• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Casting Couch

Big boss fame ankita lokhande talks casting couch
Casting Couch: କାଷ୍ଟିଂ କାଉଚ୍‌କୁ ନେଇ ମୁହଁ ଖୋଲିଲେ ଅଙ୍କିତା ଲୋଖଣ୍ଡେ; କହିଲେ ନିର୍ମାତାଙ୍କ ସହ ମୋତେ….

ଅଙ୍କିତା ଲୋଖଣ୍ଡେ ନିଜର ଅଭିନୟ ଦକ୍ଷତାରେ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ନିଜର ନାମ ଅର୍ଜନ କରିଛନ୍ତି। ଆଜି ବି ଦର୍ଶକ ତାଙ୍କୁ ସିରିଏଲ 'ପବିତ୍ର ରିସ୍ତା'ର ‘ଅର୍ଚ୍ଚନା’ ବୋଲି ଡାକନ୍ତି। କିନ୍ତୁ ଅଙ୍କିତାଙ୍କ ପାଇଁ ଏହି ଯାତ୍ରା ଆଦୌ ସହଜ ନ ଥିଲା।

kalki koechlin talks about white girl phenomenon and casting couch experience
ମୋ ଗୋରାପଣ ମୋ ପାଇଁ କାଳ ହୋଇଛି; ମତେ କାଷ୍ଟିଙ୍ଗ୍ କାଉଚର ଶିକାର ହେବାକୁ ପଡିଛି; କଲ୍‌କୀ

କଲ୍‌କୀ କୋଏଚ୍‌ଲୀନ୍ ବଲିଉଡରେ ନିଜର ଅଭିନୟର ଚକ୍‌ମା ଦେଖେଇଛନ୍ତି। ଏବେ ସେ ପ୍ରକାଶ କରିଛନ୍ତି ଯେ ଅତ୍ୟଧିକ ଗୋରାପଣ ତାଙ୍କ ପାଇଁ ଏକ ସମସ୍ୟା ହୋଇଯାଇଛି। କେବଳ ଏତିକି ନୁହେଁ ତାଙ୍କୁ କାଷ୍ଟିଂ କାଉଚ୍‌ର ମଧ୍ୟ ଶିକାର ହେବାକୁ ପଡିଛି। ଅନେକ ବର୍ଷ ପରେ ଅଭିନେତ୍ରୀ ନିଜର ଏହି ଯନ୍ତ୍ରଣା ପ୍ରକାଶ କରିଛନ୍ତି।

Hema malini opened up about how a filmmaker made a deplorable demand about her saree
ଚଳଚ୍ଚିତ୍ର ନିର୍ମାତାଙ୍କ ପର୍ଦାଫାସ୍ କଲେ ହେମା ମାଲିନୀ: କହିଲେ ସେ ଚାହୁଁଥିଲେ ଶାଢିର ପିନ୍ ଖୋଲିବାକୁ

ବର୍ତ୍ତମାନ 'ଡ୍ରିମ୍ ଗାର୍ଲ' ହେମା ମାଲିନୀ ତାଙ୍କର ଏକ ସାକ୍ଷାତକାରରେ ଏକ ବଡ଼ ଖୁଲାସା କରିଛନ୍ତି। ହେମା ମାଲିନୀଙ୍କ ଏହି କଥାରୁ ଏହା ସ୍ପଷ୍ଟ ହେଉଛି ଯେ ସେ ମଧ୍ୟ ତାଙ୍କ କ୍ୟାରିୟରର ପ୍ରଥମ ଦିନରେ କାଷ୍ଟିଂ କାଉଚ୍‌ର ଶିକାର ହୋଇଥିଲେ।

casting couch
ଅଭିନେତ୍ରୀଙ୍କୁ ଆସିଥିଲା ଅଫର୍‌, ‘୧୦ ମିନିଟ୍‌ ସମୟ ଦିଅ ୧୦ ବର୍ଷ ଭଲରେ ବଞ୍ଚିବ’

