ସୁରେନ୍ଦ୍ରକୁ ୭ ଦିନ ଟ୍ରାଞ୍ଜିଟ ରିମାଣ୍ଡରେ ନେବାକୁ ଦିଲ୍ଲୀ CBI ଆବେଦନ କରିଛି । ଏଥିସହ ଆସନ୍ତା ୨୬ରେ ଦିଲ୍ଲୀ ସିବିଆଇ କୋର୍ଟରେ ହାଜର ପାଇଁ ଅନ୍ୟ ଜଣେ ଅଭିଯୁକ୍ତ ମନୋରଂଜନ ଦାସକୁ ନୋଟିସ ଜାରି କରାଯାଇଛି ।
ପ୍ରତାପ ପ୍ରାୟ ୫୦ ଲକ୍ଷ ଟଙ୍କା ଏହି ୨ଟି ଫିଲ୍ମରେ ଲଗାଇଥିଲେ । ପ୍ରତାପ ଓ ତାଙ୍କ ପରିବାରର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟରେ ସନ୍ଦେହଜନକ ଭାବେ ଜମା ହୋଇଛି ପ୍ରାୟ ଦେଢ଼ କୋଟି ଟଙ୍କା ।
ବ୍ରଜକାପ୍ତା ଚୋରା ଚାଲଣ ରାକେଟ ଏବେ ବଢିବାରେ ଲାଗିଛି । ରାଜ୍ୟରେ ଏବେ ବେଆଇନ ଭାବେ ଏହାର ଚୋରାଚାଲଣ ହେଉଛି । ତେବେ ଗତକାଲି ଖୋର୍ଦ୍ଧାରେ ଏଥିପାଇଁ ଏକ ଡିଲ ଚାଲିଥିବା ବେଳେ ଖୋର୍ଦ୍ଧା ବନଖଣ୍ଡ ଧରିପକେଇଥିଲା । ତେବେ ଏହି ବଜ୍ରକାପ୍ତା କେଉଁଠୁ ଆସିଲା ଏବଂ କାହାକୁ ଚାଲଣ ହୋଇଥାଆନ୍ତା ଜାଣନ୍ତୁ ।
ହାଇକୋର୍ଟରେ ପହଞ୍ଚିଲା ମମିତା ମେହେର ମୃତ୍ୟୁ ମାମଲା.. ଝିଅକୁ ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମମିତାଙ୍କ ପରିବାର
ରାଜଧାନୀ ଛାତି ଉପରେ ମାଷ୍ଟରକ୍ୟାଣ୍ଟିନ ନିକଟ ରାସ୍ତା କଡ଼ର ଏକ ରେସ୍ତୋରାଁରୁ ଆଜି ଭୋର ସମୟରେ ଲୁଟ୍ ହୋଇଛି.. ମାତ୍ର ୫ ମିନିଟରେ କଳାକନା ବୁଲେଇ ଦେଇଛି ସ୍ମାର୍ଟ ସିଟିର ସ୍ମାର୍ଟ ଲୁଟେରା.. ଆଜି ଭୋର୍ ସମୟରେ ଜଣେ ଜ୍ୟାକେଟ୍ ପିନ୍ଧା ଲୁଟେରା ଶଟର୍ ତାଡ଼ି ଦୋକାନ ଭିତରେ ପଶି କ୍ୟାସ୍ ଡ୍ରରୁ ୧୪ ହଜାର ଟଙ୍କା ଲୁଟ୍ କରି ଚମ୍ପଟ୍ ମାରିଛି..
