• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Miscreants Lift Mobile Phone From Customer In Petrol Pump In Odisha’s Baliguda
ପେଟ୍ରୋଲ ପମ୍ପରେ ଦିନ ଦ୍ୱିପ୍ରହରରେ ଚୋରି, ଚୋର ମୁହଁ ଅଛି ସିସିଟିଭିରେ

ଦିନ ବେଳେ ପେଟ୍ରୋଲ ପମ୍ପରେ ଲୋକ ଅଛନ୍ତି । ସତର୍କତାର ସହ ଚୋର ଆସିଲା । ଚୋରି କଲା । କେହି ଦେଖିପାରିଲେନି । କିନ୍ତୁ ଧରିଛି ସିସିଟିଭି ।

Man Marrying 3 Women
ଧରାପଡ଼ିଲା ସ୍ୱାମୀ-୪୨୦: ଏକାଧିକ ଯୁବତୀଙ୍କୁ ବାହା ହୋଇ ଅଲଗା ଅଲଗା ରଖିଥିଲା

ପଦାରେ ପଡ଼ିଲା ରସିକିଆ ସ୍ୱାମୀର କଳା କାରନାମା। ଏକାଧିକ ଯୁବତୀଙ୍କୁ ବିବାହ କରି ଅଲଗା ଅଲଗା ରଖିଥିଲା। କେହି କାହା ବିଷୟରେ ଜାଣିନଥିଲେ। ଯେତେବେଳେ ଜାଣିଗଲେ, ସ୍ୱାମୀର ଅକଲ ଗୁଡ଼ୁମ।

Bride Dharana In front of Groom's House In Berhampur
ଧାରଣାରେ ବସିଥିବା ନବବିବାହିତାଙ୍କ ବାପା, ଭାଇଙ୍କୁ ଉଠାଇନେଲା ପୋଲିସ

ତେବେ ଉଭୟଙ୍କୁ କେଉଁଠିକୁ ଓ କାହିଁକି ନିଆଗଲା ସେ ସମ୍ପର୍କରେ ଜଣାପଡ଼ିନି। ଗତକାଲିଠୁ ଯୁବତୀ ଜଣକ ଜଣେ ଯୁବକଙ୍କୁ ନିଜ ସ୍ୱାମୀ ଦାବି କରି ଧାରଣାରେ ବସିଛନ୍ତି।  

Odia Student Dies At Coffee Shop In Surat
ସୁରତ୍‌ରେ ଓଡ଼ିଆ ଛାତ୍ରୀଙ୍କୁ ମାରିଲା କିଏ?

ସୁରତର ଏକ କଫି ସପରେ ପ୍ରବାସୀ ଓଡ଼ିଆ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ। ମୃତକ ହେଲେ ଓଡ଼ିଶାର ମଧୁସ୍ମିତା ସାହୁ। ଅଚେତ ଅବସ୍ତାରେ ଥିବା ବେଳେ ମଧୁସ୍ମିତାଙ୍କୁ ମେଡିକାଲ ନେଇଥିଲେ ତାଙ୍କ ସାଙ୍ଗରେ ଥିବା ଛାତ୍ରୀ।

Bikers Loot Valuables From Woman
ରିଷ୍ଟ ଖଣ୍ଡନ କଥା କହିଲେ, ଲକ୍ଷାଧିକ ଟଙ୍କାର ଗହଣା ଲୁଟ୍‌ କରିନେଲେ

ରିଷ୍ଟ ଖଣ୍ଡନ କଥା କହିଲେ, ଲକ୍ଷାଧିକ ଟଙ୍କାର ଗହଣା ଲୁଟ୍‌ କରିନେଲେ ଦୁର୍ବୃତ୍ତ, ଜାଣନ୍ତୁ କଣ ରହିଛି ଘଟଣା

Student Death Mystery
କଫି ସପ୍‌ରେ ଓଡ଼ିଆ ଝିଅର ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଶବକୁ ବ୍ୟବଚ୍ଛେଦ ଲାଗି ପଠାଇ ପୋଲିସ ଘଟଣାର ଛାନଭିନ କରୁଛି  ସେପଟେ ଅଭିଯୁକ୍ତ ଧରାନପିଡିବା ଯାଏଁ ପରିବାର ଲୋକେ ଶବ ଗ୍ରହଣ କରିବେନି ବୋଲି କହିଛନ୍ତି।