ପୁଣି ଜଣେ ଅଭିନେତ୍ରୀ ଆଣିଲେ କାଷ୍ଟିଂ କାଉଚ୍‌ ଅଭିଯୋଗ । ହେଲେ ଏଥିରେ କେବଳ ପ୍ରଯୋଜକ କିମ୍ବା ନିର୍ଦ୍ଦେଶକଙ୍କର ଭୁଲ ନଥାଏ, ଏଥିପାଇଁ ଝିଅମାନେ ବି ଦାୟୀ ।

actress prakruti mishra
ସଞ୍ଜୟଙ୍କ ନାଁରେ ଥାନାରେ ଏତଲା ଦେଲେ ପ୍ରକୃତି

ଓଲିଉଡରେ ପୁଣି କାଷ୍ଟିଂ କାଉଚ୍ ଝଡ଼ । ଅଭିନୟର ସୁଯୋଗ ଆଳରେ ପୁଣି ସେହି କମ୍ପ୍ରମାଇଜ୍ ଅଭିଯୋଗକୁ ନେଇ କମ୍ପନ। 

Casting Couch
ଯଦି କାଷ୍ଟିଂ କାଉଚ୍‌ ସତ, ପ୍ରକୃତି ଚୁପ୍‌ ଥିଲେ କାହିଁକି ?

ଓଲିଉଡରେ ପୁଣି କାଷ୍ଟିଂ କାଉଚ୍ ଝଡ଼ । ଅଭିନୟର ସୁଯୋଗ ଆଳରେ ପୁଣି ସେହି କମ୍ପ୍ରମାଇଜ୍ ଅଭିଯୋଗକୁ ନେଇ କମ୍ପନ । ସଂଗୀନ ଅଭିଯୋଗ ଆଣି ଇଣ୍ଡଷ୍ଟ୍ରିରେ ଆଉ ଏକ ବିବାଦ ଛିଡ଼ା କରାଇଥିବା ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଉପରେ ବର୍ଷିଛନ୍ତି ସିନେ ପ୍ରଯୋଜକ ସଞ୍ଜୟ ନାୟକ ।

Actress Prakruti Mishra Serious Allegation Against Producer sanjay Nayak
ନୂଆ ଅଭିନେତ୍ରୀଙ୍କୁ କମ୍ପ୍ରମାଇଜ୍‌ କରିବାକୁ କହୁଛନ୍ତି ସଞ୍ଜୟ ନାୟକ: ପ୍ରକୃତି

ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଅଭିଯୋଗକୁ ପ୍ରଯୋଜକ ସଞ୍ଜୟ ନାୟକ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ‘ପ୍ରକୃତି ମିଶ୍ର ମିଛ କହୁଛନ୍ତି। ଏଥିପାଇଁ ପ୍ରକୃତିଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବି।’

Casting director arti mittal arrested in running prostitution racket
Casting Couch: ଅଭିନୟ କରେଇଦେବା କହି ଦେହ ବ୍ୟବସାୟରେ ଲଗଉଥିଲେ; ଏବେ ଭିତରେ

ଯେଉଁ ଝିଅମାନେ ଗ୍ଲାମର ଦୁନିଆରେ ଚମକିବାକୁ ଆସୁଥିଲେ ସେମାନେ ଆରତୀ ମିତ୍ତଲଙ୍କ ଶିକାର ହେଉଥିଲେ। ଅଭିନୟରେ ସୁଯୋଗ ଦେବା ନାଁରେ ଆରତୀ ସେମାନଙ୍କୁ ଦେହ ବ୍ୟବସାୟରେ ଲଗଉଥିଲେ ଆଉ ମୋଟା ରକମ ଟଙ୍କା ମଧ୍ୟ ଦେଉଥିଲେ। ପୋଲିସ୍ ପକେଇଲା ଟ୍ରାକ୍, ଆରତୀ ଏବେ ପୋଲିସ୍ କବ୍ଜାରେ।