OCAC ସିଇଓଙ୍କ ହ୍ୱାଟ୍ସଆପ୍ ହ୍ୟାକ୍ କରି ଟଙ୍କା ଲୁଟିବା ଘଟଣା଼ ପଛରେ ନାଇଜେରିଆ ଗ୍ୟାଙ୍ଗର ସମ୍ପୃକ୍ତି ସ୍ପଷ୍ଟ ହୋଇଛି। ଗ୍ୟାଙ୍ଗର ସଦସ୍ୟ ବେଙ୍ଗାଲୁରୁରେ ରହି ଏହି ଅପରାଧ ଘଟାଇଛନ୍ତି।
ଓକାକ୍ ସିଇଓଙ୍କ ହ୍ୱାଟସଆପ୍ ହ୍ୟାକ୍ କରି ଟଙ୍କା ଲୁଟ୍ ଘଟଣା ପଛରେ ନାଜେରିଆ ଗ୍ୟାଙ୍ଗର ସମ୍ପୃକ୍ତି ଥିବା ସ୍ପଷ୍ଟ ହୋଇଛି
ଖୋର୍ଦ୍ଧା ଧଳାପଥର ଅଞ୍ଚଳରେ ବଜ୍ରକାପ୍ତା କାତି ଡିଲ୍ ବେଳେ ଚଢ଼ାଉ କରି ୨ ଜଣଙ୍କୁ ଗିରଫ କରିଛି ବନ ବିଭାଗ.. ଗିରଫଦାରୀ ବେଳେ ବନବିଭାଗ କର୍ମଚାରୀଙ୍କ ସହ ଧସ୍ତାଧସ୍ତି ହୋଇଥିଲେ ଅଭିଯୁକ୍ତ
ମହାଲିଙ୍ଗ ମହାବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଗୋବିନ୍ଦ ସାହୁଙ୍କ ପ୍ରେମ କାହାଣୀ ଜାଣିଥିଲେ ସନ୍ସାଇନ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର । ସେଥିପାଇଁ ତାଙ୍କୁ ଅନେକ ସମୟରେ ଧମକଚମକ ଦେଉଥିବା ଅଭିଯୋଗ ହୋଇଥିଲା ।
ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେପଟେ ଏହି ଘଟଣାର ସଠିକ ତଦନ୍ତ କରାଯିବା ସହ ଜିଲ୍ଲାପାଳ ଏହାକୁ ଗୁରୁତର ସହ ନେବାକୁ ଦାବି ହୋଇଛି ।
ଆପଣ କଣ କରୁଥିଲେ? କାହିଁକି ଆପଣଙ୍କ ଘରେ ପହଞ୍ଚିଲା CBI? ଉତ୍ତର ଆସିଲା ବ୍ଲ୍ୟୁ ଫିଲ୍ମ !
ଯୌନ ରାକ୍ଷସଙ୍କ ମାୟାକୁ ବୁଝିବା ଆଗରୁ ସଙ୍କଟରେ ପଡ଼ିଯାଉଛନ୍ତି ଅବୋଧ ଶିଶୁ । କାରଣ ମାତିଛନ୍ତି ଯୌନ ପିପାସୁ । ଛାଇ ଭଳି ଘୁରିବୁଲୁଛନ୍ତି ଭର୍ଚୁଆଲ୍ ମୋଡ୍ରେ ।
ସିବିଆଇ ଟିମ୍କୁ ନିର୍ଧୁମ୍ ଛେଚିଲେ । କିଛି ମହିଳା ସଂଘବଦ୍ଧ ହୋଇ ସିବିଆଇ ଟିମ୍ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ଅନ୍ଲାଇନ୍ରେ ଶିଶୁଙ୍କ ପ୍ରତି ଯୌନ ଶୋଷଣ ନେଇ ଚଳିତ ମାସ ୧୪ ତାରିଖରେ ସିବିଆଇ ପାଖରେ ମାମଲା ଦାଏର ହୋଇଥିଲା । ୨୩ଟି ଭିନ୍ନ ଭିନ୍ନ ମାମଲାରେ ୮୩ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ସିବିଆଇ ।
ଓ୍ୱାରେଣ୍ଟିଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ସଂପୃକ୍ତ ଜିଲ୍ଲା ପୋଲିସକୁ ରାଜ୍ୟ ପୋଲିସ ପକ୍ଷରୁ ପ୍ରଶଂସା କରାଯାଇଛି। ବଡ଼କଥା ହେଉଛି, ଗିରଫ ଓ୍ୱାରେଣ୍ଟିଙ୍କ ମଧ୍ୟରୁ ୨୬୪୮ ଜଣଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ୱାନା ଥିଲା।
ସ୍ୱାମୀ,ସ୍ତ୍ରୀ ଏକାଠି ହେବେ କଣ ବରଂ ସ୍ଥିତି ବିଗିଡ଼ିଗଲା। ଫିଲ୍ମ ଷ୍ଟାଇଲରେ ପ୍ରେମ ବିବାହ କରିଥିବା ଦୁଇ ପ୍ରେମୀ ଯୁଗଳଙ୍କ ଏଭଳି କ୍ଲାଇମେକ୍ସ ଚର୍ଚ୍ଚାର ବିଷୟ ହୋଇଛି।
ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବିଧାନସଭାରେ ପ୍ରବେଶ ଉପରେ କଟକଣା ଲାଗୁ କରିବା ପାଇଁ କଂଗ୍ରେସର ଦାବି
ସାମ୍ନାକୁ ଆସିଲା KBN ଗ୍ୟାଙ୍ଗ୍ର ନୂଆ ଗ୍ରୁପ୍ ‘ଟାଉନ୍ ଟାଇଗର’। କେବିଏନ୍ ଗ୍ୟାଙ୍ଗର କିଛି ଯୁବକ ‘ଟାଉନ୍ ଟାଇଗର’ ନାଁରେ ଏହି ନୂଆ ଗ୍ରୁପ୍ କରିଥିଲେ।
କ୍ଳିନଚିଟ୍ ଦେବାକୁ DIG କିଏ?
