• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Kiara Advani

Why Kiara Advani wear neon color bikini in war 2
Kiara Advani: ପ୍ରଥମ ଥର ଦେଲେ ବିକିନି ସଟ୍; ଚୋରି କଲେ ସମସ୍ତଙ୍କ ହୃଦୟ

ହ୍ରିତିକ୍ ରୋଶନ, ଜୁନିଅର ଏନ୍‌ଟିଆରଙ୍କ ଫିଲ୍ମ ‘ୱାର୍ ୨’ର ଟିଜର ରିଲିଜ୍ ହୋଇଛି। ଟିଜର୍‌ରେ ହ୍ରିତିକ୍ ଏବଂ ଜୁନିଅର ଏନ୍‌ଟିଆର ଜବରଦସ୍ତ ଆକ୍ସନ କରୁଥିବାର ଦେଖାଯାଉଛି କିନ୍ତୁ ସମସ୍ତ ଲାଇମଲାଇଟ୍ କିଆରା ଆଡଭାନୀ ଚୋରି କରିଛନ୍ତି।

Kiara advani flaunts baby bump at red carpet
Kiara Advani: ମା’ ହେବେ କିଆରା ଆଡଭାନୀ; ମେଟ୍ ଗାଲା ୨୦୨୫ରେ ଦେଖାଇଲେ ବେବୀ ବମ୍ପ୍

କିଆରା ଖୁବ୍ ଶୀଘ୍ର ମାଆ ହେବାକୁ ଯାଉଛନ୍ତି ଏବଂ ମେଟ୍ ଗାଲା ୨୦୨୫ରେ ପ୍ରଥମ ଥର ପାଇଁ ସର୍ବସାଧାରଣରେ ସେ ତାଙ୍କର ବେବି ବମ୍ପ ଦେଖାଇଛନ୍ତି। କିଆରାଙ୍କ ଡ୍ରେସ୍ ଗୌରବ ଗୁପ୍ତା ନାମକ ଜଣେ ଡିଜାଇନର୍ ପ୍ରସ୍ତୁତ କରିଛନ୍ତି।

These bollywood actress also went Kashmir before Pahalgam Attack
Pahalgam Attack: ପହଲଗାମ ଆକ୍ରମଣ ପୂର୍ବରୁ ଏହି ଅଭିନେତ୍ରୀମାନେ ମଧ୍ୟ ଯାଇଥିଲେ କାଶ୍ମୀର

ପହଲଗାମ ଆକ୍ରମଣ ସମଗ୍ର ଦେଶକୁ ଦୋହଲାଇ ଦେଇଛି। ଯେଉଁମାନେ ଶାନ୍ତି ଖୋଜିବାକୁ ସେଠାକୁ ଯାଇଥିଲେ, ସେମାନେ କ’ଣ ଜାଣିଥିଲେ ଯେ ଏହା ସେମାନଙ୍କ ଜୀବନର ଶେଷ ଯାତ୍ରା ହେବ? ଟିଭି ଅଭିନେତ୍ରୀ ଦୀପିକା କକ୍କଡ ମଧ୍ୟ ତାଙ୍କ ସ୍ୱାମୀ ଶୋଏବଙ୍କ ସହ ସେହି ଘାଟିରେ ଥିଲେ ଏବଂ ଭାଗ୍ୟବଶତଃ ସେ ଆକ୍ରମଣ ପୂର୍ବରୁ ଦିଲ୍ଲୀ ଫେରି ଆସିଥିଲେ।

Don 3 kriti sanon will work in farhan akhtar ranveer singh film
Ranveer Singh Don 3: 'ଡନ୍ ୩'ରେ ରଣବୀର ସିଂହ ବିପକ୍ଷରେ ଶରବରୀ ବାଘ ନୁହେଁ, ଆସିବେ ଏହି ନାୟିକା

