ଉଦିତ ନାରାୟଣଙ୍କର ପୂର୍ବର୍ ଗୋଟିଏ କିସ୍ ଭିଡିଓ ଭାଇରାଲ୍ ହେଉଥିବା ବେଳେ ବର୍ତ୍ତମାନ ଆଉ ଏକ ଭିଡିଓ ଆସିଛି। ମହିଳାମାନେ ଉଦିତ ନାରାୟଣଙ୍କ ସହ ସେଲ୍ଫି ନେଉଛନ୍ତି କିନ୍ତୁ ଉଦିତ ନାରାୟଣ ସେମାନଙ୍କ ଓଠ ଖୋଜୁଛନ୍ତି ଏବଂ ସେମାନଙ୍କୁ ଚୁମ୍ବନ ଦେଉଛନ୍ତି। ଦେଖନ୍ତୁ ଏହି ନୂଆ ଭିଡିଓ…
ଓଡ଼ିଆ ଅଭିନେତା ଉତ୍ତମ ମହାନ୍ତିଙ୍କୁ ଚିକିତ୍ସା ପାଇଁ ଏୟାର ଲିଫ୍ଟ କରାଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ତାଙ୍କୁ ଏୟାରପୋର୍ଟ ନିଆଯାଇଛି l ସେଠାରୁ ତାଙ୍କୁ ଦିଲ୍ଲୀ ନିଆଯିବ l
ଅଭିନେତା ଉତ୍ତମ ମହାନ୍ତି ଲିଭର ସିରୋସିସ ରୋଗରେ ପୀଡିତ ଥିବା ନେଇ ସୂଚନା ମିଳିଛି । ସେ ବର୍ତ୍ତମାନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଇୟିୟୁରେ ଚିକିତ୍ସାଧୀନ ଅଛନ୍ତି । ଅଧିକ ଚିକିତ୍ସା ଲାଗି ତାଙ୍କୁ ଏୟାରଲିଫ୍ଟ କରାଯିବ ।
ଓଡ଼ିଆ ସିନେମା ଜଗତରେ ଏକ ମାଇଲଖୁଣ୍ଟ ଥିଲେ ଉତ୍ତମ ମହାନ୍ତି। କେତେବେଳେ ଦର୍ଶକଙ୍କ ପାଇଁ ଦଣ୍ଡାବାଳୁଙ୍ଗା ସାଜିଥିଲେ ତ ପୁଣି କେତେବେଳେ ଅନେକ ଚଳଚ୍ଚିତ୍ରରେ ସାଧାରଣ ରାଜୁ ନାଁଟିଏକୁ ନେଇ ସେ ଘରେ ଘରେ ପରିଚିତ। ଏବେ ସିଏ ଅସୁସ୍ଥ। ତାଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି।
ପୁଣିଥରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଐଶ୍ୱର୍ଯ୍ୟା ଓ ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟା । ଗୁଗୁଲକୁ ନୋଟିସ୍ ଜାରି କଲେ କୋର୍ଟ । ଜାଣନ୍ତୁ କ'ଣ କାରଣ
ଉତ୍ତମ ମହାନ୍ତିଙ୍କ ନିକଟରେ ତାଙ୍କ ପରିବାର ଓ ସଂପର୍କୀୟ ଥିବାବେଳେ ତାଙ୍କ ପୁଅ ଅଭିନେତା ବାବୁସାନ ମହାନ୍ତି ଫିଲ୍ମ ସୁଟିଂ ପାଇଁ କେନ୍ଦୁଝରରେ ଥିବାର ଜଣାଯାଇଛି।