son hacks mother
ଅଣ୍ତା ତରକାରୀକୁ ନେଇ ହତ୍ୟାକାଣ୍ତ; ମା’କୁ ମାରିଦେଲା ପୁଅ

ମାଆ ଅଣ୍ଡା ତରକାରୀ କରି ନ ଦେବାରୁ ଧାରୁଆ ଅସ୍ତ୍ରରେ ମା’କୁ ଆକ୍ରମଣ କରି ମାରି ଦେଲା ପୁଅ ।

Loot from woman
ଜ୍ୟୋତିଷ ହୋଇ ଆସିଲେ, ସବୁ ନେଇ ଚାଲିଗଲେ

ଜଣେ ମହିଳା ଚାଲି ଚାଲି ଯାଉଥିବା ବେଳେ ତାଙ୍କୁ ଅଟକାଇଥିଲେ ଦୁଇ ଜଣ। ସେଇ ଦୁଇ ଜଣ ମହିଳାଙ୍କୁ ତାଙ୍କ ଭବିଷ୍ୟତ ବିଷୟରେ ନାନା କଥା କହିବା ସହ ବହୁତ ଅସୁବିଧା ଥିବା ଜଣାଇଥିଲେ।

son killed mom After She Refuses To Cook Egg Curry
ଅଣ୍ତା ରୋଷେଇ ନ କରିବାରୁ ମା’କୁ ହାଣିଲା ପୁଅ

ଅଣ୍ତା ତରକାରୀକୁ ନେଇ ହତ୍ୟାକାଣ୍ତ । ମାଆ ଅଣ୍ଡା ତରକାରୀ କରି ନ ଦେବାରୁ ଧାରୁଆ ଅସ୍ତ୍ରରେ ମା’କୁ ଆକ୍ରମଣ କରି ମାରି ଦେଲା ପୁଅ ।

OCAC CEO Cyber Fraud Case
OCAC ସିଇଓଙ୍କ ହ୍ୱାଟ୍ସଆପ୍‌ ହ୍ୟାକ୍‌: ଏଟିଏମ୍‌ରୁ ଟଙ୍କା ଉଠାଇବା ବେଳେ ମୁଖ୍ୟ ଅଭିଯୁକ୍ତକୁ ଧରିଲା ପୋଲିସ୍‌

OCAC ସିଇଓଙ୍କ ହ୍ୱାଟ୍ସଆପ୍‌ ହ୍ୟାକ୍‌ କରି ଟଙ୍କା ଲୁଟିବା ଘଟଣା଼ ପଛରେ ନାଇଜେରିଆ ଗ୍ୟାଙ୍ଗର ସମ୍ପୃକ୍ତି ନେଇ ସ୍ପଷ୍ଟ ହୋଇଥିଲା। ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଦିଲ୍ଲୀ ପୋଲିସ୍‌ ବେଙ୍ଗାଲୁରୁରୁ ଗିରଫ କରିଛି।

Woman Stages Dharna
ଧୋକା ଦେବା ପରେ ବର ଘରେ କନ୍ୟାର ଧାରଣା

ଡାକ୍ତର ଡିମ୍ପଲ ଓ ଡାକ୍ତର ସସ୍ମିତଙ୍କ ସାହାନାଇ ବାଜିବାର ଥିଲା। ସେଥିପାଇଁ ଡାକ୍ତର ଡିମ୍ପଲ କନ୍ୟା ବେଶରେ ସଜେଇ ହୋଇଥିଲେ। ହେଲେ ନିର୍ଦ୍ଧାରିତ ସମୟ ଭିତରେ କନ୍ୟା ଘରେ ପହଞ୍ଚି ନଥିଲା ବର।

Police Arrest Child's Father, Maternal Grandmother
ମିଛ ଥିଲା ଶିଶୁକନ୍ୟା ଚୋରି, ଘର ଢିଙ୍କି ସାଜିଥିଲେ କୁମ୍ଭୀର

ଗତ ୧୯ ତାରିଖ ରାତିରେ ଶିଶୁଟି ଜନ୍ମ ପରେ ୨୦ ତାରିଖ ସକାଳେ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଯାହାର ସିସିଟିଭିର ଚିତ୍ର ବି ସାମ୍ନାକୁ ଆସିଥିଲା। 

6 Juveniles Escape From Child Care Home In Berhampur
ବାଳ ସୁଧାର ଗୃହରୁ ୬ ଚମ୍ପଟ

ବାଳ ସୁଧାର ଗୃହରୁ ୬ ଚମ୍ପଟ । ବ୍ରହ୍ମପୁର ବାଳ ସୁଧାର ଗୃହରୁ ଆସିଛି ଏ ଖବର । ସୁଧାର ଗୃହର ଝରକା ରେଲିଂ ତାଡ଼ି ଭୋର ୪ଟାରୁ ଚମ୍ପଟ ୬ ଜଣ ।

Sonepur Child Trafficking
ରାସ୍ତାକଡ଼ରୁ ଉଦ୍ଧାର ହେଲା ଚୋରି ଶିଶୁକନ୍ୟା, ପରିବାର ଲୋକଙ୍କ ସମ୍ପୃକ୍ତି ସନ୍ଦେହ..