ବଲିଉଡ୍‌ର ପ୍ରସିଦ୍ଧ ଅଭିନେତା ରଣବୀର ସିଂହ ଖୁବ୍ ଶୀଘ୍ର 'ଡନ୍ ୩'ରେ ନଜର ଆସିବେ। ଆରମ୍ଭରେ, ଏହି ଫିଲ୍ମରେ ରଣବୀରଙ୍କ ବିପକ୍ଷରେ କିୟାରା ଆଡଭାନୀଙ୍କୁ କାଷ୍ଟ୍‌ କରାଯାଇଥିଲା। କିନ୍ତୁ ଅଭିନେତ୍ରୀଙ୍କ ଗର୍ଭଧାରଣ ପରେ, ଖବର ଆସିଥିଲା ଯେ ଏଥିରେ ଶରବରୀ ବାଘ ତାଙ୍କ ସ୍ଥାନ ନେବେ। ଏବେ ପୁଣି ହୋଇଛି ରିପ୍ଲେସ୍…

Kiara Advani flaunts pregnancy glow in latest pictures
Kiara Advani: ମା’ ହେବେ କିଆରା ଆଡଭାନୀ; ଦେଖାଇଲେ ପ୍ରେଗ୍‌ନାନ୍ସୀ ଗ୍ଲୋ

ବଲିଉଡ୍‌ ଅଭିନେତ୍ରୀ କିଆରା ଆଡଭାନୀ ଖୁବ ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଅଭିନେତ୍ରୀ ବିବାହ ପରେ ତାଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିବେ। ଆଜିକାଲି ଅଭିନେତ୍ରୀ ତାଙ୍କର ବାକି ଥିବା ପ୍ରୋଜେକ୍ଟ ଶେଷ କରିବାରେ ବ୍ୟସ୍ତ ଅଛନ୍ତି। ଅଭିନେତ୍ରୀ ତାଙ୍କ ପ୍ରେଗ୍‌ନାନ୍ସୀ ସମୟର କିଛି ଫଟୋ ଶେୟାର କରିଛନ୍ତି। ଏଥିରେ ତାଙ୍କର ଗ୍ଲୋ ଦେଖିବାକୁ ମିଳିଛି।

Kiara advani hiked her fees for yash starer film toxic
Kiara Advani: ବଢିଲା କିଆରାଙ୍କ ଫିସ୍; ହେଲା ଦ୍ୱିଗୁଣ, ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀରେ ନାଁ

କିଆରା ଆଡଭାନୀ ଦେଖୁ ଦେଖୁ ଜଣେ ଟପ୍ ହିରୋଇନ୍ ହୋଇଗଲେ। ସେ ଖୁବ୍ ଶୀଘ୍ର ଫିଲ୍ମ 'ଟକ୍ସିକ୍'ରେ ନଜର ଆସିବେ, ଯେଉଁଥିପାଇଁ ସେ ନିର୍ମାତାଙ୍କ ଠାରୁ ଏକ ମୋଟା ଅଙ୍କର ଟଙ୍କା ନେଇ ଚର୍ଚ୍ଚାରେ ଅଛନ୍ତି।

Kiara Advani returns to shooting after pregnancy announcement
Kiara Advani: ପ୍ରେଗ୍‌ନାନ୍ସୀ ସୂଚନା ଦେଇ ସୁଟିଂ ସେଟ୍‌କୁ ଫେରିଲେ

ବି-ଟାଉନର ସୁନ୍ଦର ଅଭିନେତ୍ରୀ କିଆରା ଆଡଭାନୀ ଆଜିକାଲି ନିଜ ପ୍ରେଗ୍‌ନାନ୍ସୀକୁ ନେଇ ଖୁବ୍ ଖୁସି ଅଛନ୍ତି। ଏହି ଖବର ଦେବାପରେ ସମସ୍ତେ ଅଭିନେତ୍ରୀଙ୍କୁ ଅଭିନନ୍ଦନ ଦେବା ନଜର ଆସିଛନ୍ତି। ଏହି ଖୁସି ଖବର ଦେଇ ଅଭିନେତ୍ରୀ କାମକୁ ଫେରିଛନ୍ତି। ଗର୍ଭାବସ୍ଥାରେ ମଧ୍ୟ ଅଭିନେତ୍ରୀ ସୁଟିଂ ଜାରି ରଖିଛନ୍ତି। ଫଟୋରେ କିଛି ଝଲକ…

