ସରକାରୀ ଶିକ୍ଷକ ନିଯୁକ୍ତି ପରୀକ୍ଷା ନେଇ ଆସିଲା ଆଡ୍ମିଟ୍ କାର୍ଡ। କିନ୍ତୁ ଯୁବତୀଙ୍କ ହୋସ୍ ଉଡିଗଲା ଫଟୋ ଦେଖି। ଏଥିରେ ତାଙ୍କ ଫଟୋ ନଥିଲା, ଥିଲା ବ୍ଲୁ ଫିଲ୍ମ ଷ୍ଟାର୍ ସନ୍ନୀ ଲିଓନଙ୍କ ଅଶ୍ଳୀଳ ଫଟୋ। ଏହା ପରେ ରାଜନୀତି ମହଲରେ ଖେଳିଯାଇଛି ବିସ୍ଫୋରଣ।
2020-2021 ବର୍ଷରେ ପ୍ରକାଶିତ ହୋଇଥିବା ଉତ୍ଥାନ ଏବଂ ଉଜ୍ଜଳା ପୁସ୍ତକକୁ ଶାଗ ମାଛ ଦରରେ କିଣି ନେଇ ବାହାରେ ଚଢ଼ା ଦରରେ ଏହାର ବିକ୍ରି ହୋଇଛି ।
ବିଦେଶରେ ପାନର ବହୁ ଭେରାଇଟରି ପ୍ରଡକ୍ଟ ଚଢ଼ା ଦରରେ ବିକ୍ରି ହେଉଥିବା ବେଳେ ପ୍ରଥମ ଥର ପାଇଁ ଫକିର ମୋହନ ବିଶ୍ୱବିଦ୍ୟାଳ ଏମିତି ଏକ ପ୍ରୟାସ କରିଛି।
ସରକାରୀ ଶିକ୍ଷକଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି । ରାଜ୍ୟର ଶିକ୍ଷାର ଉନ୍ନତି ପାଇଁ ଯୋଗୀ ସରକାର କଠୋର ନିର୍ଦ୍ଦେଶ ଦେଇଛନ୍ତି ।
ଆଜିଠୁ ଆଡମିଟ୍ କାର୍ଡ ଡାଉନଲୋଡ ହୋଇପାରିବ।
ବିକାଶର ଡିଣ୍ଡିମ ପିଟୁଛନ୍ତି ସରକାର । ହେଲେ ପଢ଼ିବା ପାଇଁ ପିଲାଙ୍କ ପାଖରେ ବହି ଖଣ୍ଡିଏ ନାହିଁ ।
ସରକାର ସ୍ମାର୍ଟ ଶ୍ରେଣୀଗୃହ ତିଆରି କରୁଛନ୍ତି । ଏଠି କିନ୍ତୁ ଭୟଙ୍କର ଅବସ୍ଥା । ଶ୍ରେଣୀ ଗୃହ ଅଭାବରୁ ଗୋଟିଏ ଘରେ ପାଠ ପଢୁଛନ୍ତି ୧ମରୁ ୫ମ ଶ୍ରେଣୀ ଯାଏଁ ପିଲା ।
ନା ମୁଣ୍ଡ ଏପଟସେପଟ କରିହେବ ନା ସାଙ୍ଗ ମାନଙ୍କ ଖାତାକୁ ଚାହିଁହେବ । କପି ରୋକିବା ପାଇଁ ଏ କି ପ୍ରକାର କୌଶଳ ।
ଆଜିକାଲି ଯୁଗରେ ମାନବ ଜୀବନ ଯେତିକି ସହଜ ଏବଂ ସରଳ ହୋଇପାରିଛି ତାହା କେବଳ ଟେକ୍ନୋଲୋଜୀ ଏବଂ ଆଇଟି କ୍ଷେତ୍ରର ଅବଦାନ ଯୋଗୁଁ। ଏନେଇ ଏହା ବର୍ତ୍ତମାନ ଓ ଭବିଷ୍ୟତ ପାଇଁ ସର୍ବୋତ୍ତମ କ୍ୟାରିୟର ହୋଇଯାଇଛି। ଏବେ କମ୍ପ୍ୟୁଟର ସାଇନ୍ସ ବିନା ମଧ୍ୟ ଆଇଟି କ୍ଷେତ୍ରରେ ଚାକିରି କରିବାର ସୁଯୋଗ ସୃଷ୍ଟି ହୋଇଛି। ଜାଣନ୍ତୁ କିପରି…
ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିପାରିବେ ନାହିଁ କି ହିଂସାତ୍ମକ ଆଚରଣ ପ୍ରଦର୍ଶନ କରିପାରିବେ ନାହିଁ। ସେହିପରି ଆମରଣ ଅନଶନ କି ଗେଟ୍ ଆଗରେ ଧାରଣା ମଧ୍ୟ ଦେଇପାରିବେ ନାହିଁ।
ଉଚ୍ଚଶିକ୍ଷାରୁ ବଞ୍ଚିତ ଯାମୁଯୋରୀ କଇଁଙ୍ଗ ଗାଁର ଛାତ୍ରଛାତ୍ରୀ, ଗାଁରୁ କେହି ହେଲେ କଲେଜ ମାଟି ମାଡ଼ି ନାହାନ୍ତି
ପିଲାଙ୍କୁ ମାଗଣାରେ ପଢ଼ାଇ ଚର୍ଚ୍ଚାରେ ଦିବ୍ୟାଙ୍ଗ ଶିକ୍ଷକ