ପ୍ରିୟଙ୍କା ଚୋପ୍ରାଙ୍କ ଭାଇ ସିଦ୍ଧାର୍ଥ ଚୋପ୍ରା ଏବଂ ନୀଲମ ଉପାଧ୍ୟାୟଙ୍କ ପ୍ରି-ୱେଡିଂ ସମାରୋହ ଚାଲିଛି। ଏହି ସମାରୋହରେରେ ଭାଉଜଙ୍କ ସହିତ ଜମେଇକି ନାଚୁଛନ୍ତି ଦେଶୀ ଗାର୍ଲ। ତାଙ୍କର ଏହି ଭିଡିଓ ଦେଖିଲେ ଆପଣ ବି ଉତ୍ସାହିତ ହୋଇପଡିବେ।
ବି-ଟାଉନର ସୁନ୍ଦର ତଥା ଗ୍ଲାମରସ୍ ଅଭିନେତ୍ରୀ ଭୂମି ପେଡନେକର ପ୍ରତିଦିନ ଇନ୍ଷ୍ଟାଗ୍ରାମ୍ରେ ନିଜର ଲାଟେଷ୍ଟ୍ ଫଟୋ ପୋଷ୍ଟ କରି ନିଜ ସୌନ୍ଦର୍ଯ୍ୟରେ ପ୍ରଶଂସକଙ୍କୁ ପ୍ରଭାବିତ କରନ୍ତି। ତାଙ୍କର ପ୍ରତ୍ୟେକ ଲୁକ୍ ଇଣ୍ଟର୍ନେଟ୍କୁ ଆସିବା ମାତ୍ରେ ଭାଇରାଲ୍ ହେବାକୁ ଲାଗେ।
ସଂଗୀତ ଦୁନିଆରୁ ଅଭିନୟ ଦୁନିଆକୁ ପ୍ରବେଶ କରିଛନ୍ତି ହିମେଶ ରେଶମିଆ। ଆଜି ତାଙ୍କର ଫିଲ୍ମ 'ବ୍ୟାଡେସ୍ ରବି କୁମାର' ରିଲିଜ୍ ହୋଇଛି। ଜାଣନ୍ତୁ କେମିତି ହୋଇଛି ଫିଲ୍ମ।
ମୋନାଲିସାଙ୍କ ଆଉ ଏକ ଭିଡିଓ ଭାଇରାଲ ହେଉଛି। ସମ୍ପୂର୍ଣ୍ଣ ପୋଷାକ ପିନ୍ଧି ମାଳା ବିକୁଥିବା ମୋନାଲିସା ବର୍ତ୍ତମାନ ଛୋଟ ପୋଷାକ ପିନ୍ଧୁଛନ୍ତି। ମୋନାଲିସାଙ୍କ ଭାଇରାଲ ଭିଡିଓରେ ସେ ଏକ ସ୍କର୍ଟ ଓ ଟପ୍ସ ପିନ୍ଧି ଭିଡଓ ଛାଡିଥିଲେ।
ଏକ ଠକେଇ ମାମଲାରେ କୋର୍ଟରେ ବୟାନ ନ ଦେବା କାରଣରୁ ବଲିଉଡ ଅଭିନେତା ସୋନୁ ସୁଦଙ୍କ ନାମରେ ଆରେଷ୍ଟ ୱାରେଣ୍ଟ କରିଛନ୍ତି ଲୁଧିଆନାର ଏକ କୋର୍ଟ। ୧୦ ଲକ୍ଷ ଟଙ୍କାର ଠକେଇ ମାମଲରେ ସୋନୁ ସୁଦ ବୟାନ ଦେଇ ନ ଥିଲେ।
ଯାତ୍ରା ମହାକୁମ୍ଭ ଖଣ୍ଡଗିରିରେ ବାସନ୍ଦ ହେବା ପରେ ପେଟପାଟଣା ପାଇଁ ନିର୍ଣ୍ଣାୟକ ଲଢ଼େଇ ଲଢୁଛନ୍ତି ଆଇଟମ୍ ଡ୍ୟାନ୍ସର ରାନୀ ପ୍ରିୟଦର୍ଶିନୀ। ତାହା ପୁଣି ନାଟକୀୟ ଢ଼ଙ୍ଗରେ। ଦିନେ ଅର୍ଦ୍ଧ ନଙ୍ଗୁଳୀ ବେଶରେ ନଜର ଆସୁଥିବା ରାନୀ ଆଜି ଗେରୁଆ ଶାଢ଼ୀ ପିନ୍ଧିଛନ୍ତି ଓ ବେଗରେ ରୁଦ୍ରାକ୍ଷ ପକାଇଛନ୍ତି।
ବଲିଉଡ୍ ଅଭିନେତ୍ରୀ ତଥା ଗାୟିକା ସୋଫି ଚୌଧୁରୀ ସୋସିଆଲ୍ ମିଡିଆରେ ତାଙ୍କର ଲାଟେଷ୍ଟ୍ ଲୁକର ଫଟୋ ପୋଷ୍ଟ କରି ତାଙ୍କ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ତାଙ୍କର ପ୍ରତ୍ୟେକ ଲୁକ୍ ଇଣ୍ଟର୍ନେଟ୍ରେ ଆସିବା ମାତ୍ରେ ଭାଇରାଲ୍ ହେବାକୁ ଲାଗେ।