Ram charan game changer had blockbuster opening with 186 crore on first day
Game Changer Box Office Collection Day 1: ୨୦୨୫ରେ ବି ତେଲୁଗୁ ରାଜ୍: ଏଣ୍ଟରଟେନ୍‌ମେଣ୍ଟରେ ‘ଗେମ୍ ଚେଞ୍ଜର’ ବିସ୍ଫୋରଣ

୨୦୨୪ରେ ଅଲ୍ଲୁ ଅର୍ଜୁନ ପ୍ରେକ୍ଷାଳୟକୁ ଝଡ଼ ହୋଇ ଆସିଥିବା ବେଳେ ବର୍ତ୍ତମାନ ତାଙ୍କ କଜିନ୍ ରାମ ଚରଣ ସୁନାମୀ ହୋଇ ଆସିଛନ୍ତି। ରାମ ଚରଣଙ୍କ ଲାଟେଷ୍ଟ୍ ରିଲିଜ୍ ‘ଗେମ୍ ଚେଞ୍ଜର’ ସମଗ୍ର ବିଶ୍ୱରେ ସବୁ ଖେଳକୁ ପରିବର୍ତ୍ତନ କରିଦେଇଛି।

Game changer director is going to give blockbuster again
Game Changer: ନିର୍ଦ୍ଦେଶକଙ୍କ ୨୫୦ କୋଟି ଟଙ୍କାର ଫିଲ୍ମ ଫ୍ଲପ୍ ହେଲା, ଏବେ ବାଜିରେ ୪୦୦ କୋଟି; ହେବ କି ବ୍ଲକ୍‌ବଷ୍ଟର୍...

ଯେତେବେଳେ ବଡ ବଜେଟ୍ ଚଳଚ୍ଚିତ୍ର ଫ୍ଲପ୍ ହୋଇଯାଏ ନିର୍ମାତା ଓ ନିର୍ଦ୍ଦେଶକ ନିରାଶ ହୋଇପଡନ୍ତି। ବର୍ତ୍ତମାନ ଆମେ ଆପଣଙ୍କୁ ସାଉଥ୍‌ର ଏମିତି ଜଣେ ନିର୍ଦ୍ଦେଶକଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ୨୫୦ କୋଟି ଟଙ୍କାର ଏକ ବଡ ଫ୍ଲପ୍ ଫିଲ୍ମ ଦେଇଛନ୍ତି ଏବଂ ବର୍ତ୍ତମାନ ୪୦୦ କୋଟି ଟଙ୍କା ବାଜିରେ ଲଗେଇଛନ୍ତି।

Ram charan trailer of game changer released
Ram Charan: ଆସିଲା ‘ଗେମ୍ ଚେଞ୍ଜର୍‌’ର ଦମଦାର ଟ୍ରେଲର; ଆକ୍ସନ୍ ଅବତାରରେ ରାମ ଚରଣ

ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଗେମ୍ ଚେଞ୍ଜର୍‌’ର ଟ୍ରେଲର ଶେଷରେ ମୁକ୍ତିଲାଭ କରିଛି। ଟ୍ରେଲର୍‌ରେ ରାମ ଚରଣଙ୍କୁ ଆକ୍ସନ୍ ଅବତାରରେ ଦେଖିବାକୁ ମିଳେ। ଚଳଚ୍ଚିତ୍ରଟି ୧୦ ଜାନୁଆରୀ ୨୦୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

