'କାନ୍ତାରା: ଏ ଲିଜେଣ୍ଡ'ର ସିକ୍ୱେଲ୍ ଲାଇନ୍ରେ ଅଛି। ନିକଟରେ ଫିଲ୍ମର ଏକ ଝଲକ ସାମ୍ନାକୁ ଆସିଛି ଏବଂ ଏହା ଅତ୍ୟନ୍ତ ରୋମାଞ୍ଚକର ଏବଂ ସ୍ୱତନ୍ତ୍ର ହେବ ବୋଲି ଅନୁମାନ କରାଯାଉଛି। କୁହାଯାଉଛି ଫିଲ୍ମ କେଜିଏଫ ଏବଂ ବାହୁବଲୀ ଭଳି ଫିଲ୍ମକୁ କଡ଼ା ଟକ୍କର ଦେଇପାରେ।
ସାଉଥ୍ରୁ ଏମିତି ଏକ ଫିଲ୍ମ ଆସୁଛି ଯାହା ଟାଙ୍କ ଫିଲ୍ମକୁ ଟକ୍କର ଦେବ। ଏବେ ଏହାର ଟିଜର ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କ ହୋସ୍ ଉଡେଇ ଦେଇଛି। ହ୍ରିତିକଙ୍କ ‘ଫାଇଟର୍’ର ଏପର୍ଯ୍ୟନ୍ତ ସାମାନ୍ୟ ଝଲକ ସାମ୍ନାକୁ ଆସିଥିବା ବେଳେ ଏହି ସାଉଥ୍ ଫିଲ୍ମର ଟିଜରରେ ଦେଖାଯାଇଥିବା ଦୃଶ୍ୟ ଯେକୌଣସି ଦର୍ଶକଙ୍କୁ ଉତ୍ସାହିତ କରିବା ପାଇଁ ଯଥେଷ୍ଟ।
ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସବୁଠାରୁ ଅଧିକ ଡିମାଣ୍ଡ ଥିବା ଅଭିନେତାମାନଙ୍କ ମଧ୍ୟରୁ ସେ ଜଣେ। ନିକଟରେ ଏକ ଇଭେଣ୍ଟରେ ସାମ୍ବାଦିକମାନେ ତାଙ୍କୁ ଏକ ବଡ ଏବଂ ସମ୍ବେଦନଶୀଳ ପ୍ରଶ୍ନ ପଚାରିଥିଲେ, ଯାହାକୁ ସେ ଅତି ଶାଳୀନତା ଭାବରେ ଉତ୍ତର ଦେଇଛନ୍ତି।
ଏବେ ଆଉ ଏକ ପାନ ଇଣ୍ଡିଆ ଫିଲ୍ମ ସାଉଥ୍ରୁ ଆସିବାକୁ ଯାଉଛି। ଏହାର ଟିଜର ମଧ୍ୟ ରିଲିଜ୍ ହୋଇଛି। ଏହି ଫିଲ୍ମର କାହାଣୀ ଧାର୍ମିକ ଗ୍ରନ୍ଥ 'ମହାଭାରତ'ର କର୍ଣ୍ଣଙ୍କ ଉପରେ ଆଧାରିତ। ଏହି ଫିଲ୍ମର ନା’ ହେଉଛି ‘ସୂର୍ଯ୍ୟପୁତ୍ର କର୍ଣ୍ଣ’। ଏଥିରେ 'ଆଇ' ଫେମ୍ ସମସ୍ତଙ୍କ ପ୍ରିୟ ତାରକା ଚିଆନ୍ ବିକ୍ରମ ମୁଖ୍ୟ ଭୂମିକାରେ ଅଛନ୍ତି।
ଆଜିକାଲି ପ୍ରାୟ ବଲିଉଡ୍ ଫିଲ୍ମ ସାଉଥ୍ର ରିମେକ୍ ହେଉଛି। କିନ୍ତୁ ଅମିତାଭ ବଚ୍ଚନଙ୍କ ଏମିତି ଅନେକ ଫିଲ୍ମ ଅଛି ଯାହାକୁ ସାଉଥ୍ ରିମେକ୍ କରାଯାଇଛି ଆଉ ଏହି ସବୁ ଫିଲ୍ମର ମୁଖ୍ୟ ଅଭିନେତା ସାଜିଛନ୍ତି ରଜନୀକାନ୍ତ। ଏହିସବୁ ଫିଲ୍ମ ମଧ୍ୟ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି। ଆସନ୍ତୁ ନଜର ପକେଇବା।
ହଲିଉଡ୍ରେ ସାଉଥ୍ ସୁପର୍ଷ୍ଟାର୍ ଧନୁଷ। ତାଙ୍କୁ ଏକ ହତ୍ୟାକାରୀ ଭାବେ ଦେଖିବାକୁ ମିଳେ। ଏହାର ସିକ୍ୱେଲକୁ ନେଇ କ’ଣ କହୁଛନ୍ତି ଏହି ଅଭିନେତା ଆସନ୍ତୁ ଜାଣିବା।
ସଙ୍କଟରେ ତେଲୁଗୁ ପିଲ୍ମ ଶିଳ୍ପ। ଏହାକୁ ନେଇ ଚିନ୍ତାରେ ପଡିଛନ୍ତି ନିର୍ମାତାମାନେ। ଏନେଇ ଅଗଷ୍ଟ ୧ରୁ ସବୁ ଫିଲ୍ମ ସୁଟିଂ ବନ୍ଦ କରିବାକୁ ନିଆଯାଇଛି ନିଷ୍ପତ୍ତି।