• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

Anubhav mohanty
Anubhav And Varsha Priyadarshini: ଅନୁଭବଙ୍କ ପରେ, ବର୍ଷା ଖୋଜୁଛନ୍ତି କି ଜୀବନ ସାଥୀ ?

ଆଉ କେଇଟା ଦିନ ପରେ ଅନୁଭବ ଓ ଜାଗୃତିଙ୍କ ହାତଗଣ୍ଠି ପଡ଼ିବାକୁ ଯାଉଛି । ସେପଟେ ବର୍ଷାଙ୍କୁ ନେଇ ବି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଲାଣି। ଛାଡପତ୍ର ପରେ ଅନୁଭବଙ୍କ ବିବାହ ହେବାକୁ ଯାଉଥିବାରୁ ବର୍ଷାଙ୍କ ବିବାହ କେବେ ବୋଲି ଫ୍ୟାନ୍ସ ମାନେ ପ୍ରଶ୍ନ କଲେଣି ।

Anubhav mohanty
Anubhav Mohanty: ଜାଗୃତିଙ୍କ ସହ ପଡ଼ିବ ଅନୁଭବଙ୍କ ହାତଗଣ୍ଠି, ବର୍ଷା ଖୋଜୁଛନ୍ତି କି ଜୀବନ ସାଥୀ ?

ଆଉ କେଇଟା ଦିନ ପରେ ଅନୁଭବ ଓ ଜାଗୃତିଙ୍କ ହାତଗଣ୍ଠି ପଡ଼ିବାକୁ ଯାଉଛି । ଦିନେ ଏହି ଯୋଡ଼ି ଓଲିଉଡ୍‌ର ସୁପର ଯୋଡ଼ି ଭାବେ ବେଶ୍‌ ଜଣାଶୁଣା ଥିଲେ। ସିନେମା ହଲରେ ବର୍ଷା-ଅନୁଭବଙ୍କ ଅଭିନୀତ ଫିଲ୍ମ ଦେଖିବାକୁ ଖଚାଖଚ ଭିଡ଼ ଜମୁଥିଲା ।

Mahesh Babu Fever Grips Koraput
ପ୍ରକୃତିର ସୌନ୍ଦର୍ଯ୍ୟ ଭିତରେ ଆଗେଇ ଚାଲିଛି ରାଜାମୌଲିଙ୍କ ଅପ୍ କମିଂ ଫିଲ୍ମର ସୁଟିଂ

କୋରାପୁଟରେ ପ୍ରକୃତିର ସୌନ୍ଦର୍ଯ୍ୟ ଭିତରେ ଆଗେଇ ଚାଲିଛି ପାନ୍ ଇଣ୍ଡିଆ ଡିରେକ୍ଟର ରାଜାମୌଲିଙ୍କ ଅପ୍ କମିଂ ଫିଲ୍ମର ସୁଟିଂ। ଏହି ବିଗ୍ ବଜେଟ୍ ଫିଲ୍ମର ମୁଖ୍ୟ ଭୂମିକାରେ ସାଉଥ୍ ସୁପରଷ୍ଟାର ମହେଶ ବାବୁ ଥିବା ବେଳେ ଗୁରୁବାରରୁ ଫିଲ୍ମର ଏକ ଆକ୍ସନ ସିନର ସୁଟିଂ ଆରମ୍ଭ ହୋଇଛି । ଯାହାକୁ ଦେଖିବାକୁ ସିନେପ୍ରେମୀଙ୍କ ମଧ୍ୟରେ ବଢ଼ିଛି ଉତ୍କଣ୍ଠା । 

Mahesh Babu Fever Grips Koraput
Mahesh Babu Fever Grips Koraput: ଜବରଦସ୍ତ ଫାଇଟିଂ, ସାନ୍ଦାର ଆକ୍ସନ୍; କୋରାପୁଟରେ ମହେଶଙ୍କୁ ନେଇ ସୁଟିଂରେ ବ୍ୟସ୍ତ ରାଜାମୌଲି...