ନୂଆ ସିଲାବସ୍କୁ ନେଇ ଆରମ୍ଭରୁ ବିବାଦ । ଭିତ୍ତିଭୂମିକୁ ନେଇ ଉଠିଲା ପ୍ରଶ୍ନ । ନବମ ଓ ଦଶମ ଶ୍ରେଣୀରେ ନୂଆକରି ଆସପିରେସନାଲ୍ କମ୍ପୋନେଣ୍ଟ କୋର୍ସ ପାଠ୍ୟକ୍ରମରେ ସାମିଲ ଲାଗି ସରକାରଙ୍କ ଘୋଷଣା ପରେ ଏହାକୁ ନେଇ ଶିକ୍ଷାବିତ୍ଙ୍କ ଗୁରୁତର ଆପତ୍ତି ।
ଶିକ୍ଷା ବର୍ଷ ଅଧାରୁ ନବମରେ ନୂଆ କୋର୍ସ ସବୁ ଲାଗୁ ହେବ । ଏହାକୁ ପଢ଼ାଇବାକୁ ସମୟ ସାରଣୀ କଣ ରହିବ ? କିଏ ଏହାକୁ ପଢାଇବେ ? ତାହା ବି ଏଯାଏ ସ୍ପଷ୍ଟ କରିନି ବୋର୍ଡ ।
ଓଡିଶା ସମେତ ଛତିଶଗଡ଼, ମଧ୍ୟପ୍ରଦେଶ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟରେ ଅନେକ ସ୍କୁଲ ନିର୍ମାଣ କରିସାରିଲେଣି ।
ପାଠ ସହ ଶାଠ ପାଇଁ ବି ଛାତ୍ରଛାତ୍ରୀଙ୍କୁ ମାର୍କ ମିଳିବ। ମାଟ୍ରିକ୍ ବୋର୍ଡ ଇତିହାସରେ ପ୍ରଥମ ଥର ପାଇଁ ପାଠ୍ୟକ୍ରମରେ ଏଭଳି ସଂସ୍କାର ଅଣାଯାଇଛି।
ପିଲାଙ୍କ ବୌଦ୍ଧିକ ଓ ଶାରୀରିକ ବିକାଶ ଉଦ୍ଦେଶ୍ୟ । ଉଭୟ ନବମ ଓ ଦଶମ ଶ୍ରେଣୀ ପିଲା ପଢ଼ିବେ । ୧୦୦ ମାର୍କର ହେବ ପରୀକ୍ଷା ।
ଚଳିତ ବର୍ଷ ନବମ ଶ୍ରେଣୀରୁ ନୂଆ ବିଷୟ ଆରମ୍ଭ ହେବ।
ଶିକ୍ଷା ଅଧିକାରୀଙ୍କ ଅଫିସରେ ଶିକ୍ଷାର ଏ କି ଅବମାନନା ? ଏଠି ଯଦି ଶିକ୍ଷାର ଅବସ୍ଥା ଏମିତି ତେବେ ବାହାରେ କେମିତି ଚାଲିଥିବ ଶିକ୍ଷା ଦାନ ?
ପିଲାଙ୍କୁ ରୋଷେୟା ପାଠ ପଢ଼ାଇଲେ ତାଙ୍କର ଭବିଷ୍ୟତ କ’ଣ ହେବ ? ଆଗକୁ ଯାଇ ସେମାନେ କରିବେ କ’ଣ ?
ସାତଟି ଶ୍ରେଣୀକୁ ମାତ୍ର ଦୁଇଜଣ ଶିକ୍ଷକ l ଥରେ ଚିନ୍ତା କରନ୍ତୁ କେମିତି ପାଠ ପଢା ଚାଲିଥିବ ସେହି ସବୁ ସ୍କୁଲରେ ?
ଅଭିଯୋଗ ଶୁଣିବା ପରେ ୧ ମାସ ମଧ୍ୟରେ ଦାବି ପୂରଣ କରିବା ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଓଡ଼ିଶା ଚୁକ୍ତି ଭିତ୍ତିକ କର୍ମଚାରୀ ସଂଘ ସୂଚନା ଦେଇଛି।
କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଗାଇଡଲାଇନ୍ ଜାରି କରିଛି କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଯାଏ କୌଣସି ନିଷ୍ପତ୍ତି ହୋଇନି।
ରାଜ୍ୟରେ ବିନା ସ୍ପେଶାଲ ଏଜୁକେଟରରେ ଚାଲୁଛି ସ୍କୁଲ୍। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ନିଯୁକ୍ତ ହେଉନାହାଁନ୍ତି ସ୍ବତନ୍ତ୍ର ଶିକ୍ଷକ।
ଏହି ସବୁ କାହାଣୀ ଜାଣିବା ପରେ ନିସ୍କର୍ଷ ହେଲା, ମନରେ ଦୃଢ଼ ଇଚ୍ଛାଶକ୍ତି ଥିଲେ ଉପାୟ ଆପେ ଆପେ ଆସେ । ଯାହାକୁ ଏମାନେ ଶତପ୍ରତିଶତ ପ୍ରମାଣ କରି ଦେଖାଇଛନ୍ତି ।