Kiara advani gave glimpse of her outfit before debut at the 77th cannes film festival
କିଆରା ଦେଖେଇଲେ ଲୁକ୍‌ର ଝଲକ; ଫ୍ୟାଶନ ଷ୍ଟାଇଲ୍‌ ଦେଖି ଦିୱାନା ହେଲେ ପ୍ରଶଂସକ

ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପରେ ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଫ୍ରେଞ୍ଚ ରିଭେରାରେ ପହଞ୍ଚିଛନ୍ତି। ସେ ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଡେବ୍ୟୁ କରିବାକୁ ଯାଉଛନ୍ତି। ରେଡ୍ କାର୍ପେଟ୍‌ରେ ନିଜ ସୌନ୍ଦର୍ଯ୍ୟର ଜଲ୍‌ୱା ଦେଖେଇବା ପୂର୍ବରୁ କିଆରା ତାଙ୍କ ଲୁକ୍‌ର ଝଲକ ଦେଖାଇଛନ୍ତି। ତାଙ୍କର ଏହି ପୂର୍ବ ଝଲକ ପ୍ରଶଂସକଙ୍କ ପାଗଳ କଲାଣି। ଲୋକମାନେ ତାଙ୍କ ସୌନ୍ଦର୍ଯ୍ୟ ଏବଂ ଫ୍ୟାଶନ ଷ୍ଟାଇଲ୍‌କୁ ପ୍ରଶଂସା ନ କରି ରହି ପାରୁ ନାହାନ୍ତି।

Most searched film actress in the world on Google in 2023 is Indian
୨୦୨୩ରେ ଗୁଗୁଲରେ ସବୁଠାରୁ ଅଧିକ ଖୋଜା ଯାଇଥିବା ଅଭିନେତ୍ରୀ ହେଲେ ଭାରତୀୟ

ଗୁଗୁଲ୍ ରିଲିଜ୍ କରିଛି ଏହାର ୨୦୨୩ ସର୍ଚ୍ଚ ତାଲିକା। ଏଥିରେ ଜଣେ ଭାରତୀୟ ଅଭିନେତ୍ରୀ ଅଛନ୍ତି ଯିଏ ମାର୍ଗୋଟ୍ ରୋବି, ଗାଲ୍ ଗଡୋଟ୍‌ଙ୍କ ପରି ଅନେକ ବଡ ବଡ ହସ୍ତୀଙ୍କୁ ପଛରେ ପକେଇ ଦୁନିଆର ସବୁଠାରୁ ଖୋଜା ଯାଇଥିବା ଚଳଚ୍ଚିତ୍ର ଅଭିନେତ୍ରୀ ହୋଇଛନ୍ତି।

Kiara advani without sindoor and mangalsutra
କିଆରାଙ୍କୁ ବିନା ସିନ୍ଦୂର ଓ ମଙ୍ଗଳସୂତ୍ରରେ ଦେଖି ଲୋକେ କହିଲେ କାହିଁକି ବାହା ହେଲ

ଭାଇରାଲ୍ ହେଉଛି କିଆରା ଆଡଭାନୀ ଏକ ଫଟୋ। ଏଥିରେ ସେ ବିନା ସିନ୍ଦୂର ଓ ମଙ୍ଗଳସୂତ୍ରରେ ନଜର ଆସିଛନ୍ତି। ଏହାକୁ ଦେଖି ଲୋକେ ରାଗିଯାଇଛନ୍ତି ଓ କହିଛନ୍ତି…

Sidharth malhotra spent 2 crores rupees for kiara advani mangalsutra
କିଆରାଙ୍କ ମଙ୍ଗଳସୂତ୍ର ପାଇଁ ଏତେ କୋଟି ଖର୍ଚ୍ଚ କରିଛନ୍ତି ସିଦ୍ଧାର୍ଥ