କ୍ୟାମେରାରେ ସାଉଥ୍ ସୁପରଷ୍ଟାର। ମାସି ଲୁକ୍‌ରେ ମହେଶ ବାବୁ। ଚାଲିଛି ହାଇ ଆକ୍ସନ ପ୍ୟାକଡ୍ ଫିଲ୍ମର ସୁଟିଂ। ପଛରୁ ଧକ୍କା ଦେବା ପରେ ଆଣ୍ଠେଇ ପଡୁଛନ୍ତି ହିରୋ, ସାମ୍ନାରେ ମେନ୍ ଭିଲେନ୍। ପାନ୍ ଇଣ୍ଡିଆ ଡିରେକ୍ଟର ଏସ.ଏସ୍. ରାଜାମୌଲିଙ୍କ ଏହି ବହୁ ପ୍ରତୀକ୍ଷିତ ସିନେମାର ସୁଟିଂ ଆଗେଇ ଚାଲିଛି କୋରାପୁଟ ସେମିଳିଗୁଡାର ତଳମାଳି ପାହାଡରେ। 

Vimal Pan Masala Ad
Vimal Pan Masala Ad: ବଢ଼ିଲା ଅଜୟ ଦେବଗନ,ଶାହରୁଖ ଏବଂ ଟାଇଗର ଶ୍ରଫଙ୍କ ଅଡ଼ୁଆ

ପାନ ମସଲା ବିଜ୍ଞାପନ ଯୋଗୁଁ ଆଇନଗତ ସମସ୍ୟା ଜାଲରେ ଫସିଛନ୍ତି ବଲିଉଡର ତିନିଜଣ ଲୋକପ୍ରିୟ ଅଭିନେତା। ପାନ ମସଲାର ଏକ ବିଜ୍ଞାପନରେ ଭ୍ରମ ସୃଷ୍ଟି କରୁଥିବା ନେଇ ଶାହରୁଖ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ବିରୋଧରେ ଜୟପୁରର ଜିଲ୍ଲା ଉପଭୋକ୍ତା କମିଶନ ନୋଟିସ୍ ଜାରି କରିଛନ୍ତି।

ଗପ ହେଲେ ବି ସତ
Special Story: ଖୋଲି କହିଦେଲେ ଜାଗୃତି, ଅନୁଭବ ହେବେ ଜୀବନ ସାଥୀ

ଏମିତି କିଛି ଖୋଲାଖୋଲି ନକହିଲେ ବି ସୋସିଆଲ ମିଡିଆ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରି ନିର୍ବନ୍ଧ ଓ ବିବାହକୁ ସିଗ୍‌ନାଲ ଦେଇଛନ୍ତି ଜାଗୃତି । ପରିବାର ଓ ବନ୍ଧୁମାନଙ୍କ ସମର୍ଥନକୁ ନେଇ ସେ ବେଶ୍‌ ଖୁସି ଅଛନ୍ତି ।

Urvashi rautela net worth know her charge
Urvashi Rautela: ୩ ମିନିଟର ପରଫର୍‌ମାନ୍ସ ପାଇଁ ୩ କୋଟି ଟଙ୍କା

ବଲିଉଡର ସମସ୍ତ ଷ୍ଟାର୍ ବହୁତ ଧନୀ, କିନ୍ତୁ ଆଜି ଏଠାରେ ଆମେ ଆପଣଙ୍କୁ ଏମିତି ଜଣେ ଅଭିନେତ୍ରୀଙ୍କ ବିଷୟରେ କହିବୁ ଯିଏ ବଲିଉଡରେ ନିଜର ପରିଚୟ ସୃଷ୍ଟି କରିପାରି ନ ଥିଲେ ମଧ୍ୟ ୩ ମିନିଟର ପର୍‌ଫର୍ମାନ୍ସ ପାଇଁ କୋଟି କୋଟି ଟଙ୍କା ନିଅନ୍ତି ଏବଂ ଏକ ବିଳାସପୂର୍ଣ୍ଣ ଜୀବନଯାପନ କରନ୍ତି। ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ କିଏ?

