ତରଙ୍ଗ ପ୍ଲସ୍ରେ ଚିଟ୍ଫଣ୍ଡ
ପ୍ରଥମ ଥର ପାଇଁ ପରଦାକୁ ଆସିଛି ବହୁଚର୍ଚ୍ଚିତ ଚିଟ୍ଫଣ୍ଡ୍ ସ୍କାମ୍ର କାହାଣୀ। ‘ତରଙ୍ଗ ପ୍ଲସ୍’ ଓଟିଟି ଫ୍ଲାଟ୍ଫର୍ମରେ ‘ଚିଟ୍ଫଣ୍ଡ୍’ ସିରିଜ୍ ରିଲିଜ୍ ହେଉ ହେଉ ସାଉଁଟିଲାଣି ଦର୍ଶକଙ୍କ ଆଦୃତି। ଏଥିରେ ଓଡ଼ିଶାରେ ୫୦୦ କୋଟିର ଏହି ମହାଠକେଇ ପଛର ବଡ଼ ବଡ଼ ଚେହେରା, ନେତାଙ୍କ ସଂପୃକ୍ତି ଓ ଠକେଇର ତରିକାକୁ ଅତି ନିଖୁଣ ଭାବେ ଦର୍ଶାଯାଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)