ଅନୁଷ୍କା ସେନ୍ ଇନ୍ଷ୍ଟାଗ୍ରାମ୍ରେ ତାଙ୍କର ଲାଟେଷ୍ଟ୍ ଫଟୋ ପୋଷ୍ଟ କରି ତାଙ୍କ ପ୍ରଶଂସକଙ୍କ ସମସ୍ତ ଦୃଷ୍ଟି ଆକର୍ଷଣ କରନ୍ତି। ଯେତେବେଳେ ବି ସେ ତାଙ୍କ ଫଟୋ ପ୍ରଶଂସକଙ୍କ ମଧ୍ୟରେ ଶେୟାର କରନ୍ତି, ସେସବୁ କିଛି ମିନିଟ୍ ମଧ୍ୟରେ ଭାଇରାଲ୍ ହେବା ଆରମ୍ଭ କରେ।
୧୯୯୩ର ଜାପାନିଜ-ଇଣ୍ଡିଆନ ଆନିମେଶନ ଫିଲ୍ମ ଆସନ୍ତା ଫେବୃଆରୀ ୨୪ ତାରିଖରେ ରି ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମଟି ଭାରତୀୟ ସିନେମା ହଲକୁ ଯିବା ପୂର୍ବରୁ ସାଂସଦ ମାନଙ୍କ ପାଇଁ ଏହାର ପ୍ରିମିୟର ଶୋ ରଖାଯିବ ବୋଲି ଜଣାପଡିଛି।
ୟୁଟ୍ୟୁବରେ ନୋରା ଫତେହୀଙ୍କ ‘ସ୍ନେକ୍’କୁ ବହୁତ ପସନ୍ଦ କରାଯାଉଛି। ଏହି ଗୀତ ଇଣ୍ଟର୍ନେଟ୍ରେ ଏକ ଆଲୋଡ଼ନ ସୃଷ୍ଟି କରିଛି। ୟୁଟ୍ୟୁବରେ ନୋରା ଫତେହୀଙ୍କ ଏହି ‘ସ୍ନେକ୍’ ଡ୍ୟାନ୍ସ ୮୭ ମିଲିୟନରୁ ଅଧିକ ଭିୟୁ ପାଇଲାଣି।
ସ୍ୱାସ୍ଥ୍ୟର ବିକାଶ ପାଇଁ ଆଗେଇ ଆସିଛନ୍ତି ସୋନୁ ସୁଦ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଭେଟି ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ମଜବୁତ କରିବା ପାଇଁ ସୋନୁ ସୁଦ ଚାରୋଟି ଆମ୍ବୁଲାନ୍ସ ଦାନ କରିଛନ୍ତି।
ବି-ଟାଉନ୍ର ସୁନ୍ଦରୀ ରକୁଲ ପ୍ରୀତ ସିଂହ ସୋସିଆଲ୍ ମିଡିଆରେ ତାଙ୍କର ଲାଟେଷ୍ଟ୍ ଫଟୋ ପୋଷ୍ଟ କରି ତାଙ୍କ ପ୍ରଶଂସକଙ୍କ ସମସ୍ତ ଦୃଷ୍ଟି ଆକର୍ଷଣ କରନ୍ତି। ତାଙ୍କର ପ୍ରତ୍ୟେକ ଲୁକ୍ ଇଣ୍ଟର୍ନେଟ୍ରେ ଆସିବା ମାତ୍ରେ ଭାଇରାଲ୍ ହେବାକୁ ଲାଗେ।
ସାଉଥ୍-ବଲିଉଡ୍ ଅଭିନେତ୍ରୀ ପ୍ରଜ୍ଞା ଜୈସ୍ୱାଲ୍ ସୋସିଆଲ୍ ମିଡିଆରେ ନିଜର ଲାଟେଷ୍ଟ୍ ଫଟୋ ଶେୟାର କରି ନିଜ ପ୍ରଶଂସକଙ୍କ ମଧ୍ୟରେ ଲାଇମଲାଇଟ୍ ବଢାନ୍ତି। ସୋସିଆଲ ମିଡିଆରେ ଆସିବା ମାତ୍ରେ ତାଙ୍କର ବୋଲ୍ଡ ଲୁକ୍ ଭାଇରାଲ୍ ହେବାକୁ ଲାଗେ।\