Tollywood New Muse
ଟଲିଉଡ୍ ଫୋକସରେ ଦକ୍ଷିଣ ଓଡ଼ିଶା

ଟଲିଉଡ୍ ଫୋକସରେ ଦକ୍ଷିଣ ଓଡ଼ିଶା। ମାଲକାନଗିରି ପରେ କୋରାପୁଟରେ ଫିଲ୍ମ ସୁଟିଂ। ପ୍ରାକୃତିକ ସବୁଜିମାରେ ଭର୍ତ୍ତି ତଳମାଳିରେ ତିଆରି ଚାଲିଛି ଆଉ ଗୋଟିଏ ବିଗ୍ ବଜେଟ୍ ତେଲଗୁ ମୁଭି। ଯାହାର ନିର୍ମାଣ କରୁଛନ୍ତି ବାହୁବଳୀ ଫେମ୍ ଖ୍ୟାତନାମା ପ୍ରଯୋଜକ ତଥା ନିର୍ଦ୍ଦେଶକ ରାଜାମୌଲି। ସେ ନିଜର ଅପକମିଂ ଫିଲ୍ମ ପାଇଁ ସାଉଥ୍ ସୁପରଷ୍ଟାର ମହେଶ ବାବୁ ଓ ପୂରା ୟୁନିଟ୍ ସହ କୋରାପୁଟରେ ଡେରା ପକାଇଛନ୍ତି। ଖୁବଶୀଘ୍ର ଆସିବେ ପ୍ରିୟଙ୍କା ଚୋପ୍ରା।

Tollywood New Muse
Tollywood New Muse: ଦକ୍ଷିଣ ଓଡ଼ିଶା ମୁହାଁ ଟଲିଉଡ୍; ପୁଷ୍ପା-2 ପରେ ଏବେ କୋରାପୁଟ ତଳମାଳିରେ ଫିଲ୍ମ ସୁଟିଂ 

କୋରାପୁଟରେ ସାଉଥ୍ ସିନେମା ସୁଟିଂ। ପୁଷ୍ପା-ଟୁ' ପରେ ଦକ୍ଷିଣ ଓଡ଼ିଶାରେ ଆଉ ଏକ ହାଇ ବଜେଟ୍ ତେଲଗୁ ଫିଲ୍ମର ମେକିଂ। କୋରାପୁଟ ଜିଲ୍ଲାରେ ଡେରା ପକାଇଛି ପୂରା ୟୁନିଟ୍।

Bollywood actresses who turned businesswomen
Business Women Of Bollywood: ଖାଲି ଅଭିନୟ ନୁହେଁ ବ୍ୟବସାୟ କରି ମଧ୍ୟ କୋଟି କୋଟି ରୋଜଗାର କରନ୍ତି ଏହିସବୁ ନାୟିକା

ଆଜି ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ଯାଇଛନ୍ତି। ଏଥିରୁ ବଲିଉଡ୍ ଦୁନିଆ ମଧ୍ୟ ବାଦ ପଡିନି। ଅନେକ ବଲିଉଡ ଅଭିନେତ୍ରୀ କେବଳ ଅଭିନୟରେ ନୁହେଁ ବ୍ୟବସାୟରେ ମଧ୍ୟ ନିଜର ସ୍ଥିତିକୁ ମଜବୁତ କରିଛନ୍ତି। ଆଜି ଆନ୍ତର୍ଜାତୀୟ ମହିଳା ଦିବସରେ ଆସନ୍ତୁ ଏପରି କିଛି ସୁନ୍ଦରୀଙ୍କ ବିଷୟରେ ଜାଣିବା।

