Advertisment

Rakul Preet Singh: ଗ୍ଲାମରସ୍ ଲୁକ୍‌ରେ ଲୋକଙ୍କୁ ପାଗଳ କଲେ ରକୁଲ ପ୍ରୀତ ସିଂହ

ବଲିଉଡ୍‌ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ ପ୍ରତିଦିନ ଇନଷ୍ଟାଗ୍ରାମରେ ତାଙ୍କର ଲାଟେଷ୍ଟ୍ ଫଟୋସୁଟର ଚିତ୍ର ପୋଷ୍ଟ କରନ୍ତି। ଅଭିନେତ୍ରୀ ଇନଷ୍ଟାଗ୍ରାମରେ ନିଜର ହଟ୍‌ ଆଉ ଗ୍ଲାମରସ୍ ଫଟୋ ପୋଷ୍ଟ କରି ସବୁବେଳେ ତାଙ୍କ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ତାଙ୍କର ଷ୍ଟନିଂ ଅବତାର ଇଣ୍ଟର୍‌ନେଟ୍‌ରେ ଆସିବା ମାତ୍ରେ ଭାଇରାଲ ହେବା ଆରମ୍ଭ କରେ।

author-image
Pramod Behera
Rakul preet singh look gorgeous in stylish black outfit

Rakul preet singh look gorgeous in stylish black outfit

Bollywood
Advertisment
Advertisment