଲ୍ମ ସୁଟିଂ ବନ୍ଦ କରିବାକୁ ନିଆଯାଇଛି ନିଷ୍ପତ୍ତି।