Koraput is going to become a big destination for South films
Film Destination Koraput: ସାଉଥ୍ ଫିଲ୍ମର ବଡ଼ ଡେଷ୍ଟିନେସନ୍‌ ହେବାକୁ ଯାଉଛି କୋରାପୁଟ

ସୁପର ଡୁପର ହିଟ୍ ବାହୁବଳୀ ଏବଂ RRR ଫିଲ୍ମ ନିର୍ଦ୍ଦେଶକ ଏସ୍. ଏସ୍. ରାଜାମୌଲି ନିଜର ଅପ୍‌କମିଙ୍ଗ୍‌ ଫିଲ୍ମର ସୁଟିଂ ଲାଗି କୋରାପୁଟ ଆସିଛନ୍ତି। ବର୍ତ୍ତମାନ ଅପ୍‌କମିଙ୍ଗ୍‌ ଫିଲ୍ମ 'SSMB 29' ଫିଲ୍ମର ସୁଟିଂ ଚାଲିଛି କୋରାପୁଟର ସେମିଳିଗୁଡାରେ। ଗତ ଗୁରୁବାରଠାରୁ ସେମିଳିଗୁଡାର ତଳମାଳି ପାହାଡରେ ଚାଲିଛି ସୁଟିଂ।

Mahakumbh Monalisa action scene video viral on social media
Mahakumbh Monalisa: ମୋନାଲିସାଙ୍କୁ ଆକ୍ରମଣ କଲେ ଦଳେ ଗୁଣ୍ଡା; ଏକା ମାରି ଧୂଳି ଚଟେଇଦେଲେ!

ବର୍ତ୍ତମାନ ମୋନାଲିସାଙ୍କର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ ଏକ ଫିଲ୍ମର ସୁଟିଂ କରୁଥିବା ନଜର ଆସିଛନ୍ତି। ଏହି ସିନ୍‌ରେ ଅଭିନେତ୍ରୀ ଏକୁଟିଆ ଅନେକ ଗୁଣ୍ଡାଙ୍କ ସହ ଲଢୁଥିବା ଦେଖାଯାଏ। ସେ ସମସ୍ତଙ୍କୁ ପିଟି ତଳେ ପକାଇ ଦେଉଛନ୍ତି।

Sherlyn Chopra
Sherlyn Chopra: ପୁଣି ରୋମାଣ୍ଟିକ୍ ହେଲେ ଶର୍ଲିନ୍ ଚୋପ୍ରା; ପାପାରାଜିଙ୍କ ସହ କଲେ ଏମିତି କାରନାମା

ପୁଣି ନଖରାମି ଦେଖାଇଛନ୍ତି ବୋଲ୍ଡ ଗାର୍ଲ ଶର୍ଲିନ୍ ଚୋପ୍ରା। ପାପାରାଜୀଙ୍କ ସହ ପୁଣି ହୋଇଛନ୍ତି ରୋମାଣ୍ଟିକ୍। ତାଙ୍କର ଏହି ନଖରାମୀ ଯୋଗୁଁ ସେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି।

Fardeen khan gave 19 flop films in 12 years
Fardeen Khan: ସୁପର୍‌ଷ୍ଟାରଙ୍କ ପୁଅ ହୋଇ ବି ଇଣ୍ଡଷ୍ଟ୍ରିରେ ତିଷ୍ଠି ପାରିଲେ ନାହିଁ