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନବଜାତ ଶିଶୁକନ୍ୟା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ନବଜାତ ଶିଶୁର ବାପା ଥାନାରେ ଅଭିଯୋଗ କରିଥିଲେ ।

Mamita Murder case
ଗୋବିନ୍ଦ ସାହୁର ହ୍ୟାଣ୍ଡ ରାଇଟିଂରୁ ମିଳିବ କି ବଡ଼ ପ୍ରମାଣ ?

ମମିତା ସନସାଇନ୍‌ ସ୍କୁଲରେ ଶିକ୍ଷୟିତ୍ରୀ ଥିଲେ, ସେହି ସ୍କୁଲର ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ଥିଲେ। ଏହି କଥାକୁ କୋର୍ଟରେ ଠୋସ୍ ପ୍ରମାଣ ସହ ଯୁକ୍ତି ବାଢ଼ିବାକୁ ଏହି ହ୍ୟାଣ୍ଡରାଇଟିଂ ଟେଷ୍ଟ କରାଯିବ।

Stealing Of Newborn
ସରକାରୀ ମେଡ଼ିକାଲରୁ ପୁଣି ପିଲା ଚୋରି

ସରକାରୀ ମେଡ଼ିକାଲରୁ ପୁଣି ପିଲା ଚୋରି ! ପୋଲିଓ ଟିକା ଆଳରେ ନବଜାତକୁ ଚୋରି ଅଭିଯୋଗ, ଆଈ ଆଡ଼କୁ ଅଙ୍ଗୁଳି ଉଠାଇଲେ ଜେଜେ ମାଆ

child stolen
ପୋଲିଓ ଟିକା ଆଳରେ ନବଜାତ ଶିଶୁ ଚୋରି

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ତ୍ରୀ ଓ ପ୍ରସୂତି ବିଭାଗର ଦୁର୍ଭାଗ୍ୟଜନକ ଘଟଣା । ଗର୍ଭଯନ୍ତ୍ରଣା ସହି ଯେଉଁ ପିଲାକୁ ଦୁନିଆକୁ ଆଣିଥିଲା ମା, ସେହି ପିଲାକୁ ଚୋରି କରି ନେଇଗଲା ଚୋର । ଜନ୍ମ ହେବାର କେଇଘଣ୍ଟା ଭିତରେ ଚୋରି ହୋଇଗଲା ପିଲା । ଅର୍ଥାତ କାଲି ଜନ୍ମ ଆଜି ଚୋରି ।

mahanga double murder case
ମାହାଙ୍ଗା ଡବଲ ମର୍ଡର: ସିଡିଆର୍ ମାଗିଲେ କୋର୍ଟ

ଅଗଷ୍ଟ ମାସରୁ ନିର୍ଦ୍ଦେଶ ଦେଇଥିଲେ ବି ରିପୋର୍ଟ ନମିଳିବାରୁ କୋର୍ଟ କ୍ଷୁବ୍ଧ ହୋଇଛନ୍ତି। ଏନେଇ ପ୍ରତିପକ୍ଷ ରମାକାନ୍ତ ବରାଳଙ୍କ ଓକିଲ ପ୍ରବୀଣ କାନୁନଗୋ ସୂଚନା ଦେଇଛନ୍ତି। 

Robbers loot Ornaments Worth Over Rs 20 lakh from Bhadrak Jewelry Shop
ସଟର ପଡୁ ପଡୁ ଲୁଟ୍

ଭଦ୍ରକ ଏସପି ଅଫିସ୍ ପାଖରେ ଥିବା ଜୁଏଲର୍ସ ଦୋକାନକୁ ଲୁଟିଛନ୍ତି ଲୁଟେରା.. ଦୋକାନୀ ଗୋବିନ୍ଦ ସଟର ପକାଇଲା ବେଳେ ହାତରୁ ସୁନା, ରୁପା ଗହଣା ଥିବା ବ୍ୟାଗ୍ ଝାମ୍ପି ନେଇେ ଲୁଟେରା.. ବ୍ୟାଗରେ ପ୍ରାୟ ୨୨ ଲକ୍ଷ ଟଙ୍କାର ସୁନା, ରୁପା ଥିଲା..