କିଆରା କନ୍ୟା ବେଶରେ ପୂରା ରାଜକୁମାରୀ ପରି ଦେଖାଯାଉଥିଲେ। ସିଦ୍ଧାର୍ଥଙ୍କ ରାଜକୀୟ ଷ୍ଟାଇଲ୍ ମଧ୍ୟ ଦେଖିବାକୁ ମିଳିଥିଲା। କିଆରାଙ୍କର ବେଶଭୁଷା କଲିରେ ଠାରୁ ନେଇ ତାଙ୍କର ହୀରା ମୁଦି ପର୍ଯ୍ୟନ୍ତ ସବୁକିଛି ଆଲିଶାନ୍ ଆଉ ଦମଦାର ଥିଲା। କିଆରାଙ୍କ ମଙ୍ଗଳସୂତ୍ର ଦାମ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

Kiara Advani seems pregnant like alia bhatt before marriage
ଚର୍ଚ୍ଚାରେ କିଆରା ଆଡ୍‌ଭାନୀ; ଅଛନ୍ତି କି ଗର୍ଭବତୀ

କିଆରା ଆଡ୍‌ଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ବିବାହ ୪ ଦିନ ହୋଇନି। କିଆରା ଗର୍ଭବତୀ ହେବା କଥା ନେଇ ଚର୍ଚ୍ଚା ଜୋର୍ ଧରିଲାଣି। ଦେଖନ୍ତୁ ଏହି ଭାଇରାଲ୍ ଭିଡିଓ…

Kangana ranaut praises couple sidharth malhotra and kiara advani
କିଆରା ଏବଂ ସିଦ୍ଧାର୍ଥ ଡେଟିଂ କରୁଥିଲେ, କିନ୍ତୁ କୌଣସି ବ୍ରାଣ୍ଡ୍‌ର ପ୍ରମୋସନ ପାଇଁ ନୁହେଁ: କଙ୍ଗନା

କଙ୍ଗନା ରାଣାୱତ ସିଡ୍-କିଆରାଙ୍କ ସମ୍ପର୍କକୁ ପ୍ରଶଂସା କରିଛନ୍ତି। ଜଣେ ବ୍ୟକ୍ତି ସେମାନଙ୍କ ଫଟୋ ଶେୟାର କରି ‘ଡେଟିଂ’ର ପ୍ରଶ୍ନ ଉଠାଇଥିଲେ। ଏହାର ଉତ୍ତର ଦେଇ ଏମିତି କହିଛନ୍ତି କଙ୍ଗନା ରାଣାୱତ।

Sidharth Kiara Wedding
ଅଗ୍ନିକୁ ସାକ୍ଷୀ ରଖି କିଆରାଙ୍କ ହାତ ଧରିଲେ ସିଦ୍ଧାର୍ଥ

ଉଭୟଙ୍କ ପରିବାର ସମେତ ଇଣ୍ଡଷ୍ଟ୍ରିର ଅନେକ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ମଧ୍ୟ ଷ୍ଟାର୍ କପଲଙ୍କ ବିବାହରେ ସାମିଲ ହୋଇଛନ୍ତି।

kiara-sidharth band baaja baraat ready for wedding
ସଜ୍ଜା ହେଲାଣି ମଣ୍ଡପ; କିଆରା-ସିଦ୍ଧାର୍ଥ ହେବେ ପତି-ପତ୍ନୀ

ବଲିଉଡ୍‌ ଅଭିନେତ୍ରୀ କିଆରା ଆଡ୍‌ଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ଆଜି ଅର୍ଥାତ୍ ଫେବୃଆରୀ ୭ରେ ବିବାହ ଉତ୍ସବ। ଉଭୟଙ୍କ ପରିବାର ସମେତ ଇଣ୍ଡଷ୍ଟ୍ରିର ଅନେକ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ମଧ୍ୟ ଷ୍ଟାର୍ କପଲଙ୍କ ବିବାହର ଏକ ଅଂଶ ହେବାକୁ ପହଞ୍ଚିଛନ୍ତି। ଏସବୁକୁ ନେଇ ଭାଇରାଲ୍ ହେଉଛି ଫଟୋ ଓ ଭିଡିଓ।