ବଲିଉଡ୍‌ ଇଣ୍ଡଷ୍ଟ୍ରିରେ କ୍ୟାରିୟର କରିବା ସହଜ ନୁହେଁ। ଏଠାରେ, ସାଧାରଣ ଲୋକ ହୁଅନ୍ତୁ କି ଷ୍ଟାରକିଡ୍ ହୁଅନ୍ତୁ, ସଫଳତା ପାଇବା ପାଇଁ ସମସ୍ତଙ୍କୁ କଠିନ ପରିଶ୍ରମ କରିବାକୁ ପଡେ। ଆଜି ଆମେ ଆପଣଙ୍କୁ ଏପରି ଜଣେ ଅଭିନେତାଙ୍କ ବିଷୟରେ କହିବୁ ଯିଏ ଜଣେ ସୁପରଷ୍ଟାରଙ୍କ ପୁଅ ହୋଇଥିଲେ ମଧ୍ୟ ଇଣ୍ଡଷ୍ଟ୍ରିରେ ନିଜର କରାମତି ଦେଖାଇ ପାରିଲେ ନାହିଁ ।

Kangana Sharma misstep in heels on stairs
Viral Video: ମହଙ୍ଗା ପଡିଲା ବୋଲ୍ଡ ଲୁକ୍‌ରେ ଫ୍ୟାସନ ପୋଜ; କଚଡା ଖାଇଲେ କଙ୍ଗନା

ବଲିଉଡ୍‌ ଅଭିନେତ୍ରୀ ତଥା ମଡେଲ କଙ୍ଗନା ଶର୍ମା ବୋଲ୍ଡ ଅବତାର ନେଇ ସିଡ଼ିରେ ପାପାରାଜୀଙ୍କ ସାମ୍ନାରେ ଆକର୍ଷଣୀୟ ପୋଜ୍ ଦେଉଥିବା ଦେଖିବାକୁ ମିଳିଥିଲା। କିନ୍ତୁ ସେ ହାଇ ହିଲ୍ ସାଣ୍ଡାଲ୍ ପିନ୍ଧି ତଳକୁ ଓହ୍ଲାଇବା ମାତ୍ରେ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ।

Aubhav mohanty
Aanubhav - Jagruti Engagement: ଜାଗୃତିଙ୍କ ହାତରେ ଅନୁଭବଙ୍କ ମୁଦି; ଏହି ତାରିଖରେ ପଡ଼ିବ ହାତଗଣ୍ଠି!

ଫଟୋରେ  ଅନୁଭବଙ୍କ ସହ ଜାଗୃତିଙ୍କୁ ଏକାଠି ଦେଖିବାକୁ ମିଳୁଛି। ଏଥିସହ ଅନୁଭବଙ୍କ ପରିବାର ସହ ଜାଗୃତିଙ୍କୁ ମଧ୍ୟ ଦେଖିବାକୁ ମିଳିଛି।  ଓଡ଼ିଶା ବାହାରେ ଉଭୟଙ୍କ ନିର୍ବନ୍ଧ ସରିଥିବା କୁହାଯାଉଛି । ଉଭୟ ଏକାଠି ଫଟୋ ଉଠାଇଥିବା ବେଳେ କୌଣସି ଏକ ମାଙ୍ଗଳିକ କାର୍ଯ୍ୟକ୍ରମରେ ଥିବାର ଫଟୋରୁ ଜଣାପଡୁଛି।

Pade Akasha
Tarang Cine Productions: ‘ପାଦେ ଆକାଶ’ର ପ୍ରଥମ ଟ୍ରେଲର୍ ରିଲିଜ୍

ଇଚ୍ଛାଥିଲେ ମଣିଷ ସବୁକିଛି କରିପାରେ। ପରିସ୍ଥିତି ଖରାପ ଆସିଲେ ବି ଆତ୍ମବିଶ୍ବାସର ସହ ଦମ୍ଭଧରି ଆଗକୁ ବଢେ। ଜୀବନର କାଲି ଆଉ ଆଜି ଭିତରେ ବାଧାବିଘ୍ନର ପାହାଡ଼ ସହିଥିବା ଜଣେ ମହିଳା ହେଲେ ଡକ୍ଟର ସ୍ମୃତି ମହାପାତ୍ର। ତାଙ୍କରି ସଂଘର୍ଷମୟ ଜୀବନକୁ ନେଇ ପ୍ରସ୍ତୁତ ହୋଇଛି ସିନେମା ପାଦେ ଆକାଶ।