ନିମାପଡ଼ା ଅଂଚଳରେ ଜଣେ ବିବାହିତ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ନେଇ ଆସିଲା ସଙ୍ଗୀନ ଅଭିଯୋଗ
ପୁଣି ଅଶାନ୍ତ ନିମାପଡା। ବିବାହିତା ମହିଳାଙ୍କୁ ଗଣ ଦୁଷ୍କର୍ମ। ନଦୀକୁ ଯାଇଥିବା ବେଳେ ଉଠାଇନେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ
ମମିତା ମେହେର ହତ୍ୟା ମାମଲାରେ ଦିନକୁ ଦିନ ଖୋଲୁଛି ନୂଆ ନୂଆ ତଥ୍ୟ। ଅଭିଯୁକ୍ତ ଗୋବିନ୍ଦ ସାହୁକୁ ନେଇ ଆସିଛି ନୂଆ ଖୁଲାସା। ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ବ୍ୟବହାର କରୁଥିଲା ୬ଟି ମୋବାଇଲ ଫୋନ୍ । ଏବଂ ଚାଂଚଲ୍ୟକର କଥା ହେଉଛି, ଏହି ସମସ୍ତ ମୋବାଇଲ ଫୋନରେ ବ୍ୟବହାର ହେଉଥିବା ସିମକାର୍ଡ ଗୋବିନ୍ଦ ସାହୁ ନାଁରେ ନଥିଲା।
ସୋସିଆଲ ମିଡ଼ିଆରେ ବନ୍ଧୁକ ଓ ଖଣ୍ଡା ଧରି ଭିଡିଓ ଭାଇରାଲ ମାମଲାରେ,କେବିଏନ୍ ଗ୍ରୁପର ୫ ଜଣଙ୍କୁ ରିମାଣ୍ଡରେ ଆଣି ପୋଲିସର ମାରାଥନ ଜେରା। ବାକି ସଦସ୍ୟଙ୍କୁ ଖୋଜୁଛି ପେଲିସ୍
ଯେତେ ଖୋଳିଲେ ସେତେ ବାହାରୁଛି। ମମିତା ମେହେର ହତ୍ୟା ଘଟଣାରେ ପ୍ରତ୍ୟେକ ଦିନ କିଛି ନା କିଛି ଘଟଣା ତଥ୍ୟ ସାମ୍ନାକୁ ଆସୁଛି
ଭାଉଜ ସହିତ ଚୋରା ପୀରତି ପଡିଲା ମହଙ୍ଗା। ଦୂର ସମ୍ପର୍କୀୟ ଭାଉଜଙ୍କ ପାଖକୁ ରାତି ଅଧରେ ଯାଇ ଫସିଗଲେ ପ୍ରେମିକ ଦିଅର। ଘର ଲୋକଙ୍କ ହାତରେ ପଡ଼ିଲେ ଧରା। ରାତି ସାରା ଖୁଣ୍ଟରେ ବନ୍ଧାହେଲେ। ନିସ୍ତୁକ ମାଡ ଖାଇଲେ।