• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cameraman Manas Swain Murder

cameraman manas swain murder case
ଶମିଷ୍ଠାଙ୍କ ବିରୋଧରେ ମିଳିଲା ବଡ଼ ପ୍ରମାଣ

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ହାତରେ ଏକ ବଡ଼ ପ୍ରମାଣ ଲାଗିଛି। ମାନସଙ୍କ ବ୍ୟବହୃତ ଜିନିଷ ଓ କୋଦାଳ, ଗଇଁତି ଫିଙ୍ଗିବାର ବଡ଼ ତଥ୍ୟ ମିଳିଛି। 

Cameraman Manas Swain Murder Case
ମାନସ ହତ୍ୟା ମାମଲାରେ ବଡ଼ ଖୁଲାସା: ଗାଡ଼ି, ଟଙ୍କା ଦେଇ ଶର୍ମିଷ୍ଠାଙ୍କୁ ଫେରାର କରାଇଥିଲେ ନିରଞ୍ଜନ

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ବଡ଼ ଖୁଲାସା ହୋଇଛି। ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ନିରଞ୍ଜନ ସେଠୀ ଫେରାର କରାଇଥିବା ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। 

Cameraman Manas Swain Murder Case
କ୍ରାଇମ ସିନ୍ ରିକ୍ରିଏସନ୍, ଘଣ୍ଟା ଘଣ୍ଟାର ଜେରା...ଶେଷରେ କାନ୍ଦି କାନ୍ଦି ଅପରାଧ ମାନିଲେ ଶର୍ମିଷ୍ଠା

କ୍ରାଇମ ସିନ୍ ରିକ୍ରିଏସନ୍, ଘଣ୍ଟା ଘଣ୍ଟାର ଜେରା,ଏକାଧିକ ପ୍ରଶ୍ନ...ଗତ ୪ ଦିନ ଧରି କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ କିଛି ଏଭଳି ଭାବେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ।

Cameraman Manas Swain Murder Case
ଡେମୋ ଦେଖାଇବା ବେଳେ କାନ୍ଦି କାନ୍ଦି କହିଲେ ଶର୍ମିଷ୍ଠା, ଆଶ୍ରମ ଭିତରେ କେମିତି ମାନସଙ୍କୁ କରିଥିଲେ ହତ୍ୟା...

ଭୁବନେଶ୍ୱର ଦୟାଲ ଆଶ୍ରମରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ନେଇ କ୍ରାଇମବ୍ରାଞ୍ଚ ଟିମ୍‌ କ୍ରାଇମ ସିନ୍ ରିକ୍ରିଏସନ୍‌ କରିଛି। ଏହି ସମୟରେ ଶର୍ମିଷ୍ଠା କାନ୍ଦି ପକାଇଥିବା ଜଣାପଡ଼ିଛି। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। 

Cameraman Manas Swain Murder Case
ଖୋଲୁଛି ମାନସ ମୃତ୍ୟୁ ରହସ୍ୟ, ପଳାସପୁରରେ ଡେମୋ ଦେଖାଇଲେ ଶର୍ମିଷ୍ଠା

କ୍ରାଇମ୍ ସିନ୍ ରିକ୍ରିଏସନ୍ ପାଇଁ କ୍ରାଇମବ୍ରାଞ୍ଚ ଟିମ୍‌ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ନେଇ ଚାନ୍ଦବାଲି ପଳାସପୁର ଯାଇଥିଲେ। ସେଠାରେ ଶର୍ମିଷ୍ଠା ଡେମୋ ଦେଖାଇଥିଲେ। 

Sarmistha Rout
ଫିଟିଲା ମାଡାମ୍ ଶର୍ମିଷ୍ଠାଙ୍କ ଅସଲ ଚେହେରା, ସାମ୍ନାକୁ ଆସିଲା କବି ନିରଂଜନଙ୍କ ନୃଶଂସ ରୂପ !

ଚାନ୍ଦବାଲିରୁ ଅପହରଣ, ଭୁବନେଶ୍ୱର ଦୟାଲ୍ ଆଶ୍ରମରେ ହତ୍ୟା ଆଉ ନୟାଗଡ଼ ରଣପୁରରେ ଶବ ପୋତାଯିବାର ପ୍ରତିଟି କାହାଣୀର କରିଛି ଖୁଲାସା । ଶର୍ମିଷ୍ଠା ଏବଂ ଅନ୍ୟ ସହଯୋଗୀ ମିଶି ମାନସଙ୍କୁ ଅପହରଣ କରିଥିଲେ ଚାନ୍ଦବାଲି ପଳାସପୁର ଗାଁରୁ ।

Manas Swain
ମାନସ ହତ୍ୟା ଉପରୁ ପରଦା ଉଠାଉଛି କ୍ରାଇମବ୍ରାଞ୍ଚ୍

ଏବେ ଶର୍ମିଷ୍ଠା ଏବଂ ତାଙ୍କ ସହଯୋଗୀଙ୍କୁ ୫ଦିନିଆ ରିମାଣ୍ଡରେ। ନିରଂଜନଙ୍କ ସମେତ ୪ ଅଭିଯୁକ୍ତଙ୍କୁ ଘାଣ୍ଟୁଛି ତଦନ୍ତକାରୀ ସଂସ୍ଥା, ଫୋକସରେ ମେମୋରି ଚିପ୍ । ସେପଟେ ସାମ୍ନାକୁ ଆସିଲା ଶର୍ମିଷ୍ଠା ଫେରାର ପୂର୍ବର ଭିଡିଓ।

Cameraman Manas Murder Case:Police Seals Sarmistha’s News Office
ମାନସ ହତ୍ୟା ମାମଲା: ଶର୍ମିଷ୍ଠାଙ୍କ ନ୍ୟୁଜ୍ ଅଫିସ୍‌କୁ ସିଲ୍ କଲା ପୋଲିସ