Deepika padukone shared sizzling pictures in golden outfit
Deepika Padukone: ଦୀପିକା ପାଦୁକୋନଙ୍କ ଗୋଲ୍‌ଡେନ୍ ଅବତାର ଦେଖି ପ୍ରଶଂସକ ଫିଦା

ଆଜିକାଲି ବଲିଉଡ୍‌ର ସୁନ୍ଦର ଅଭିନେତ୍ରୀ ଦୀପିକା ପାଦୁକୋନ କାମ ଠାରୁ ଦୂରରେ ରହି ତାଙ୍କ ଝିଅ ଦୁଆଙ୍କ ସହ ଗୁଣାତ୍ମକ ସମୟ ଅତିବାହିତ କରୁଛନ୍ତି। କିନ୍ତୁ ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ନିକଟରେ ସେ ତାଙ୍କର କିଛି ଫଟୋ ଶେୟାର କରିଛନ୍ତି ଯାହାକୁ ଖୁବ ପସନ୍ଦ କରାଯାଉଛି।

Sherlyn Chopra Viral Video
Sherlyn Chopra: ଶାଳୀନତାର ସୀମା ପାର୍ କଲେ ଶର୍ଲିନ୍ ଚୋପ୍ରା; ସମସ୍ତଙ୍କ ସାମ୍ନାରେ ପାପାରାଜୀଙ୍କୁ କିସ୍

ଶର୍ଲିନ୍ ଚୋପ୍ରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓରେ ଶର୍ଲିନ୍ ଏମିତି ଏକ ଶାଢି ପିନ୍ଧିଛନ୍ତି ଯାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି।

Why did tamannaah Bhatia and vijay verma break up
Tamannaah Bhatia: ପ୍ରେମକୁ ନେଇ ତମନ୍ନା ଭାଟିଆଙ୍କ ମତ, ପ୍ରେମ ସବୁବେଳେ ଏକତରଫା ହୋଇଥାଏ

ତମନ୍ନା ଭାଟିଆ ଓ ବିଜୟ ବର୍ମାଙ୍କ ପ୍ରେମରେ ଦେଖାଦେଇଛି ଫାଟ। ଯଦିଓ ତମନ୍ନା ଏପର୍ଯ୍ୟନ୍ତ କିଛି କହି ନାହାଁନ୍ତି, କିନ୍ତୁ ନିକଟରେ ସେ ଏକ ସାକ୍ଷାତକାରରେ ପ୍ରେମ ଏବଂ ସମ୍ପର୍କକୁ ନେଇ ନିଜର ମତ ରଖିଛନ୍ତି।

ପିୟୂଷଙ୍କ ମୁଖା ଖୋଲିଲା ଧଉଳି
Piyush Tripathy: ପୀୟୂଷଙ୍କ ମୁଖା ଖୋଲିଲେ ଧଉଳି ଗଣନାଟ୍ୟ ପ୍ରଯୋଜକ; କହିଲେ, ମୋଠୁ ବି ସେ ନେଇଥିଲେ ଲକ୍ଷେ ଟଙ୍କା

ମୁଁ ବି ପିୟୁଷଙ୍କୁ ଲକ୍ଷେ ଟଙ୍କା ଦେଇଥିଲି । ହେଲେ ସେ ପଇସା ନ ଫେରାଇବାରୁ ଲୋକ ପଠାଇଥିଲି । ଆଉ ସେ ସୁଧ ମୂଳ ସହ ଦେଢ ଲକ୍ଷ ଟଙ୍କା ଫେରାଇଥିଲେ

asutosh
Bollywood in Saree: ଶାଢୀରେ ଚମକିଲେ ପୂଜା ହେଗଡେ, ବିଦ୍ୟା ବାଲାନ

ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକରଙ୍କ ପୁଅ ବିବାହରେ ଏକାଧିକ ବଲିଉଡ ଅଭିନେତ୍ରୀ ଶାଢୀରେ ନଜର ଆସିଛନ୍ତି।