Sidharth malhotra kiara advani raataan lambiyan song crosses 730 million views
ସିଦ୍ଧାର୍ଥ ମଲହୋତ୍ରା-କିଆରା ଆଡ୍‌ଭାନୀଙ୍କ ପ୍ରେମର ଗୀତ

ସିଦ୍ଧାର୍ଥ ଏବଂ କିଆରାଙ୍କ ପ୍ରେମ ଓ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସବୁ ମହଲରେ ଏବେ ସେମାନଙ୍କ ପ୍ରେମର ଆଲୋଚନା। ଫିଲ୍ମ 'ଶେରଶାହ'ର ସୁଟିଂ ସମୟରେ ଉଭୟ ପ୍ରେମରେ ପଡିଥିଲେ ଏବଂ ବର୍ତ୍ତମାନ ଏହି ଦମ୍ପତି ପରସ୍ପର ସହ ଜୀବନସାରା ରହିବାକୁ ନିଷ୍ପତ୍ତି ନେଇଛନ୍ତି।

Hindi movie stars will come in south films
ବଲିଉଡ୍‌ରେ ଚାଲିଛି ବୟକଟ୍ ଟ୍ରେଣ୍ଡ୍‌; ହିନ୍ଦୀ ତାରକା ଏବେ ସାଉଥ୍ ମୁହାଁ

ବଲିଉଡ୍‌ରେ ବୟକଟ୍ ଟ୍ରେଣ୍ଡ୍‌ ଯୋଗୁଁ ଫ୍ଲପ୍ ହେଉଛି ସବୁ ଫିଲ୍ମ। ଏହାରି ଭିତରେ ବ୍ଲକ୍‌ ବ୍ଲଷ୍ଟର୍‌ର ସବୁ ରେକର୍ଡ ଭାଙ୍ଗୁଛି ସାଉଥ୍ ଫିଲ୍ମ। ଏନେଇ ବଲିଉଡ୍‌ ତାରକା ଏବେ ସାଉଥ୍ ମୁହାଁ ହେଉଛନ୍ତି। ଦେଖନ୍ତୁ କେଉଁମାନେ ଅଛନ୍ତି ଏହି ତାଲିକାରେ।

Kiara Advani
କିୟାରା ଆଡଭାନୀ ପ୍ରକାଶ କଲେ କିଭଳି ପୁଅ ଚାହାନ୍ତି

ବଲିଉଡର ସଫଳ ଅଭିନେତ୍ରୀ ତାଲିକାରେ କିୟାରା ଆଡଭାନୀ ସାମିଲ୍ ହୋଇଯାଇଛନ୍ତି। ଫିଲ୍ମ୍ ‘କବୀର୍ ସିଂହ’ରୁ କିୟାରାଙ୍କ କେରିୟରକୁ ଏକ ନୂଆ ଦିଗ ମିଳିଛି। ଆଜିକାଲି କିୟାରା ତାଙ୍କ ଫିଲ୍ମ ‘ଶେରଶାହ’ର ସଫଳତାକୁ ଉପଭୋଗ କରୁଛନ୍ତି। ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ଏହା ରିଲିଜ୍ ହୋଇଥିଲା। ଦର୍ଶକ ଏହାକୁ ଖୁବ୍ ପସନ୍ଦ ମଧ୍ୟ କରିଛନ୍ତି। ନିକଟରେ କିୟାରା ଆଡଭାନୀ ଓ ସିଦ୍ଧାର୍ଥ ମଲହୋତ୍ରା ଦ କପିଲ ଶର୍ମା ଶୋରେ ଗେଷ୍ଟ ସେଲିବ୍ରିଟି ଭାବେ ନଜର ଆସିଥିଲେ। ଉଭୟ ଶୋରେ ବହୁତ ମଜ୍ଜା ମସ୍ତି କରିଥିଲେ।