ଜୁଡୱା, ମେ ପ୍ରେମ କି ଦିୱାନୀ ହୁଁ ଓ କମେଡି ନାଇଟ୍ସ ୱିଥ କପିଲରେ ନଜର ଆସିଥିବା ଏହି ୪୯ ବର୍ଷୀୟା ଅଭିନେତ୍ରୀ ନିଜ ଅଭିଜ୍ଞତା ବର୍ଣ୍ଣନା କରିବା ସହ ଏହି ଘଟଣା ପରେ ସପ୍ତାହେ ସେ ଘରୁ ବାହାରି ନ ଥିବା କହିଛନ୍ତି। ସାଉଥର ଜନୈକ ଲୋକପ୍ରିୟ ନିର୍ଦେଶକ ତାଙ୍କୁ ଅନୀଲ କପୁରଙ୍କ ବିପକ୍ଷରେ ଏକ ସିନେମା ପାଇଁ ଡାକିଥିଲେ।ମୁମ୍ବାଇର ଜୁହୁରେ ଏହି ବୈଠକ ହୋଇଥିଲା। ପ୍ରଥମ ଥର ମିଟିଂକୁ ମା’ ଓ ଭଉଣୀଙ୍କୁ ନେଇ ଯାଇଥିଲେ। ତେବେ ମିଟିଂର ଅଭିଜ୍ଞତା ନିରାଶାଜନକ ରହିଥିବା ବେଳେ ସେ ସପ୍ତାହେରୁ ଅଧିକ ସମୟ ନିଜକୁ ରୁମରେ ବନ୍ଦ କରି ରଖିଥିଲେ।
ଅଙ୍କିତା ଲୋଖଣ୍ଡେ ନିଜର ଅଭିନୟ ଦକ୍ଷତାରେ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ନିଜର ନାମ ଅର୍ଜନ କରିଛନ୍ତି। ଆଜି ବି ଦର୍ଶକ ତାଙ୍କୁ ସିରିଏଲ 'ପବିତ୍ର ରିସ୍ତା'ର ‘ଅର୍ଚ୍ଚନା’ ବୋଲି ଡାକନ୍ତି। କିନ୍ତୁ ଅଙ୍କିତାଙ୍କ ପାଇଁ ଏହି ଯାତ୍ରା ଆଦୌ ସହଜ ନ ଥିଲା।
କଲ୍କୀ କୋଏଚ୍ଲୀନ୍ ବଲିଉଡରେ ନିଜର ଅଭିନୟର ଚକ୍ମା ଦେଖେଇଛନ୍ତି। ଏବେ ସେ ପ୍ରକାଶ କରିଛନ୍ତି ଯେ ଅତ୍ୟଧିକ ଗୋରାପଣ ତାଙ୍କ ପାଇଁ ଏକ ସମସ୍ୟା ହୋଇଯାଇଛି। କେବଳ ଏତିକି ନୁହେଁ ତାଙ୍କୁ କାଷ୍ଟିଂ କାଉଚ୍ର ମଧ୍ୟ ଶିକାର ହେବାକୁ ପଡିଛି। ଅନେକ ବର୍ଷ ପରେ ଅଭିନେତ୍ରୀ ନିଜର ଏହି ଯନ୍ତ୍ରଣା ପ୍ରକାଶ କରିଛନ୍ତି।
ବର୍ତ୍ତମାନ 'ଡ୍ରିମ୍ ଗାର୍ଲ' ହେମା ମାଲିନୀ ତାଙ୍କର ଏକ ସାକ୍ଷାତକାରରେ ଏକ ବଡ଼ ଖୁଲାସା କରିଛନ୍ତି। ହେମା ମାଲିନୀଙ୍କ ଏହି କଥାରୁ ଏହା ସ୍ପଷ୍ଟ ହେଉଛି ଯେ ସେ ମଧ୍ୟ ତାଙ୍କ କ୍ୟାରିୟରର ପ୍ରଥମ ଦିନରେ କାଷ୍ଟିଂ କାଉଚ୍ର ଶିକାର ହୋଇଥିଲେ।
ପୁଣି ଜଣେ ଅଭିନେତ୍ରୀ ଆଣିଲେ କାଷ୍ଟିଂ କାଉଚ୍ ଅଭିଯୋଗ । ହେଲେ ଏଥିରେ କେବଳ ପ୍ରଯୋଜକ କିମ୍ବା ନିର୍ଦ୍ଦେଶକଙ୍କର ଭୁଲ ନଥାଏ, ଏଥିପାଇଁ ଝିଅମାନେ ବି ଦାୟୀ ।
ଓଲିଉଡରେ ପୁଣି କାଷ୍ଟିଂ କାଉଚ୍ ଝଡ଼ । ଅଭିନୟର ସୁଯୋଗ ଆଳରେ ପୁଣି ସେହି କମ୍ପ୍ରମାଇଜ୍ ଅଭିଯୋଗକୁ ନେଇ କମ୍ପନ।
ଓଲିଉଡରେ ପୁଣି କାଷ୍ଟିଂ କାଉଚ୍ ଝଡ଼ । ଅଭିନୟର ସୁଯୋଗ ଆଳରେ ପୁଣି ସେହି କମ୍ପ୍ରମାଇଜ୍ ଅଭିଯୋଗକୁ ନେଇ କମ୍ପନ । ସଂଗୀନ ଅଭିଯୋଗ ଆଣି ଇଣ୍ଡଷ୍ଟ୍ରିରେ ଆଉ ଏକ ବିବାଦ ଛିଡ଼ା କରାଇଥିବା ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଉପରେ ବର୍ଷିଛନ୍ତି ସିନେ ପ୍ରଯୋଜକ ସଞ୍ଜୟ ନାୟକ ।
ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଅଭିଯୋଗକୁ ପ୍ରଯୋଜକ ସଞ୍ଜୟ ନାୟକ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ‘ପ୍ରକୃତି ମିଶ୍ର ମିଛ କହୁଛନ୍ତି। ଏଥିପାଇଁ ପ୍ରକୃତିଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବି।’
ଯେଉଁ ଝିଅମାନେ ଗ୍ଲାମର ଦୁନିଆରେ ଚମକିବାକୁ ଆସୁଥିଲେ ସେମାନେ ଆରତୀ ମିତ୍ତଲଙ୍କ ଶିକାର ହେଉଥିଲେ। ଅଭିନୟରେ ସୁଯୋଗ ଦେବା ନାଁରେ ଆରତୀ ସେମାନଙ୍କୁ ଦେହ ବ୍ୟବସାୟରେ ଲଗଉଥିଲେ ଆଉ ମୋଟା ରକମ ଟଙ୍କା ମଧ୍ୟ ଦେଉଥିଲେ। ପୋଲିସ୍ ପକେଇଲା ଟ୍ରାକ୍, ଆରତୀ ଏବେ ପୋଲିସ୍ କବ୍ଜାରେ।