  • Thursday, 06 March 2025
Ridhima pandit gorgous look in black off shoulder bodycon
Ridhima Pandit: ଅଫ୍ ସୋଲଡର୍ ଡିପ୍‌ନେକ୍ ବଡିକନ୍‌ରେ ରିଦ୍ଧିମାଙ୍କ ଗ୍ଲାମରସ୍ ଲୁକ୍

ପ୍ରଶଂସକଙ୍କୁ ତାଙ୍କର ଚମତ୍କାର ଡ୍ରେସିଂ ସେନ୍ସ ଏବଂ ଷ୍ଟାଇଲିସ୍ ଲୁକ୍‌ରେ ପାଗଳ କରିବାର କୌଶଳ ରିଦ୍ଧିମା ପଣ୍ଡିତଙ୍କୁ ଜଣା। ଅଭିନେତ୍ରୀ ସୋସିଆଲ ମିଡିଆରେ ନିଜର ନୂଆ ଲୁକ୍ ସହିତ ପ୍ରଶଂସକଙ୍କୁ ପାଲରେ ପକାଉଥିବା ଦେଖାଯାଏ। ନିକଟରେ ସେ ଏକ ଫଟୋସୁଟ୍‌ କରିଥିଲେ, ଯାହାର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି

Birla daughter ananya birla lives a lavish lifestyle
Ananya Birla: ବିର୍ଲା ଗ୍ରୁପ୍‌ ଚେୟାରମ୍ୟାନ୍‌ଙ୍କ ଝିଅ ଅନନ୍ୟା ବିର୍ଲାଙ୍କର ଲୁକ୍ କୌଣସି ହିରୋଇନ୍‌ଙ୍କ ଠାରୁ କମ୍ ନୁହେଁ

ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଚେୟାରମ୍ୟାନ୍ କୁମାର ମଙ୍ଗଲମ୍ ବିର୍ଲାଙ୍କ ଝିଅ ଅନନ୍ୟା ବିର୍ଲାଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ମିଡିଆ ଚର୍ଚ୍ଚା ଠାରୁ ସବୁବେଳେ ଦୂରରେ ରହୁଥିବା ଏହି ସୁନ୍ଦରୀ କେବଳ ବ୍ୟବସାୟ କ୍ଷେତ୍ରରେ ନାଁ ଅର୍ଜନ କରିନାହାଁନ୍ତି, ବରଂ ସେ ଜଣେ ଭଲ ଗାୟିକା ମଧ୍ୟ। ସେ ବର୍ତ୍ତମାନ ବିୟୁଟି ଆଣ୍ଡ ପର୍ସନାଲ୍ କେୟାର୍ ବ୍ୟବସାୟରେ ପ୍ରବେଶ କରିଛନ୍ତି।

Shakti kapoor sells flat gifted by daughter shraddha kapoor
Shakti Kapoor: ଝିଅ ଦେଇଥିଲା ଉପହାର; ବିକିଦେଲେ ଶକ୍ତି କପୁର, ମିଳିଲା ଏତେ କୋଟି

ଶ୍ରଦ୍ଧା କପୁରଙ୍କ ଦ୍ୱାରା ଦିଆଯାଇଥିବା ଉପହାରକୁ ଶକ୍ତି କପୁର ବିକି ଦେଇଛନ୍ତି। ଏକ ସୂଚନା ମୁତାବକ ଉପହାରରେ ଶ୍ରଦ୍ଧା କପୁର ଦେଇଥିବା ଆପାର୍ଟମେଣ୍ଟକୁ ଶକ୍ତି କପୁର ବିକ୍ରି କରିଛନ୍ତି।