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ମାମଲାରେ ଅନ୍ୟତମ ମାଷ୍ଟରମାଇଣ୍ଡ ଥିବା ଶର୍ମିଷ୍ଠା ରାଉତଙ୍କ ସଂପୂର୍ଣ୍ଣ ନ୍ୟୁଜ୍ ଅଫିସ୍‌କୁ ପୋଲିସ ସିଲ୍ କରିଛି ।

Cameraman Manas Swain Murder Case
ଖୋଲୁଛି ହତ୍ୟା ଗୁମର: ନିଜ କାର୍‌ରେ ନିଜେ ଡ୍ରାଇଭ କରି ମାନସଙ୍କ ଶବ ନେଇଥିଲେ ଶର୍ମିଷ୍ଠା

ଶର୍ମିଷ୍ଠାଙ୍କ କାର୍‌ରେ ମାନସଙ୍କୁ ଅପହରଣ କରାଯାଇଥିଲା। ଅପହରଣ ସହ ମୃତଦେହକୁ ବି ଏହି କାର୍‌ରେ ନୟାଗଡ଼ ନିଆଯାଇଥିଲା। ‌ଏହାପରେ ମୃତଦେହ ନୟାଗଡ଼ରେ ପୋତି ଦିଆଯାଇଥିଲା। 

Prime Accused Sarmistha Rout's Car Traced
କାର୍‌ ମିଳିଲା, ହେଲେ କୁଆଡ଼େ ଗଲେ ଶର୍ମିଷ୍ଠା ?

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ କାର୍ ଠାବ ହୋଇଛି। ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍କାଏ ଟାୱାର ଆପାର୍ଟମେଣ୍ଟ ଗ୍ୟାରେଜରୁ ଶର୍ମିଷ୍ଠାଙ୍କ କାର୍‌ ମିଳିଛି। 

Prime Accused Sarmistha Rout
ପୂର୍ବରୁ ଦୁଇ ଦୁଇ ଥର ଶର୍ମିଷ୍ଠାଙ୍କୁ ଡାକି ପୋଲିସ ଛାଡ଼ିଦେଇଥିଲା କାହିଁକି ?

ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି।

Cameraman Manas Swain Murder
କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କ ପତ୍ନୀଙ୍କ ବିସ୍ଫୋରକ ବୟାନ: ଦୁଇ ମନ୍ତ୍ରୀ ସମ୍ପୃକ୍ତ

ଭୁବନେଶ୍ୱର: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ବିସ୍ଫୋରକ ବୟାନ ଦେଇଛନ୍ତି କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କ ପତ୍ନୀ। ମାନସଙ୍କ ପତ୍ନୀ କହିଛନ୍ତି ଯେ ମନ୍ତ୍ରୀ ପ୍ରତାପ ଜେନା ଓ ଦିବ୍ୟଶଙ୍କର ମିଶ୍ରଙ୍କ ହାତ ରହିଛି। ବଡ଼ ନେତା ଓ ମନ୍ତ୍ରୀଙ୍କର ହାତ ଅଛି, ସେମାନଙ୍କୁ ଗିରଫ କରାଯାଉ।

Cameraman Manas Swain Murder Case
ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଆବେଦନ ଖାରଜ

ତଥ୍ୟ ହାସଲ ଲାଗି ଜେରା ପାଇଁ ୨ ଜଣଙ୍କୁ ରିମାଣ୍ଡରେ ନେବ ପୋଲିସ।

Cameraman Manas Swain Murder Case
ମିଳିଲା ବଡ଼ ପ୍ରମାଣ: ଅତି ନିଜର ଥିଲେ ଶର୍ମିଷ୍ଠା, ଅବସର ଦିନ ଲାଲେଲାଲ୍‌ କରିଦେଲେ ନିରଞ୍ଜନ

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଓ ବଡ଼ ଖୁଲାସା ହୋଇଛି। ହତ୍ୟାକାଣ୍ଡ ପଛରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି।

Camera man Murder Case
ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ହତ୍ୟା ମାମଲାରେ ଧରାପଡ଼ିଲେ ଆଉ ୨ !

ପ୍ରଥମେ ଜଣେ ଅଭିଯୁକ୍ତଙ୍କୁ ଧରିବା ପରେ ଅପହରଣ ପରେ ହତ୍ୟାର ଫିଟିଥିଲା ଗୁମର।

Cameraman Murder Mystery
ମାନସଙ୍କ ପାଖରୁ ମେମୋରି ଚିପ୍ ପାଇଁ ଦଳବଳ ଧରି ଚାନ୍ଦବାଲି ଯାଇଥିଲେ ଶର୍ମିଷ୍ଠା

ପୋଲିସକୁ ଅତି ନିକଟରୁ ଚକମା ଦେଇ ସୀମାପାର୍ ହୋଇଗଲେ ଶର୍ମିଷ୍ଠା। 

Cameraman Manas Swain Murder
କ୍ୟାମେରାମ୍ୟାନ୍ ମାନସ ମର୍ଡର ମିଷ୍ଟ୍ରି: କେଉଁଠି ଅଛନ୍ତି ୱେବ୍‌ ପୋର୍ଟାଲ ମାଲିକାଣୀ ?

ନୟାଗଡ଼ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ କାହିଁକି ହତ୍ୟା କରାଗଲା ? ମାନସଙ୍କ ହତ୍ୟା ପଛରେ କ’ଣ ୱେବ୍‌ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ସଂପୃକ୍ତି ରହିଛି ? ଶର୍ମିଷ୍ଠା ଏବେ କେଉଁଠି ?