Newborn Baby Stolen From Sonepur Hospital
ଧରିବା ଆଳରେ ଶିଶୁକନ୍ୟାକୁ ନେଇ ଚମ୍ପଟ

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନବଜାତ ଶିଶୁକନ୍ୟାକୁ ଚୋରି କରିନେଇଥିବା ଅଭିଯୋଗ ହୋଇଛି.. ଶିଶୁଟିକୁ ଧରିବା ଆଳରେ ଚୋରି କରି ଫେରାର୍ ହୋଇଯାଇଛନ୍ତି ଜଣେ ମହିଳା.. ଏନେଇ ନବଜାତ ଶିଶୁର ବାପା ଥାନାରେ ଅଭିଯୋଗ କରିଛନ୍ତି..

Child Trafficking
ଗେଲ କରିବା ବାହାନାରେ ଶିଶୁ କନ୍ୟାକୁ ଧରି ଚମ୍ପଟ୍‌ ମାରିଲେ ମହିଳା

ଆଜି ସକାଳେ ଜଣେ ଅଚିହ୍ନା ମହିଳା ଶିଶୁଟିକୁ ଧରିବା ବାହାନରେ, ତାକୁ ନେଇ କୁଆଡେ ଫେରାର ହୋଇଯାଇଛନ୍ତି । ଶିଶୁ ଚୋରି ସମ୍ପର୍କରେ ପରିବାର ପକ୍ଷରୁ ସଦର ଟାଉନ ଥାନାରେ ଅଭିଯୋଗ ହୋଇଛି ।

Snake Venom Worth Rs 1.5 Crores Seized In Deogarh
ଫରୁଆ ଭିତରେ ସାପ ଜହର ବେପାର

ୟା ଭିତରେ ଭାବିଲୁ ବ୍ରାଉନ୍ ସୁଗାର ଅଛି, ହେଲେ ଯାହା ଅଛି ସେ ବ୍ରାଉନ୍ ସୁଗାର ଠୁବି ମାରାତ୍ମକ। ବିଷଧର ସାପର ଜହର ହେଉଥିଲା ଚାଲାଣ।

Snake Venom
ଫରୁଆରେ ନାଗ ସାପ ବିଷ ବିକୁଥିଲେ ! ୧ କିଲୋଗ୍ରାମକୁ ଦେଢ଼ କୋଟି ଟଙ୍କା..

ଗିରଫ ଅଭିଯୁକ୍ତ ହେଲେ ସମ୍ବଲପୁର ସାଖିପଡାର ରଞ୍ଜନ କୁମାର ପାଢୀ ଏବଂ ସିନ୍ଦୁରପଙ୍କ ଗାଁର କୈଳାସ ଚନ୍ଦ୍ର ସାହୁ । ଜବତ ବିଷର ଆନୁମାନିକ ବଜାର ମୂଲ୍ୟ ଦେଢ କୋଟି ଟଙ୍କା ହେବ । ଦେବଗଡ ଜିଲ୍ଲାର ସ୍ୱତନ୍ତ୍ର ପୋଲିସ ଟିମ୍‌ ଏହି ଚଢାଉ କରିଥିବା ସୂଚନା ମିଳିଛି ।

Baliguda Locals Duped To The Tune Of Rs 1.5 Crore By \'Fraudulent\' Company
ଲୋଭ ଦେଖାଇ ଦେଢ଼ କୋଟି ଠକିଦେଲେ

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ନିରୀହ ଆଦିବାସୀ ମହିଳାଙ୍କୁ ପ୍ରଲୋଭନ ଦେଖାଇ ଦେଢ଼ କୋଟିରୁ ଅଧିକ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି.. ନିଜକୁ ବୁଣାକାର ସମବାୟ ପରିଚାଳନା ପରିଷଦ ଅଫିସର କହି ଚାକିରି ଦେବା ନାଁରେ ଆଦିବାସୀ ମହିଳାଙ୍କୁ ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି.. ଅଭିଯୋଗ ପରେ ଦାରିଙ୍ଗବାଡ଼ି ପୋଲିସ ଖୋଳତାଡ଼ ଆରମ୍ଭ କରିଛି..

Odisha : Two Tusks, 42 Leopard Nails Seized By Forest Dept
ବାଘ ନଖ, ହାତୀ ଦାନ୍ତ ଡିଲ୍ କରୁଥିଲେ, ଗିରଫ ହେଲେ

କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ପରିମାଣର ବାଘ ନଖ ଓ ହାତୀ ଦାନ୍ତ ଜବତ କରିଛି ବନ ବିଭାଗ ଟିମ୍.. ବିଭିନ୍ନ ସ୍ଥାନରେ ଚଢାଉ କରି କଲରାପତରିଆ ବାଘର ୪୨ଟି ନଖ ଓ ଦୁଇଟି ହାତୀ ଦାନ୍ତ ଜବତ କରିବା ସହ ଏ ମାମଲାରେ ୪ ଜଣଙ୍କୁ ଗିରଫ