ଉଦିତ ନାରାୟଣଙ୍କ କ୍ୟାରିୟର ନୂତନ ଉଚ୍ଚତାକୁ ଛୁଇଁବା ଆରମ୍ଭ କରୁଥିବାବେଳେ ତାଙ୍କ ବ୍ୟକ୍ତିଗତ ଜୀବନରେ ଏପରି ଉତ୍ତେଜନା ଦେଖାଦେଇଥିଲା ଯେ ଏହା କେବଳ ତାଙ୍କ ମଧ୍ୟରେ ସୀମିତ ନ ଥିଲା। ଆପଣ ଜାଣନ୍ତି କି ଉଦିତ ଦୁଇଥର ବିବାହ କରିଛନ୍ତି? ଆସନ୍ତୁ ପୂରା କାହାଣୀ ଜାଣିବା।
ଆଜି ହେଉଛି ‘ବିଶ୍ୱ କର୍କଟ ଦିବସ’। ଏହି ଅବସରରେ, ଆମେ ସେହି ବଲିଉଡ୍ ସେଲିବ୍ରିଟିମାନଙ୍କ ବିଷୟରେ ଜାଣିବା, ଯେଉଁମାନେ ଏହି ମାରାତ୍ମକ ରୋଗ ସହିତ ଲଢିଛନ୍ତି ଆଉ ଜିତିଛନ୍ତି। ଏହି ତାରାମାନେ କ୍ରମାଗତ ଭାବରେ ଲୋକଙ୍କୁ ଏ ବିଷୟରେ ସଚେତନ କରାନ୍ତି।
ବଲିଉଡ୍ ଅଭିନେତ୍ରୀ ଭୂମି ପେଡନେକର ସବୁବେଳେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ତାଙ୍କ ବୋଲ୍ଡ ଲୁକ୍ର ଫଟୋ ଶେୟାର କରନ୍ତି। ଯେତେବେଳେ ବି ସେ ଇନଷ୍ଟାଗ୍ରାମରେ ଆସନ୍ତି, ତା’ଙ୍କ ଘାତକ ଲୁକ ଅନେକ ସମୟରେ ହଇଚଇ ସୃଷ୍ଟି କରିଥାଏ। ତାଙ୍କର ପ୍ରତ୍ୟେକ ଲୁକ୍ ଇଣ୍ଟରନେଟ୍ରେ ଆସିବା ମାତ୍ରେ ଭାଇରାଲ୍ ହେବାକୁ ଲାଗେ।
ଅଶ୍ଳୀଳ ନୃତ୍ୟ ଓ ଦ୍ବିଅର୍ଥ ବୋଧକ କମେଡିକୁ ଆଉ ବରଦାସ୍ତ କରାଯିବନି । ଏପରି କଲେ ହେବ ଠେଙ୍ଗା ମାଡ଼ । ଆଜି ମା ବାରଭୁଜାଙ୍କ ପାଖରେ ଶହେ ଠେଙ୍ଗା ପୂଜା କରାଯାଇଛି।
ବର୍ତ୍ତମାନ ଉଦିତଙ୍କ କିଛି ପୁରୁଣା ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ସେ ଗାୟିକା ଶ୍ରେୟା ଘୋଷାଲ,ଅଲକା ୟାଗ୍ନିକ ଓ ବଳିଉଡ ଅଭିନେତ୍ରୀ କରିଶ୍ମା କପୁରଙ୍କୁ କିସ କରୁଛନ୍ତି।
ଲସ୍ ଆଞ୍ଜେଲ୍ସର କ୍ରିପ୍ଟୋ ଡଟ୍ କମ୍ ଏରିନାରେ ୬୭ତମ ଗ୍ରାମୀ ଆୱାର୍ଡ ଅନୁଷ୍ଠିତ ହୋଇଯାଇଛି। ଏହି ଗ୍ରାଣ୍ଡ୍ ଆୱାର୍ଡ ଫଙ୍କସନ୍ରେ ୧୨ଟି କ୍ଷେତ୍ର ଏବଂ ୯୪ କ୍ୟାଟେଗୋରୀ ବର୍ଗର ସଂଗୀତର ଶ୍ରେଷ୍ଠ କଳାକାରମାନଙ୍କୁ ସମ୍ମାନିତ କରାଯାଇଛି। ଅନେକ ବିଶ୍ୱସ୍ତରୀୟ ତାରକା ଗ୍ରାମୀ ପୁରସ୍କାରର ଗ୍ରାଣ୍ଡ୍ ସନ୍ଧ୍ୟାରେ ଯୋଗ ଦେଇ ସେମାନଙ୍କର ଗ୍ଲାମର ଅବତାର ସହିତ ସମସ୍ତଙ୍କ ମନ ଚୋରି କରିଥିଲେ। ଆସନ୍ତୁ ସେମାନଙ୍କୁ ଜାଣିବା।